ଅନ୍ତର୍ଜାତୀୟ

ଯୁଦ୍ଧ ମଝିରେ ଜେଲେନସ୍କି ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସିଙ୍କୁ କଲେ ବରଖାସ୍ତ …

କିଭ୍‌,୪।୯: ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ ପଦକ୍ଷେପ ନେଇଛନ୍ତି। ରବିବାର ଜେଲେନସ୍କି ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭଙ୍କୁ ବରଖାସ୍ତ କରିଛନ୍ତି। ଓଲେକ୍ସିଙ୍କୁ କ୍ରିମିଆ ସାଂସଦ ରୁସ୍ତମ ଉମେରୋଭଙ୍କ ସ୍ଥାନ ଦିଆଯିବ। ଜେଲେନସ୍କି...

ଗିଲଗିଟ ବାଲ୍ଟିସ୍ତାନରେ ଉତ୍ତେଜନା, ଆମେରିକା ଜାରି କଲା ଯାତ୍ରା ଆଡଭାଇଜରୀ…

ଓ୍ବାଶିଂଟନ/ଇସଲାମାବାଦ,୪।୯ : ଗୁଲାମ ଜମ୍ମୁ-କୀଶ୍ମୀରର ଗିଲଗିଟ ବାଲ୍ଟିସ୍ତାନରେ ଧର୍ମଗୁରୁଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ବିବାଦ ଜାରି ରହିଛି। ଏହି ଅଞ୍ଚଳର ଉତ୍ତେଜନାକୁ ଦୃଷ୍ଟିରେ ରଖି ମୋବାଇଲ ଇଣ୍ଟରନେଟ ସେବା ସମଗ୍ର ଅଞ୍ଚଳରେ ବନ୍ଦ ରଖାଯାଇଛି। ଗିଲଗିଟ ବାଲ୍ଟିସ୍ତାନ ସରକାର ଏହି...

ଚିନି ମୂଲ୍ୟ ୨୨୦ ଟଙ୍କା

ଇସଲାମାବାଦ୍‌,୩।୯: ପାକିସ୍ତାନରେ ଆର୍ଥିକ ସଙ୍କଟ ମଧ୍ୟରେ ଚିନି ଦର ରେକର୍ଡ ଭାଙ୍ଗିଛି। ବାଲୁଚିସ୍ତାନର ଖୁଚୁରା ବଜାରରେ ଚିନି ମୂଲ୍ୟ ୨୨୦ ଟଙ୍କାରେ ପହଞ୍ଚିଛି। ଚିନି ପୂର୍ବରୁ ୨୦୦ କିଲୋଗ୍ରାମରେ ବିକ୍ରି ହେଉଥିଲା। ବାଲୁଚିସ୍ତାନରେ ହଠାତ୍‌ ୨୦ ଟଙ୍କା ବୃଦ୍ଧି ରେକର୍ଡ...

ଜାଲିଆତି, ମନି ଲଣ୍ଡରିଂ ମାମଲାରେ ଜେଲନସ୍କିଙ୍କ ନିକଟତମ ବ୍ୟବସାୟୀ ଗିରଫ

କ୍ୱିଭ,୩।୯: ଜାଲିଆତି ତଥା ଅର୍ଥ ହେରଫେର ବା ମନି ଲଣ୍ଡରିଂ ଅଭିଯୋଗରେ ୟୁକ୍ରେନ କୋର୍ଟ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ନିକଟତମ ବିବେଚିତ ବିଲିୟନେୟାର ଇଗୋର କୋଲୋମୋଇସ୍କିଙ୍କୁ ଦୁଇମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଶନିବାର ବିଳମ୍ବିତ ରାତିରେ ୟୁକ୍ରେନ ଗଣମାଧ୍ୟମ ଏହି...

ଇସ୍ରାଏଲରେ ଗୋଷ୍ଠୀ ସଂଘର୍ଷ, ୧୨ରୁ ଊର୍ଦ୍ଧ୍ୱ ଆହତ

ଜେରୁଜେଲମ,୩ା୯: ଇସ୍ରାଏଲର ରାଜଧାନୀ ତେଲ ଅଭିବ୍‌ରେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟିଛି। ଏହି ହିଂସାକାଣ୍ଡରେ ଇରିଟ୍ରିଆନ ସରକାରଙ୍କ ଶତାଧିକ ସମର୍ଥକ ଏବଂ ବିରୋଧୀ ପରସ୍ପର ସହ ଇସ୍ରାଏଲ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ତେଲ ଅଭିବ୍‌...

ତିବ୍ବତରେ ବୃଦ୍ଧି ପାଉଛି ଚାଇନାର ସକ୍ରିୟତା: ଭାରତର ଚିନ୍ତା ବଢ଼ିଲା…

ଲାସା,୩।୯ : ଯେ କୌଣସି ଉପାୟରେ ସାର୍ବଭୌମ ରାଷ୍ଟ୍ରକୁ ଦଖଲ କରିବାକୁ ଚାଇନାର ଶକ୍ତି ଏବଂ ଅଭିଳାଷ ବେଶ୍‌ ଜଣାଶୁଣା। ଏହାର ପଥରେ ତିବ୍ଦତର କ୍ଷୁଦ୍ର ହିମାଳୟ ରାଷ୍ଟ୍ର ଏବେ ଆସିଛି। ତିବ୍ଦତ ଉପରେ ଚାଇନା ନୀତି ବିଷୟରେ ଏକ...

ଆପଣଙ୍କର ତଥ୍ୟ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟବହୃତ ହେବ: ଏଲନ ମସ୍କଙ୍କ ଘୋଷଣା…

ଓ୍ବାଶିଂଟନ,୩।୯ : ତୁମେ ଯାହା ଖୋଜୁଛ, ତୁମେ ଯାହା ଦେଖୁଛ, ତୁମେ କେଉଁଠାକୁ ଯାଅ, ଯେତେବେଳେ ତୁମେ ଯାଅ ଏଲନ ମସ୍କ ସବୁକିଛି ଜାଣେ। ପ୍ରକୃତରେ, ଏକ୍ସର ମାଲିକ ଏଲୋନ ମସ୍କ, ତାଙ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ମାଧ୍ୟମରେ ଆପଣଙ୍କର...

ଭାରତୀୟ ମୂଳ ବାସିନ୍ଦା ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଭାଇଙ୍କ ନାଁରେ କଲେ ମାନହାନି ମାମଲା

ସିଙ୍ଗାପୁର,୩।୯: ସିଙ୍ଗାପୁରରେ ଭାରତୀୟ ମୂଳ ବାସିନ୍ଦା ଦୁଇଜଣ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗଙ୍କ ସାନଭାଇ ଲି ସିନ ୟାଙ୍ଗଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ସୂଚନାଯୋଗ୍ୟ, ଏହି ମାମଲା ସରକାରୀ ବଙ୍ଗଳାର ଭଡା ବିବାଦ ସହିତ ଜଡିତ।...

ବିଟ୍ରେନ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ଭାରତ ଗସ୍ତରେ ଆସିବେ ଋଷି ସୁନକ

ନୂଆଦିଲ୍ଲୀ/ଇଂଲଣ୍ଡ,୩।୯: ଜି -୨୦ ଶିଖର ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ୯ ଓ ୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ବିଶ୍ୱର ୨୦ଟି ଶକ୍ତିଶାଳୀ ଅର୍ଥନୀତି ଦେଶର ମୁଖ୍ୟମାନେ...

ଇରାକର କିରକୁକରେ ସଂଘର୍ଷ, ୩ ପ୍ରଦର୍ଶନକାରୀ ମୃତ

ବାଗଦାଦ,୩।୯: ଇରାକରେ ବଡ ଧରଣର ଜାତୀୟ ସଂଘର୍ଷ ହୋଇଛି। ଇରାକର ସହର କିରକୁକରେ କୁର୍ଦିଶ ଓ ଅରବ ନୀବାସିଙ୍କ ମଧ୍ୟରେ ହୋଇଥିବା ହିଂସାରେ ୩ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି ଏହାସହ ଅଧିକାଂଶ ଆହତ ହୋଇଛନ୍ତି। କୁର୍ଦ୍ଦ, ଆରବ ଏବଂ ତୁର୍କମେନ...

ନମାଜ ପାଠ ସମୟରେ ମସଜିଦରେ ଆକ୍ରମଣ

କାଡୁନା,୩।୯: ନାଇଜେରିଆର ଉତ୍ତର-ପଶ୍ଚିମ କାଡୁନା ରାଜ୍ୟରେ ଏକ ମସଜିଦ ଉପରେ ଆକ୍ରମଣ କରିଛନ୍ତି କିଛି ଅଜ୍ଞାତ ବନ୍ଧୁକଧାରୀ। ନମାଜ ପାଠ ସମୟରେ ଆକ୍ରମଣ ହେବାରୁ ପ୍ରାୟ ୭ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ପୋଲିସ ସୂଚନା ଦେଇଛି। କାଡୁନା ପୋଲିସର ମୁଖପାତ୍ର...

ବିଜୁଳି ଦର ବୃଦ୍ଧିକୁ ନେଇ ଦେଶବ୍ୟାପୀ ଧାରଣା, ସରକାରଙ୍କୁ ୭୨ଘଣ୍ଟା ସମୟ ଦେଲେ ବ୍ୟବସାୟୀ

ରାଜନୈତିକ ଅଚଳାବସ୍ଥା ସହ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ପଡୋଶୀ ଦେଶ ପାକିସ୍ତାନ। ତେବେ ଇଲେକ୍ଟ୍ରି ବିଲ୍‌ ବୃଦ୍ଧି ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅହେତୁକ ଦରଦାମ ବୃଦ୍ଧିକୁ ନେଇ ପାକିସ୍ତାନର ବ୍ୟବସାୟୀମାନେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri