ଅନ୍ତର୍ଜାତୀୟ

ଗାବୋନ୍‌ରେ ସାମରିକ ବିଦ୍ରୋହ, ରାଷ୍ଟ୍ରପତି ଗୃହବନ୍ଦୀ

ଲିବ୍ରେଭିଲେ,୩୧ା୮: ଆଫ୍ରିକୀୟ ରାଷ୍ଟ୍ର ଗାବୋନ ନିର୍ବାଚନରେ ରାଷ୍ଟ୍ରପତି ଅଲୀ ବୋଙ୍ଗୋ ଅଣ୍ଡିମ୍ବାଙ୍କ ବିଜୟ ପରେ ବୁଧବାର ସାମରିକ ବିଦ୍ରୋହ ଦେଖିବାକୁ ମିଳିଛି। ସେନା ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ କରି କ୍ଷମତା ଦଖଲ କରିଛି। ବର୍ତ୍ତମାନର ଶାସନ ଶେଷ ହେଲା ବୋଲି କେତେଜଣ...

ବ୍ରିଟେନର ନୂଆ କ୍ୟାନ୍‌ସର ଟିକା, କମାଇବ ରୋଗୀଙ୍କ ଚିକିତ୍ସା ଅବଧି

ଲଣ୍ଡନ,୩୧।୮: ବ୍ରିଟେନ ସରକାର ଏଭଳି ଏକ ଟିକା ପ୍ରସ୍ତୁତ କରିଛନ୍ତି, ଯାହା କ୍ୟାନସର ଚିକିତ୍ସାରେ ଅଧିକ ଫଳପ୍ରଦ ହେବ। ଏହି ଟିକା କ୍ୟାନସର ରୋଗୀଙ୍କ ଚିକିତ୍ସା ଅବଧିକୁ ପ୍ରାୟ ୩ ମାସ ହ୍ରାସ କରୁଛି। ଏହା ଇଂଲଣ୍ଡର ଔଷଧ ଓ...

ବର୍ଷକ ମଧ୍ୟରେ କାନାଡା ଯାଇଛନ୍ତି ୧୫୦୦୦ ଭାରତୀୟ, କାରଣ ଜାଣିଲେ…

ଓଟାଓ୍ବା,୩୦ା୮: ଭାରତରେ ଚାକିରି ସଙ୍କଟ ମଧ୍ୟରେ ଗତ ଏକ ବର୍ଷରେ ୧୫୦୦୦ରୁ ଅଧିକ ବୈଷୟିକ କର୍ମଚାରୀ କାନାଡାରେ ପହଞ୍ଚଛନ୍ତି। ରିପୋର୍ଟ ଅନୁଯାୟୀ, ଏପ୍ରିଲ ୨୦୨୨ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୧୫୦୦୦ରୁ ଅଧିକ ବୈଷୟିକ କର୍ମଚାରୀ ଚାକିରି ଖୋଜିବା ପାଇଁ କାନାଡା...

ଆସୁଛି ବଡ଼ ବିପର୍ଯ୍ୟୟ

ଓ୍ବାଶିଂଟନ,୩୦ା୮: ସମ୍ଭାବ୍ୟ ଝଡ଼ ‘ଇଡାଲିଆ’ ଫ୍ଲୋରିଡ଼ାଠାରେ ବ୍ୟାପକ କ୍ଷତି ଘଟାଇବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ବିପଦପୂର୍ଣ୍ଣ ବର୍ଗ-୪କୁ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବେଗରେ ପବନ ବହିବା ସହ ଫ୍ଲୋରିଡାର ପଶ୍ଚିମ କୂଳରେ...

ଏକ ଲକ୍ଷ ବର୍ଷ ଯାଏଁ ଚନ୍ଦ୍ରପୃଷ୍ଠରେ ରହିପାରିବେ ୮୦୦କୋଟି ଲୋକ, “ରେଗୋଲିଥ”ରୁ ମିଳିପାରେ ୬୩୦କି.ଗ୍ରା ଅମ୍ଲଜାନ

ଓ୍ବାଶିଂଟନ୍‌,୩୦।୮: ଚନ୍ଦ୍ରାବତରଣ କରିଛି ଭାରତର ମୁନ ମିଶନ ଚନ୍ଦ୍ରାୟାନ ୩। ତେବେ ଲ୍ୟାଣ୍ଡିଂର ୭ଦିନ ପରେ ଖୁସି ଖବର  ଦେଇଛନ୍ତି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞା। ଚନ୍ଦ୍ରର ଦକ୍ଷିଣ ମେରୁରେ ଅମ୍ଲଜାନ ଥିବା ନେଇ ସ୍ପଷ୍ଟ କରିଛି ପ୍ରଜ୍ଞା।...

ମସ୍କୋ ଉପରେ ସବୁଠୁ ବଡ଼ ଡ୍ରୋନ୍‌ ଆକ୍ରମଣ କଲା ୟୁକ୍ରେନ

କିଭ୍‌,୩୦ା୮: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୮ ମାସ ଧରି ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ। ଏହି ଯୁଦ୍ଧ ମଧ୍ୟରେ ରୁଷିଆ ବର୍ତ୍ତମାନ ୟୁକ୍ରେନ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ରୁଷିଆ କହିଛି, ୟୁକ୍ରେନ ରୁଷିଆ ଉପରେ...

ମହାକାଶରେ ଦିନ-ରାତି କିପରି ଜାଣନ୍ତି ମହାକାଶଚାରୀ, ୨୪ ଘଣ୍ଟାରେ ଦେଖନ୍ତି ୧୬ଟି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ

ପୃଥିବୀରେ ଦିନ ରାତି କିପରି ହୁଏ ଏବିଷୟରେ ନିଶ୍ଚେ ଅବଗତ ଥିବେ। ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ପୃଥିବୀ ବାହାରେ ଅର୍ଥାତ୍‌ ମହାକାଶରେ ଦିନ ରାତି କିପରି ହୁଏ। ଆଉ ମହାକାଶଚାରୀମାନେ ଏବିଷୟରେ କିପରି ଜାଣନ୍ତି। ମହାକାଶରେ ମାଇକ୍ରୋଗ୍ରାଭିଟି...

ମଙ୍ଗଳରେ ୫୦ବର୍ଷ ପୂର୍ବେ ମିଳିଥିଲା ଜୀବଜଗତର ସନ୍ଧାନ, ଭୁଲରେ ନଷ୍ଟ ହୋଇଯାଇଛି ପ୍ରମାଣ: ବୈଜ୍ଞାନିକଙ୍କ ଦାବି

ଓ୍ବାଶିଂଟନ୍‌,୩୦।୮: ମଙ୍ଗଳ ଗ୍ରହରେ ଜୀବଜଗତ ଥିବା ନେଇ ବହୁବାର ଦାବି କରାଯାଇ ଆସୁଛି। ତେବେ ଏପରି କୁହାଯାଇ ସାରଛି କି ମଙ୍ଗଳ ଗ୍ରହରେ ପୂର୍ବରୁ ଜୀବଜଗତ ଥିଲା କିନ୍ତୁ ବର୍ତ୍ତମାନର ସେଠାକାର ପରିସ୍ଥିତିକୁ ନେଇ ଜୀବଜଗତ ସୃଷ୍ଟି ପାଇଁ ଅନୁକୂଳ...

‘ଚାଇନା ସହ ମୁକାବିଲା କରିବା ପାଇଁ ଭାରତ-ଆମେରିକା ସମ୍ପର୍କକୁ ମଜଭୁତ୍‌ କରିବା ଜରୁରୀ’

ଓ୍ବାଶିଂଟନ୍‌,୩୦।୮: ଆମେରିକାରେ ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ଦାବିଦାରୀ ଉପସ୍ଥାପନ କରୁଥିବା ଭାରତୀୟ ମୂଳ ବିବେକ ରାମାସ୍ବାମୀ କହିଛନ୍ତି ଯେ, ଭାରତ-ଆମେରିକାର ମଜଭୁତ୍‌ ସମ୍ପର୍କ, ଆମେରିକାର ଚାଇନା ଏବଂ ତାଇୱାନ ଉପରେ ନିର୍ଭରଶୀଳତାକୁ ଦୂର...

ମସଜିଦରେ ‘ଅଜାନ’ ପଢିବାକୁ ନେଇ ନୂଆ ଗାଇଡଲାଇନ ଜାରି କଲା ଆମେରିକା

ଓ୍ବାଶିଂଟନ୍‌,୩୦।୮: ଆମେରିକାର ନ୍ୟୁୟର୍କ ସହରରେ ଅଜାନକୁ ନେଇ ନୂଆ ଗାଇଡଲାଇନ ଜାରି କରାଯାଇଛି। ଅଜାନ ପ୍ରାର୍ଥନା କରିବା ସମୟରେ ମସଜିଦରେ ଅନୁମତି ନେବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି। ଗାଇଡଲାଇନ ଅନୁଯାୟୀ, ରାତି ୧୨.୩୦ ରୁ ରାତି ୧.୩୦ଯାଏଁ ମୁସଲମାନମାନେ...

ଅନ୍ୟ ଦେଶ ସହ ଗୁପ୍ତ ବୈଠକ କରୁଛନ୍ତି ଲିବିଆର ମହିଳା ମନ୍ତ୍ରୀ ନଜଲା, ବୈଠକକୁ ନେଇ ଲିବିଆରେ ହିଂସା

ଜେରୁଜେଲମ,୩୦।୮: ଲିବିଆର ବୈଦେଶିକ ମହିଳା ମନ୍ତ୍ରୀଙ୍କୁ ନେଇ ଇସ୍ରାଏଲରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଲିବିଆର ବୈଦେଶିକ ମନ୍ତ୍ରୀ ନଜଲା ମଙ୍ଗୋଶ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ସହ ଗୁପ୍ତ ବୈଠକ କରିଥିଲେ। ଏନେଇ ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି...

ଦଣ୍ଡାଦେଶ ସ୍ଥଗିତ ହେବା ପରେ ବି ଜେଲରେ ରହିବେ ଇମ୍ରାନ୍‌

ଇସଲାମାବାଦ,୩୦।୮: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଗୋଟିଏ ସମସ୍ୟା ଶେଷ ହେବାକୁ ଯାଉଥିବା ବେଳେ ଅନ୍ୟ ଏକ ମାମଲା ସାମ୍ନାକୁ ଆସୁଛି। ମଙ୍ଗଳବାର ଇମ୍ରାନ୍‌ ଖାନଙ୍କୁ ଏକ ବଡ଼ ଆଶସ୍ତି ମିଳିଥିଲା। ଇସଲାମାବାଦ ହାଇକୋର୍ଟ ତୋଶାଖାନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri