ଅନ୍ତର୍ଜାତୀୟ

ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ପଦ ପ୍ରାର୍ଥୀ ଥର୍ମନଙ୍କ ବଡ ବୟାନ

ସିଙ୍ଗାପୁର,୨୬।୮: ସିଙ୍ଗାପୁର ଯେ କୌଣସି ସମୟରେ ଜଣେ ଅଣ-ଚାଇନା ପ୍ରଧାନମନ୍ତ୍ରୀ ପାଇଁ ପ୍ରସ୍ତୁତ ରହିଛି॥ ଭାରତୀୟ ମୂଳ ବାସିନ୍ଦା ତଥା ରାଷ୍ଟ୍ରପତି ପ୍ରାର୍ଥୀ ଥର୍ମନ ଶନମୁଗରତ୍ନମ ସେପ୍ଟେମ୍ବର ୧ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଏହା କହିଛନ୍ତି। ସିଙ୍ଗାପୁରର ପୂର୍ବତନ...

ଆସନ୍ତା ବର୍ଷ ଫେବୃୟାରୀରେ ପାକିସ୍ତାନରେ ନିର୍ବାଚନ ଆଶା କଲେ ନିର୍ବାଚନ କମିଶନ, ବୈଠକ କରି ଦେଲେ ସୂଚନା

ଇସଲାମାବାଦ,୨୬।୮: ଆସନ୍ତା ବର୍ଷ ଫେବୃୟାରୀରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଆଶା ବ୍ୟକ୍ତ କରି ପାକିସ୍ତାନ ନିର୍ବାଚନ କମିଶନ (ଇସିପି) କହିଛନ୍ତି ଯେ ଏହା ନିର୍ବାଚନମଣ୍ଡଳୀର ବିଭାଜନ ଉପରେ କାର୍ଯ୍ୟ କରିବ ଏବଂ ଏକକାଳୀନ ନିର୍ବାଚନ ତାଲିକାକୁ ଅପଡେଟ...

ପ୍ରିଗୋଝିନ୍‌ଙ୍କ ମୃତ୍ୟୁର ପ୍ରତିଶୋଧ ନେଇକି ରହିବୁ

ମସ୍କୋ,୨୬।୮: ରୁଷିଆରେ ୟେଭ୍‌ଗେନି ପ୍ରିଗୋଝିନ୍‌ଙ୍କ ମୃତ୍ୟୁ ପରେ ୱାଗନର୍‌ ଗ୍ରୁପର ଯୋଦ୍ଧାମାନଙ୍କ ମଧ୍ୟରେ ଆକ୍ରୋଶ ମନୋଭାବରେ ଅଛନ୍ତି। ସେ ପ୍ରିଗୋଝିନ୍‌ଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ସେ ଯେକୌଣସି ମୂଲ୍ୟରେ ପ୍ରିଗୋଝିନ୍‌ଙ୍କ...

ଡୋନାଲ୍ଡ ଟ୍ରମ୍ଫଙ୍କ ମଗ ସଟକୁ ନେଇ ପରିହାସ କଲେ ବାଇଡେନ

ଓ୍ବାଶିଂଟନ,୨୬।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ୨୦୨୦ ନିର୍ବାଚନକୁ ରଦ୍ଦ କରିବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ଗୁରୁବାର ଜର୍ଜିଆରେ ଆତ୍ମ ସମର୍ପଣ କରିଛନ୍ତି। ଏହି ସମୟରେ ତାଙ୍କ ମଗ ସଟ ଅପରାଧୀଙ୍କ ପରି ନିଆଯାଇଥିଲା। ଆମେରିକାର ଇତିହାସରେ ପ୍ରଥମ...

ମସ୍କୋ ନିକଟରେ ଡ୍ରୋନ ଆକ୍ରମଣ, ୩ ପ୍ରମୁଖ ବିମାନବନ୍ଦରର ଉଡାଣ ବାତିଲ

ମସ୍କୋ,୨୬।୮: ମସ୍କୋ ଉପରେ ଏକ ନୂତନ ଡ୍ରୋନ ଆକ୍ରମଣ ହୋଇଥିବା ରୁଷିଆ ଶନିବାର ସକାଳେ ସୂଚନା ଦେଇଛି। ମସ୍କୋ ମେୟର ସର୍ଗଇ ସୋବୟାନିନ କହିଛନ୍ତି ଯେ, ମସ୍କୋ ଅଞ୍ଚଳର ଇସ୍ତରା ଜିଲା ଉପରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଏକ...

ନୌସେନାର ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ୨ ଦିନ ପରେ ମିଳିଲା ପାଇଲଟଙ୍କ ମୃତଦେହ

ଓ୍ବାଶିଂଟନ୍‌,୨୬।୮: ଆମେରିକାର ସାମୁଦ୍ରିକ କର୍ପସ ଏଫ୍‌ / ଏ-୧୮ ହର୍ନେଟ ଯୁଦ୍ଧ ବିମାନର ପାଇଲଟଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ରାତିରେ ସାନ ଡିଏଗୋ ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ କେବଳ ପାଇଲଟ...

ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଉଠିଲା ଦାବି

ଇସଲାମାବାଦ,୨୬।୮: ରାଜନୈତିକ ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତର ପଡୋଶୀ ଦେଶ ପାକିସ୍ତାନରେ ଏବେ ସାଧାରଣ ନିର୍ବାଚନ କରିବାକୁ ଦାବି ଜୋର ଧରିଲାଣି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାର ଭାଙ୍ଗିବା ପରେ ଏବଂ ସେ ଗିରଫ...

ବିମାନ ଯାତ୍ରା କରିବା ପୂର୍ବରୁ ଓଜନ ହେବେ ଯାତ୍ରୀ

କେପଟାଉନ,୨୬।୮: ବିମାନ ଯାତ୍ରା କରି ବିଶ୍ୱର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ସହଜ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କ ଲଗେଜ ଓଜନ କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଯାତ୍ରୀମାନଙ୍କୁ ଓଜନ କରିବାକୁ ମଧ୍ୟ...

ଅକ୍ଟୋବର ୧୫ରେ ଲଣ୍ଡନରୁ ପାକିସ୍ତାନ ଫେରିପାରନ୍ତି ନୱାଜ ଶରିଫ

ଇସଲାମାବାଦ,୨୬।୮: ଶହାବାଜ ସରିଫଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପାକିସ୍ତାନରେ ଏବେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଚାଲିଛି। ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଲଣ୍ଡନରେ ଚିକିତ୍ସିତ ହେଉଥିବା...

ଅବତରଣର ୨ ଦିନ ପରେ ପାକିସ୍ତାନ ସରକାର କଲେ ପ୍ରଶଂସା, କହିଲେ ଇସ୍ରୋ ବୈଜ୍ଞାନିକମାନେ ପ୍ରଶଂସା ପାଇବାକୁ ଯୋଗ୍ୟ

ଇସଲାମାବାଦ,୨୬।୮: ଚନ୍ଦ୍ରର ଦକ୍ଷିଣ ପୋଲରେ ସଫଳତାର ସହ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିଛି। ଏହି କାରଣରୁ ସମଗ୍ର ବିଶ୍ୱ ଭାରତକୁ ପ୍ରଶଂସା କରୁଛି। ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁରୀଙ୍କ ପରେ ଏବେ ପାକିସ୍ତାନ ସରକାର ମଧ୍ୟ...

ମାଡାଗାସ୍କରରେ ଆଇଓଆଇଜି ଖେଳର ଉଦ୍‌ଘାଟନୀ ସମୟରେ ଅଘଟଣ: ୧୨ ମୃତ, ୮୦ ଆହତ

ମାଡାଗାସ୍କର,୨୬।୮: ଆଫ୍ରିକୀୟ ଦେଶ ମାଡାଗାସ୍କରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାଡାଗାସ୍କରରେ ଅନୁଷ୍ଠିତ ଭାରତୀୟ ମହାସାଗର ଦ୍ୱୀପ ଖେଳ (ଆଇଓଆଇଜି)ର ଉଦଘାଟନୀ ସମାରୋହରେ ୧୨ଜଣଙ୍କର ମୃତ୍ୟୁ ଘଟଥିବା ସୂଚନା ମିଳିଛି। ସ୍ଥାନୀୟ ପୋଲିସ କହିଛି ଯେ ଏହି ଦୁର୍ଘଟଣାରେ ୮୦...

ଆମେରକାରେ ଗୃହଯୁଦ୍ଧରେ ହୋଇଥିବା ନରସଂହାରରେ ଦୋଷୀ କର୍ଣ୍ଣେଲଙ୍କୁ ୨୦ବର୍ଷର ଦଣ୍ଡ ଶୁଣାଇଲେ ବିଚାରପତି

ଓ୍ବାଶିଂଟନ୍‌,୨୫।୮: ପ୍ରାୟ ୪୦ ବର୍ଷ ପୂର୍ବେ ଗୃହଯୁଦ୍ଧରେ ୨୫ଜଣ ଆଦିବାସୀଙ୍କୁ ହତ୍ୟା କରିଥିଲେ ଅବସରପ୍ରାପ୍ତ ଗୁଆଟେମାଲା କର୍ଣ୍ଣେଲ ଜୁଆନ ଓଭାଲେ ସାଲାଜର। ଏନେଇ ତାଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ହତ୍ୟାକାଣ୍ଡର ସେ ଅଧିକାଂଶ ଲୋକ ଶିଶୁଙ୍କୁ ହତ୍ୟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri