ଅନ୍ତର୍ଜାତୀୟ

କାଉଣ୍ଟଡାଉନ୍‌ ଆରମ୍ଭ, ଇତିହାସ ରଚିବ ଭାରତ

ନୂଆଦିଲ୍ଲୀ,୨୩ା୮: ଭାରତର ଚନ୍ଦ୍ରୟାନ-୩ ଆଉ କିଛି ସମୟ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଏନେଇ ସମଗ୍ର ବିଶ୍ୱବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଆଜି ଏନେଇ ଇତିହାସ ରଚିବାକୁ ଯାଉଛି। ଚନ୍ଦ୍ରୟାନ-୩ ଆଜି...

ମଞ୍ଚରେ ପଡ଼ିଥିଲା ତ୍ରିରଙ୍ଗା, ଏମିତି କିଛି କରି ଦେଶବାସୀଙ୍କ ହୃଦୟ ଜିତିଲେ ମୋଦି, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,ଜୋହାନ୍ସବର୍ଗ,୨୩ା୮: ଚାଇନା, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲରୁ ଆସିଥିବା ପ୍ରତିପକ୍ଷଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଜୋହାନ୍ସବର୍ଗରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଛନ୍ତି। ବ୍ରିକ୍ସକୁ କିପରି ବିସ୍ତାର କରାଯିବ ସେନେଇ ଏହି ଦେଶମାନଙ୍କ ମଧ୍ୟରେ ଆଲୋଚନା କରିଛନ୍ତି। ଏଥି...

ନଦୀକୁ ଖସିଲା ବସ୍‌: ୮ ମୃତ, ୧୫ ଆହତ

କାଠମାଣ୍ଡୁ,୨୩ା୮: ନେପାଳର ବାଗମତି ପ୍ରଦେଶରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବୁଧବାର ନେପାଳର ବାଗମତି ପ୍ରଦେଶରେ ଏକ...

ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ଭାରତ ହେଉଛି ସବୁଠୁ ଗରୁତ୍ୱପୂର୍ଣ୍ଣ ଦେଶ: ଆମେରିକାର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ଭାରତ ହେଉଛି ସବୁଠୁ ଗରୁତ୍ୱପୂର୍ଣ୍ଣ ଦେଶ। ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସେଟୀ ଏହା କହିଛନ୍ତି। ତାଙ୍କୁ ଭାରତରେ ରାଷ୍ଟ୍ରଦୂତ ଭାବେ କାମ କରିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କୁ...

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୩।୮: ଆଜି ହେଉଛି ୧୫ତମ ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ। ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାକୁ ଯାଉଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଜୋହାନ୍ସବର୍ଗରେ ଖୋଲା...

ୟୁକ୍ରେନ କରୁଛି ଡ୍ରୋନ ଆକ୍ରମଣ: ରୁଷିଆର ଅଭିଯୋଗ…

ମସ୍କୋ,୨୩।୮ : ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି କ୍ରମରେ,ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ଦାବି କରିଛି ସେମାନେ ମସ୍କୋରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ତିନୋଟି ୟୁକ୍ରେନ ଡ୍ରୋନକୁ ଧ୍ୱଂସ...

ଜଙ୍ଗଲ ନିଆଁକୁ କାବୁ କରିବା ଲାଗି ଗ୍ରହଣ କରାଯିବ ପ୍ରଭାବଶାଳୀ ପଦକ୍ଷେପ:ଗ୍ରୀସ ରାଷ୍ଟ୍ରପତି କ୍ୟାଟରିନା…

ଏଥେନ୍ସ,୨୩।୮ : ଗ୍ରୀସରେ ଜଙ୍ଗଲ ନିଆଁ ତାଣ୍ଡବ ରଚିଛି। ଅଗ୍ନିଶମ କର୍ମଚାରୀମାନେ ଉତ୍ତର-ପୂର୍ବ ଗ୍ରୀସର ଏକ ଅଞ୍ଚଳରେ ୧୮ ଜଳନ୍ତା ମୃତଦେହ ପାଇଛନ୍ତି। ଗ୍ରୀସ ରାଷ୍ଟ୍ରପତି କ୍ୟାଟରିନା ସାକେଲାରୋପୁଲୁ ଏକ ବିବୃତ୍ତିରେ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ବାରମ୍ବାର...

ପଳାୟନ କରୁଥିବା ଇଥୋପିଆ ନାଗରିକଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରୁଛନ୍ତି ସାଉଦି ଆରବ ସୁରକ୍ଷାକର୍ମୀ…

ରିୟାଦ,୨୩।୮ : ସାଉଦି ଆରବ ସୀମାରେ ଇଥିଓପିଆରୁ ପଳାୟନ କରୁଥିବା ଶହ ଶହ ଲୋକଙ୍କୁ ହତ୍ୟା କରାଯାଉଛି। ହ୍ୟୁମାନ ରାଇଟ୍ସ ୱାଚ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲୋକମାନେ ୟେମେନ ଦେଇ...

ଗ୍ରୀସ ଜଙ୍ଗଲରେ ନିଆଁ: ଉଦ୍ଧାରକାରୀଙ୍କୁ ମିଳିଲା ୧୮ ମୃତଦେହ

ଆଥେନ୍ସ,୨୩।୮: ଗ୍ରୀକ ଅଗ୍ନିଶମ କର୍ମଚାରୀଙ୍କୁ ଉତ୍ତର-ପୂର୍ବ ଗ୍ରୀସର ଏକ ଅଞ୍ଚଳରେ ୧୮ ଜଣଙ୍କ ମୃତଦେହ ମିଳିଛି। ଗତ କିଛି ଦିନ ହେବ ଏହି ଅଞ୍ଚଳର ଜଙ୍ଗଲରେ ନିଆଁ ଲାଗି ରହିଛି। ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଉତ୍ତର-ପୂର୍ବ ଆଲେକ୍ସଜାଣ୍ଡ୍ରୋପୋଲିସ...

ସୁଇଜ କେନାଲରେ ୨ ଟ୍ୟାଙ୍କର୍‌ ମୁହାଁମୁହିଁ …

କାହିରା,୨୩।୮: ଇଜିପ୍ଟର ସୁଇଜ କେନାଲରେ ସିଙ୍ଗାପୁରରୁ ଯାଇଥିବା ବିଡବ୍ଲୁ ଲେସମେସ ଏବଂ କେମାନ ଦ୍ୱୀପପୁଞ୍ଜରୁ ଆସିଥିବା ଟ୍ୟାଙ୍କର୍‌ ମୁହାଁମୁହିଁ ହୋଇଛନ୍ତି। ବୁଧବାର ସକାଳେ ଜାହାଜ ଟ୍ରାକିଂ କମ୍ପାନୀ ମେରାଇନ ଟ୍ରାଫିକ ଏହି ସୂଚନା ଦେଇଛି। ଶିପିଂ ଟ୍ରାକରରେ ଏଲଏନଜି ବାହକ...

ଇସ୍ରୋକୁ କରୁଥିଲେ ପରିହାସ, ଏବେ ଚନ୍ଦ୍ରୟାନ -୩କୁ ଲାଇଭ ଦେଖିବାକୁ କରୁଛନ୍ତି ଦାବି

ଇସଲାମାବାଦ,୨୩।୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ପରିହାସ କରିବା ପରେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ହୁସେନ ମଙ୍ଗଳବାର ଭାରତର ତୃତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ’କୁ ପ୍ରଶଂସା କରି ଏହାକୁ ମାନବଜାତି ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି...

କାନାଡାର ଅର୍ଥମନ୍ତ୍ରୀଙ୍କ ଉପରେ ଦ୍ରୁତ ଗତିରେ ଗାଡି ଚଳାଇବା ଅଭିଯୋଗ, ଲାଗିଲା ୨୦୦ ଡଲାରର ଜରିମାନା

ଓଟାଓ୍ବା,୨୩।୮: କାନାଡାର ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କୁ ଦ୍ରୁତ ଗତିରେ ଗାଡି ଚଳାଇବା ଅଭିଯୋଗରେ ୨୦୦ଡଲାରର ଜରିମାନା କରାଯାଇଛି। ମଙ୍ଗଳବାର ଜଣେ ମୁଖପାତ୍ର କହିଛନ୍ତି ଯେ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କୁ ତାଙ୍କ ନିଜ ପ୍ରଦେଶରେ ଦ୍ରୁତ ଗତିରେ ଗାଡି ଜଳାଇବା ଯୋଗୁ ଜରିମାନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri