ଅନ୍ତର୍ଜାତୀୟ

ଇରାନରେ ପହଞ୍ଚିଲା ଭାରତୀୟ ଯୁଦ୍ଧପୋତ ଆଇଏନଏସ ତ୍ରିକନ୍ଦ…

ତେହେରାନ,୨୧।୮ : ଇରାନର ବନ୍ଦର ସହର ବାନ୍ଦର ଅବ୍ବାସରେ ଭାରତୀୟ ନାଭାଲ ଜାହାଜ ଆଇଏନଏସ ତ୍ରିକନ୍ଦ ପହଞ୍ଚିଛି। ପରେ ଏହାକୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ନୌସେନାର ମୁଖପାତ୍ର କହିଛନ୍ତି ଆଞ୍ଚଳିକ ଦେଶମାନଙ୍କ ସହ ସହଯୋଗୀ ସାମୁଦ୍ରିକ ଯୋଗଦାନ ଦିଗରେ ଭାରତୀୟ...

ଆଖି ବୁଜିଲା ସବୁଠୁ ବୟସ୍କ କିଲର୍‌ ହ୍ବେଲ୍‌

ମିଆମି,୨୧ା୮: ଆମେରିକାର ଫ୍ଲୋରିଡାସ୍ଥିତ ମିଆମି ସିକ୍ୱାରିୟମ୍‌ରେ ୫ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରହିଥିବା ବିଶ୍ୱର ସବୁଠୁ ବୟସ୍କ କିଲର ହ୍ବେଲ ଲୋଲିତାର ମୃତ୍ୟୁ ଘଟିଛି। ୫୭ ବର୍ଷୀୟ ଏହି ବିଶାଳକାୟ ମାଈ ତିମିର ଓଜନ ୨୨୬୮ କେ.ଜି. ଥିଲା।...

ବସ୍‌ ଦୁର୍ଘଟଣା: ୭ ଫୁଟବଲ୍‌ ପ୍ରଶଂସକ ମୃତ, ୨୭ ଆହତ

ବ୍ରାସିଲିଆ,୨୧।୮: ଫୁଟବଲ ପ୍ରଶଂସକଙ୍କୁ ନେଇ ଯାଉଥିବା ଏକ ବସ ବ୍ରାଜିଲର ଏକ ପାର୍ବତ୍ୟ ଅଞ୍ଚଳରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିନାସ ଜେରାଇସ...

କୁରାନ ପ୍ରତି ଅପମାନ ପ୍ରଦର୍ଶନ: ଇରାନର କଡ଼ା ବିରୋଧ…

ତେହେରାନ,୨୧।୮: ଇରାନର ବୈଦେଶିକ ମନ୍ତ୍ରଣାଳୟ ତେହେରାନରେ ନିଯୁକ୍ତ ଉଭୟ ଦେଶର ଦାୟିତ୍ୱରେ ଥିବା ଦୂତାବାସଗୁଡ଼ିକୁ ଡକାଇ ସ୍ବିଡେନ ଏବଂ ଡେନମାର୍କର ମୁସଲମାନମାନଙ୍କର ଧାର୍ମିକ ଗ୍ରନ୍ଥ କୁରାନକୁ ବାରମ୍ବାର ଅପମାନିତ କରିବା ଘଟଣାରେ ତୀବ୍ର ବିରୋଧ ପ୍ରଦର୍ଶନ କରିଥିଲେ। ସ୍ବିଡେନ ଏବଂ...

ଫେରିବେ ନଓ୍ବାଜ ଶରିଫ! ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଲଣ୍ଡନ ଯିବେ ଶେହବାଜ ଶରିଫ

ଇସଲାମାବାଦ,୨୦।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ରବିବାର ଲଣ୍ଡନ ଗସ୍ତରେ ଆସି ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ସୁପ୍ରିମୋ ନୱାଜ ଶରିଫଙ୍କୁ ଭେଟବାର କାର୍ଯ୍ୟକ୍ରମ ରହିଛି। ଏହି ସୂଚନା ସାମ୍ନାକୁ ଆସିବା ପରେ ନୱାଜଙ୍କ ପାକିସ୍ତାନକୁ ଫେରିବା ନେଇ...

ମେରିଲ୍ୟାଣ୍ଡରେ ଭାରତୀୟ ବଂଶୋଦ୍ଦଭବ ଦମ୍ପତିଙ୍କ ସହ ପୁଅ ମୃତ

ନ୍ୟୁୟର୍କ,୨୦।୮: ଆମେରିକାର ମେରିଲ୍ୟାଣ୍ଡରେ ଜଣେ ଭାରତୀୟ ଦମ୍ପତି ଓ ତାଙ୍କ ୬ ବର୍ଷର ପୁଅଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଏହି ମାମଲାରେ ପୋଲିସ ଏହା ଆତ୍ମହତ୍ୟା-ହତ୍ୟା ବୋଲି ସନ୍ଦେହ କରୁଛି। ହତ୍ୟା ଆତ୍ମହତ୍ୟା ମାମଲାରେ ଆମେରିକାର ମେରିଲ୍ୟାଣ୍ଡରେ ଜଣେ ଭାରତୀୟ...

ପାକିସ୍ତାନର ପାଟୋକି ଶସ୍ୟ ମଣ୍ଡିରେ ଭୟଙ୍କର ଅଗ୍ନିକାଣ୍ଡ, ୫୦ରୁ ଅଧିକ ଦୋକାନ ପୋଡି ପାଉଁଶ

ଲାହୋର,୨୦।୮: ପାକିସ୍ତାନର କସୁର ଜିଲାରେ ଶନିବାର ଏବଂ ରବିବାର ମଧ୍ୟ ରାତିରେ ପାଟୋକିର ପୁରୁଣା ଧାନ ବଜାରରେ ନିଆଁ ଲାଗି ୫୦ରୁ ଅଧିକ ଦୋକାନରେ ନିଆଁ ଲାଗିଯାଇଥିଲା। ନ୍ୟୁଜ ଏଜେନ୍ସି ଏଏନଆଇ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଏଆରଓ୍ବାଇ ନ୍ୟୁଜ ଆଧାରରେ...

ଚନ୍ଦ୍ରରେ ପହଞ୍ଚିବା ଆଶା ମଉଳିଲା: ରୁଷିଆର ଲୁନା-୨୫ ଦୁର୍ଘଟଣାଗ୍ରସ୍ତ …

ମସ୍କୋ,୨୦।୮ : ରୁଷିଆର ଲୁନା-୨୫ ମିଶନ ଚନ୍ଦ୍ର ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରୁଷିଆର ସ୍ପେସ ଏଜେନ୍ସି ରସକୋମୋସ ଏହି ସୂଚନା ଦେଇଛି। ଉଲ୍ଲେଖନୀୟ କଥା ହେଉଛି, ଗୋଟିଏ ଦିନ ପୂର୍ବରୁ, ଲୁନା-୨୫ ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ରୁଷିଆର...

ଚର୍ଚ୍ଚରେ ପର୍ନ ଫିଲ୍ମ ଦେଖି ଧରାପଡିଲେ ପାଦ୍ରି, କର୍ମଚାରୀ

ବର୍ଲିନ୍‌,୨୦।୮: ଜର୍ମାନୀର ଏକ ଚର୍ଚ୍ଚରେ ରହୁଥିବା ପାଦ୍ରି ଏବଂ କର୍ମଚାରୀଙ୍କ ବିରୋଧରେ ଫର୍ନ ଫିଲ୍ମ ଦେଖୁଥିବା ଅଭିଯୋଗ ହୋଇଛି। କୋଲୋନ ସହରରେ ଅବସ୍ଥିତ ଏକ ଚର୍ଚ୍ଚର କମ୍ପ୍ୟୁଟରରେ ଅଶ୍ଲୀଳ ଓ୍ବେବସାଇଟ୍‌ ଖୋଲାଯାଉଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ, ଚର୍ଚ୍ଚର ପାଦ୍ରି ଏବଂ...

ଚଳନ୍ତା ବସରେ ଲାଗିଲା ନିଆଁ, ପୋଡି ହୋଇ ୩୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ

ଇସଲାମାବାଦ,୨୦।୮: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରବିବାର ସକାଳେ ପ୍ରଦେଶର ପିଣ୍ଡି ଭାଟିୟାନ ସହରରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିଭଳି ପ୍ରାୟ...

ହରିକେନ୍‌ ହିଲାରୀ: ଦକ୍ଷିଣ କାଲିଫର୍ନିଆରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା…

କାଲିଫର୍ନିଆ,୨୦।୮ : ଝଡ଼ ହିଲାରୀ ବର୍ତ୍ତମାନ ଦକ୍ଷିଣ କାଲିଫର୍ନିଆରେ ଆତଙ୍କ ସୃଷ୍ଟି କରିଛି। ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ମଧ୍ୟରେ ଗଭର୍ନର ଗଭିନ ନ୍ୟୁଜମ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଝଡ଼ ହିଲାରୀର ପ୍ରଭାବରୁ...

ଚାଇନାରେ ବେକାରୀ ସମସ୍ୟା ଉତ୍କଟ: ଯୁବବର୍ଗଙ୍କୁ ଆଖିକୁ ରାତିରେ ନିଦ ନାହିଁ…

ବେଜିଂ,୨୦।୮ : ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଚାଇନାରେ ଯୁବବର୍ଗମାନେ ବେରୋଜଗାର ହେବାରେ ଲାଗିଛନ୍ତି।ଏହା ଲୋକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛିନ୍‌। ଏଥି ସହିତ ଯୁବକମାନଙ୍କ ମଧ୍ୟରେ ସେମାନଙ୍କ ଭବିଷ୍ୟତକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହା ଯୋଗୁ ସେମାନଙ୍‌ ଆଖିରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri