ଅନ୍ତର୍ଜାତୀୟ

ହରିକେନ୍‌ ହିଲାରୀ: ଦକ୍ଷିଣ କାଲିଫର୍ନିଆରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା…

କାଲିଫର୍ନିଆ,୨୦।୮ : ଝଡ଼ ହିଲାରୀ ବର୍ତ୍ତମାନ ଦକ୍ଷିଣ କାଲିଫର୍ନିଆରେ ଆତଙ୍କ ସୃଷ୍ଟି କରିଛି। ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ମଧ୍ୟରେ ଗଭର୍ନର ଗଭିନ ନ୍ୟୁଜମ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଝଡ଼ ହିଲାରୀର ପ୍ରଭାବରୁ...

ଚାଇନାରେ ବେକାରୀ ସମସ୍ୟା ଉତ୍କଟ: ଯୁବବର୍ଗଙ୍କୁ ଆଖିକୁ ରାତିରେ ନିଦ ନାହିଁ…

ବେଜିଂ,୨୦।୮ : ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଚାଇନାରେ ଯୁବବର୍ଗମାନେ ବେରୋଜଗାର ହେବାରେ ଲାଗିଛନ୍ତି।ଏହା ଲୋକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛିନ୍‌। ଏଥି ସହିତ ଯୁବକମାନଙ୍କ ମଧ୍ୟରେ ସେମାନଙ୍କ ଭବିଷ୍ୟତକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହା ଯୋଗୁ ସେମାନଙ୍‌ ଆଖିରୁ...

ଇମ୍ରାନଙ୍କୁ ଦୁଇଟି ଅପଶନ ଦେଲା ପାକିସ୍ତାନ ଆର୍ମି, ରାଜନୀତି ଛାଡ ନାହିଁ ତ ମୃତ୍ୟୁ ଦଣ୍ଡ…

ଇସଲାମାବାଦ,୨୦।୮: ଜେଲରେ ବନ୍ଦ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା କମ ହେବାର ନଜର ଆସୁନାହିଁ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏବେ ପାକିସ୍ତାନ ସେନା(ଆର୍ମି) ଇମ୍ରାନଙ୍କୁ ଦୁଇଟି ବିକଳ୍ପ ଦେଇଛି। ସେନା କହିଛି ଆପଣ...

ପ୍ରବଳ ଉତ୍ତାପ ଗରିବଙ୍କ ସ୍ମୃତି ଶକ୍ତିକୁ ଦୁର୍ବଳ କରୁଛି, ତାତି ଲହରରେ ଶକ୍ତିହୀନ ହେଉଛି ଜ୍ଞାନ ସ୍ନାୟୁ…

ଓ୍ବାଶିଂଟନ,୨୦।୮ : ଅତ୍ୟଧିକ ଉତ୍ତାପ ବିଶେଷ କରି ବୃଦ୍ଧ ଏବଂ ଦାରିଦ୍ର୍ୟରେ ଜୀବନଯାପନ କରୁଥିବା ଲୋକଙ୍କ ସ୍ମୃତି ଶକ୍ତିକୁ ଦୁର୍ବଳ କରୁଛି । ଏନଓ୍ବାଇୟୁ ସ୍କୁଲ ଅଫ ଗ୍ଲୋବାଲ ପବ୍ଲିକ ହେଲଥ୍‌ର ଅନୁସନ୍ଧାନକାରୀଙ୍କ ଦ୍ୱାରା ପରିଚାଳିତ ଏକ ଅଧ୍ୟୟନରେ ଏହା...

ଆତଙ୍କବାଦୀ ଆକ୍ରମଣରେ ଦୁଇ ଇସ୍ରାଏଲ ନାଗରିକ ନିହତ, ବାପା-ପୁଅଙ୍କ ଉପରେ ଅତି ନିକଟରୁ ଗୁଳି ଚାଳନା…

ତେଲ ଅଭିବ,୨୦।୮ : ପାଲେଷ୍ଟାଇନର ହୁୱାରା ଗାଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଛି। ପ୍ରାଣ ହରାଇଥିଲେ। ଦୁହିଁଙ୍କୁ ୬୦ ବର୍ଷିୟ ଶାୟ ସିଲାସ ନିଗ୍ରେକର ଏବଂ ତାଙ୍କର ୨୮ ବର୍ଷର ପୁଅ ଆଭିଆଡ...

ଆମେରିକା, ଜାପାନ ,ଦକ୍ଷିଣ କୋରିଆ ମିଳିତ ଭାବେ ଚାଇନା ବିରୋଧରେ ଲଢ଼ିବେ…

ଓ୍ବାଶିଂଟନ,୨୦।୮ : ଚାଇନାର ବିପଜ୍ଜନକ ତଥା ଆକ୍ରମଣାତ୍ମକ ଆଚରଣ ବିରୋଧରେ ଆମେରିକା ଜାପାନ ଏବଂ ଦକ୍ଷିଣ କୋରିଆ ସହ ମିଳିତ ଲଢ଼େଇ ଘୋଷଣା କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ ସୁକ ୟୋଲ ଏବଂ...

ପାକିସ୍ତାନରେ ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ…

ଇସଲାମାବାଦ,୨୦।୮ : ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ପୋଲିସ ମୁଖପାତ୍ର କହିଛନ୍ତି ଏହି ବୋମା ବିସ୍ଫୋରଣ ଉତ୍ତର ୱାଜିରିସ୍ତାନର...

ଆମେରିକା-ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ପାଇଁ ପ୍ରସ୍ତୁତି: ଚିନ୍ତାରେ କିମ୍‌…

ସିଓଲ,୨୦।୮: ଦକ୍ଷିଣ କୋରିଆ ଏବଂ ଆମେରିକା ଚଳିତ ସପ୍ତାହରେ ମିଳିତ ସମରାଭ୍ୟାସ ଆରମ୍ଭ କରିବାକୁ ଯାଉଛନ୍ତି। ଉତ୍ତର କୋରିଆରୁ ବଢୁଥିବା ସାମରିକ ବିପଦ ବିରୋଧରେ ଉଭୟ ଦେଶ ମିଳିତ ପ୍ରସ୍ତୁତି ବୃଦ୍ଧି ପାଇଁଚେଷ୍ଟା କରୁଛନ୍ତି। ପୂର୍ଣ୍ଣ ଯୁଦ୍ଧ ପରିସ୍ଥିତି ଉପରେ...

ବିଳମ୍ବ ହୋଇପାରେ ପାକିସ୍ତାନ ସାଧାରଣ ନିର୍ବାଚନ

ଇସ୍‌ଲାମାବାଦ, ୧୯ା୮: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲି ଭଙ୍ଗ ହେବାର ୯୦ ଦିନ ମଧ୍ୟରେ ସାଧାରଣ ନିର୍ବାଚନ କରିବାର ନିୟମ ରହିଛି। ହେଲେ ନିର୍ବାଚନ ବିଳମ୍ବିତ ହୋଇପାରେ ବୋଲି ସୂଚନା ମିଳିଛି। ପାକିସ୍ତାନ ଇଲେକ୍ସନ କମିଶନ (ଇସିପି) ନିର୍ବାଚନମଣ୍ଡଳୀଗୁଡ଼ିକର ସୀମା ପୁନଃ...

ଭାରତ ମହାସାଗରରେ ବୃଦ୍ଧି ପାଉଛି ବୁଡ଼ା ଜାହାଜ ବ୍ୟବହାର: ବିକ୍ରମ ସିଙ୍ଘେ…

କଲମ୍ବୋ,୧୯।୮ : ଜାତୀୟ ସୁରକ୍ଷା ରଣନୀତିର ବିସ୍ତୃତ ସମୀକ୍ଷା ଆବଶ୍ୟକତା ଉପରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମ ସିଙ୍ଘେ ଶନିବାର ଜୋର ଦେଇଛନ୍ତି। ଗାଲେ ପ୍ରଦେଶର ଦକ୍ଷିଣ ଜିଲାରେ ନୌସେନାର ଏକ ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଏହି...

ନିଖୋଜ ନାହାନ୍ତି ଆଫଗାନିସ୍ତାନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧୯।୮: ଭାରତରେ ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରିଦ ମାମୁନ୍ଦଜଇ ନିଖୋଜ ଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ କରିଛି। ତେବେ ତାଙ୍କର କିଛି ଦିନ ହେବ ଖୋଜ ଖବର ମିଳିପାରୁ ନାହିଁ। କିନ୍ତୁ ଏହି ଗୁଜବକୁ ଖଣ୍ଡନ କରିଛନ୍ତି ଖେଶଦ୍‌ ଫାରୁଦ।...

ରୁଷିଆ-ଚାଇନା କରିପାରନ୍ତି ଗୁପ୍ତ ଆକ୍ରମଣ, ଆମେରିକା ଜାରି କଲା ସତର୍କ ସୂଚନା…

ଓ୍ବାଶିଂଟନ,୧୯।୮ : ଆମେରିକାର ଗୁପ୍ତଚର ଏଜେନ୍ସିମାନେ ମହାକାଶ ଶିଳ୍ପ ସହ ଜଡିତ ଥିବା କମ୍ପାନୀଗୁଡିକୁ ସତର୍କ ସୂଚନା ଦେଇଛି। ଚାଇନା ଏବଂ ରୁଷିଆ ସେମାନଙ୍କ ଉପରେ ଉପଗ୍ରହ ଆକ୍ରମଣ କରିପାରନ୍ତି କିମ୍ବା ସେମାନଙ୍କ ଉପରେ ଗୁପ୍ତଚର କରିପାରନ୍ତି । ଆମେରିକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri