ଅନ୍ତର୍ଜାତୀୟ

ଝଡ଼ ହିଲାରୀ ଲସ ଏଞ୍ଜେଲସ ମୁହାଁ, ହାଇ ଆଲର୍ଟ ଜାରି…

ଲସ ଏଞ୍ଜେଲସ,୧୯।୮ : ଡାଉନ ଟାଉନ ଲସ ଆଞ୍ଜେଲସ ସମେତ ଦକ୍ଷିଣ କାଲିଫର୍ନିଆ ପାଇଁ ବିପଜ୍ଜନକ ଝଡ଼ ହିଲାରୀ ନେଇ ସତର୍କ ସୂଚନା ଜାରି କରାଯାଇଛି। ଗଣମାଧ୍ୟମ ସୂତ୍ର ଅନୁଯାୟୀ ପ୍ରଶାନ୍ତ ମହାସାଗର ଦେଇ ମେକ୍ସିକୋ ଏବଂ ଆମେରିକା ଆଡକୁ...

ତାଇଓ୍ବାନକୁ ଚାଇନାର ଚେତାବନୀ…

ବେଜିଂ,୧୯।୮ : ଚାଇନା ବାୟୁସେନା ଏବଂ ନୌସେନା ତାଇୱାନ ସୀମା ନିକଟରେ ପାଟ୍ରୋଲିଂ ଏବଂ ମିଳିତ ସମରାଭ୍ୟାସ ଆରମ୍ଭ କରିଛନ୍ତି। ତାଇୱାନର ସୀମା ନିକଟରେ ଚାଇନାର ଏଭଳି କାର୍ଯ୍ୟକୁ ଏକ ବିପଦ ଭାବରେ ବିବେଚନା କରାଯାଉଛି। ଚାଇନାର ଏହି ପ୍ରତିକ୍ରିୟା...

ଓ୍ବାଶିଂଟନରେ ବ୍ୟାପୁଛି ଜଙ୍ଗଲ ନିଆଁ…

ଓ୍ବାଶିଂଟନ,୧୯।୮ : ଆମେରିକାର ୱାଶିଂଟନ ରାଜ୍ୟରେ ଏକ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳର ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବ ୱାଶିଂଟନର ସ୍ପୋକାନେ ନିକଟରେ ତଥାକଥିତ ଗ୍ରେ ଫାୟାର...

ଖାଲି ଇଞ୍ଜେକସନ ଦେଇ ଶିଶୁଙ୍କ ଜୀବନ ନେବା ଅପରାଧରେ ବ୍ରିଟେନ ନର୍ସ ଦୋଷୀ ସାବ୍ୟସ୍ତ…

ଲଣ୍ଡନ,୧୯।୮: ୭ ଜଣ ଶିଶୁଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନର୍ସ ଲୁସି ଲେଟବି ବ୍ରିଟେନରେ ଗିରଫ ହୋଇଛନ୍ତି। ତାଙ୍କୁ ଗିରଫ କରିବାରେ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଇଂଲଣ୍ଡରେ ରହୁଥିବା ଭାରତୀୟ ମୂଳ ଶିଶୁରୋଗ ବିଶେଷଜ୍ଞ।...

ଏଲନ ମସ୍କ ଏକ୍ସ(ଟୁଇଟର)ର ଏହି ଫିଚରକୁ କହିଲେ ସେଂସଲେସ, ଖୁବଶୀଘ୍ର ହଟିବ

ଓ୍ବାଶିଂଟନ,୧୯।୮: ଏଲନ ମସ୍କ ଏକ୍ସରୁ ବ୍ଲକ ଫିଚରକୁ ଖୁବଶୀଘ୍ର ହଟାଇବେ। ମସ୍କଙ୍କ ଅନୁଯାୟୀ, ଏହି ଫିଚରର ପ୍ଲାଟଫର୍ମରେ କୌଣସି ଅର୍ଥ ନାହିଁ। ସେ ଟୁଇଟର ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ବାସ୍ତବରେ, ଟେସଲା ମାଲିକ ସିଲିକନ ଭ୍ୟାଲି ଭାବରେ ଜଣାଶୁଣା...

ଭାରତ ସମେତ ୨୫ଟି ଦେଶରେ ଦେଖାଯାଉଛି ଉତ୍କଟ ଜଳ ସଙ୍କଟ, ବର୍ଷକର ଗୋଟିଏ ମାସରେ ଜଳାଭାବରେ ରହୁଛନ୍ତି ୪୦୦କୋଟି ଲୋକ

ନୂଆଦିଲ୍ଲୀ,୧୯।୮: ଗ୍ଲୋବାଲ ଓ୍ବାର୍ମିଂ ପରି ଭାରତ ସମେତ ବିଶ୍ୱର ୨୫ଟି ଦେଶ ଉତ୍କଟ ଜଳ ସଙ୍କଟ ଦେଇ ଗତି କରୁଛି। ଅଧ୍ୟୟନ ଅନୁଯାୟୀ, ଏହି ଦେଶଗୁଡିକରେ ହେଉଥିବା ଜଳ ଯୋଗାଣର ୮୦ ପ୍ରତିଶତରୁ ଅଧିକ ଜଳ ଖର୍ଚ୍ଚ କରୁଛନ୍ତି। ଏହି...

କରୋନାର ନୂଆ ଭାରିଆଣ୍ଟ ବିଏ.୨.୮୬କୁ ନେଇ ଆଲର୍ଟ ଜାରି କଲା ଡବ୍ଲୁଏଚ୍‌ଓ

ଜେନେଭା,୧୯।୮: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) କରୋନା ମହାମାରୀର ନୂତନ ଭାରିଆଣ୍ଟ ଓମିକ୍ରନ ବିଏ.୨.୮୬କୁ ନେଇ ଚିନ୍ତା ପ୍ରକଟ କରିଛି। ଏହା କରୋନାର ବାକି ଅନ୍ୟ ଭାରିଆଣ୍ଟ ଅପେକ୍ଷା ଅଧିକ ମ୍ୟୁଟ୍‌। ଡବ୍ଲୁଏଚ୍‌ଓ ପୂର୍ବରୁ କହିଥିଲା ଯେ, ଡବ୍ଲୁଏଚ୍‌ଓ କୋଭିଡ-୧୯ର...

ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟକା

ଓ୍ବାଶିଂଟନ୍‌,୧୯।୮: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ବଢିବାରେ ଲାଗିଛି। ଟ୍ରମ୍ପ ନିର୍ବାଚନ ଫଳାଫଳ ମାମଲାରେ ଫୁଲଟନ କାଉଣ୍ଟି ଜେଲରେ ଆସନ୍ତା ସପ୍ତାହରେ ଆତ୍ମସମର୍ପଣ କରିପାରନ୍ତି। ରାଜ୍ୟରେ ୨୦୨୦ ନିର୍ବାଚନରେ ତାଙ୍କ ପରାଜୟକୁ ବେଆଇନ ଭାବେ ପ୍ରତ୍ୟାହାର କରିବାକୁ...

ନିଆଁରୁ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ, ଏହି ଅଞ୍ଚଳର ଅଧା ଲୋକ ବିସ୍ଥାପିତ

ଓଟାଓ୍ବା,୧୯।୮: କାନାଡାରେ ବଢୁଥିବା ଜଙ୍ଗଲ ନିଆଁ କାରଣରୁ କେଲୋନା ଏବଂ ୟେଲୋନାଇଫର ବାସିନ୍ଦା ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ୟେଲୋନାଇଫର ଉପକଣ୍ଠ ଅଞ୍ଚଳରେ ଜଙ୍ଗଲ ନିଆଁ କାରଣରୁ ଏହାକୁ ଖାଲି କରିବାକୁ ସରକାରୀ ସମୟସୀମା ଶେଷ ହୋଇସାରିଛି, କିନ୍ତୁ ବାସିନ୍ଦାମାନେ...

‘ମୁଁ ୧୦୦୦ ବର୍ଷ ପର୍ଯ୍ୟନ୍ତ ଜେଲରେ ରହିବାକୁ ପ୍ରସ୍ତୁତ ଅଛି’

ଇସଲାମାବାଦ,୧୯।୮: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଶୁକ୍ରବାର କହିଛନ୍ତ, ସେ ନିଜ ଦେଶ ପାଇଁ ୧୦୦୦ ବର୍ଷ ଜେଲରେ ରହିବାକୁ ପ୍ରସ୍ତୁତ ଅଛନ୍ତି। ବାସ୍ତବରେ, ତୋଶାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନ୍‌ ଖାନଙ୍କୁ...

ଇମ୍ରାନ୍‌ଙ୍କୁ ନେଇ ଚିନ୍ତା ପ୍ରକଟ କଲେ ସ୍ତ୍ରୀ ବୁଶ୍‌ରା ବିବି, ସୁରକ୍ଷା ପାଇଁ ଲେଖିଲେ ଚିଠି

ଇସଲାମାବାଦ,୧୯।୮: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ଖାନଙ୍କ ସ୍ତ୍ରୀ ବୁଶ୍‌ରା ବିବି ତାଙ୍କ ସ୍ବାମୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ଆଟକ ଜେଲରେ ବିଷ ଦିଆଯାଇପାରେ ବୋଲି କହିଛନ୍ତି। ପାକ୍‌ ମିଡିଆ ଏହି ସୂଚନା...

ଆଇସିସି ଓକିଲ, ବ୍ରିଟେନର ମନ୍ତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ରୁଷିଆ

ମସ୍କୋ,୧୯।୮: ରୁଷିଆ ଶୁକ୍ରବାର ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଓକିଲ ଏବଂ ବ୍ରିଟେନର ମନ୍ତ୍ରୀଙ୍କ ଉପରେ ନୂତନ ପ୍ରତିବନ୍ଧକ ଘୋଷଣା କରିଛି। ପ୍ରକୃତରେ, ଆଇସିସି ଓକିଲ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଗିରଫ କରିବାକୁ ଦାବି କରିଥିଲେ ଏବଂ ବ୍ରିଟେନର ମନ୍ତ୍ରୀମାନେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri