ଅନ୍ତର୍ଜାତୀୟ

୭୭ ତମ ସ୍ବାଧିନତା ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଲା ଆମେରିକା

ଓ୍ବାଶିଂଟନ,୧୫।୮: ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ସମସ୍ତ ଭାରତୀୟଙ୍କୁ ୭୭ତମ ସ୍ବାଧିନତା ଦିବସ ଅଭସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଖୋଲା, ସମୃଦ୍ଧ, ନିରାପଦ, ସ୍ଥିର ଏବଂ ସ୍ଥାୟୀ ବିଶ୍ୱ ପାଇଁ ଉଭୟ ଦେଶ ମିଳିତ ଭାବରେ...

ଆଫଗାନିସ୍ତାନରେ ତାଲିବାନ ସରକାରକୁ ପୂରଣ ହେଲା ଦୁଇ ବର୍ଷ

କାବୁଲ,୧୫।୮: ଆଫଗାନିସ୍ତାନରେ ତାଲିବାନ ସରକାରକୁ ୨ ବର୍ଷ ପୂରଣ ହୋଇଛି। ୧୫ ଅଗଷ୍ଟ, ୨୦୨୧ରେ ତାଲିବାନ କାବୁଲ ଉପରେ କବଜା କରି ନିଜର ସରକାର ଗଠନ କରିଥିବା ଘୋଷଣା କରିଥିଲା। ଆଫଗାନିସ୍ତାନ ଇତିହାସରେ ଏହି ତାରିଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ,...

ରୁଷିଆ କାର ସର୍ଭିସ ଷ୍ଟେଶନରେ ବିସ୍ଫୋରଣ ୧୨ ମୃତ, ୬୬ରୁ ଅଧିକ ଆହତ

ମସ୍କୋ,୧୫।୮: ଦକ୍ଷିଣ ରୁଷିଆର ମଖାଚକାଲା ସହରର ଏକ କାର ସର୍ଭିସ ଷ୍ଟେସନରେ ବିସ୍ଫୋରଣରେ ଅତି କମରେ ୧୨ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬୬ରୁ ଅଧିକ ଆହତ ହୋଇଛନ୍ତି। ରାଜ୍ୟ ସମାଚାର ଏଜେନ୍ସି ଆରଆଇଏ ସ୍ଥାନୀୟ ମେୟର କାର୍ଯ୍ୟାଳୟର ସୂଚନାରୁ ଏହି...

ଗ୍ୟାସ ଷ୍ଟେଶନରେ ଅଗ୍ନିକାଣ୍ଡ: ୧୨ ମୃତ, ୬୦ରୁ ଅଧିକ ଆହତ

ମସ୍କୋ,୧୫।୮: ରୁଷିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଗ୍ୟାସ ଷ୍ଟେଶନରେ ଅଗ୍ନିକାଣ୍ଡ ଯୋଗୁ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।...

ପାକ୍‌ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କକର

ଇସ୍‌ଲାମାବାଦ,୧୫ା୮: ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଅନଓ୍ବାରୁଲ ହକ୍‌ କକର ସୋମବାର ଶପଥ ଗ୍ରହଣ କରିଛନ୍ତି। ସେ ଆର୍ଥତ୍କ ସଙ୍କଟରେ ଥିବା ପାକିସ୍ତାନର ନେତୃତ୍ୱ ନେବା ସହ ପରବର୍ତ୍ତୀ ସାଧାରଣ ନିର୍ବାଚନ ପରିଚାଳନା କରିବେ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ...

ଆଫଗାନିସ୍ତାନର ହୋଟେଲରେ ବିସ୍ଫୋରଣ: ୩ ମୃତ, ୭ ଆହତ

କାବୁଲ,୧୪।୮: ସୋମବାର ଆଫଗାନିସ୍ତାନର ଖୋସ୍ତ ପ୍ରଦେଶର ଏକ ହୋଟେଲରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋଟ ୭ ଜଣ ଆହତ ହୋଇଛନ୍ତି। କେତେକ ଆହତଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି, ଯେଉଁଥିରେ...

ଭାରତକୁ ଏସ୍‌-୪୦୦ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମକୁ ଶୀଘ୍ର ପଠାଇବ ରୁଷିଆ, ୟୁକ୍ରେନ ଯୁଦ୍ଧ କାରଣରୁ ବିଳମ୍ବ ହେବା ନେଇ ଥିଲା ଆଶଙ୍କା

ମସ୍କୋ,୧୪।୮: ରୁଷିଆ ସୋମବାର ଦିନ କହିଛି ଯେ, ସେ ଭାରତକୁ ନିର୍ଦ୍ଧାରିତ ସମୟାନୁସାରେ ଏସ୍‌-୪୦୦ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ ଯୋଗାଇଦେବ। ୟୁକ୍ରେନ ଯୁଦ୍ଧ କାରଣରୁ ଯୋଗାଣରେ ବିଳମ୍ବ ହୋଇପାରେ ବୋଲି ଭାରତୀୟ ଅଧିକାରୀମାନେ ଆଶଙ୍କା ପ୍ରକାଶ କରିବା ପରେ ରୁଷିଆର ଅଧିକାରୀଙ୍କଠାରୁ...

ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଅନୱର-ଉଲ-ହକ

ଇସଲାମାବାଦ,୧୪।୮: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ସିନେଟର ଅନୱର-ଉଲ-ହକ କକରଙ୍କୁ ଆସନ୍ତା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଦେଶର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି। ଏଭଳି ପରିସ୍ଥିତିରେ ସେ ସୋମବାର ପାକିସ୍ତାନର ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ...

୧୦୦ ବର୍ଷ ମଧ୍ୟରେ ଆମେରିକାରେ ସବୁଠୁ ଭୟାବହ ଅଗ୍ନିକାଣ୍ଡ

ଲାହାଇନା,୧୪ା୮: ଆମେରିକାର ମାଉଇ ସହରକୁ ଜଙ୍ଗଲ ନିଆଁ ବ୍ୟାପି ମୃତ୍ୟୁସଂଖ୍ୟା ୯୩କୁ ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ମୃତକଙ୍କୁ ଚିହ୍ନଟ ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ୧୦୦ ବର୍ଷ ମଧ୍ୟରେ ଏହା ଆମେରିକାରେ ସବୁଠୁ ଭୟାବହ ଅଗ୍ନିକାଣ୍ଡ ବୋଲି କୁହାଯାଉଛି। କାଭାଡର...

ଆତଙ୍କବାଦୀଙ୍କ ପାଖରେ ନାଟୋ ଅସ୍ତ୍ର: ସୁରକ୍ଷା ପ୍ରତି ବିପଦ ଜାତିସଂଘ

ଓ୍ବାଶିଂଟନ,୧୪ା୮: ଆଫଗାନିସ୍ତାନରେ ଥିବା ନାଟୋ ସଂଗଠନର ବିପୁଳ ଅସ୍ତ୍ରଶସ୍ତ୍ର ତାଲିବାନ ଏବଂ ଅଲ୍‌କାଏଦାର ସହଯୋଗୀ ସଂଗଠନ ଜରିଆରେ ଆଇଏସ୍‌ ସଂଗଠନ(ଖୋରାସାନ) ଆତଙ୍କବାଦୀଙ୍କ ପାଖରେ ପହଞ୍ଚି ଥିବା ଜାତିସଂଘ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ବିଶେଷ କରି ତେହରିକ-ଇତାଲିବାନ ପାକିସ୍ତାନର ସଦସ୍ୟମାନେ...

ୱାଗନର୍‌ ଗ୍ରୁପ ପାଇଁ ପ୍ରଚାର କରିବା ଅଭିଯୋଗରେ ୨ ରୁଷିଆ ନାଗରିକ ଗିରଫ

ୱାର୍ସୋ,୧୪।୮: ୱାଗନର୍‌ ଗ୍ରୁପ ପାଇଁ ଗୁପ୍ତଚର ତଥା ପ୍ରଚାର ପ୍ରସାର ଅଭିଯୋଗରେ ପୋଲାଣ୍ଡ ଦୁଇ ରୁଷିଆ ନାଗରିକଙ୍କୁ ଗିରଫ କରିଛି। ତାଙ୍କ ଉପରେ ରାଜଧାନୀ ୱାର୍ସୋ ଏବଂ ପୋଲାଣ୍ଡର ଦ୍ୱିତୀୟ ବୃହତ୍ତମ ସହର କ୍ରାକୋରେ ଗୁପ୍ତଚର କରିଥିବା ଅଭିଯୋଗ ହୋଇଛି।...

ଇତିହାସରେ ପ୍ରଥମ: ଦାଢି-ପଗଡ଼ିି ସହ ଆମେରିକାର ମେରାଇନ କର୍ପସ ତାଲିମ ଶେଷ କଲେ ଶିଖ ଯୁବକ

ଓ୍ବାଶିଂଟନ୍‌,୧୪।୮:ଆମେରିକାର ଜଣେ ୨୧ ବର୍ଷ ବୟସ୍କ ଶିଖ ଯୁବକ  ନିଜର ଧାର୍ମିକ ବିଶ୍ୱାସ ନ ଛାଡି ଆମେରିକାର ମେରାଇନ କର୍ପସ ତାଲିମ ସମାପ୍ତ କରିଛନ୍ତି। ସାନ ଡିଏଗୋରେ ମେରାଇନ କର୍ପସ ନିଯୁକ୍ତି ତାଲିମ ସମାପ୍ତ କରି ଜସକିରନ ସିଂ ଇତିହାସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri