ଅନ୍ତର୍ଜାତୀୟ

ଲାଲ୍‌କିଲାରେ ଆମେରିକା କଂଗ୍ରେସ ସଦସ୍ୟ ଉପସ୍ଥିତ ରହିବେ

ଓ୍ବାଶିଂଟନ, ୯ା୮(ପି.ଟି.): ଦେଶର ସ୍ବାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌କିଲାରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବାବେଳେ ଆମେରିକାର ଆଇନ ପ୍ରଣେତାମାନଙ୍କର ଏକ ପ୍ରତିନିଧି ଦଳ ଉପସ୍ଥିତ ରହିବେ। ଏହି ଦ୍ୱିଦଳୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ...

ଆଜି ସଂସଦ ଭାଙ୍ଗିବା ପାଇଁ ସୁପାରିସ କରିବେ ଶହବାଜ, ଗୃହ ମନ୍ତ୍ରୀ କହିଲେ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ ସାଧାରଣ ନିର୍ବାଚନ

ଇସଲାମାବାଦ,୯।୮: ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ପାକିସ୍ତାନରେ କାର୍ଯ୍ୟକାଳ ଅଗଷ୍ଟ ୧୨ରେ ଶେଷ ହେବ। ଏହି କାରଣରୁ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ମଙ୍ଗଳବାର କହିଛନ୍ତି ଯେ, ପାକିସ୍ତାନର ଜାତୀୟ ବିଧାନସଭାକୁ ସମୟ ପୂର୍ବରୁ ଭାଙ୍ଗିବାକୁ ସେ ବୁଧବାର ରାଷ୍ଟ୍ରପତି ଆରିଫ ଅଲବିଙ୍କୁ...

ପିରାମିଡ ନିର୍ମାଣ: ଏଲିଅନ ଆଣିଥିଲେ ୨୩ ଲକ୍ଷ ବୃହତ ପଥର !…

କାହିରା,୮।୮ : ଦୁନିଆର ସବୁଠାରୁ ରହସ୍ୟମୟ ନିର୍ମାଣ ହେଉଛି ମିଶରର ପିରାମିଡ। ଏହା କିପରି ତିଆରି ହେଲା ସେ ସମ୍ବନ୍ଧରେ ସମୟ ସମୟରେ ଅନେକ ତଥ୍ୟ ଉପସ୍ଥାପନ କରାଯାଇଥାଏ। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ସେମାନେ ବୋଧହୁଏ ପିରାମିଡ ନିର୍ମାଣ ସହିତ...

୧୦ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା…

କଲମ୍ବୋ,୮।୮ : ଶ୍ରୀଲଙ୍କା ନୌସେନା ୧୦ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି। ସେମାନଙ୍କର ଟ୍ରଲର ମଧ୍ୟ ଜବତ କରିଛି। ଧୀବରମାନେ ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ହୋଇଛି। ଗୋଟିଏ ମାସ ମଧ୍ୟରେ ଏହା ହେଉଛି...

ମିସ ଇଣ୍ଡୋନେସିଆ ୟୁନିଭର୍ସ ଆୟୋଜକମାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଟପଲେସ ‘ଶରୀର ଯାଞ୍ଚ’ ନେଇ ବିବାଦ…

ଜାକର୍ତ୍ତା,୮।୮ : ମିସ ଇଣ୍ଡୋନେସିଆ ୟୁନିଭର୍ସ ପ୍ରତିଯୋଗିତାର ୬ ଜଣ ପ୍ରତିଯୋଗୀ ଆୟୋଜକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି। ପ୍ରତିଯୋଗୀମାନେ ଅଭିଯୋଗ କରିଛନ୍ତି ପ୍ରତିଯୋଗିତା ସମୟରେ ସେମାନଙ୍କ ଟପଲେସ ‘ଶରୀର ଯାଞ୍ଚ’ କରାଯାଇଥିଲା। ପୋଲିସ ନିଶ୍ଚିତ କରିଛି ପ୍ରତିଯୋଗୀମାନେ...

ବେଆଇନ ପ୍ରବାସୀଙ୍କୁ ସହାୟତା କରୁଥିବା ଆଇନଜୀବୀଙ୍କ ବିରୋଧରେ ଟାସ୍କଫୋର୍ସ ଗଠନ କଲେ ସୁନକ…

ଲଣ୍ଡନ,୮।୮ : ବର୍ତ୍ତମାନ ବ୍ରିଟେନ ପ୍ରବାସୀମାନଙ୍କ ବିଷୟରେ ଅତ୍ୟନ୍ତ ସଚେତନ ହେବାରେ ଳାଗିଛି। ପ୍ରଧାନମନ୍ତ୍ରୀ ଋଷି ସୁନକ ବେଆଇନ ପ୍ରବାସୀମାନଙ୍କ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ବ୍ରିଟେନ ସରକାର ବେଆଇନ ପ୍ରବାସୀମାନଙ୍କୁ ସାହାଯ୍ୟ କରୁଥିବା ଆଇନଜୀବୀଙ୍କୁ ନେଇ କଠୋର ହୋଇଛନ୍ତି।...

ପୂର୍ବ ଆମେରିକାରେ ଝଡ଼ର ତାଣ୍ଡବ: ୧୦ ଲକ୍ଷ ଲୋକ ଅନ୍ଧାରରେ…

ଓ୍ବାଶିଂଟନ,୮।୮ : ଆମେରିକାରେ ହଠାତ କୁଆପଥର ମାଡ ଓ ପ୍ରବଳ ଝଡ଼ର ତାଣ୍ଡବ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ୨୬୦୦ରୁ ଅଧିକ ଆମେରିକୀୟ ବିମାନ ଉଡାଣକୁ ବାତିଲ କରାଯାଇଛି। ସ୍ଥାନୀୟ ପାଣିପାଗ ବିଭାଗ ମଧ୍ୟ ଏ...

ଆମେରିକାରେ ଝଡ ତୋଫାନ ହେବାର ଆଶଙ୍କା, ୨୬୦୦ ଉଡାଣ ବାତିଲ

ଓ୍ବାଶିଂଟନ୍‌,୮।୮: ଆମେରିକାରେ ଏକ ବଡ଼ ଝଡ ତୋଫାନର ଆଶଙ୍କା ରହିଛି। ଏହି କାରଣରୁ ହଜାର ହଜାର ବିମାନ ବାତିଲ କରାଯାଇଛି। ରାଜଧାନୀ ୱାଶିଂଟନ୍‌ର ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ସୋମବାର ସକାଳେ ବନ୍ଦ ରହିଥିଲା। ବାସ୍ତବରେ ଆମେରିକାରେ ଘୂର୍ଣ୍ଣିବଳୟ, ପ୍ରବଳ...

ଲଣ୍ଡନର ଷ୍ଟ୍ରିଟ ଆର୍ଟ ଲେନ୍‌ରେ ଲେଖାଯାଇଛି ଚାଇନା ସ୍ଲୋଗାନ, ବିବାଦ ଆରମ୍ଭ

ଇଲଂଣ୍ଡ,୮।୮: ଲଣ୍ଡନର ବ୍ରିକ ଲେନ୍‌ ଷ୍ଟ୍ରିଟ ଆର୍ଟ ପାଇଁ ପ୍ରସିଦ୍ଧ। ଅବଶ୍ୟ, ଏଥର ଏହା ଲେନ୍‌ ଆକ୍ଟ ପାଇଁ ନୁହେଁ ବରଂ ଚାଇନାର ପ୍ରଚାର ଯୋଗୁ ଲାଇମଲାଇଟ ଭିତରକୁ ଆସିଛି। କୁହାଯାଉଛି ଯେ ଚାଇନାର କମ୍ୟୁନିଷ୍ଟ ପାର୍ଟିର ବିଚାରଧାରାକୁ ପ୍ରଶଂସା...

ସାରା ଜୀବନ ଜେଲରେ ବିତାଇବାକୁ ପ୍ରସ୍ତୁତ ଅଛନ୍ତି ଇମ୍ରାନ୍‌, ପିଟିଆଇ ମୁଖ୍ୟ ଓକିଲଙ୍କ ଦାବି

ଇସଲାମାବାଦ,୮।୮: ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଓକିଲ ନାଇମ ହାଇଦର ପଞ୍ଜୋଥା ଦାବି କରିଛନ୍ତି ଯେ, ଇମ୍ରାନ୍‌ଙ୍କୁ ଜେଲରେ ସି-ଗ୍ରେଡ ସୁବିଧା ଦିଆଯାଇଛି ଏବଂ ତାଙ୍କୁ ଅତ୍ୟନ୍ତ ଖରାପ ଅବସ୍ଥାରେ ରଖାଯାଇଛି। ରିପୋର୍ଟ ଅନୁଯାୟୀ...

ୟୁକ୍ରେନ ଉପରେ ଆକ୍ରମଣ କଲା ରୁଷିଆ: ୮ ମୃତ, ୩୧ ଆହତ

ମସ୍କୋ,୮।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ଦେଉନାହିଁ। ଉଭୟ ପାର୍ଶ୍ୱରୁ ଭୟଙ୍କର ଆକ୍ରମଣ ହୋଇଛି। ନିକଟରେ ରୁଷିଆର ରାଜଧାନୀ ମସ୍କୋ ଆଖପାଖ ଅଞ୍ଚଳକୁ ୟୁକ୍ରେନ ଟାର୍ଗେଟ କରିଛି, ଯେଉଁ କାରଣରୁ ରୁଷିଆ କ୍ରୋଧିତ ହୋଇଛି।...

ଭାରତର ଆଉ ଏକ କଫ ସିରପକୁ ନେଇ ଆଲର୍ଟ ଜାରି କଲା ଡବ୍ଲୁଏଚଓ

ଜେନେଭା,୮।୮: ଭାରତରେ ପ୍ରସ୍ତୁତ ହେଉଥିବା ନକଲି ଔଷଧ ଓ କଫ ସିରପକୁ ନେଇ କିଛିଦିନ ହେବା ଲଗାତାର ପ୍ରଶ୍ନ ଉଠିଛି। ଏହି ସମୟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଏବ୍ଲୁଏଚଓ) ଅନ୍ୟ ଏକ ଭାରତୀୟ କଫ ସିରପ ସମ୍ପର୍କରେ ସତର୍କ ସୂଚନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri