ଅନ୍ତର୍ଜାତୀୟ

ୟୁକ୍ରେନକୁ ସହଯୋଗର ହାତ ବଢାଇଲା ଆମରିକା,୨୦୦ ମିଲିୟନ ଡଲାର ସେନା ସହାୟତା ଦେବାକୁ ଘୋଷଣା

ଓ୍ବାଶିଂଟନ,୮।୮: ଆମେରିକା ଅଧିକାରୀମାନେ ନ୍ୟୁଜ ଏଜେନ୍ସି ରୟଟର୍ସକୁ କହିଛନ୍ତି କି ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ମଙ୍ଗଳବାର ଖୁବଶୀଘ୍ର ୟୁକ୍ରେନ ପାଇଁ ୨୦୦ ମିଲିୟନ ଡଲାରର ନୂଆ ସେନା ସହାୟତା ଘୋଷଣା କରିବ। ଦୁଇ ଆମେରିକୀୟ ଅଧିକାରୀ ସୋମବାର ଏହି...

ସ୍ବାଧିନତା ଦିବସରେ ଲାଲ କିଲାରେ ମୋଦିଙ୍କ ହୁଙ୍କାର ଶୁଣିବେ ଆମେରିକା ସାଂସଦ

ନୂଆଦିଲ୍ଲୀ,୮।୮: ଅଗଷ୍ଟ ୧୫ ଅର୍ଥାତ୍‌ ସ୍ବାଧିନତା ଦିବସରେ ଲାଲ କିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସ୍ବାଧୀନତା ଦିବସ ଅବସରରେ ଆମେରିକୀୟଙ୍କ ଏକ ଦ୍ୱିଦଳ ଗ୍ରୁପ ଭାରତ ଗସ୍ତ କରୁଛନ୍ତି। ଦ୍ୱିଦଳୀୟ...

ମୂଳ ଭାରତୀୟ ଆମେରିକୀୟ ବାସିନ୍ଦା ଯୁବତୀ ଓଡ଼ିଶା ଟ୍ରେନ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଏକାଠି କଲେ ୧୦,୦୦୦ ଡଲାର, ପିଏମ କେୟାର୍ସ ଫଣ୍ଡକୁ ଯିବ ଅର୍ଥ

ନ୍ୟୁୟର୍କ,୮।୮: ଆମେରିକାରେ ରହୁଥିବା ମୂଳ ଭାରତୀୟ ବାସିନ୍ଦା ତନିଷ୍କା ଧାରିଓ୍ବାଲ ଓଡ଼ିଶାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ୧୦,୦୦୦ଡଲାର ଧନରାଶି ଏକାଠି କରିଛନ୍ତି। ଏହି ଅର୍ଥ ପିଏମ କେୟାର୍ସ ଫଣ୍ଡକୁ ଯିବ। ତନିଷ୍କା...

ଭାରତର ସ୍ବାଧୀନତା ଦିବସକୁ ଆମେରିକାରେ ବି ରାଷ୍ଟ୍ରୀୟ ଉତ୍ସବ ଭାବେ ପାଳନ କରାଯିବ

ଓ୍ବାଶିଂଟନ,୮।୮: ଭାରତର ସ୍ବାଧୀନତା ଦିବସ ଖୁବ ଶୀଘ୍ର ଆମେରିକାରେ ଏକ ଜାତୀୟ ଦିବସ ଭାବେ ପାଳନ କରାଯାଇପାରେ। ସାଂସଦ ଶ୍ରୀ ଥାନେଦରଙ୍କ ନେତୃତ୍ୱରେ ଏକ ଭାରତୀୟ-ଆମେରିକୀୟ ସାଂସଦ ଆମେରିକାର ସଂସଦର ନିମ୍ନ ଗୃହରେ ଲୋକ ସଭାରେ ଭାରତର ସ୍ବାଧୀନତା ଦିବସକୁ...

ପିଏମ୍‌ଏଲ୍‌-ଏନ୍‌ ଜିତିଲେ ନଓ୍ବାଜ ଶରିଫ ପ୍ରଧାନମନ୍ତ୍ରୀ ହେବେ

ଲାହୋର,୮ା୮: ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ପାକିସ୍ତାନର ସାଧାରଣ ନିର୍ବାଚନରେ ଯଦି ଶାସକ ପିଏମ୍‌ଏଲ୍‌-ଏନ୍‌ କ୍ଷମତାକୁ ଫେରେ ତେବେ ନଓ୍ବାଜ ଶରିଫ୍‌ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ତାଙ୍କ ଭାଇ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ କହିଛନ୍ତି। ଲାହୋରଠାରୁ...

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଇମ୍ରାନ୍‌ ଖାନଙ୍କ ଦଳ

ଇସଲାମାବାଦ, ୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ମୁକ୍ତି ପାଇଁ ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି ସୋମବାର ଏକ ଆଇନଗତ ଲଢେଇ ଆରମ୍ଭ କରିଛି। ତୋଶାଖାନା ମାମଲାର ଦଳ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରି ପୁନର୍ବିଚାର ପାଇଁ ଦାବି କରିଛି।...

କମ୍ବୋଡିଆର ଆଗାମୀ ପ୍ରଧାନମନ୍ତ୍ରୀ ହେବେ ହୁନ ମାନେଟ

ଫନୋମ ପେନ (କମ୍ବୋଡିଆ),୭।୮: କମ୍ବୋଡିଆର ରାଜା ନୋରୋଡମ ସିହମୋଣି ଦେଶର ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ପୁଅ ହୁନ ମାନେଟଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନାମିତ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଗତ ମାସରେ ଅନୁଷ୍ଠିତ ନିର୍ବାଚନରେ ହୁନ ସେନଙ୍କ ଦଳ...

ବାୟୁସେନାର ପ୍ରଶିକ୍ଷଣ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ: ୨ ସେନା କର୍ମଚାରୀଙ୍କ ମୃତ୍ୟୁ

କଲମ୍ବୋ,୭।୮: ଶ୍ରୀଲଙ୍କା ବାୟୁସେନାର ଏକ ଟ୍ରେନିଂ ବିମାନ ସୋମବାର ବିମାନ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ ଏବଂ ଜଣେ ଅଧିକାରୀଙ୍କର ମୃତ୍ୟୁ ହୋଇଛି। ଶ୍ରୀଲଙ୍କା ବାୟୁସେନା କମାଣ୍ଡର ଏୟାର ମାର୍ଶଲ ଉର୍ଡନୀ ରାଜପକ୍ଷ କହିଛନ୍ତି ଯେ,...

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଧିକ ପଡୁଛି ଶିଶୁଙ୍କ ଉପରେ

ଓ୍ବାଶିଂଟନ,୭।୮: ମିଳିତ ଜାତିସଂଘ ଚେତାବନୀ ଦେଇଛି ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବଢିବା ସହିତ ଦକ୍ଷିଣ ଏସିଆର ପ୍ରାୟ ୪୬୦ନିୟୁତ ଶିଶୁ ବିପଜ୍ଜନକ ଉଚ୍ଚ ତାପମାତ୍ରାର ସମ୍ମୁଖୀନ ହେଉଛନ୍ତି। ଏଥି ମଧ୍ୟରେ ଭାରତ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ଭଳି ଦେଶ...

ରାଓ୍ବଲପିଣ୍ଡିରେ ଲାଗୁ ହେଲା ୧୪୪ ଧାରା, ବିରୋଧ ପ୍ରଦର୍ଶନ କରୁଥିବା ଅଭିଯୋଗରେ ଇମ୍ରାନଙ୍କ ୮ ସମର୍ଥକ ଗିରଫ

ଇସଲାମାବାଦ,୭।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗିରଫ ହେବାକୁ ବିରୋଧ କରି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସମର୍ଥକମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ରାଓ୍ବଲପିଣ୍ଡିରେ ବିରୋଧ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଏହାସହ ୨୦...

ଭାରତୀୟ ମୂଳ ବାସିନ୍ଦା ଶନମୁଗରତ୍ନମ ହୋଇପାରନ୍ତି ସିଙ୍ଗାପୁରର ରାଷ୍ଟ୍ରପତି, ପ୍ରମାଣ ପତ୍ର ପାଇଁ କଲେ ଆବେଦନ

ସିଙ୍ଗାପୁର,୭।୮: ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସିଙ୍ଗାପୁରର ପୂର୍ବତନ ଭାରତୀୟ ମୂଳବାସିନ୍ଦା ଥର୍ମନ ଶନମୁଗରତ୍ନମ ସୋମବାର ଆବେଦନ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆବଶ୍ୟକ ସାର୍ଟିଫିକେଟ ପାଇବା ପାଇଁ ଶନମୁଗରତ୍ନମ ଏହି ଆବେଦନ କରିଛନ୍ତି। ଗତ...

ଜେଲରେ ଇମ୍ରାନଙ୍କୁ ମିଳୁଛି ବି କ୍ଲାସ ସୁବିଧା, ଓକିଲଙ୍କ ସହ ଭେଟିବାକୁ ନାହିଁ ଅନୁମତି

ଇସଲାମାବାଦ,୭।୮: ତୋସାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାଁ ଅଟକ ଜେଲରେ ରହିଛନ୍ତି। ଏବେ ତାଙ୍କ ପାର୍ଟି ପିଟିଆଇ ଅଭିଯୋଗ କରିଛି ଯେ ଖାଁଙ୍କୁ ଜେଲରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri