ଅନ୍ତର୍ଜାତୀୟ

ଚାଇନାରେ ଭୂକମ୍ପ, ୨୧ରୁ ଅଧିକ ଆହତ….

ବେଜିଂ,୬।୮ : ଚାଇନାର ଶାନନ୍ଦୋଙ୍ଗ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଦେଝାଉ ସହରର ପିଙ୍ଗୟୁଆନ କାଉଣ୍ଟିରେ ୫.୫ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର କହିଛି ରବିବାର ଦିନ ସ୍ଥାନୀୟ ସମୟ ରାତ୍ର ସାଢ଼େ ଦୁଇଟାରେ...

ଚାଇନାରେ ଭୂକମ୍ପ: ଭାଙ୍ଗିଲା ଅନେକ କୋଠା

ବେଜିଂ,୬।୮: ଚାଇନାର ଶାନଦୋଙ୍ଗ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଦେଝାଉ ସହରର ପିଙ୍ଗୁଆନ କାଉଣ୍ଟିରେ ୫.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର କହିଛି ଯେ, ରବିବାର ସ୍ଥାନୀୟ ସମୟ ଭୋର ୨.୩୦ରେ ଏହି ଭୂକମ୍ପ...

ତାଇଓ୍ବାନ ଉପରେ ଆକ୍ରମଣ ପାଇଁ ଚାଇନାର ପ୍ରସ୍ତୁତି ଆରମ୍ଭ…

ବେଜିଂ,୬।୮ : ଚାଇନା ଏବଂ ତାଇୱାନ ମଧ୍ୟରେ ଲଗାତାର ତିକ୍ତତା ଦେଖାଦେଇଛି। ନିକଟରେ ଯେତେବେଳେ ଆମେରିକା ତାଇୱାନ ପାଇଁ ସାମରିକ ପ୍ୟାକେଜ ଘୋଷଣା କରିଛି। ଏନେଇ ବେଜିଂ ଏଥିରେ ରାଗିବା ସହିତ ଚେତାବନୀ ଦେଇଥିଲା ଇତିହାସରୁ ଶିକ୍ଷା ଗ୍ରହଣ କରିବା...

ୟୁକ୍ରେନର ରକ୍ତଦାନ କେନ୍ଦ୍ର ଉପରେ ଆକ୍ରମଣ କଲା ରୁଷିଆ…

କିଭ,୬।୮ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ୧୫ ମାସରୁ ଅଧିକ ସମୟ ବିତିଗଲାଣି। ଉଭୟ ଦେଶର ସୈନ୍ୟ କ୍ରମାଗତ ଭାବରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି ସମୟରେ ରୁଷିଆ ପୁଣିଥରେ ୟୁକ୍ରେନକୁ ଟାର୍ଗେଟ କରିଛି।...

ଆମେରିକା ମୁହାଁ ଚାଇନା: ଆଉ ୨୦ ମିଟର ଦୂରରେ…

ଓ୍ବାଶିଂଟନ/ବେଜିଂ,୬।୮ : ଆମେରିକାର ସାଉଥ କମାଣ୍ଡ ଜେନେରାଲ ଲୌରା ରିଚାର୍ଡସନ ଅଗଷ୍ଟ ୬ରେ ୱାଶିଂଟନରେ କହିଛନ୍ତି ଚାଇନା ନିଜର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ମାଧ୍ୟମରେ ଲାଟିନ ଆମେରିକୀୟ ଦେଶଗୁଡିକରେ ପୁଞ୍ଜି ବିନିଯୋଗ ଏବଂ ଭିତ୍ତିଭୂମି ବିସ୍ତାର କରି ଆମେରିକା...

ରୁଷିଆ-ୟୁକ୍ରେନ ବିବାଦର ସମାଧାନ ପାଇଁ ଭାରତ ସକ୍ରିୟ: ଡୋଭାଲ…

ଜେଦା,୬।୮ : ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସାଉଦି ଆରବ ସହର ଜେଦାରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଛନ୍ତି। ତାଙ୍କ ସହ ଅନ୍ୟାନ୍ୟ ଦେଶର ଜାତୀୟ ସୁରକ୍ଷା...

ଘରେ ପଶି ମହିଳାଙ୍କ ପାଦ ଘଷୁଥିବା ଆମେରିକୀୟ ଗିରଫ

ଓ୍ବାଶିଂଟନ,୬।୮: ଘରେ ପଶି ଶୋଇଥିବା ମହିଳାମାନଙ୍କ ପାଦ ଘଷୁଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଆମେରିକାର ନେଭାଡ଼ାରୁ ଗିରଫ କରିଛି। ମାର୍କ ଆନ୍ଥୋନୀ ଗୋଞ୍ଜାଲେସ୍‌ (୨୬) ନାମକ ଏହି ଯୁବକ ଅତୀତରେ ମଧ୍ୟ ଅନୁରୂପ ଅପରାଧ କରିଥିବା ଡୁଗ୍‌ଲାସ୍‌ କାଉଣ୍ଟି ଶେରିଫ୍‌ ବିଭାଗ...

ବାଲୁଚିସ୍ତାନରେ ଟିକାକରଣ ଟିମ ଉପରେ ଗୁଳି ବର୍ଷା କଲେ ବନ୍ଧୁକଧାରୀ…

ଇସଲାମାବାଦ,୫।୮ : ଅଶାନ୍ତ ପାକିସ୍ତାନରେ ସ୍ଥିତି କ୍ରମାଗତ ବିଗିଡ଼ିବାରେ ଲାଗିଛି। ବାଲୁଚିସ୍ତାନରେ କିଛି ଅଜଣା ବନ୍ଧୁକଧାରୀ ଟିକାକରଣ ଟିମ୍‌ ଉପରେ ଆଖିବୁଜା ଗୁଳି ବର୍ଷା କରିଛନ୍ତି। ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି। ପୋଲିଓ ଟିକାକରଣ ଟିମ ସହିତ ଦୁଇ...

ଆରିଜୋନାରେ ଉତ୍ତାପ: ମହୁମାଛିଙ୍କ ଜୀବନ ବିପଦରେ, ତରଳି ଯାଉଛି ମହୁଫେଣା…

ଫିନିକ୍ସ,୫।୮ : ଅତ୍ୟଧିକ ଉତ୍ତାପ ଉଭୟ ମଣିଷ ଏବଂ ପ୍ରାଣୀଙ୍କ ଜୀବନ ଉପରେ ପ୍ରଭାବ ପକାଉଛି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆରିଜୋନାରେ ଅଧିକ ତାପମାତ୍ରା ଯୋଗୁ ମହୁମାଛିଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଜୁନ ୩୦ ରୁ ଜୁଲାଇ...

ଆର୍ଜେଣ୍ଟିନାରେ ଭୂକମ୍ପ, ତୀବ୍ରତା ୬.୦…

ବ୍ୟୁଏନ୍ସ ଆରିସ,୫।୮ : ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ଶନିବାର ଆର୍ଜେଣ୍ଟିନାରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି। ଭୂପୃଷ୍ଠର ୫୮୮ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ର ଥିଲା। ମଧ୍ୟାହ୍ନ...

ଇମ୍ରାନଙ୍କୁ ଗିରଫ ପରେ ପାକିସ୍ତାନରେ ସାଧାରଣ ନିର୍ବାଚନ ସ୍ଥଗିତ…

ଇସଲାମାବାଦ,୫।୮ : ପାକିସ୍ତାନରେ ତୋଶଖାନା ମାମଲାରେ ଦଣ୍ଡିତ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ପାକିସ୍ତାନର ଲାହୋରରେ ଅବସ୍ଥିତ ତାଙ୍କ ଘର ଜମାନ ପାର୍କରୁ ଇମ୍ରାନଙ୍କୁ ଗିରଫ କରାଯାଇଥିଲା। ତେବେ ଇମ୍ରାନ ଖାନଙ୍କ ଗିରଫଦାରୀ ମଧ୍ୟରେ...

ଆଫଗାନିସ୍ତାନର ସଙ୍କଟ ବୃଦ୍ଧି ପାଇଲା,ବ୍ରିଟେନ ୫୯ ପ୍ରତିଶତ ସହାୟତା ହ୍ରାସ କଲା…

କାବୁଲ,୫।୮ : ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ଦିନଠାରୁ ସେଠାରେ ଦିନକୁ ଦିନ ସ୍ଥିତି ଖରାପ ହେବାରେ ଲାଗିଛି। ଏହି ସମୟରେ ଆଫଗାନିସ୍ତାନ ଏକ ବଡ଼ ଧରଣର ସଙ୍କଟର ସମ୍ମୁଖୀନ ହୋଇଛି। ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନକୁ ସରକାରୀ ବିକାଶ ସହାୟତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri