ଅନ୍ତର୍ଜାତୀୟ

ଚାଇନା ବିରୋଧରେ ଅଷ୍ଟ୍ରେଲିଆରେ ସବୁଠୁ ବଡ଼ ଯୁଦ୍ଧାଭ୍ୟାସ ଆରମ୍ଭ, ୧୧ ଦେଶର ସୈନ୍ୟ ହୋଇଛନ୍ତି ସାମିଲ

କାନବେରା,୨୫।୭: ଅଷ୍ଟ୍ରେଲିଆରେ ସବୁଠୁ ବଡ଼ ଯୁଦ୍ଧାଭ୍ୟାସ ଆରମ୍ଭ ହୋଇଛ। ଏହି ଅଭ୍ୟାସରେ ଆମେରିକା ସମେତ ୧୧ଟି ଦେଶର ୩୦ହଜାରରୁ ଅଧିକ ସୈନିକ ଅଂଶଗ୍ରହଣ କରିଛନ୍ତି। ଭାରତ ସମେତ ଚାରିଟି ଦେଶ ଏହି ଯୁଦ୍ଧାଭ୍ୟାସର ପର୍ଯ୍ୟବେକ୍ଷକ ଅଟନ୍ତି। ଏହି ଯୁଦ୍ଧାଭ୍ୟାସ ଚାଇନାର...

ଜରୁରୀ ଅବତରଣ କଲା ମସ୍କାଟ ଅଭିମୁଖେ ଯାଉଥିବା ଓମାନ ଏୟାର ବିମାନ

କୋଝିକୋଡ,୨୫।୭: ମସ୍କାଟ ଅଭିମୁଖେ ଯାଉଥିବା ଓମାନ ଏୟାର ବିମାନରେ ବୈଷେୟିକ ତ୍ରୁଟି ଦେଖାଯିବା ପରେ କୋଝିକୋଡ ଫେରିଆସିଛି। ବିମାନବନ୍ଦର ଅଧିକାରୀ ନିଶ୍ଚିତ କରିଛନ୍ତି ଯେ, ମସ୍କାଟ ଅଭିମୁଖେ ଓମାନ ଏୟାର ବିମାନ ଏକ ବୈଷେୟିକ ତ୍ରୁଟି କାରଣରୁ ସୁରକ୍ଷିତ ଅବତରଣ...

ଚାଇନାର ପ୍ରତିପକ୍ଷଙ୍କୁ ଭେଟିଲେ ଏନ୍‌ଏସଏ ଅଜିତ ଡୋଭାଲ

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୫।୭: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଚାଇନାର ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରାଯାଇଥିଲା। ସୋମବାର ଜୋହାନ୍ସବର୍ଗରେ ‘ଫ୍ରେଣ୍ଡସ ଅଫ ବ୍ରିକ୍ସ’...

ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଶୈଫଙ୍କ ମୃତ୍ୟୁ

ଓ୍ବାଶିଂଟନ,୨୫।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ପ୍ରାଇଭେଟ ଶୈଫଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଓବାମାଙ୍କ ରୋଷେୟାଙ୍କର ତାଙ୍କ ଘର ନିକଟରେ ହିଁ ଏକ ଦୁର୍ଘଟଣା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶୈଫ ମାର୍ଥା ଓ୍ବାଇନୟାର୍ଡ ତଫରି କ୍ୟାମ୍ପବେଲ ନିକଟରେ...

ଆଜି ଇମ୍ରାନ୍‌ ଖାନ ହୋଇପାରନ୍ତି ଗିରଫ, ଜାରି ହେଲା ଜାମିନ ବିହୀନ ୱାରେଣ୍ଟ

ଇସଲାମାବାଦ,୨୫।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫର ମୁଖ୍ୟ ଇମ୍ରାନ୍‌ ଖାନଙ୍କ ସମସ୍ୟା ସମାପ୍ତ ହେଉନାହିଁ। ସୋମବାର ପାକିସ୍ତାନର ନିର୍ବାଚନ ଆୟୋଗ ଏକ ଅବମାନନା ମାମଲାରେ ଇମ୍ରାନ୍‌ ଖାନଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ପାକିସ୍ତାନର ନିର୍ବାଚନ...

ଅଲଜେରିଆ ଜଙ୍ଗଲରେ ଭୟଙ୍କର ନିଆଁ, ୧୦ ସେନା ସମେତ ୨୫ ମୃତ, ୪୯ ଆହତ

ଅଲଜିୟର୍ସ,୨୫।୭: ଅଲଜିରିଆ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୧୦ ସେନା ଯବାନ ରହିଥିବା କୁହାଯାଉଛି। ଏମାନେ ସମସ୍ତେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ। ସୋମବାର ସରକାର ଏହି...

ଉତ୍ତର କୋରିଆ ଲଞ୍ଚ କଲା ସନ୍ଦିଗ୍ଧ ବାଲେଷ୍ଟିକ ମିଶାଇଲ, ଜାପାନ ପିଏମଓର ଦାବି

ଟୋକିଓ,୨୫।୭: ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସୋମବାର ଏକ ଟୁଇଟ କରି କହିଛି ଯେ ଉତ୍ତର କୋରିଆ ଏକ ସନ୍ଦିଗ୍ଧ ବାଲେଷ୍ଟିକ ମିଶାଇଲ ଲଞ୍ଚ କରିଛି। ଏହାକୁ ନେଇ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଅଧିକାରୀମାନଙ୍କୁ ପର୍ଯ୍ୟାପ୍ତ ସୂଚନା ସଂଗ୍ରହ...

ଚଳିତ ସପ୍ତାହରେ କ୍ୟାବିନେଟରେ ଅଦଳ ବଦଳ କରିପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ

ଓଟାଓ୍ବା,୨୫।୭: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଚଳିତ ସପ୍ତାହରେ ତାଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବାର ଯୋଜନା କରିପାରନ୍ତି। ଦୁଇଟି ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। କ୍ୟାବିନେଟ ଅଦଳବଦଳରେ ସମ୍ଭବତଃ ସେହି ମନ୍ତ୍ରୀମାନଙ୍କୁ ହଟାଇଦିଆଯାଇପାରେ ଯେଉଁମାନେ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା...

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୫।୭: ଇଣ୍ଡୋନେସିଆର ପୂର୍ବ ନୁସା ତେଂଗାରା ଦ୍ୱିପରେ ମଙ୍ଗଳବାର ସକାଳେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ଥିବା ମପାଯାଇଛି। ଏଥିରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଜିଓଫିଜିକ ଏଜେନ୍ସି...

ସ୍ବିଜରଲ୍ୟାଣ୍ଡରେ ଘୂର୍ଣ୍ଣିଝଡ଼

ଜେନେଭା,୨୫।୭: ସ୍ବିଜରଲ୍ୟାଣ୍ଡରେ ଆସିଥିବା ପ୍ରବଳ ଘୂର୍ଣ୍ଣିଝଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ଘୂର୍ଣ୍ଣିଝଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ପାହାଡିଆ ଅଞ୍ଚଳରେ ନିର୍ମିତ ଘର ମଧ୍ୟ ଏହାଦ୍ୱରା କ୍ଷତିଗ୍ରସ୍ତ ହୋଇଛି।

ପିଟିଆଇ ମୁଖ୍ୟ ଇମ୍ରାନଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ଇସଲାମାବାଦ,୨୪।୭: ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କୁ ସୋମବାର କ୍ୱେଟାର ବରିଷ୍ଠ ଓକିଲ ଅବଦୁଲ ରଜ୍ଜାକ ଶାରଙ୍କ ହତ୍ୟା ମାମଲାରେ ଆଶ୍ୱସ୍ତି ମିଳିଛି। ପାକିସ୍ତାନର ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ପାକିସ୍ତାନ ସୁପ୍ରିମକୋର୍ଟ ଓକିଲଙ୍କ ହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ...

ଟୁଇଟର୍‌ର ନୂଆ ନାମ ‘ଏକ୍ସ’: ପ୍ରୋଫାଇଲ ଫଟୋ ବଦଳାଇଲେ ଏଲନ ମସ୍କ

କାଲିଫର୍ନିଆ,୨୪।୭: ଟୁଇଟର୍‌ର ମାଲିକ ଏଲନ ମସ୍କ ସୋମବାର ଟୁଇଟର୍‌ର ନାମ ଏବଂ ଲୋଗୋ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ କମ୍ପାନୀ ‘ଏକ୍ସ’ ଭାବରେ ଜଣାଶୁଣା ହେବ। ଟୁଇଟର୍‌ର ଡୋମେନ୍‌ ଏଣିକି ଟୁଇଟର୍‌.କମ ରୁ ଏକ୍ସ.କମ୍‌ ହୋଇଛି। ଫଳରେ ଏକ୍ସ.କମ୍‌ ମାଧ୍ୟମରେ ୟୁଜର୍ସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri