ଅନ୍ତର୍ଜାତୀୟ

ହଠାତ୍‌ ବେଜିଂ ପହଞ୍ଚି ଜିନପିଙ୍ଗଙ୍କ ସହ ସାକ୍ଷାତ୍‌ କଲେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ

ବେଜିଂ,୨୦।୭: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ବେଜିଂରେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ହେନରି କିସିଂଜରଙ୍କୁ ସାକ୍ଷାତ୍‌ କରିଛନ୍ତି। ଆମେରିକାର ଜଳବାୟୁ ଦୂତ ଜନ କେରିଙ୍କର ଚାଇନାରେ କାର୍ଯ୍ୟକାଳ ଶେଷ ହେବା ପରେ ଚାଇନା ରାଷ୍ଟ୍ରପତି ଓ ଆମେରିକାର ପୂର୍ବତନ...

ଖେବର ଆଦିବାସୀ ଜିଲାରେ ୨ଟି ବଡ଼ ବିସ୍ଫୋରଣ: ୨ ପୋଲିସ କର୍ମଚାରୀ ମୃତ, ୪ ଆହତ

ଇସଲାମାବାଦ,୨୦।୭: ପାକିସ୍ତାନର ଏକ ଆଦିବାସୀ ଜିଲାରେ ଏକ ତହସିଲ ଭବନ ପରିସରରେ ଦୁଇଟି ବିସ୍ଫୋରଣ ଘଟିଛି। ଏଥିରେ ଅତି କମରେ ୨ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଉଦ୍ଧାର ଅଧିକାରୀ କହିଛନ୍ତି, ଏହି...

ରୁଷିଆ ଏୟାରଷ୍ଟ୍ରାଇକ୍‌ରେ ୨୧ ଆହତ

କିଭ୍‌,୨୦ା୭: ଗୁରୁବାର ୟୁକ୍ରେନ ଅଧିକାରୀମାନେ କହିଛନ୍ତି, ରୁଷିଆର ଏୟାର ଷ୍ଟ୍ରାଇକ୍‌ର ତୃତୀୟ ରାତିରେ ବନ୍ଦର ସହର ଓଡେସା ସମେତ ଦକ୍ଷିଣ ୟୁକ୍ରେନ ସହରକୁ ଟାର୍ଗେଟ କରି ଅତି କମ୍‌ରେ ୨୧ ଜଣ ଆହତ ହୋଇଛନ୍ତି। ରୁଷିଆର ଏହି ଆକ୍ରମଣ ତିନି...

ପାକିସ୍ତାନର ଚିନ୍ତା ବଢାଇଲାଣି ଘନ ଘନ ବିଜୁଳି କାଟ

ଇସଲାମାବାଦ,୨୦।୭: ପାକିସ୍ତାନର ଗିଲଗିଟ ବଲ୍ଟିସ୍ତାନ ଅବାମି ଆକ୍ସନ କମିଟି (ଏଏସି)ସ୍କର୍ଦୁ ସହରରେ ବିରୋଧ ପ୍ରଦର୍ଶନ କରିଛି। ଏହାର କାରଣ ହେଉଛି ଉକ୍ତ ଅଞ୍ଚଳରେ ବିଜୁଳି କାଟ ଏକ ନୀୟମିତ ଘଟଣା ପାଲଟି ଗଲାଣି। ଅବାମି ଆକ୍ସନ କମିଟି(ଏଏସି), ବଲ୍ଟିସ୍ତାନ ଜମ୍ମୁ-କଶ୍ମୀର...

ମହିଳା ଜଜ୍‌ଙ୍କୁ କ୍ଷମା ମାଗିଲେ ଇମ୍ରାନ୍‌ ଖାନ

ଇସଲାମାବାଦ,୨୦।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ମହିଳା ଜଜ୍‌ଙ୍କୁ ଧମକ ଦେବା ମାମଲାରେ ପୁଣି ଥରେ କ୍ଷମା ପ୍ରାର୍ଥନା କରିଛନ୍ତି। ବିବାଦୀୟ ମନ୍ତବ୍ୟ ପାଇଁ ଜେବା ଚୌଧୁରୀ ନାମକ ଜଣେ ମହିଳା ଜଜ୍‌ଙ୍କୁ ପିଟିଆଇ ମୁଖ୍ୟ କ୍ଷମା ମାଗିଛନ୍ତି।...

ଜନସନ ଆଣ୍ଡ ଜନସନ: କୋର୍ଟ କହିଲେ ପାଉଡର ଯୋଗୁ ହୋଇଛି କ୍ୟାନସର, ପୀଡ଼ିତ ପାଇବେ ୧୫୪ କୋଟି ଟଙ୍କାର କ୍ଷତିପୂରଣ

ଓ୍ବାଶିଂଟନ,୨୦।୭: ଜନସନ ଆଣ୍ଡ ଜନସନକୁ କାଲିଫର୍ନିଆର ଜଣେ କ୍ୟାନସର ପୀଡ଼ିତଙ୍କୁ ୧୫୪ କୋଟି ଟଙ୍କର କ୍ଷତି ପୂଣ ଦେବାକୁ ପଡିବ। ଆମେରିକାର ଓକଲ୍ୟାଣ୍ଡ ଡିଫଲ୍ଟ ଷ୍ଟେଟ କୋର୍ଟ କମ୍ପାନୀକୁ କାଲିଫର୍ନିଆର ଜଣେ ବ୍ୟକ୍ତିଙ୍କୁ ଜନସନ ଆଣ୍ଡ ଜନସନ ବେବି ଟାଲକମ...

 ସ୍ଥିତି ଦୋହରାଇବ ୟୁରୋପ

ପ୍ୟାରିସ,୨୦ା୭: ୟୁରୋପର ଅନେକ ଦେଶ ସମେତ ଆମେରିକାର ରାଜ୍ୟଗୁଡିକରେ ପ୍ରବଳ ଉତ୍ତାପ ଜାରି ରହିଛି। ରେକର୍ଡ ଭାଙ୍ଗୁଥିବା ଉତ୍ତାପ ପୁଣି ଥରେ ଲୋକଙ୍କ, ବିଶେଷକରି ଶିଶୁ ଏବଂ ବୃଦ୍ଧଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ାଇଛି। ବିଶେଷଜ୍ଞମାନେ କୁହନ୍ତି, ଜଳବାୟୁ ପରିବର୍ତ୍ତନ...

ଭାରତର ଅର୍ଥବ୍ୟବସ୍ଥାକୁ ପ୍ରଶଂସା କଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ,୨୦।୭: ଭାରତର ଅର୍ଥବ୍ୟବସ୍ଥାକୁୁ ପ୍ରଶଂସା କରିଛି ଦକ୍ଷିଣ ଆଫ୍ରିକା। ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ନକୋସାଜାନା ଡାଲାମିନି-ଜୁମା କହିଛନ୍ତି, ଭାରତୀୟ ସଭ୍ୟତା ହଜାରେ ବର୍ଷ ପୁରୁଣା। ବର୍ତ୍ତମାନ ଭାରତ ଉପନିବେଶବାଦରୁ ଟେକ୍ନୋଲୋଜିରେ ଶକ୍ତିଶାଳୀ ହେବାକୁ ଯାଉଛି।

ସାଇଫର ବିବାଦ: ପୁଣି ଅଡୁଆରେ ଇମ୍ରାନ

ଇସଲାମବାଦ,୨୦।୭: ସାଇଫର ବିବାଦକୁ ନେଇ ପୁଣି ବିବାଦରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏ ପ୍ରସଙ୍ଗକୁ ନେଇ ଅଡୁଆରେ ଫଶିଛନ୍ତି ଇମ୍ରାନ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ଗୃହ ମନ୍ତ୍ରୀ ରାଣା ସନାଉଲ୍ଲା ଏନେଇ...

ୟୁକ୍ରେନକୁ ୧.୩କୋଟି ଡଲାରର ସାମରିକ ସହାୟତା ପ୍ୟାକେଜ ଘୋଷଣା କଲା ଆମେରିକା

ଓ୍ବାଶିଂଟନ୍‌,୨୦।୭: ଋଷର ମୁକାବିଲା ପାଇଁ ୟୁକ୍ରେନକୁ ୧.୩କୋଟି ଡଲାରର ସାମରିକ ସହାୟତା ପ୍ୟାକେଜ ଘୋଷଣା କରିଛି ଆମେରିକା। ଆମେରିକାର ପ୍ରତିରକ୍ଷା ବିଭାଗର ସୂଚନାନୁସାରେ, ସାମରିକ ପ୍ୟାକେଜରେ ଚାରୋଟି ଉନ୍ନତମାନର ଆକାଶରେ ନୀକ୍ଷେପ କରାଯାଇପାରୁଥିବା ଅସ୍ତ୍ର, ମଧ୍ୟମ ଦୂରଗାମୀ ବାୟୁ ପ୍ରତିରକ୍ଷା...

‘ଭାରତ-ଆମେରିକା ସହ ସମ୍ପର୍କ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ’

ଓ୍ବାଶିଂଟନ୍‌,୨୦।୭: ଭାରତ ଏବଂ ଆମେରିକା ସମ୍ପର୍କ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି ବୋଲି ଆମେରିକା କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ଏକ ମାସ ପରେ ହ୍ବାଇଟ ହାଉସର ପ୍ରେସ ସଚିବ କ୍ୟାରିନ୍‌ ଜିନ୍‌ ପିଆର କହିଛନ୍ତି, ଗତ...

ସ୍ବିଡେନ ଦୂତାବାସ ଉପରେ ଆକ୍ରମଣ

ବାଗଦାଦ,୨୦।୭: ଇରାକର ବାଗଦାଦରେ ଥିବା ସ୍ବିଡେନ ଦୂତାବାସ ଉପରେ ଆକ୍ରମଣ ହୋଇଛି। ଅକ୍ରମଣକାରୀମାନେ ଦୂତାବାସରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଏହି ଆକ୍ରମଣରେ ଦୂତାବାସର କର୍ମଚାରୀଙ୍କର କୌଣସି କ୍ଷତି ହୋଇ ନ ଥିବା ପ୍ରାଥମିକ ରିପୋର୍ଟରେ କୁହାଯାଇଛି। ଦୂତାବାସ ଉପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri