ଅନ୍ତର୍ଜାତୀୟ

ଜଳିଗଲା ସ୍କୁଲ ବସ୍‌: ୨୫ ଛାତ୍ରୀଛାତ୍ର ଜୀବନ୍ତ ଦଗ୍ଧ

ବ୍ୟାଙ୍କକ,୧।୧୦: ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ଏଠାରେ ଛାତ୍ର ଓ ଶିକ୍ଷକଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୨୫ ଜଣ ଛାତ୍ରୀଛାତ୍ର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବସ୍‌ରେ ମୋଟ ୪୪...

ଦୁର୍ଗାପୂଜାକୁ ମିଳିବ କି ନାହିଁ ମଞ୍ଜୁରୀ ସ୍ପଷ୍ଟ କଲା ବାଂଲାଦେଶ

ଢାକା,୧।୧୦: ନ୍ୟୁୟର୍କରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବା ପରେ ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ ଏକ ବଡ଼ ବୟାନ ଦେଇଛନ୍ତି। ସେ ଭାରତକୁ ବାଂଲାଦେଶର ସବୁଠାରୁ ବଡ ପଡ଼ୋଶୀ ବୋଲି ବର୍ଣ୍ଣନା କରିଛନ୍ତି। ହୁସେନ...

କ୍ୟାବିନେଟ ସହ ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ, ଏବେ ଏହି ନେତା ହେବେ…

ଟୋକିଓ,୧।୧୦: ଜାପାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଙ୍ଗଳବାର ତାଙ୍କ କ୍ୟାବିନେଟ ସହିତ ଇସ୍ତଫା ଦେଇଛନ୍ତି। କିଶିଦା ୨୦୨୧ରେ ଦାୟିତ୍ୱ ଗ୍ରହଣ କରିଥିଲେ, କିନ୍ତୁ ଏବେ ସେ ଇସ୍ତଫା ଦେଉଛନ୍ତି ଯାହା ଦ୍ୱାରା ତାଙ୍କ ଦଳ ଏକ...

ନେତାନ୍ୟାହୁଙ୍କୁ ମାରିବାକୁ ଚାହୁଁଛି ଇରାନ: ରଚିଲା ଷଡଯନ୍ତ୍ର

ଜେରୁଜେଲମ,୧।୧୦:ଗତ ଏକ ବର୍ଷ ମଧ୍ୟରେ ଇସ୍ରାଏଲ ହମାସ ବିରୋଧରେ ଯୁଦ୍ଧ କରୁଛି। ଏହାସହ ଇସ୍ରାଏଲ ଲେବାନୀୟ ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲାର ମଧ୍ୟ ସାମ୍ନା କରିଥିଲେ। ଏହା ସତ୍ତ୍ୱେ ଇସ୍ରାଏଲ ଉଭୟଙ୍କୁ ବହୁତ ଶକ୍ତି ସହିତ ସାମ୍ନା କରି ଶତ୍ରୁମାନଙ୍କ ଉଚିତ୍‌...

ଆମେରିକା-ଚାଇନା ପରେ ୨୦୫୦ ପର୍ଯ୍ୟନ୍ତ ଏହି ଦେଶ ହେବ ଅଧିକ ଶକ୍ତିଶାଳୀ, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ କହିଲେ ଏହାର ବଡ଼ କାରଣ…

ଲଣ୍ଡନ,୧ା୧୦: ଯଦି ଆମେ ଆଜି ଦୁନିଆର ସୁପରପାଓ୍ବାର ବା ସବୁଠୁ ଶକ୍ତିଶାଳୀ ଦେଶ ବିଷୟରେ କଥା ହେବା, ତେବେ ଆମେରିକା, ରୁଷିଆ, ଚାଇନା, ଫ୍ରାନ୍ସ ଏବଂ ଭାରତ ଭଳି ଦେଶର ନାମ ଆମ ମନକୁ ଆସେ। କିନ୍ତୁ ଦେଶରେ ଦେଖାଯାଉଥିବା...

ବ୍ରିଟେନରେ ଶେଷ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ବନ୍ଦହେଲା

ଲଣ୍ଡନ,୧।୧୦: ବ୍ରିଟେନରେ କୋଇଲାରେ ଚାଲୁଥିବା ଶେଷ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ସୋମବାର ବନ୍ଦ ହୋଇଛି। ଫଳରେ ବ୍ରିଟେନରେ ଶିଳ୍ପ ବିପ୍ଳବକୁ ପ୍ରୋତ୍ସାହିତ କରି ୧୪୨ ବର୍ଷ ହେଲା ଚାଲିଆସିଥିବା କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନର ଯୁଗ ଶେଷ ହୋଇଛି। କେନ୍ଦ୍ରୀୟ ଇଂଲଣ୍ଡରେ...

ସ୍ଥଳଭାଗ ଯୁଦ୍ଧ ପାଇଁ ପ୍ରସ୍ତୁତ: ହେଜ୍‌ବୋଲ୍ଲା

ଇସ୍ରାଏଲୀ ଏୟାରଷ୍ଟ୍ରାଇକ୍‌ରେ ହେଜ୍‌ବୋଲ୍ଲା ମୁଖ୍ୟ ହସନ୍‌ ନସ୍‌ରଲ୍ଲାଙ୍କ ମୃତ୍ୟୁ ପରେ ସୋମବାର ସଙ୍ଗଠନର ଉପମୁଖ୍ୟ ନଇମ୍‌ କାସିମ୍‌ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଇସ୍ରାଏଲ୍‌ ସ୍ଥଳଭାଗରେ ଆକ୍ରମଣ କଲେ ଏହା ସହ ଯୁଦ୍ଧ ପାଇଁ ପ୍ରସ୍ତୁତ। ନିହତ କମାଣ୍ଡରମାନଙ୍କ...

ସିରିଆକୁ ଲକ୍ଷାଧିକ ବିସ୍ଥାପିତଙ୍କ ପଳାୟନ

ବେରୁଟ୍‌/ଜେରୁଜେଲମ୍‌,୧।୧୦: ଇସ୍ରାଏଲ୍‌ର ହେଜ୍‌ବୋଲ୍ଲା ଦମନ ଅଭିଯାନ ‘ଅପରେଶନ୍‌ ନ୍ୟୁ ଅର୍ଡର’ ଲେବାନନ୍‌କୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି। ଆକାଶମାର୍ଗରୁ ଘନ ଘନ ରକେଟ ମାଡ଼ ଯୋଗୁ ବହୁ ଲୋକଙ୍କ ଘରଦ୍ୱାର ଭାଙ୍ଗିଯାଇଛି। ଲୋକେ ପ୍ରାଣ ବିକଳରେ ପଡ଼ୋଶୀ ସିରିଆକୁ ପଳାୟନ କରିବାରେ ଲାଗିଛନ୍ତି। ବର୍ତ୍ତମାନ...

ଆମେରିକାରେ ତାଣ୍ଡବ ରଚିଲା ବାତ୍ୟା ହେଲେନ୍‌

ନର୍ଥ କାରୋଲିନା,୩୦ା୯: ଆମେରିକାରେ ବାତ୍ୟା ହେଲେନ୍‌ ତାଣ୍ଡବ ରଚିଛି। ବାତ୍ୟାଜନିତ ମୃତ୍ୟୁସଂଖ୍ୟା ୧୦୦ ଟପିଥିବା ବେଳେ ବହୁ କ୍ଷୟକ୍ଷତି ହୋଇଛି। ନର୍ଥ କାରୋଲିନାରେ ସର୍ବାଧିକ ୩୭ ଜଣ ପ୍ରାଣ ହରାଇଥିବା ବେଳେ ସାଉଥ୍‌ କାରୋଲିନାରେ ୨୭ଜଣଙ୍କ ଜୀବନ ଯାଇଛି। ଓ୍ବେଷ୍ଟର୍ନ...

ଚାଇନାର ନୂଆ ଚାଲ୍‌: ଭାରତର ବଢିଲା ଟେନ୍‌ସନ

ନୂଆଦିଲ୍ଲୀ,୩୦।୯: ଭାରତ ସୀମା ନିକଟରେ କ୍ଷେପଣାସ୍ତ୍ର ମାଡ଼ ରୋକିବାକୁ ଚାଇନା ଏକ ପରୀକ୍ଷା କରିଛି। ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ) କରାକୋରମ ମାଳଭୂମି ନିକଟରେ ଏହି ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି। ଚାଇନା ସେନା ଅଗଷ୍ଟ...

ନିଜକୁ ବିବାହ କରିଥିବା ସୋସିଆଲ ମିଡିଆ ଷ୍ଟାର କଲେ ଆତ୍ମହତ୍ୟା

ଅଙ୍କାରା,୩୦।୯: ତୁର୍କୀର ପ୍ରସିଦ୍ଧ ଟିକ ଟକ ଷ୍ଟାର କୁବ୍ରା ଆଇକୁଟ ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ଏକ ଆପାର୍ଟମେଣ୍ଟର ପଞ୍ଚମ ମହଲାରୁ ଡେଇଁ କୁବ୍ରା ତାଙ୍କ ଜୀବନ ହାରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତାଙ୍କ...

ଗୋଟିଏ ସପ୍ତାହରେ ହେଜ୍‌ବୋଲ୍ଲାର ସପ୍ତମ କମାଣ୍ଡର ନିହତ

ବେରୁଟ୍‌,୩୦।୯: ହେଜ୍‌ବୋଲ୍ଲା ମୁଖ୍ୟ ସୟିଦ ହସନ ନାସରାଲ୍ଲାଙ୍କ ମୃତ୍ୟୁ ପରେ ମଧ୍ୟ ଲେବାନନରେ ଇସ୍ରାଏଲର ଆକ୍ରମଣ ବନ୍ଦ ହେଉନାହିଁ। ରବିବାର ମଧ୍ୟ ଇସ୍ରାଏଲ ଲେବାନନରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ କରିଥିଲା। ଏଥିରେ ୧୦୫ଜଣ ଲୋକ ପ୍ରାଣ ହରାଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri