ଅନ୍ତର୍ଜାତୀୟ

ଫ୍ରାନ୍ସ ସଡ଼କରେ ଯୁଦ୍ଧ ଭଳି ପରିସ୍ଥିତି

ପ୍ୟାରିସ, ୩୦।୬: ପୋଲିସର ଗୁଳିରୁ ଜଣେ ଯୁବକଙ୍କ ମୃତ୍ୟୁ ପରେ ଫ୍ରାନ୍ସରେ ଆରମ୍ଭ ହୋଇଥିବା ହିଂସା ବନ୍ଦ ହେବାର ନାମଁ ନେଉନାହିଁ। ଏହି ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଜଳା, ଭଙ୍ଗାରୁଜା ସବୁ ସ୍ଥାନରେ ଘଟୁଛି।...

ମୋଦିଙ୍କୁ ଆଇ ଲଭ ୟୁ କହିଲେ ପାକିସ୍ତାନୀ ଯୁବକ

ଇସଲାମାବାଦ,୩୦।୬: ଏବେ ଭାରତ ସମଗ୍ର ବିଶ୍ୱରେ ଏକ ଶକ୍ତିଶାଳୀ ଦେଶ ଭାବରେ ନିଜର ପରିଚୟ ସୃଷ୍ଟି କରିଛି। କେବଳ ବିଶ୍ୱର ସମସ୍ତ ଦେଶ ନୁହେଁ, ଭାରତର ପଡୋଶୀ ଦେଶ ପାକିସ୍ଥାନ ମଧ୍ୟ ଏହାକୁ ଭଲ ଭାବରେ ବୁଝି ସାରିଛି। ଏହିପରି...

ଭାରତରେ ହେବାକୁ ଥିବା ଏସସିଓ ବୈଠକରେ ଯୋଗ ଦେବେ ସି ଜିନପିଙ୍ଗ, ଚାଇନା ବୈଦେଶିକ ମନ୍ତ୍ରଣାଳୟ ଦେଲା ସୂଚନା

ବେଜିଂ,୩୦।୬: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସପ୍ତାହରେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ (ସାଂଘାଇ ସହଯୋଗ ସଂଗଠନ) ବୈଠକରେ ଯୋଗଦେବେ। ସି ଜିନପିଙ୍ଗ ଏହି ବୈଠକରେ ଭର୍ଚୁଆଲି ଯୋଗଦେବେ । ଚାଇନାଅଫିସିୟାଲି ଚାଇନା ଏହା ଘୋଷଣା...

ପ୍ୟାରିସରେ ଅଶାନ୍ତି: ୧୩ଟି ବସ୍‌ ଜାଳିଦେଲେ ପ୍ରଦର୍ଶନକାରୀ, ୪୨୧ ଗିରଫ

ପ୍ୟାରିସ,୩୦।୬: ଟ୍ରାଫିକ ନିୟମ ଉଲ୍ଲଂଘନ କରି ପ୍ୟାରିସ ପୋଲିସ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିବା ପରେ ସହରରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ମଙ୍ଗଳବାରର ହୋଇଥିବା ବେଳେ ଦିନକୁ ଦିନ ସହରରେ ଅଶାନ୍ତି ଦେଖାଯାଇଛି।...

ଚାଇନାର ଗୁପ୍ତଚର ବେଲୁନ କୌଣସି ଗୁପ୍ତ ତଥ୍ୟ ସଂଗ୍ରହ କରିନାହିଁ: ଆମେରିକା

ଓ୍ବାଶିଂଟନ,୩୦।୬: ଚଳିତ ବର୍ଷ ଫେବୃୟାରୀରେ ଗୁପ୍ତଚର ବେଲୁନ ଉପରେ ଆମେରିକା ଏବଂ ଚାଇନା ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ବାସ୍ତବରେ, ଆମେରିକାର ରାଜ୍ୟ ମୋଣ୍ଟାନା ଆକାଶରେ ଏକ ଚାଇନାର ବେଲୁନ ଦେଖିବାକୁ ମିଳିଥିଲା। ଚାଇନା ଏହାକୁ ଶେଷ ପର୍ଯ୍ୟନ୍ତ ପାଣିପାଗ...

ମେକ୍ସିକୋରେ ଗ୍ରୀଷ୍ମଲହରି : ୫୦ ଡିଗ୍ରୀ ଉପରେ ତାପମାତ୍ରା, ୧୪ ଦିନରେ ୧୦୦ ଜଣଙ୍କର ମୃତ୍ୟୁ

ମେକ୍ସିକୋ,୩୦।୬: ଜଳବାୟୁ ପରିବର୍ତ୍ତନ ଯୋଗୁ ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି ପାଉଛି। ଏହି ସମୟରେ ମେକ୍ସିକୋରେ ପ୍ରବଳ ଗ୍ରୀଷ୍ମଲହରି ଅନୁଭୂତ ହେଉଛି। ଏଠାରେ କିଛି ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ଦୁଇ...

‘ମେକ ଇନ ଇଣ୍ଡିଆ’ କୁ ପ୍ରଶଂସା କଲେ ପୁଟିନ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କହିଲେ ଏଭଳି

ମସ୍କୋ,୩୦।୬: ରୁଷିଆ ଏବଂ ଭାରତ ମଧ୍ୟରେ ସମ୍ପର୍କ ସର୍ବଦା ଭଲ ରହିଆସିଛି, ଏହି କାରଣରୁ ପ୍ରତିରକ୍ଷା ଠାରୁ ଆରମ୍ଭ କରି ଅନେକ ସ୍ତରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟକାରବାର ହୋଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭ୍ଲାଦିମିର ପୁଟିନ ପରସ୍ପରକୁ...

ଟେକ୍ସାସରେ ଗ୍ରୀଷ୍ମଲହରି: ୧୩ ମୃତ

ଓ୍ବାଶିଂଟନ,୩୦ା୬: ଟେକ୍ସାସ୍‌ ଏବଂ ଲୁଇସିଆନାରେ ପ୍ରବଳ ଗ୍ରୀଷ୍ମ ଲହରି ଜାରି ରହିଛି। ଅସହ୍ୟ ଗ୍ରୀଷ୍ମ ପ୍ରଭାବରେ ଟେକ୍ସାସରେ ୧୩ ଜଣଙ୍କ ମୃତ୍ୟୁ ଘଟିଲାଣି। ମିସିସିପି ଏବଂ ଟେନିସିରେ ତାପମାତ୍ରା ୩ ଅଙ୍କରେ ପହଞ୍ଚତ୍ପାରେ ବୋଲି ସରକାର ସତର୍କ କରାଇଛନ୍ତି। କାଲିଫର୍ନିଆରେ...

ରକ୍ତିମ ହେଲା ନଦୀଜଳ

ଟୋକିଓ,୩୦।୬: ଜାପାନ ଓକିନାଓ୍ବା ଦ୍ୱୀପ ନାଗୋ ସହରରେ ପ୍ରବାହିତ ନଦୀ ଜଳ ହଠାତ୍‌ ଲାଲ୍‌ ରଙ୍ଗ ଧାରଣ କରିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ନଦୀ ଜଳ ରକ୍ତିମ ବର୍ଣ୍ଣ ହୋଇଯିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି...

ପୋଲିସ ପାଇଁ ଫ୍ରାନ୍ସ ଜଳୁଛି

ପ୍ୟାରିସ୍‌,୩୦ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ରାଜଧାନୀ ପ୍ୟାରିସ୍‌ର ପଶ୍ଚିମ ଉପକଣ୍ଠ ନଣ୍ଟେରେଠାରେ ମଙ୍ଗଳବାର ରାତିରେ ପୋଲିସ ଟ୍ରାଫିକ୍‌ ଯାଞ୍ଚ କରୁଥିଲା। ସେହି ରାସ୍ତା ଦେଇ ଉତ୍ତର ଆଫ୍ରିକୀୟ ସ୍ବଳ୍ପବୟସ୍କ ଡ୍ରାଇଭର ନହେଲ ଏମ୍‌. ଏକ ଷ୍ଟେଶନାରି କାର୍‌ରେ ଯାଉଥିବାବେଳେ ଦୁଇଜଣ ଫରାସୀ...

ଏନଏସଏ ଡୋଭାଲଙ୍କ ସହ ଫୋନରେ କଥା ହେଲେ ରୁଷିଆ ସୁରକ୍ଷା ପରିଷଦର ସଚିବ, ସୁରକ୍ଷା କ୍ଷେତ୍ର ସହଯୋଗ ଉପରେ ଚର୍ଚ୍ଚା

ମସ୍କୋ,୨୯।୬: ରୁଷିଆ ସୁରକ୍ଷା ପରିଷଦର ସଚିବ ନିକୋଲାଇ ପତ୍ରୁଶେଭ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଫୋନ ଯୋଗେ ବାର୍ତ୍ତାଳାପ କରି ସୁରକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସାମ୍ପ୍ରତିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ପତ୍ରୁଶେଭ ମଧ୍ୟ...

ଫ୍ରାନ୍ସରେ ହିଂସା ଘଟଣାକୁ ନେଇ ଆକ୍ସନ ମୋଡରେ ସରକାର, ନିୟୋଜିତ ହେବେ ୪୦ ହଜାର ପୋଲିସ କର୍ମଚାରୀ

ପ୍ୟାରିସ,୨୯।୬: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଅଶାନ୍ତ ଦେଖାଦେଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ କରି ପ୍ୟାରିସ ପୋଲିସ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିବା ପରେ ସହରରେ ହିଂସା ପରିସ୍ଥିତି ଉପୁଜିଛି। ଏଭଳି ପରିସ୍ଥିତିରେ ଫ୍ରାନ୍ସର ଆଭ୍ୟନ୍ତରୀଣ ମାମଲାରେ ମନ୍ତ୍ରୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri