ନୋବେଲ ଶାନ୍ତି ପୁରସ୍କାର ୨୦୨୫: ଟ୍ରମ୍ପ ପାଇଲେ ନାହିଁ, କିନ୍ତୁ ୨୦୨୬ ପାଇଁ ଆଶା ଦୃଢ
ନୂଆଦିଲ୍ଲୀ,୧୦।୧୦: ଶୁକ୍ରବାର ଓସଲୋରେ ନୋବେଲ କମିଟି ୨୦୨୫ ନୋବେଲ ଶାନ୍ତି ପୁରସ୍କାର ଭେନେଜୁଏଲାର ରାଜନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ପ୍ରଦାନ କରିଛି। ତାଙ୍କୁ ଗଣତନ୍ତ୍ର ପାଇଁ ପ୍ରୋତ୍ସାହନ ଓ ଏକଛତ୍ରବାଦ ବିରୋଧରେ ଲଢ଼େଇ ପାଇଁ ଏହି ସମ୍ମାନ ମିଳିଛି। ଆମେରିକା...
ନୋବେଲ ଶାନ୍ତି ପୁରସ୍କାର ବିଜେତା କେତେ ଟଙ୍କା ପାଆନ୍ତି?
ନୂଆଦିଲ୍ଲୀ,୧୦ା୧୦: ଭେନେଜୁଏଲାର ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ହାସଲ କରିଛନ୍ତି। ତାଙ୍କୁ ଏହି ପୁରସ୍କାର ଦେଶରେ ଗଣତନ୍ତ୍କୁ ପ୍ରୋତ୍ସାହନ ଓ ଏକଛତ୍ରବାଦ ବିରୋଧରେ ଲଢ଼େଇ ପାଇଁ ପ୍ରଦାନ କରାଯାଇଛି। ନୋବେଲ ଶାନ୍ତି ପୁରସ୍କାର...
ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଟ୍ରମ୍ପ ନୁହେଁ, ଏହି ବ୍ୟକ୍ତି ହେଲେ ବିଜେତା
ନୂଆଦିଲ୍ଲୀ,୧୦।୧୦: ନୋବେଲ ଶାନ୍ତି ପୁରସ୍କାର ୨୦୨୫ ଘୋଷଣା କରାଯାଇଛି। ଏହି ବର୍ଷର ବିଜେତା ହେଉଛନ୍ତି ଭେନେଜୁଏଲାର ମାରିଆ କୋରିନା ମାଚାଡୋ। ଶାନ୍ତି ପ୍ରତିଷ୍ଠା ଏବଂ ବିଶ୍ୱ ବିବାଦ ହ୍ରାସ କରିବାରେ ତାଙ୍କର ଅବଦାନ ପାଇଁ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି...
ପଲଟିଗଲା ବାଜି! ଭାରତକୁ ଡବଲ ଡିସକାଉଣ୍ଟ ଅଫର ଦେଲା ରୁଷିଆ, ଟ୍ରମ୍ପ ଏବେ କରିବେ କ’ଣ…
ନୂଆଦିଲ୍ଲୀ,୧୦।୧୦: ଆମେରିକା ରୁଷିଆର ଅଶୋଧିତ ତୈଳ କ୍ରୟ ଉପରେ ୨୫% ଟାରିଫ୍ ଲାଗୁ କରିବା ସତ୍ତ୍ୱେ, ଭାରତ ଆଗାମୀ ମାସଗୁଡ଼ିକରେ ରୁଷିଆର ଅଶୋଧିତ ତୈଳ ଆମଦାନୀ ବୃଦ୍ଧି କରିବାକୁ ପ୍ରସ୍ତୁତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଆମଦାନୀ...
ପାକିସ୍ତାନ ଏକ୍ସପର୍ଟଙ୍କ ବଡ଼ ଦାବି, କହିଲେ ଭାରତ ସହ ହେବ ଭୟଙ୍କର ଯୁଦ୍ଧ, ସାଉଦି ଆରବ ଆମକୁ ଦେବ…
ଇସଲାମାବାଦ,୧୦।୧୦: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଉ ଏକ ଯୁଦ୍ଧର ପୂର୍ବାନୁମାନ କରିଛନ୍ତି, ସାଉଦି ଆରବ ପାକିସ୍ତାନକୁ ସମର୍ଥନ କରିବ। ସେ ପାକିସ୍ତାନରେ ଅନୁଷ୍ଠିତ ଏକ କର୍ପସ କମାଣ୍ଡର ସମ୍ମିଳନୀରେ ଏହି ବିବୃତ୍ତି ଦେଇଛନ୍ତି,...
ତାଲିବାନ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତକୁ ସହି ପାରିଲାନି ପାକିସ୍ତାନ! କାବୁଲ ସମେତ ୩ ସହରରେ କଲା ଏୟାର ଷ୍ଟ୍ରାଇକ
କାବୁଲ,୧୦।୧୦: ପାକିସ୍ତାନ ତେହରିକ-ଏ-ତାଲିବାନ (ପାକିସ୍ତାନ)ର ଶୀର୍ଷ କମାଣ୍ଡରମାନଙ୍କୁ ନିପାତ କରିବା ପାଇଁ ଆଫଗାନିସ୍ତାନର ରାଜଧାନୀ କାବୁଲ ସମେତ ତିନୋଟି ସହରରେ ବିମାନ ଆକ୍ରମଣ କରିଛି। କାବୁଲରେ ପାକିସ୍ତାନର ଆକ୍ରମଣ ତାଲିବାନର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ଭାରତ ଗସ୍ତ...
ନୋବେଲ ଶାନ୍ତି ପୁରସ୍କାର ଘୋଷଣା ପୂର୍ବରୁ ଟ୍ରମ୍ପଙ୍କୁ ନେଇ ବଡ଼ ଘୋଷଣା କରିଦେଲା ରୁଷିଆ
ମସ୍କୋ,୧୦।୧୦: ନୋବେଲ ଶାନ୍ତି ପୁରସ୍କାର ଘୋଷଣା ପୂର୍ବରୁ ଶୁକ୍ରବାର ରୁଷିଆ କହିଛି ଯେ ସେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମାଙ୍କନକୁ ସମର୍ଥନ କରିବ। ରୁଷିଆର ସରକାରୀ ଏଜେନ୍ସି TASS ଅନୁଯାୟୀ, କ୍ରେମଲିନର ଶୀର୍ଷ...
ଏମିତି ଭାବେ ପୁରସ୍କାର ମାଗୁଛନ୍ତି ଟ୍ରମ୍ପ! ସମସ୍ତେ ଆଶ୍ଚର୍ଯ୍ୟ, କହିଲେ ମୁଁ…
ଓ୍ବାଶିଂଟନ,୧୦।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ପୁରସ୍କାର ଚାହୁଁଛନ୍ତି। ସେ ଏହା ଅନେକ ଥର ସ୍ବୀକାର କରିଛନ୍ତି। ଗୁରୁବାର ସେ ପୁଣି ଥରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଥିବା ଦାବି କରିଛନ୍ତି। ଏହି...
୩୫୦୦୦ ଫୁଟ ଉଚ୍ଚରେ ଥିଲା ବିମାନ, ପାଇଲଟ୍ଙ୍କୁ ମିଳିଲା ଏକ ବଡ଼ ସିଗ୍ନାଲ, ଆଉ ତା’ ପରେ…
ଦୁବାଇ,୧୦ା୧୦: ଭିଏନାରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରୁଥିବା ଏୟାର ଇଣ୍ଡିଆ ବିମାନ AI-154 ପ୍ରାୟ ୩୫୦୦୦ ଫୁଟ ଉଚ୍ଚତାରେ ଥିଲା। ଏହି ସମୟରେ ପାଇଲଟ୍ ଏକ ବଡ଼ ସିଗ୍ନାଲ ପାଇଲେ। ଫଳରେ ମଝି ଆକାଶରୁ ଦୁବାଇକୁ ବିମାନକୁ ଡାଇଭର୍ଟ କରିବାକୁ...
ପାକିସ୍ତାନରେ ଇଣ୍ଟରନେଟ୍ ସେବା ବନ୍ଦ
ଇସଲାମାବାଦ,୧୦ା୧୦: ପାକିସ୍ତାନରେ 3G/4G ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଇସଲାମାବାଦ ଓ ରାଓ୍ବଲପିଣ୍ଡିରେ ଇଣ୍ଟରନେଟ୍ ବନ୍ଦ ରହିଛି। ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ତେହେରିକ-ଏ-ଲବୈକ ପାକିସ୍ତାନ(TLP)ର ବିକ୍ଷୋଭ ନେଇ ବନ୍ଦ ହୋଇଛି। ଫଳରେ ପାକିସ୍ତାନର...
ଜୟଶଙ୍କରଙ୍କ ସହ ସାକ୍ଷାତ କରିବା ପୂର୍ବରୁ ବଡ଼ ଦାବି କରିଦେଲା ତାଲିବାନ
ନୂଆଦିଲ୍ଲୀ,୧୦।୧୦: ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକି ଭାରତ ଗସ୍ତରେ ଆସୁଛନ୍ତି। ସେ ଶୁକ୍ରବାର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ମଧ୍ୟ ସାକ୍ଷାତ କରିବେ। ତଥାପି, ଏହାର ଠିକ ପୂର୍ବରୁ, ତାଲିବାନ ଖୋଲାଖୋଲି ଭାବରେ...
ମଧ୍ୟପ୍ରାଚ୍ୟକୁ ଫେରିପାରେ ଶାନ୍ତି: ୨ ବର୍ଷର ଯୁଦ୍ଧରେ ଲାଗିବ ବିରାମ
ଜେରୁଜେଲମ୍/କାଏରୋ/ଓ୍ବାଶିଂଟନ୍,୧୦ା୧୦(ରଏଟର୍ସ/ଏ.ପି.):ଇସ୍ରାଏଲ୍ରେ ୨୪ ମାସ ଧରି କ୍ଷୋଭ, ଅନିଶ୍ଚିତତା ଓ ପୀଡ଼ା ଲାଗିରହିଥିଲା। କିନ୍ତୁ ଗୁରୁବାର ସକାଳେ ହୋଷ୍ଟେଜ୍ ସ୍କୋୟାର ରୂପେ ପରିଚିତ କେନ୍ଦ୍ରୀୟ ତେଲ୍ ଆଭିଭ୍ ଅଞ୍ଚଳ ହଠାତ୍ ଉତ୍ସବମୟ ହୋଇଯାଇଥିଲା। ଭିଡ଼ ଭିତରେ ଏକ ଶେମ୍ପେନ୍ ବୋତଲ ଖୋଲାଯାଇଥିଲା,...
Archives


