ଅନ୍ତର୍ଜାତୀୟ

ଜୋହାନ୍ସବର୍ଗର ଏକ ବସ୍ତିରେ ଗ୍ୟାସ୍‌ ଲିକ୍‌ ହୋଇ ୧୬ଜଣଙ୍କର ମୃତ୍ୟୁ

ଜୋହାନ୍ସବର୍ଗ,୬।୭:ଦକ୍ଷିଣ ଆଫ୍ରିକାର ବୃହତ୍ତମ ସହର ଜୋହାନ୍ସବର୍ଗର ଏକ ବସ୍ତିରେ ୧୬ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଜୋହାନ୍ସବର୍ଗର ବକ୍ସବର୍ଗ ଉପକଣ୍ଠରେ ଅବସ୍ଥିତ ଏକ ଔନପଚାରିକ ବସ୍ତିରେ ଗ୍ୟାସ୍‌ ଲିକ ହୋଇ ୧୬ଜଣଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣ ଆଫ୍ରିକାର ନ୍ୟୁଜ...

ଦକ୍ଷିଣ କାରୋଲିନାରେ ଇଞ୍ଜିନ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍‌ ସମେତ ୫ମୃତ

ନର୍ଥ ମାର୍ଟଲ,୬।୭:ଆମେରିକାର ଦକ୍ଷିଣ କାରୋଲିନାର ଉପକୂଳବର୍ତ୍ତୀ ରିସର୍ଟ ଟାଉନରେ ଗୋଟିଏ ଇଞ୍ଜିନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଉତ୍ତର ମିରଟ ବିଚ୍‌ରେ ଥିବା ଏକ ଗଲ୍ଫ କୋର୍ସ ନିକଟରେ ବିମାନର ଧ୍ୱଂସାବଶେଷ ଦେଖିବାକୁ...

ପ୍ରତିରକ୍ଷା ଉତ୍ପାଦନ କମ୍ପାନୀ ଦ୍ୱାରା ୩୦ କୋଟି ବ୍ୟାଙ୍କ ଠକେଇ, ସିବିଆଇ କଲା ମାମଲା ରୁଜୁ…

ନୂଆଦିଲ୍ଲୀ,୬।୭ : ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ ବ୍ୟୁରୋ (ସିବିଆଇ) ଗୁରୁବାର ଦିଲ୍ଲୀର ଏକ ସଂସ୍ଥା ଆଡିଗିଅର୍‌ ଇଣ୍ଟରନ୍ୟାଶନାଲ ବିରୋଧରେ ମାମଲା ରୁଜୁ କରିଛି। ପ୍ରତିରକ୍ଷା ଉତ୍ପାଦନକାରୀ ଏହି କମ୍ପାନୀ ୩୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ କରିଥିବା ଅଭିଯୋଗହୋଇଛି।...

ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛି ଆମେରିକା, କୋର୍ଟରେ ଅପିଲ…

ଓ୍ବାଶିଂଟନ,୬।୭ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସରକାର ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଶୀଘ୍ର ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛନ୍ତି। ବାଇଡେନ ସରକାର ତାହୱୁର ରାଣାଙ୍କ ପ୍ରତ୍ୟର୍ପଣ ବିରୋଧରେ ଦାଖଲ ହୋଇଥିବା ହାବିସ କର୍ପସ ଆବେଦନକୁ ବିରୋଧ...

ହ୍ବାଇଟ ହାଉସରେ ଧଳା ପାଉଡର: ଯାଞ୍ଚ ରିପୋର୍ଟ ଆସିଲା, ବାଇଡେନଙ୍କୁ ଟାର୍ଗେଟ କଲେ ଟ୍ରମ୍ପ…

ଓ୍ବାଶିଂଟନ,୬।୭ : ହ୍ବାଇଟ ହାଉସରେ ମିଳିଥିବା ଧଳା ପାଉଡରର ଯାଞ୍ଚ ରିପୋର୍ଟ ଆସିଛି। ଆମେରିକାର ସିକ୍ରେଟ ସର୍ଭିସର ମୁଖପାତ୍ର କହିଛନ୍ତି ପୂର୍ବ କ୍ଷେତ୍ର ପରୀକ୍ଷା ସମୟରେ ଧଳା ପାଉଡର ଚିହ୍ନଟ କରାଯାଇଥିଲା। ପରୀକ୍ଷା ରିପୋର୍ଟରେ ଏହା କୋକେନ ବୋଲି ଜଣାପଡିଛି।...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ: ୨୭ ମୃତ, ୧୭ ଆହତ…

ମେକ୍ସିକୋ ସିଟି,୬।୭ : ମେକ୍ସିକୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଠାରେ ୧୭ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ମେକ୍ସିକୋର ଦକ୍ଷିଣ ପ୍ରଦେଶର ଓକ୍ସାକାରେ ଘଟିଛି। ଓକ୍ସାକା...

ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ହୋଇପାରେ ଜେଲ…

ଓ୍ବାଶିଂଟନ,୬।୭ : ଜଣାଶୁଣା ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ୬ ମାସ ଜେଲ ଦଣ୍ଡ ଦିଆଯାଇପାରେ। ପ୍ରକୃତରେ, ଗ୍ରେଟା ଥନବର୍ଗ ଜୁନ ମାସରେ ସ୍ବିଡେନରେ ଏକ ସିଟ-ଇନ ପ୍ରଦର୍ଶନ ସମୟରେ ପୋଲିସର ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଗତ...

ଗାୟିକା କୋକୋ ଲିଙ୍କ ପରଲୋକ…

ହଂକଂ,୬।୭ : ହଂକଂର ଗାୟିକେ କୋକୋ ଲିଙ୍କର ପରଲୋକ ହୋଇଛି। କୋକୋ ଲିଙ୍କ ଭଉଣୀମାନେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି ସେ ଆତ୍ମହତ୍ୟା ଉଦ୍ୟମ କରିବା ପରେ କୋମାରେ ରହିଥିଲେ। କୋକୋ ଲିଙ୍କ ଭଉଣୀ କାରୋଲ...

ସବୁଠୁ ଉତ୍ତପ୍ତ ମାସ ହୋଇପାରେ ଜୁଲାଇ

ଓ୍ବାଶିଂଟନ୍‌,୬ା୭: ଗତ ସୋମବାର ବିଶ୍ୱର ସବୁଠୁ ଉତ୍ତପ୍ତ ଦିନ ଭାବେ ରେକର୍ଡ କରାଯାଇଥିବା ବିଶେଷଜ୍ଞମାନେ କହିଛନ୍ତି। ଗ୍ରୀଷ୍ମପ୍ରବାହ ବଢ଼ୁଥିବା ଯୋଗୁ ଜୁଲାଇ ସବୁଠୁ ଉତ୍ତପ୍ତ ମାସ ହୋଇପାରେ ବୋଲି ବୈଜ୍ଞାନିକଙ୍କ ପକ୍ଷରୁ ସତର୍କ କରାଯାଇଛି। ଆମେରିକା ସରକାରଙ୍କ ଦ୍ୱାରା ପରିଚାଳିତ...

‘ଗୋଟିଏ ମାସରେ ସବୁ ବିୟୁଟି ପାର୍ଲର ବନ୍ଦ କର’

କାବୁଲ,୫ା୭: ଆଫଗାନିସ୍ତାନ ସରକାରକୁ କାବୁ କରିଥିବା ଆତଙ୍କବାଦୀ ସଂଗଠନ ତାଲିବାନ ଦେଶର ସମସ୍ତ ବିୟୁଟି ପାର୍ଲର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ବିୟୁଟି ପାର୍ଲର ଚଳାଉଥିବା ମହିଳାମାନଙ୍କୁ ଏକ ମାସର ସମୟ ଦିଆଯାଇଛି। ତେବେ ଏହି ନିଷେଧାଦେଶର କାରଣ ଦର୍ଶାଯାଇନାହିଁ।...

ଭାରତକୁ ପ୍ରଶଂସା କଲା ଚାଇନା

ବେଜିଂ୫।୭: ନିକଟରେ ଭାରତରେ ଆୟୋଜିତ ହୋଇଥିବା ଏସସିଓ ବୈଠକରେ ଚାଇନା ଯୋଗ ଦେଇଥିଲା। ଏହି ସମୟରେ ଚାଇନା ଭାରତକୁ ପ୍ରଶଂସା କରିଛି, ଯାହା ଆଶ୍ଚର୍ଯ୍ୟଜନକ ଅଟେ। ଆସନ୍ତୁ ଜାଣିବା ଚାଇନା ଭାରତର ପ୍ରଶଂସା କରିବାର କାରଣ କ’ଣ? ଉଲ୍ଲେଖନୀୟ ବିଷୟ...

୮ ବର୍ଷ ବାଳିକାଙ୍କ କଥାରେ ଅର୍ଥମନ୍ତ୍ରୀଙ୍କୁ ଫୋନ କଲେ ପୁଟିନ…

ମସ୍କୋ,୫।୭ : କ୍ରେମଲିନ ରୁଷିାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ଭିଡିଓ ଜାରି କରିଛି ଯେଉଁଥିରେ ସେ ଜଣେ ୮ ବର୍ଷର ବାଳିକା ସହିତ ନଜର ଆସିଛନ୍ତି। ଏହି ଆଠ ବର୍ଷର ବାଳିକାଙ୍କର ନାମ ହେଉଛି ରାଇସାଟ ଅକିପୋଭା। ଉଭୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri