ଅନ୍ତର୍ଜାତୀୟ

ତାଇଓ୍ବାନ ଆକାଶ ମାର୍ଗ ସୀମାରେ ପ୍ରବେଶ କଲା ୮ ଚାଇନା ଯୁଦ୍ଧ ବିମାନ…

ବେଜିଂ/ତାଇପେ,୪।୭ : ଚାଇନା ଏହାର ଦାଦାଗିରି ଜାରି ରଖିଛି। ଏବେ ପୁଣି ଥରେ ଚାଇନାର ଯୁଦ୍ଧ ବିମାନ ତାଇୱାନ ଷ୍ଟ୍ରାଇଟର କେନ୍ଦ୍ର ରେଖା ଅତିକ୍ରମ କରିଛି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଚାଇନା ଗଣତାନ୍ତ୍ରିକ ଦ୍ୱୀପରେ ସାମରିକ ଚାପ ବଢ଼ାଇବା...

ଜୟଶଙ୍କରଙ୍କ ଚେତାବନୀ ପରେ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା ଆଶ୍ୱାସନା ଦେଲା କାନାଡା…

ଟରଣ୍ଟୋ,୪।୭ : ଖାଲିସ୍ତାନୀ ସମର୍ଥକମାନେ ଭାରତୀୟ କୂଟନୀତିଜ୍ଞଙ୍କ ପୋଷ୍ଟର ଅନଲାଇନରେ ଶେୟାର କରିବା ପରେ କାନାଡା ଭାରତୀୟ ଅଧିକାରୀଙ୍କ ସୁରକ୍ଷାକୁ ନିଶ୍ଚିତ କରିଛି। ଖାଲିସ୍ତାନୀ ସମର୍ଥକମାନେ ପୋଷ୍ଟର ଶେୟାର କରିଥିଲେ, ଯେଉଁଥିରେ ଭାରତୀୟ କୂଟନୀତିଜ୍ଞଙ୍କ ନାମ ଅନ୍ତର୍ଭୁକ୍ତ ଥିଲା ।...

ସେନ ଫ୍ରାନ୍ସିସ୍କୋରେ ଭାରତୀୟ ଦୂତବାସ ଉପରେ ହୋଇଥିବା ଆକ୍ରମଣର ଯାଞ୍ଚ କରିବ ଏନଆଇଏ

ଓ୍ବାଶିଂଟନ୍‌,୪।୭: ଖଲିସ୍ତାନର ସମର୍ଥକମାନେ ପୁଣିଥରେ ଆମେରିକାର ସେନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ବାଣିଜ୍ୟ ଦୂତବାସ ଉପରେ ଆକ୍ରମଣ କରିଛନ୍ତି। ସୂଚନାନୁସାରେ, ଏନଆଇଏ ମଧ୍ୟ କିଛି ମାସ ପୂର୍ବରୁ ଦୂତାବାସ ସାମ୍ନାରେ ହୋଇଥିବା ଆକ୍ରମଣର ଯାଞ୍ଚ କରୁଛି। ସେହି ଆକ୍ରମଣରେ ଯେଉଁମାନେ...

ମସ୍କୋ ଉପରେ ୟୁକ୍ରେନର ଡ୍ରୋନ୍‌ ଆକ୍ରମଣ…

ମସ୍କୋ,୪।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ କ୍ରମାଗତ ଭାବେ ଡ୍ରୋନ ଆକ୍ରମଣର ପ୍ରକ୍ରିୟା ଜାରି ରହିଛି। ଡ୍ରୋନ ମାଧ୍ୟମରେ ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରିବା ଜାରି ରଖିଛନ୍ତି। ମଙ୍ଗଳବାର ମସ୍କୋ ଉପରେ ୟୁକ୍ରେନ ପକ୍ଷରୁ ଡ୍ରୋନ...

ଇମ୍ରାନ୍‌ଙ୍କୁ ଆଶ୍ୱସ୍ତି: ତୋସାଖାନା ମାମଲା ଗ୍ରହଣୀୟ ନୁହେଁ ବୋଲି କହିଲେ ହାଇକୋର୍ଟ

ଇସଲାମାବାଦ,୪।୭: ତୋସାଖାନା ଦୁର୍ନୀତି ମାମଲାରେ ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଏକ ବଡ଼ ଆସ୍ବସ୍ତି ମିଳିଛି। ଇସଲାମାବାଦ ହାଇକୋର୍ଟ ମଙ୍ଗଳବାର ତୋସାଖାନା ମାମଲାକୁ ଗ୍ରହଣୀୟ ନୁହେଁ ବୋଲି ଘୋଷଣା କରି ଇମ୍ରାନ ଖାନଙ୍କ ଜାମିନ ଆବେଦନକୁ ଅନୁମୋଦନ କରିଛନ୍ତି।...

ମହିଳାଙ୍କ ବିଉଟି ସେଲୁନ ଉପରେ ପ୍ରତିବନ୍ଧକ ଲଗାଇଲା ତାଲିବାନ

କାବୁଲ,୪।୭: ତାଲିବାନ ଏକ ନୂତନ ଆଦେଶ ଜାରି କରି କରିଛି, ଯେଉଁଥିରେ କାବୁଲରେ ମହିଳାଙ୍କ ବିଉଟି ସେଲୁନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତାଲିବାନର ଗୁଣବତ୍ତା ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ଅକିଫ ମହାଜର ଟେଲୋ ନ୍ୟୁଜକୁ କହିଛନ୍ତି ଯେ, ଏକ ନୂତନ...

ପାକିସ୍ତାନୀ ଜେଲରେ କେତେଜଣ ଭାରତୀୟ କଏଦୀ ବନ୍ଦୀ ଅଛନ୍ତି, ସରକାରୀ ରେକର୍ଡ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୪।୭: ପାକିସ୍ତାନୀ ଜେଲରେ ବର୍ତ୍ତମାନ ସମୁଦାୟ ୩୦୮ ଜଣ ଭାରତୀୟ କଏଦୀ ବନ୍ଦୀ ରହିଛନ୍ତି, ଯାହାର ସୂଚନା ପାକିସ୍ତାନ ନିଜେ ଭାରତକୁ ଦେଇଛି। ପ୍ରକୃତରେ, ଶନିବାର ସ୍ବାକ୍ଷରିତ ଦ୍ୱିପାକ୍ଷିକ ଚୁକ୍ତିନାମା ମଧ୍ୟରେ ପାକିସ୍ତାନ ଭାରତୀୟ ହାଇ କମିଶନଙ୍କୁ ଏକ ତାଲିକା...

କାବୁଲରେ ମହିଳାଙ୍କ ପାଇଁ ବିୟୁଟି ପାର୍ଲର ମନା, ଲାଇସେନ୍ସ ବି ରଦ୍ଦ

କାବୁଲ,୪।୭: ତାଲିବାନରେ ମହିଳାମାନଙ୍କ ପାଇଁ ଏକ ନୂଆ ଆଇନ ଲାଗୁ କରାଯାଇଛି। କାବୁଲ ସମେତ ସାରା ଦେଶର ମହିଳାମାନଙ୍କୁ ବିୟୁଟି ପାର୍ଲର ଯିବାରେ ପ୍ରତିବନ୍ଧକ ଲଗାଯାଇଛି। ତାଲିବାନର ଭାଇସ ଆଣ୍ଡ ସମାଚାର ମନ୍ତ୍ରଣାଳୟର ପ୍ରବକ୍ତା ମହମ୍ମଦ ଆକିଫ ମହାଜର ଟୋଲେ...

କାନାଡା: ଭାରତୀୟ ଦୂତାବାସ ସାମ୍ନାରେ ଖଲିସ୍ତାନୀ ସମର୍ଥକଙ୍କ ଫ୍ରିଡମ ରାଲି ଘୋଷଣା, ମନ୍ତ୍ରୀ କହିଲେ ଗ୍ରହଣୀୟ ନୁହେଁ

ଓଟାଓ୍ବା,୪।୭: କନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧି କାର୍ଯ୍ୟକଳାପ ଥମିବାର ଦେଖାଯାଉନାହିଁ। କାନାଡାରେ ପୁଣିଥରେ ଏମିତି ସବୁ ବୋଷ୍ଟ ଦେଖିବାକୁ ମିଳିଛି, ଯେଉଁଥିରେ ଲେଖାଯାଇଛି, ‘କିଲ ଇଣ୍ଡିଆ’।ଏହା ବ୍ୟତୀତ ଏହି ପୋଷ୍ଟରରେ ଭାରତୀୟ ହାଇ କମିଶନର ସଞ୍ଜୟ କୁମାର ବର୍ମା...

ଗୁରୁ ପୂର୍ଣ୍ଣିମା ଅବସରରେ ଟେକ୍ସାସରେ ଭଗବତ ଗୀତା ପାଠକଲେ ୧୦ ହଜାର ଲୋକ

ଟେକ୍ସାସ,୪।୭: ଗୁରୁ ପୂର୍ଣ୍ଣିମା ଅବସରରେ ଆମେରିକାର ଟେକ୍ସାସରେ ଭଗବତ ଗୀତା ପାଠ କରିବାକୁ ୪-୮୪ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧୦ ହଜାର ଲୋକ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମ ଯୋଗ ସଂଗିତା ଓ ଏସଜିଏସ ଗୀତା ଫାଉଣ୍ଡେଶନ ଦ୍ୱାରା ଭଗବତ...

ଆମେରିକାରେ ପୁଣି ଗୁଳକାଣ୍ଡ: ୪ ମୃତ, ଜଣେ ସନ୍ଦିଗ୍ଧ ଅଟକ

ଓ୍ବାଶିଂଟନ,୪।୭: ପୁଣି ଥରେ ଆମେରିକାରେ ଗୁଳକାଣ୍ଡ ଘଟଣା ସାମ୍ନାକୁ ଆସିଛି। ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ହୋଇଥିବା ଗୁଳକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ଅଧିକାରୀ କହିଛନ୍ତ, ଫିଲାଡେଲଫିଆର...

ଛଅ ମାସ ମଧ୍ୟରେ ଦ୍ୱିତୀୟଥର ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ କଲେଣି ଖଲିସ୍ତାନ ସମର୍ଥକ, ନିନ୍ଦା କଲା ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୪।୭: ଆମେରିକା ରବିବାର ସାନ ଫ୍ରାନ୍ସିସକୋରେ ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ପକ୍ଷରୁ କରାଯାଇଥିବା ଆକ୍ରମଣ ଯୋଜନାକୁ ନିନ୍ଦା କରିଛି। ଆମେରିକାର ସ୍ଥାନୀୟ ଟେଲିଭିଜନ ଚ୍ୟାନେଲ ଦିୟା ଟିଭି ରିପୋର୍ଟ କରିଛି ଯେ ଖାଲିସ୍ତାନୀ କଟ୍ଟରପନ୍ଥୀମାନେ ସକାଳ ୧ଟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri