ଅନ୍ତର୍ଜାତୀୟ

ଆତଙ୍କବାଦୀଙ୍କ ସହ ମୁହାଁମୁହିଁ, ୨ ପାକିସ୍ତାନର ସୁରକ୍ଷାକର୍ମୀ ନିହତ…

ଇସଲାମାବାଦ,୩।୭ : ପାକିସ୍ତାନର ବାଲୁଚିସ୍ତାନର ହୋଶାବ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ସମୟରେ ଦୁଇ ଜଣ ପାକିସ୍ତାନୀ ସେନା ଯବାନଙ୍କ ମୃତ୍ୟୁ ଘଟିଛି ବୋଲି ଆନ୍ତଃସେବା ଜନସମ୍ପର୍କ ବିଭାଗ (ଆଇଏସଆରପି) ସୂତ୍ର ଆଧାରରେ ଏଆରଓ୍ବାଇ ନ୍ୟୁଜ ରିପୋର୍ଟ କରିଛି।...

ପାପୁଆରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨ …

ଜାକର୍ତ୍ତା,୩।୭ : ଇଣ୍ଡୋନେସିଆର ପାପୁଆ ପ୍ରଦେଶରେ ୬.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି ବୋଲି ଜାତୀୟ ଜିଓଫିଜିକ ଏଜେନ୍ସି କହିଛି। ତେବେ ଏହା ଯୋଗୁ ସୁନାମି ହେବାର ସମ୍ଭାବନା ନାହିଁ। ଭୂକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ୩୩ କିଲୋମିଟର ଗଭୀରରେ ଥିଲା।...

ଜ୍ୟାକ ମା‘ଙ୍କ ହଠାତ୍‌ ପାକିସ୍ତାନ ଯାତ୍ରା ନେଇ ଚର୍ଚ୍ଚା ଆରମ୍ଭ…

ବେଜିଂ,୩।୭ : ଚାଇନାର ବିଲିୟନେୟାର ତଥା ଆଲିବାବା ଗ୍ରୁପର ସହ-ପ୍ରତିଷ୍ଠାତା ଜ୍ୟାକ ମାଙ୍କର ଅପ୍ରତ୍ୟାଶିତ ପାକିସ୍ତାନ ଗସ୍ତ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜ ଏହି ସୂଚନା ଦେଇଛି। ଏକ୍ସପ୍ରେସ ଟ୍ରିବ୍ୟୁନ ଗସ୍ତକୁ ନିଶ୍ଚିତ କରି...

ଚାଇନାରେ ମହିଳା ନିର୍ଯାତନାରେ ବୃଦ୍ଧି, ବିବାହ ପାଇଁ ଅମଙ୍ଗ ଯୁବବର୍ଗ…

ବେଜିଂ,୩।୭ : ପାରିବାରିକ ହିଂସା ମାମଲା ଚାଇନାର ଯୁବବର୍ଗମାନଙ୍କ ମଧ୍ୟରେ ବିବାହକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରିପୋର୍ଟ ଅନୁଯାୟୀ, ଚାଇନାରେ ହାଇ ପ୍ରୋଫାଇଲ ଘରୋଇ ହିଂସା ମାମଲାରେ ବୃଦ୍ଧି ଘଟିଛି, ଯେଉଁ କାରଣରୁ ଚାଇନା ଯୁବବର୍ଗମାନେ ବିବାହକୁ ଏଡ଼ାଉଛନ୍ତି।...

ନୂତନ ପିଢ଼ିଙ୍କୁ ପୁସ୍ତକ ସହ ଯୋଡ଼ିବା ପାଇଁ, ମଲରେ ଲକ୍ଷ ଲକ୍ଷ ପୁସ୍ତକର ଲାଇବ୍ରେରୀ…

ସିଓଲ,୩।୭ : ଇଣ୍ଟରନେଟର ଯୁଗରେ, ଲୋକଙ୍କ ମଧ୍ୟରେ ବହି ପ୍ରତି ଆଗ୍ରହ ଦ୍ରୁତ ଗତିରେ କମିଯାଉଛି। ଲାଇବ୍ରେରୀଗୁଡ଼ିକ ଅଦରକାରୀ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଦକ୍ଷିଣ କୋରିଆ ନିଜ ଲୋକଙ୍କୁ ପୁସ୍ତକ ସହିତ ଯୋଡିବା ଏବଂ ଏହାର ସାହିତ୍ୟ ଶିକ୍ଷା...

୧୨ ଦିନ ପରେ କିଭ୍‌ ଉପରେ ଆକ୍ରମଣ କଲା ରୁଷିଆ…

ମସ୍କୋ,୩।୭ : ୧୨ ଦିନ ପରେ ରୁଷିଆ ସେନା ୟୁକ୍ରେନର ରାଜଧାନୀ କିଭ ଉପରେ ଏୟାର ଷ୍ଟ୍ରାଇକ କରିଛି। ରୁଷିଆର ସୈନ୍ୟବାହିନୀ ଗୋଟିଏ ପରେ ଗୋଟିଏ ଡ୍ରୋନ ପଠାଇଥିଲେ। କିନ୍ତୁ ସମସ୍ତଙ୍କୁ ଗୁଳି କରି ଖସାଇ ଦିଆଯାଇଥିଲା। କିଭର ରାଜ୍ୟପାଳ...

ଭର୍ଜିନ ଗାଲାକ୍ଟିକ ପକ୍ଷରୁ ‘ଫେରେରି’ ମୂଲ୍ୟରେ ମହାକାଶ ଯାତ୍ରା ପାଇଁ ବୁକିଂ ଆରମ୍ଭ, ୯୦ ମିନିଟର ଯାତ୍ରା…

ମେକ୍ସିକୋ ସିଟି,୩।୭ : ଦୁନିଆର ଅନେକ ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କିମ୍ବା ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପର୍ଯ୍ୟଟକ ଭାବରେ ଆସୁଛନ୍ତି। ତଥାପି, ଅନେକ ଲୋକ ମଧ୍ୟ ମହାକାଶକୁ ଯାତ୍ରା କରିବାର ସ୍ବପ୍ନ ଦେଖୁଛନ୍ତି। ବର୍ତ୍ତମାନ ଏଭଳି...

ଟୋଙ୍ଗାରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୯…

ନୁକୁଆଲୋଫା,୨।୭ : ପ୍ରଶାନ୍ତ ମହାସାଗରର ଦକ୍ଷିଣ ଭାଗରେ ଅବସ୍ଥିତ ଦ୍ୱୀପ ଦେଶ ଟୋଙ୍ଗାରେ ରବିବାର ରେ ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ରିପୋର୍ଟ କରିଛି ଟୋଙ୍ଗା, ନିୟୁଫୁ ଠାରୁ ୧୩୪ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ୬.୯...

ବ୍ରିଟେନରେ ବୃଦ୍ଧି ପାଉଛି ଜାତିଭେଦ: ସୁନକ…

ଲଣ୍ଡନ,୨।୭ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ବୀକାର କରିଛନ୍ତି ତାଙ୍କ ଦେଶରେ ଜାତିଭେଦ ବୃଦ୍ଧି ପାଉଛି ଏବଂ ସେ ମଧ୍ୟ ପିଲାଦିନରୁ ଏହାର ସମ୍ମୁଖୀନ ହୋଇଛନ୍ତି। ବାସ୍ତବରେ, ଏଶେଜ ସିରିଜ ଅଧୀନରେ ଇଂଲଣ୍ଡ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା...

ମଝି ଆକାଶରେ ଦୁଇ ବାୟୁସେନା ଯୁଦ୍ଧ ବିମାନ ମୁହାଁମୁହିଁ…

ବୋଗୋଟା,୨।୭ : କଲମ୍ବିଆର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଶନିବାର ଆପିଆ ଏୟାର ବେସରେ କଲମ୍ବିଆ ବାୟୁସେନାର ଦୁଇ ଯୁଦ୍ଧବିମାନ ମଝିଆକାଶରେ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ...

ପାକିସ୍ତାନରେ ବଢୁଛି ଆତଙ୍କବାଦୀ ଆକ୍ରମଣ: ଚେକପୋଷ୍ଟରେ ଆକ୍ରମଣ, ୪ ସୁରକ୍ଷାକର୍ମୀ ନିହତ…

ଇସଲାମାବାଦ,୨।୭ : ଅଜ୍ଞାତ ବନ୍ଧୁକଧାରୀମାନେ ପାକିସ୍ତାନର ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶର ସୁରକ୍ଷା ଯାଞ୍ଚ ପଏଣ୍ଟରେ ଆଖିବୁଜା ଗୁଳି ଚଳାଇଛନ୍ତି। ଏହି ଘଟଣାରେ ଚାରିଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ପୋଲିସ ଅଧିକାରୀ କହିଛନ୍ତି ବାଲୁଚିସ୍ତାନର ଶେରାନି ଜିଲାର ଏକ ଚେକପୋଷ୍ଟରେ...

କୁମ୍ଭୀରକୁ ବିବାହ କଲେ ମେୟର

ମେକ୍ସିକୋ,୨ା୭: ମେକ୍ସିକୋରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ସାନ ପେଡ୍ରୋ ହୁଆମେଲୁଲା ସହରର ମେୟର ଭିକ୍ଟର ହୁଗୋ ସୋସା ଏକ ପାରମ୍ପରିକ ସମାରୋହରେ ଏକ ମାଈ କୁମ୍ଭୀରକୁ ବିବାହ କରିଛନ୍ତି। ପରମ୍ପରା ଅନୁଯାୟୀ, ଏହା କରିବା ଦ୍ୱାରା ଶୁଭଫଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri