ଅନ୍ତର୍ଜାତୀୟ

ଚାଇନା ଆକ୍ରମଣ ଆଶଙ୍କା ମଧ୍ୟରେ ଆମେରିକା ନାଗରିକଙ୍କୁ ତାଇୱାନରୁ ଫେରାଇ ଆଣିବାକୁ ଯୋଜନା କରୁଛି ଆମେରିକା

ଓ୍ବାଶିଂଟନ,୧୩।୬: ଆମେରିକାର ବାଇଡେନ ସରକାର ତାଇୱାନରେ ରହୁଥିବା ଆମେରିକୀୟ ନାଗରିକଙ୍କୁ ଫେରାଇ ଆଣିବାକୁ କରିବାକୁ ଯୋଜନା କରୁଛନ୍ତି। ମେସେଞ୍ଜର ନ୍ୟୁଜ ୱେବସାଇଟ ଅନୁଯାୟୀ, ଗତ ୬ ମାସ ଧରି ଆମେରିକା ନାଗରିକମାନଙ୍କୁ ତାଇୱାନରୁ ଫେରାଇ ଆଣିବା ପାଇଁ ଯୋଜନା କରିଛି।...

ମୋଦିଙ୍କୁ ସ୍ବାଗତ କରିବାକୁ ଉତ୍ସୁକ ହ୍ବାଇଟ ହାଉସ

ଓ୍ବାଶିଂଟନ,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ଜୁନରେ ଆମେରିକା ଗସ୍ତରେ ଯିବେ। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଭବନ ବା ହ୍ବାଇଟ ହାଉସ କହିଛି ଯେ ଭାରତ ଏବଂ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଭାଗିଦାରୀ ରହିଛି ଏବଂ କ୍ୱାଡ ମଧ୍ୟରେ ଆମର...

ଗୋପନୀୟ ଡକ୍ୟୁମେଣ୍ଟ ମାମଲାରେ କୋର୍ଟରେ ହାଜର ହେବେ ଟ୍ରମ୍ଫ

ଓ୍ବାଶିଂଟନ,୧୩।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ହ୍ବାଇଟ ହାଉସରୁ ତାଙ୍କ ବାସଭବନକୁ ଗୋପନୀୟ ଡକ୍ୟୁମେଣ୍ଟ ସ୍ଥାନାନ୍ତର ଅଭିଯୋଗର ସମ୍ମୁଖୀନ ହୋଇ ସୋମବାର ମିଆମିରେ ପହଞ୍ଚିଛନ୍ତି। ଆମେରିକା ରାଷ୍ଟ୍ରପତି ଗୋଟିଏ ପରେ ଗୋଟିଏ ଅନେକ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ,...

ଇମ୍ରାନଙ୍କୁ ଫାଶୀ ଦେବାକୁ ପ୍ରସ୍ତୁତ ହେଉଛନ୍ତି ଶହବାଜ ସରକାର!

ଇସଲାମାବାଦ,୧୩।୬: ପାକିସ୍ତାନର ନାଶନାଲ ଆସେମ୍ଲି ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ତାଙ୍କ ପାର୍ଟିକୁ ଝଟକା ଦେଇ ଏକ ପ୍ରସ୍ତାବ ପାସ କରାଇଛନ୍ତି। ଏହି ପ୍ରସ୍ତାବରେ ମେ୯ରେ ହୋଇଥିବା ହିଂସାରେ ସାମିଲ ରାଜନୈତିକ ଦଳ ଓ ସେହି ଦଳର...

ବିମାନ ଯାତ୍ରାରେ ଜଳବାୟୁ ପରିବର୍ତ୍ତନ ବାଧକ

ଲଣ୍ଡନ, ୧୩ା୬: ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାଣୀ ଜଗତ ପ୍ରଭାବିତ ହେବା ସହ ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି। କେବଳ ଏତିକି ନୁହେଁ, କ୍ଳାଇମେଟ୍‌ ଚେଞ୍ଜ ବିମାନଯାତ୍ରାରେ ମଧ୍ୟ ବାଧକ ସାଜିଲାଣି। ବ୍ରିଟେନ୍‌ସ୍ଥିତ ୟୁନିଭର୍ସିଟି ଅଫ୍‌ ରିଡିଂର ଗବେଷକଙ୍କ ଦ୍ୱାରା...

ଚାଇନାରେ ବିବାହ କମିଛି

ବେଜିଂ,୧୩।୬: ଚାଇନା ଜନସଂଖ୍ୟା କମିବା ଯୋଗୁ ବିବାହ ସଂଖ୍ୟା ହ୍ରାସ ପାଇଛି। ୨୦୨୨ରେ ଦେଶରେ ସବୁଠୁ କମ୍‌ ସଂଖ୍ୟକ ଲୋକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଚାଇନାର ସାଧାରଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ଗତବର୍ଷ ୬.୮...

ୟୁନେସ୍କୋରେ ଯୋଗଦେବା ନେଇ ଆମେରିକାର ନିଷ୍ପତ୍ତି

ପ୍ୟାରିସ୍‌,୧୨ା୬: ଜାତିସଂଘର ସାଂସ୍କୃତିକ ତଥା ବିଜ୍ଞାନ ଭିତ୍ତିକ ସଂସ୍ଥା ୟୁନେସ୍କୋରେ ଆମେରିକା ପୁଣି ଯୋଗଦେବା ନେଇ ସୋମବାର ଘୋଷଣା କରାଯାଇଛି। ଏପରିିକି ବକେୟା ଥିବା ୬୦୦ ନିୟୁତ ଡଲାରରୁ ଊର୍ଦ୍ଧ୍ୱ ପଠ କରିବାକୁ ଓ୍ବାଶିଂଟନ ନିଷ୍ପତ୍ତି ନେଇଛି। ୟୁନେସ୍କୋ ପାଲେଷ୍ଟାଇନ୍‌କୁ...

ତୁର୍କୀ-ନ୍ୟୁୟର୍କ ବିମାନରେ ୧୧ ବର୍ଷ ନାବାଳକର ମୃତ୍ୟୁ

ଆଙ୍କାରା,୧୨।୬: ଇସ୍ତାନବୁଲରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ତୁର୍କୀ ଏୟାରଲାଇନ୍ସ ବିମାନରେ ଜଣେ ୧୧ ବର୍ଷର ନାବାଳକର ମୃତ୍ୟୁ ଘଟିଛି। ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ବିମାନରେ ବସିବା ପରେ ଶିଶୁର ସ୍ବାସ୍ଥ୍ୟ ବିଗିଡିବାକୁ ଲାଗିଲା। ପିଲାଟି ବେହୋଶ ହେବା ପରେ...

ଆମେରିକାରେ ଇତିହାସ ରଚିବେ ମୋଦି, ଏମିତି କରିବାରେ ସେ ହେବେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ

ଓ୍ବାଶିଂଟନ,୧୨।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଜୁନରୁ ୨୪ ଜୁନ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯାଉଛନ୍ତି।ତାଙ୍କର ଏହି ଗସ୍ତ ଐତିହାସିକ ହେବ । ଦ୍ୱିତୀୟ...

ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନିଙ୍କ ପରଲୋକ

ରୋମ,୧୨।୬: ୟୁରୋପୀୟ ଦେଶ ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବର୍ଲୁସ୍କୋନିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳେକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଗତ କିଛି ଦିନ ଧରି ସେ ଲ୍ୟୁକେମିଆରେ ପୀଡିତ ଥିଲେ। ତାଙ୍କର ଶ୍ୱାସକ୍ରିୟା ଜନିତ ଅସୁବିଧା ଥିଲା।...

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଚାଇନାର ଆଣବିକ ଅସ୍ତ୍ରଶସ୍ତ୍ର ସଂଖ୍ୟାରେ ସର୍ବାଧିକ ବୃଦ୍ଧି…

ବେଜିଂ,୧୨।୬ : କିଛି ଦିନ ଧରି ଚାଇନା ସହିତ ଅନେକ ଦେଶର ଉତ୍ତେଜନା ବୃଦ୍ଧି ପାଇଛି। ଚାଇନା ସହିତ ଭାରତ ସୀମାରେ କ୍ରମାଗତ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି ଯେଉଁଥିରେ ଭାରତ, ପାକିସ୍ଥାନ ଏବଂ...

ଉତ୍ତର କୋରିଆ କ୍ଷେପଣାସ୍ତ୍ରକୁ ନଷ୍ଟ କରିବାକୁ ଘୋଷଣା କଲା ଜାପାନ…

ଟୋକିଓ,୧୨।୬ : ଉତ୍ତର କୋରିଆର କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାକୁ ଜାପାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି। ଏହି ଆଦେଶରେ କୁହାଯାଇଛି ଜାପାନ ପାଇଁ ବିପଦ ସୃଷ୍ଟି କରୁଥିବା ଯେକୌ ଣସି ଉତ୍ତର କୋରିଆ କ୍ଷେପଣାସ୍ତ୍ରକୁ ନଷ୍ଟକରାଯିବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri