ଅନ୍ତର୍ଜାତୀୟ

ସଂସଦ ସଦସ୍ୟତାରୁ ଇସ୍ତଫା ଦେଲେ ବୋରିଶ ଜନସନ

ଲଣ୍ଡନ,୧୦।୬: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ପାର୍ଟିଗେଟ ମାମଲାକୁ ନେଇ ସଂସଦୀୟ ସମିତିର ଯାଞ୍ଚ ରିପୋର୍ଟ ଆସିବା ପରେ ସଂସଦର ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଚମକାଇ ଦେଇଛି। ସଂସଦୀୟ ସମିତି ତା’ର...

ପାକିସ୍ତାନ ଆଣିଲା ୧.୮ ଲକ୍ଷ କୋଟିର ପ୍ରତିରକ୍ଷା ବଜେଟ

ଇସ୍‌ଲାମାବାଦ, ୧୦ା୬: ଗୁରୁତର ଆର୍ଥତ୍କ ସଙ୍କଟ ମଧ୍ୟରେ ଥିବା ପାକିସ୍ତାନ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ପ୍ରତିରକ୍ଷା କ୍ଷେତ୍ର ଲାଗି ୧.୮ ଲକ୍ଷ କୋଟି ଟଙ୍କାର ବଜେଟ ଆଣିଛି। ଏହା ପୂର୍ବବର୍ଷ ତୁଳନାରେ ୧୫.୫ ପ୍ରତିଶତ ଅଧିକ। ପାକିସ୍ତାନ ସରକାର...

ଜେଲ ଗଲେ ଇମ୍ରାନଙ୍କ ୧୩ ମହିଳା ସମର୍ଥକ

ଇସଲାମାବାଦ,୯।୬: ପାକିସ୍ତାନର ଏକ ଆତଙ୍କବାଦ ନିରୋଧ ଅଦାଲତ ଜିନ୍ନା ହାଉସ ଉପରେ ଆକ୍ରମଣ ସହ ଜଡିତ ମାମଲାରେ ଫ୍ୟାଶନ ଡିଜାଇନର ଖଦିଜା ଶାହାଙ୍କ ସମେତ୧୩ ପିଟିଆଇ ସମର୍ଥକ ମହିଳାଙ୍କୁ ପୋଲିସ ହେପାଜତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କୁ ବିଚାର ବିଭାଗୀୟ...

ମରୁଭୂମିରେ ୧୧କିଲୋମିଟର ଗଭିର ଗାତ ଖୋଳୁଛି ଚାଇନା, ଗଭିରତା ମାଉଣ୍ଟ ଏଭରେଷ୍ଟର ଉଚ୍ଚତାଠାରୁ ଅଧିକ

ବେଜିଂ,୯।୬: ଚାଇନା ଏହାର ଏକ ମହତ୍ୱାକାଂକ୍ଷି ପରିଯୋଜନା ଉପରେ କାର୍ଯ୍ୟ କରୁଛି। ସେ ଗତ ସପ୍ତାହରୁ ନିଜର ଉତ୍ତର-ପଶ୍ଚିମ ରାଜ୍ୟ ସିଙ୍କୟାଙ୍ଗର ଟକଲାମକାନ ମରୁଭୂମିରେ ୧୧ କିଲୋମିଟରରୁ ଅଧିକ ଗଭୀରରେ ଏକ ଗାତ ଖୋଳୁଛନ୍ତି। ପ୍ରଶ୍ନ ହେଉଛି, ଚାଇନା ଏଭରେଷ୍ଟ...

ମହାକାଶ ଯାତ୍ରା ଦ୍ୱାରା ମସ୍ତିଷ୍କ ଉପରେ ପଡୁଛି କୁପ୍ରଭାବ, ବଢୁଛି କ୍ୟାନସର ହେବାର ଆଶଙ୍କା

ଓ୍ବାଶିଂଟନ,୯।୬: ମହାକାଶକୁ ଯାତ୍ରା କରିବା ମାନବ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏଥିରେ ମାଇକ୍ରୋଗ୍ରାଭିଟିର ସ୍ଥିତି ଏବଂ ଅନ୍ୟାନ୍ୟ କାରଣ ଆମ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଆମ ଶରୀରକୁ କ୍ଷତି ପହଞ୍ଚାଉଛି । ସବୁଠୁ ବଡ ଚିନ୍ତା ମୁଣ୍ଡକୁ...

ଆଉ ଏକ ମାମଲାରେ ଫସିଲେ ଡୋନାଲ୍ଡ ଟ୍ରମ୍ଫ

ଓ୍ବାଶିଂଟନ,୯।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ଗୋପନୀୟ ଡକ୍ୟୁମେଣ୍ଟ ସହ ଜଡିତ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ରହିଛି ଏବଂ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇପାରେ। ଟ୍ରମ୍ଫ ତାଙ୍କ ଅଧ୍ୟକ୍ଷତାରେ ତାଙ୍କ ସହିତ...

ବାପା ରାଷ୍ଟ୍ରପତି, ପୁଅ ନିଶାଡ଼ି

ଓ୍ବାଶିଂଟନ,୯ା୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର୍‌ ବାଇଡେନଙ୍କ ଲାପଟପରୁ ପ୍ରାୟ ୯୦୦୦ ଫଟୋ ଲିକ୍‌ ହୋଇଛି। ଏଥିରେ ହଣ୍ଟର୍‌ ବିଡେନ ଡ୍ରଗ୍ସ ନେଉଥିବା, ଗଣିକାମାନଙ୍କ ସହିତ ନଗ୍ନ ଏବଂ ପରିବାର ସହିତ ମଜା କରିବାର ଫଟୋ ମଧ୍ୟ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ନୂଆ ମାନଦଣ୍ଡ ସୃଷ୍ଟି କରିବ: ପେଣ୍ଟାଗନ ଅଧିକାରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଆମେରିକା ଗସ୍ତରେ ଯାଉଛନ୍ତି। ଏହି ଗସ୍ତରୁ ଭାରତ ଏବଂ ଆମେରିକାର ଲୋକମାନେ ବହୁତ ଆଶା ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ଭାରତ-ଆମେରିକା ପ୍ରତିରକ୍ଷା ସଂପର୍କରେ ନୂଆ ମାନଦଣ୍ଡ ସୃଷ୍ଟି କରିବ...

ରାଷ୍ଟ୍ରପତି ବାଇଡେନଙ୍କ ବଡ ଘୋଷଣା, ଯୁଦ୍ଧ ଶେଷ ନ ହେବା ପର୍ଯ୍ୟନ୍ତ ୟୁକ୍ରେନକୁ ଦେବେ ସେନା ସହାୟତା

ଓ୍ବାଶିଂଟନ,୯।୬: ରୁଷିଆ ୟୁକ୍ରେନ ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ହୋଇଗଲାଣି। ହେଲେ ଉଭୟ ଦେଶ ପଛକୁ ହଟିବାକୁ ରାଜି ନୁହଁନ୍ତି। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଶ୍ଚର୍ଯ୍ୟ କଲା ଭଳି ଏକ ଘୋଷଣା କରିଛନ୍ତି। ବାଇଡେନ କହିଛନ୍ତି,...

ଆଫଗାନିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୧୫ ମୃତ, ୫୦ ଆହତ

କାବୁଲ,୯।୬: ଆଫଗାନିସ୍ତାନର ବଦଖଶାନ ପ୍ରଦେଶର ପୂର୍ବତନ ଡେପୁଟି ଗଭର୍ଣ୍ଣର(କାର୍ଯ୍ୟକାରୀ ରାଜ୍ୟପାଳ)ଙ୍କ ଅନ୍ତିମ ସଂସ୍କାର ସମୟରେ ବିସ୍ଫୋରଣ ଘଟି ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୫୦ ଜଣ ଆହତ ହୋଇଛନ୍ତି। ପ୍ରଦେଶର ସୂଚନା ଓ ସଂସ୍କୃତି ବିଭାଗର...

ତାଇୱାନର ପ୍ରତିରକ୍ଷା ଜୋନ୍‌ରେ ପ୍ରବେଶ କଲା ଚାଇନାର ୩୭ ଯୁଦ୍ଧ ବିମାନ, ୨ ଦେଶ ମଧ୍ୟରେ ବଢିପାରେ ତିକ୍ତତା

ତାଇପେଇ, ୯।୬: ଚାଇନା ପୁଣି ଥରେ ତାଇୱାନର ବାୟୁ ପ୍ରତିରକ୍ଷା ଜୋନ୍‌ରେ ପ୍ରବେଶ କରିବା ନେଇ ୨ ଦେଶ ମଧ୍‌ୟରେ ତିକ୍ତତା ଦେଖାଯାଇଛି। ଗୁରୁବାର ୬ ଘଣ୍ଟା ମଧ୍ୟରେ ୩୦ରୁ ଅଧିକ ଚାଇନାର ଯୁଦ୍ଧ ବିମାନ ତାଇୱାନର ବାୟୁ ପ୍ରତିରକ୍ଷା...

୭୦୦ ଭାରତୀୟ ଛାତ୍ରୀଛାତ୍ର କାନାଡାରୁ ବହିଷ୍କୃତ ହେବେନି

ଟରଣ୍ଟୋ, ୯ା୬: ଜାଲ୍‌ କଲେଜ ନାମଲେଖା ପତ୍ର ଦେଖାଇ କାନାଡାରେ ପ୍ରବେଶ କରିଥିବା ପ୍ରାୟ ୭୦୦ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଦେଶାନ୍ତର ନ କରିବାକୁ କାନାଡା ପାର୍ଲାମେଣ୍ଟ କମିଟି ନିଷ୍ପତ୍ତି ନେଇଛି। ଏହି ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବର। ସେମାନେ ସେଠାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri