ଅନ୍ତର୍ଜାତୀୟ

୩ୟ ଦିନରେ ଆମେରିକା ଶଟ୍‌ଡାଉନ୍‌

ଓ୍ବାଶିଂଟନ୍‌,୪ା୧୦: ଆମେରିକାରେ ସଂଘୀୟ ବିତ୍ତୀୟ ବର୍ଷ ଅକ୍ଟୋବର ୧ରେ ଆରମ୍ଭ ହୋଇଥାଏ। ଏହା ପୂର୍ବରୁ ସେଠାକାର ପାର୍ଲାମେଣ୍ଟ (କଂଗ୍ରେସ) ସରକାର ପରିଚାଳନା ପାଇଁ ପାଣ୍ଠି ଯୋଗାଣ ସକାଶେ ଆପ୍ରୋପ୍ରିଏଶନ୍‌ ବିଲ୍‌ ବା କଣ୍ଟିନ୍ୟୁଏଶନ୍‌ ରିଜୋଲ୍ୟୁଶନ୍‌ (ସିଆର୍‌) ଗୃହୀତ କରାଇବା ଜରୁରୀ।...

ଶାନ୍ତି ଚୁକ୍ତି ଗ୍ରହଣ ପାଇଁ ହମାସକୁ ଟ୍ରମ୍ପଙ୍କ ଶେଷ ଚେତାବନୀ, କହିଲେ ଏଥର ରାଜି ନ ହେଲେ…

ଓ୍ବାଶିଂଟନ,୩ା୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହମାସକୁ ଶାନ୍ତି ପ୍ରସ୍ତାବ ଗ୍ରହଣ କରିବା ପାଇଁ ଏକ ସମୟସୀମା ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ହମାସ ରବିବାର (ଅକ୍ଟୋବର ୫) ସନ୍ଧ୍ୟା ୬ଟା ଭିତରେ ଶାନ୍ତି ପ୍ରସ୍ତାବ ଗ୍ରହଣ କରିବାକୁ ସମୟ ଦିଆଯାଇଛି।...

TCS ସହ ଏହି ୯ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିବା ପରେ ରାଗିଗଲେ ଆମେରିକୀୟ ଆଇନ ପ୍ରଣେତା

ଓ୍ବାଶିଂଟନ/ନୂଆଦିଲ୍ଲୀ,୩ା୧୦: ଆମେରିକୀୟ ଆଇନ ପ୍ରଣୟନକାରୀମାନେ ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌ (TCS), Cognizant ଏବଂ ଅନ୍ୟ ୮ଟି ପ୍ରମୁଖ କମ୍ପାନୀକୁ ସମ୍ପ୍ରତି ବହୁ ସଂଖ୍ୟକ ଆମେରିକୀୟ କର୍ମଚାରୀଙ୍କୁ ଛଟେଇ କରିବା ପରେ ହଜାର ହଜାର H-1B ଭିଜା ଆବେଦନ ଦାଖଲ କରିବା...

PoKରେ ସେନା-ଜନତା ମୁହାଁମୁହିଁ : ୧୨ ମୃତ

ନୂଆଦିଲ୍ଲୀ,୩।୧୦: ପାକିସ୍ତାନ ଅଧିକୃତ କଶ୍ମୀର(PoK)ରେ ସେନା-ଜନତା ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ ସେନାର ଗୁଳିମାଡ଼ରେ ୧୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବିକ୍ଷୋଭ ପ୍ରଦର୍ଶନ ବେଳେ ସ୍ଥିତି ଅଣାୟତ୍ତ ହେବାରୁ ପାକ୍‌ ସେନା ପକ୍ଷରୁ ଫାୟାରିଂ କରାଯାଇଥିଲା। ଗୁଳିକାଣ୍ଡରେ ବର୍ତ୍ତମାନ ସୁଦ୍ଧା...

ଆମେରିକାର ଟାମ୍ପା ସହରରେ ପାଳନ କରାଗଲା ଦୁର୍ଗାପୂଜା

ଟାମ୍ପା,୩।୧୦: ଆମେରିକାର ଦକ୍ଷିଣ-ପୂର୍ବରେ ଥିବା ଫ୍ଲୋରିଡା ରାଜ୍ୟର ଟାମ୍ପା ସହରରେ ପ୍ରବାସୀ ଓଡ଼ିଆମାନେ ବଡ଼ ଧୁମଧାମରେ ଦୁର୍ଗାପୂଜା ପାଳନ କରିଛନ୍ତି। ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ପାରମ୍ପରିକ ରୀତିନୀତି ଓ ପୂଜା ପଦ୍ଧତି ଅନୁଯାୟୀ ସ୍ଥାନୀୟ ଆୟପ୍ପା ମନ୍ଦିରରେ ପାଳନ କରାଯାଇଛି।...

ଟ୍ରମ୍ପଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ପୁଟିନ, କହିଲେ ଭାରତକୁ ମନା କରୁଛନ୍ତି ହେଲେ ନିଜେ ଆମଠାରୁ…

ମସ୍କୋ,୩।୧୦: ଭ୍ଲାଦିମିର ପୁଟିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ରୁଷିଆରୁ ଅଶୋଧିତ ତୈଳ କିଣିବା ପାଇଁ ଭାରତ ଉପରେ ଭାରୀ ଶୁଳ୍କ ଲଗାଇବାର ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ସେ ଆମେରିକାକୁ ‘ଡବଲ ଷ୍ଟାଣ୍ଡାର୍ଡ’ ବୋଲି ଅଭିଯୋଗ କରିଛନ୍ତି।...

ଜଣା ପଡିଲା ପୁଟିନ୍‌ଙ୍କ ଚାଲ୍‌! ଭାରତ ସହ କରିବେ…

ନୂଆଦିଲ୍ଲୀ,୩।୧୦: ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଏହି ସମୟରେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଜ୍ଞାନୀ ନେତା ବୋଲି କହି ପ୍ରଶଂସା କରିଥିଲେ। ସେ ଏହା ମଧ୍ୟ କହିଛନ୍ତି...

ବଡ଼ ଘୋଷଣା କରିଦେଲେ ପୁଟିନ, ଟ୍ରମ୍ପ ଶୁଣିଲେ…

ମସ୍କୋ,୩।୧୦: ଡିସେମ୍ବରରେ ଭାରତ ଗସ୍ତକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ସାହିତ। ଗୁରୁବାର ସନ୍ଧ୍ୟାରେ ଦକ୍ଷିଣ ରୁଷିଆ ସହର ସୋଚିରେ ଥିବା ଭାଲଡାଇ ଆଲୋଚନା କ୍ଲବରେ ଭାଷଣ ଦେଇ ସେ କହିଛନ୍ତି ଯେ ଭାରତ ଆମେରିକା ଦ୍ୱାରା ଲାଗୁ...

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଡଚ କମ୍ପାନୀ ଅଧିକାରୀ, କହିଲେ,‘ୟୁରୋପୀୟ ନେତାମାନଙ୍କୁ ଭେଟିବା କଷ୍ଟକର, କିନ୍ତୁ…’

ଲଣ୍ଡନ,୩।୧୦: ଡଚ ସେମିକଣ୍ଡକ୍ଟର ଜାଏଣ୍ଟ ASML ପାଇଁ ଗ୍ଲୋବାଲ ପବ୍ଲିକ ରିଲେସନ୍ସର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଫ୍ରାଙ୍କ ହିମକର୍କ ଏବେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ ବ୍ୟାଖ୍ୟା କରିଛନ୍ତି ଯେ ASMLର CEO ସମ୍ପ୍ରତି...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ: ଏମିତି ଏକ ଭାଇରସ ଆସିବ ଯାହା ମଣିଷକୁ…

ଭବିଷ୍ୟତ ସର୍ବଦା ମଣିଷକୁ ଆକର୍ଷିତ କରିଆସିଛି। ବୈଜ୍ଞାନିକମାନଙ୍କ ସହିତ, ଅନେକ ଏପରି ଅଛନ୍ତି ଯେଉଁମାନେ ଭବିଷ୍ୟତର ଭବିଷ୍ୟବାଣୀ କରିଛନ୍ତି। ସେହିଭଳି ଏକ ନାମ ହେଉଛି ପ୍ରସିଦ୍ଧ ବୁଲଗେରିଆନ ରହସ୍ୟବାଦୀ ବାବା ଭେଙ୍ଗା, ଯାହାଙ୍କୁ ବାଲକାନର ନୋଷ୍ଟ୍ରାଡାମସ ଭାବରେ ଜଣାଶୁଣା। ତାଙ୍କର...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଖୁସିରେ ଗଦ୍‌ଗଦ୍‌ ହୋଇଗଲେ ଟ୍ରମ୍ପ, ‘ଗେମ ଚେଞ୍ଜର’ ବୋଲି କହିଲେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଜାରେ ଶାନ୍ତି ଫେରାଇ ଆଣିବା ପାଇଁ ତାଙ୍କ ଯୋଜନା ପ୍ରତି ବିଶ୍ୱବ୍ୟାପୀ ସମର୍ଥନ ଦ୍ୱାରା ଉତ୍ସାହିତ ଦେଖାଯାଉଛି। ହ୍ବାଇଟ ହାଉସ ଏହି ପଦକ୍ଷେପକୁ ଯୁଦ୍ଧଗ୍ରସ୍ତ ଗାଜାରେ ଶାନ୍ତି ପ୍ରତିଷ୍ଠା ପାଇଁ ଟ୍ରମ୍ପଙ୍କ ଦୂରଦୃଷ୍ଟିପୂର୍ଣ୍ଣ...

ଟ୍ରମ୍ପଙ୍କ ଅପମାନର ପ୍ରତିଶୋଧ ନେଲେ ପୁଟିନ,ଦେଲେ ଏମିତି ଚେତାବନୀ

ମସ୍କୋ,୩।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ପୁଟିନ ଟ୍ରମ୍ପଙ୍କ ଅପମାନର ପ୍ରତିଶୋଧ ନେଇ ରୁଷିଆକୁ କାଗଜ ବାଘ” ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯଦି ଆମେରିକା ୟୁକ୍ରେନକୁ ଦୂରଗାମୀ ଟୋମାହକ କ୍ରୁଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri