ଅନ୍ତର୍ଜାତୀୟ

ଅଷ୍ଟ୍ରେଲିଆରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲେ ମୋଦି, ଟୁଇଟ କରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

ସିଡନୀ,୨୪।୫: ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି ବୁଧବାର ଟୁଇଟ କରି ସୂଚନା ଦେଇଛନ୍ତି କି ୩ ଦେଶର ସଫଳ ଯାତ୍ରା ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ, ପପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆ ଯାତ୍ରା କରିବା...

ଅଷ୍ଟ୍ରେଲିଆ, ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ବାଇଡେନ

ଓ୍ବାଶିଂଟନ,୨୪।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଗାମୀ ବୈଠକ ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବନିଜ ଓ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମରାପେଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି ସୂଚନା ଇଣ୍ଡୋ-ପାସିଫିକର ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ନିର୍ଦ୍ଦେଶକ ଦେଇଛନ୍ତି।...

ବାଇଡେନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ଏହି ଭାରତୀୟ ବଂଶୋଭବ

ଓ୍ବାଶିଂଟନ,୨୪ା୫: ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା। ଜଣେ ଭାରତୀୟ ବଂଶୋଭବ ହ୍ବାଇଟ୍‌ ହାଉସ୍‌ ଭିତରକୁ ଯାଇ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କ୍ଷମତାକୁ...

ଥରିଲା ନେପାଳ

କାଠମାଣ୍ଡୁ,୨୪।୫: ପଶ୍ଚିମ ନେପାଳରେ ବୁଧବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ମପାଯାଇଛି। ଏହାର କେନ୍ଦ୍ର ସ୍ଥଳ ପୂର୍ବ ବଝାଂଗ ଜିଲାରେ ରହିଥିଲା। ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନେପାଳର ରାଷ୍ଟ୍ରୀୟ ଭୂକମ୍ପ...

ପିଟିଆଇ ନେତା ଶାହ ମହମୁଦ କୁରୈଶିଙ୍କ ସମେତ ଅନ୍ୟ ନେତାଙ୍କୁ ଘରେ ନଜରବନ୍ଦୀ

ଇସଲାମାବାଦ,୨୪।୫: ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ) ନେତା ଶାହ ମହମୁଦ କୁରୈଶି, ଜମଶୋଦ ଚିମା ଓ ତାଙ୍କ ପତ୍ନୀ ମୁସର୍ରତ ଚିମାଙ୍କୁ ମେଣ୍ଟେନାନ୍ସ ଅଫ ପବ୍ଲିକ ଅର୍ଡର (ଏମପିଓ)ର ଧାରା ୩ ଆଧାରରେ ୧୫ ଦିନ ପାଇଁ ଘରେ ନଜରବନ୍ଦୀ କରାଯାଇଛି।

ଅଷ୍ଟ୍ରେଲିଆରେ ମୋଦିଙ୍କୁ ମିଳିଲା ଗାର୍ଡ ଅଫ ଅନର

ସିଡନୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’୨୨ରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଦୁଇ ଦିନିଆ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସଙ୍କର ସାକ୍ଷାତ ହୋଇଥିଲେ। ବୁଧବାର ସକାଳେ ଆଲାବାନିସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରି ସ୍ବାଗତ...

ମୋଦିଙ୍କ କ୍ରିକେଟ ଡିପ୍ଲୋମାସି, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଓ୍ବାର୍ଲଡ କପ ସହ ଦିପାବଳୀକୁ କଲେ ନିମନ୍ତ୍ରଣ

ସିଡନୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଏହି ସମୟରେ ସେ କ୍ରିକେଟ ଡିପ୍ଲୋମାସି ଜରିଆରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଷ୍ଟ୍ରେଲିଆ ସମକକ୍ଷ ଏନ୍ଥୋନି ଏଲବିନିଜଙ୍କୁ...

ନୂଆ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତିରେ ନହେଉ ବିଳମ୍ବ: ଡବ୍ଲୁଏଚଓ ମୁଖ୍ୟ…

ଜେନେଭା,୨୪।୫ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ୭୬ ତମ ସାଧାରଣସଭା ସ୍ବିଜରଲାଣ୍ଡର ଜେନେଭାରେ ଆରମ୍ଭ ହୋଇଛି। ସଭାରେ ଜୀବନ ବଞ୍ଚାଇବା, ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଚଳିତ ବର୍ଷ ଡବ୍ଲୁଏଚଓର ପ୍ରତିଷ୍ଠା ହେବାର ୭୫ ତମ ବାର୍ଷିକୀ...

ସେପ୍ଟେମ୍ବର ସୁଦ୍ଧା ଶ୍ରୀଲଙ୍କା ଋଣ ପୁନର୍ଗଠନ ହାସଲ କରିବା ଜରୁରୀ: ଆଇଏମଏଫ…

କଲମ୍ବୋ,୨୪।୫ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ ) ପୁଣି କହିଛି ଶ୍ରୀଲଙ୍କାକୁ ସେପ୍ଟେମ୍ବର ସୁଦ୍ଧା ଋଣ ପୁନର୍ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡିବ। ନଗଦ ଅର୍ଥର ସଙ୍କଟ ସମ୍ମୁଖୀନ ହେଉଥିବା ଦେଶ ଶ୍ରୀଲଙ୍କାକୁ ଦିଆଯାଇଥିବା ବେଲ ଆଉଟ ସୁବିଧାକୁ...

ନାଟୋରେ ସାମିଲ ହେବନି ଜାପାନ…

ଟୋକିଓ,୨୪।୫ : ଏକ ଅଧିକାରୀକ କିମ୍ବା ଅର୍ଦ୍ଧ ଅଫିସିଆଲ ସଦସ୍ୟ ଭାବରେ ନାଟୋରେ ଯୋଗଦେବାକୁ ଜାପାନର କୌଣସି ଯୋଜନା ନାହିଁ। ଏହି ସୂଚନା ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ପ୍ରଦାନ କରିଛନ୍ତି। ଏଥି ସହିତ କିଛି ସମୟ ପୂର୍ବରୁ ଜାପାନ...

ସାଇବର କାର୍ଯ୍ୟକଳାପ ପାଇଁ ଉତ୍ତର କୋରିଆ ବିରୋଧରେ ପ୍ରତିବନ୍ଧକ ଲଗାଇଲା ଆମେରିକା …

ଓ୍ବାଶିଂଟନ,୨୪।୫ : ଖରାପ ସାଇବର କାର୍ଯ୍ୟକଳାପ ପାଇଁ ଆମେରିକା ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକା ସରକାର ମଙ୍ଗଳବାର ଉତ୍ତର କୋରିଆ ଗୋଷ୍ଠୀ ଉପରେ ନୂଆ କଟକଣା ଘୋଷଣା କରିଛନ୍ତି। ସରକାର କହିଛନ୍ତି ହ୍ୟାକରମାନେ ପ୍ୟୋଙ୍ଗୟାଙ୍ଗର ଅସ୍ତ୍ର କାର୍ଯ୍ୟକ୍ରମ...

ବେଙ୍ଗାଲୁରୁରେ ମହାବାଣିଜ୍ୟ ଦୂତାବାସ ସ୍ଥାପନ କରିବ ଅଷ୍ଟ୍ରେଲିଆ…

ସିଡନୀ,୨୪।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଅଷ୍ଟ୍ରେଲିଆ ଗସ୍ତ ସମୟରେ ବ୍ରିସବେନରେ ଖୁବ ଶୀଘ୍ର ଏକ ନୂତନ କନସୁଲେଟ ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ଏହି ସମୟରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ବେଙ୍ଗାଲୁରୁରେ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri