ଅନ୍ତର୍ଜାତୀୟ

ରାହୁଲଙ୍କ ଆମେରିକା ଗସ୍ତର ଉଦ୍ଦେଶ୍ୟ ଗଣତନ୍ତ୍ରର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା: ସାମ ପିଟ୍ରୋଡା…

ଓ୍ବାଶିଂଟନ,୨୨।୫ : ସାମ ପିଟ୍ରୋଡା ରାହୁଲଙ୍କ ଆମେରିକା ଗସ୍ତର ଉଦ୍ଦେଶ୍ୟ ବିଷୟରେ କହିଛନ୍ତି। ଗସ୍ତର ଉଦ୍ଦେଶ୍ୟ ହେଉଛି ଗଣତନ୍ତ୍ରର ସହଭାଗୀ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା। ଜୁନ ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ କରିବେ। ଏହି ଗସ୍ତକ୍ରମରେ...

ଜି-୭ ଶିଖର ସମ୍ମିଳନୀ ନେଇ ଚାଇନା କ୍ରୋଧିତ: ଜାପାନ ରାଷ୍ଟ୍ରଦୂତଙ୍କୁ ଜବାବ ତଲବ, ବଦନାମ ଅଭିଯୋଗ…

ବେଜିଂ,୨୨।୫ : ଜି-୭ ଶିଖର ସମ୍ମିଳନୀରେ ଚାଇନା କ୍ରୋଧିତ ହୋଇ ଜାପାନ ରାଷ୍ଟ୍ରଦୂତଙ୍କୁ ଜବାବ ତଲବ କରିଛି। ଏହା ସହିତ ବଦନାମ ଅଭିଯୋଗ ମଧ୍ୟ କରିଛି। ବେଜିଂ ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଚାଇନା ଉପ ବୈଦେଶିକ ମନ୍ତ୍ରୀ ସନ...

ବିଶ୍ୱ ସୁରକ୍ଷା ପାଇଁ ଚାଇନା ସବୁଠାରୁ ବଡ ଆହ୍ବାନ…

ଟୋକିଓ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟିଶ ପ୍ରତିପକ୍ଷ ଋଷି ସୁନକଙ୍କ ସହ ଆଲୋଚନା ବେଳେ ଭାରତ-ୟୁକେ ଏଫଟିଆର ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନାରେ ଅଗ୍ରଗତି ସହିତ ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀ ସମୀକ୍ଷା କରିଛନ୍ତି। ଏହି ସମୟ ମଧ୍ୟରେ ବାଣିଜ୍ୟ...

ମୋଦି ବିକାଶଶୀଳ ଦେଶର ନେତା: ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ…

ପୋର୍ଟ ମୋର୍ସବେ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରବିବାର ପାପୁଆ ନ୍ୟୁ ଗିନିରେ ପହଞ୍ଚିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନିର ଏପିଇସି ହାଉସରେ ପହଞ୍ଚିଛଥିବାବେଳେ ତାଙ୍କୁ...

ଡେଟ୍‌ ସିଲିଂ ଆଲୋଚନା ସ୍ଥଗିତ

ଓ୍ବାଶିଂଟନ୍‌/ହିରୋଶିମା, ୨୨ା୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରବିବାର କହିଛନ୍ତି, ଡେଟ୍‌ ସିଲିଂ ସୀମା ବୃଦ୍ଧି ପାଇଁ ସରକାରଙ୍କ ପ୍ରସ୍ତାବ ଉପରେ ବିରୋଧୀ ରିପବ୍ଲିକାନ୍‌ଙ୍କ ଅଫର୍‌ ଗ୍ରହଣଯୋଗ୍ୟ ନୁହେଁ। ତେବେ ଡିଲ୍‌ ପାଇଁ ଖର୍ଚ୍ଚ କାଟ୍‌ ସହ ଟିକସ ଆଡ୍‌ଜଷ୍ଟମେଣ୍ଟ...

ରୁଷିଆ ଦଖଲରେ ବାଖ୍‌ମୁଟ୍‌

ମସ୍କୋ/ହିରୋଶିମା, ୨୨ା୫ : ୟୁକ୍ରେନ୍‌ର ଗୁରୁତ୍ୱପୂର୍ଣ୍ଣ ବାଖ୍‌ମୁଟ୍‌ ସହରକୁ ରୁଷିଆ ଦଖଲ କରିଥିବା ରବିବାର ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରୁଷିଆ ସୈନ୍ୟମାନଙ୍କ ସହାୟତାରେ ଓ୍ବାଗ୍‌ନର ଘରୋଇ ସେନା ବାଖ୍‌ମୁଟ୍‌କୁ ନିୟନ୍ତ୍ରଣକୁ ନେଇଛି। ଓ୍ବାଗ୍‌ନର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ୍‌...

କାର୍‌ ରେସିଂ ଶୋରେ ଗୁଳିକାଣ୍ଡ: ଚାଲିଗଲା ୧୦ ଜୀବନ

ମେକ୍ସିକୋ ସିଟି,୨୧ା୫: ଉତ୍ତର ମେକ୍ସିକୋର ବାଜା କାଲିଫର୍ନିଆରେ ଶନିବାର ଗୁଳିକାଣ୍ଡ ଘଟି ଅନୂ୍ୟନ ୧୦ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ଏନ୍‌ସେନାଡା ସହରର ସାନ୍‌ ଭିସେଣ୍ଟରେ କାର୍‌ ରେସିଂ ଶୋ’ ଚାଲିଥିବା ବେଳେ...

ଗଣତନ୍ତ୍ର-ସ୍ବାଧୀନତାକୁ ଦିଆଯାଉ ସମ୍ମାନ: ଜେଲେନସ୍କି…

ଟୋକିଓ,୨୧।୫ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାପାନର ହିରୋସୀମାରେ ପହଞ୍ଚି ଜି-୭ ଦେଶର ମୁଖ୍ୟମାନଙ୍କୁ ଭେଟିଛନ୍ତି। ସେ ଯୁଦ୍ଧ ନେଇ ଜି-୭ ଦେଶର ସମର୍ଥନ ଲୋଡିଛନ୍ତି। ଜେଲେନସ୍କି ରବିବାର କହିଛନ୍ତି ସମସ୍ତ ସହଯୋଗୀ ଏବଂ...

ମୋଦିଙ୍କ ପାଦ ଛୁଇଁଲେ ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ…

ପୋର୍ଟ ମୋର୍ସବେ,୨୧।୫ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନିରେ ପହଞ୍ଚିଛନ୍ତି। ଏହି ଅବସରରେ ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ଅନୁଷ୍ଠିତ ଜି -୭ ଶିଖର ସମ୍ମିଳନୀରେ...

ଫୁଟବଲ ଖେଳରେ ଦଳାଚକଟା: ୧୨ ମୃତ, ୧୦୦ରୁ ଅଧିକ ଆହତ…

ସାନ ସାଲଭାଡୋର,୨୧।୫ : , ଏଲ ସାଲଭାଡୋରରେ ଏକ ଫୁଟବଲ ମ୍ୟାଚ ଦେଖିବା ପାଇଁ ପ୍ରବେଶ ପଥରେ ହୋଇଥିବା ଦଳାଚକଟାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୧୦୦ ରୁ ଅଧିକ ଆହତ ହୋଇଛନ୍ତି । ୫୦୦ ଲୋକଙ୍କୁ ସୁରକ୍ଷିତ ଭାବେ...

ଥରିଲା ଆଫଗାନିସ୍ତାନ

କାବୁଲ,୨୧ା୫: ଆଫଗାନିସ୍ତାନରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା। ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି ଅନୁଯାୟୀ, ରବିବାର ଅପରାହ୍ନ ୧.୫୭ରେ ଘଟିଥିବା ଏହି ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର ଫୈଜାବାଦଠାରୁ ୧୦୫ କିଲୋମିଟର ଦୂରରେ...

ନିଜ ଦେଶର ରାଷ୍ଟ୍ରପତିଙ୍କ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଲା ଜର୍ଜିଆନ ଏୟାରୱେଜ…

ଟିବିଲିସ,୨୧।୫ : ଜର୍ଜିଆର ଜାତୀୟ ବିମାନ ସେବା ଜର୍ଜିଆନ ଏୟାରୱେଜ ନିଜ ଦେଶର ରାଷ୍ଟ୍ରପତିଙ୍କ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି। ରାଷ୍ଟ୍ରପତି ସାଲୋମ ଜୁରାବିଚଭିଲି କହିଥିଲେ ରୁଷିଆ ବିମାନ ଉଡ଼ାଣ ଆରମ୍ଭ କଲେ ସେ ବିମାନ ଚଳାଚଳକୁ ବହିଷ୍କାର କରିବେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri