ଅନ୍ତର୍ଜାତୀୟ

ଭାରତ ମହାସାଗର-ଆଫ୍ରିକା ଉପକୂଳ ଉପରେ ଚାଇନାର ନଜର…

ବେଜିଂ,୧୫।୫ : ସମ୍ମିଳିତ ଐତିହାସିକ ଅଧିକାର ଆଧାରରେ ଦକ୍ଷିଣ ଚାଇନା ସାଗରକୁ ସୁରକ୍ଷିତ କରିବା ପରେ ଚାଇନ ବର୍ତ୍ତମାନ ଭାରତର ମହାସାଗରରେ ଆଟଲାଣ୍ଟିକ ମହାସାଗରରେ ଆଫ୍ରିକାର ପଶ୍ଚିମ ଉପକୂଳରେ ଦେଇ ଦକ୍ଷିଣ ଆମେରିକାରେ ପ୍ରବେଶ କରିବାର ଯୋଜନା କରୁଛି। ତଥାକଥିତ...

କମ ହେଇଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ ଥିବା ଚାଇନା ଆରମ୍ଭ କରିବ ଏକ ବିଶେଷ ପ୍ରୋଜେକ୍ଟ, ପୁରୁଣା ପ୍ରଥା ଉପରେ ଲାଗିବ ଅଙ୍କୁଶ

ବେଜିଂ,୧୫।୫: ଚାଇନାରେ ଏବେ ଦ୍ରୁତ ଗତିରେ ଜନସଂଖ୍ୟା ହ୍ରାସ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛି ଚାଇନା। ଜନସଂଖ୍ୟା ବୃଦ୍ଧି କରିବାକୁ ଚାଇନା ଏବେ ଯୁବବର୍ଗଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ୨୦ ରୁ ଅଧିକ...

ଗଗଲ୍ସ ପିନ୍ଧି ସ୍ବିଡେନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର, ଫଟୋ ଭାଇରାଲ

ଷ୍ଟକହୋମ,୧୫।୫: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନାଯୋଗ୍ୟ, ରବିବାର ଜୟଶଙ୍କର ସ୍ବିଡେନର ପ୍ରତିରକ୍ଷା ମନ୍ତ୍ରୀ ପୈଲ ଜନସନଙ୍କୁ ସାକ୍ଷାତ୍‌ କରିଥିଲେ। ଏଠାରେ ଦୁଇ ନେତାଙ୍କ ମଧ୍ୟରେ ଆଞ୍ଚଳିକ ଓ ବିଶ୍ୱ...

ସେନା ବିରୋଧୀ ଦଳକୁ ମିଳିଲା ବହୁ ଆସନ, ଏହାପରେ ବି ଶାସନ କ୍ଷମତା ରହିବ ସେନା ହାତରେ

ବ୍ୟାଙ୍କକ,୧୫।୫: ଥାଇଲାଣ୍ଡରେ ହୋଇଥିବା ସାଧାରଣ ନିର୍ବାଚନରେ ସେନା ଶାସନ ବିରୋଧୀ ଦଳଙ୍କୁ ବହୁ ଆସନ ମିଳୁଛି। ଏହାପରେ ଅନୁମାନ କରାଯାଉଛି କି ଥାଇଲାଣ୍ଡରେ ପ୍ରାୟ ଗୋଟିଏ ଦଶକ ହେବ ଶାସନ କ୍ଷମତାରେ ଥିବା ସେନା ସମର୍ଥିତ ସରକାର ବିଦାୟ ନେଇପାରନ୍ତି।...

ମତେ ୧୦ ବର୍ଷ ଜେଲରେ ରଖିବାକୁ ଚାହୁଁଛନ୍ତି ପାକିସ୍ତାନୀ ସୈନ୍ୟ: ଇମ୍ରାନ…

ଇସଲାମାବାଦ,୧୫।୫ : ଦେଶଦ୍ରୋହ ଅଭିଯୋଗରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ତାନୀ ସୈନ୍ୟବିଭାଗ ୧୦ ବର୍ଷ ଜେଲରେ ରଖିବାକୁ ଚାହୁଁଛନ୍ତି । ସୋମବାର ସେ ଏଭଳି ଅଭିଯୋଗ କରିଛନ୍ତି। ସୋମବାର ସକାଳେ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ କହିଛନ୍ତି ,...

ମେକ୍ସିକୋରେ ଟ୍ରକ-ଭ୍ୟାନ ଧକ୍କା: ୨୬ ମୃତ…

ମେକ୍ସିକୋ ସିଟି,୧୫।୫ : ମେକ୍ସିକୋରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଉତ୍ତର ରାଜ୍ୟର ତମାଉଲିପାସର ଏକ ରାଜପଥରେ ଟ୍ରାକ୍ଟର ଟ୍ରେଲର ଏବଂ ଭ୍ୟାନ ମଧ୍ୟରେ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୨୬...

ୟୁକ୍ରେନକୁ ଜର୍ମାନୀ ଦେବ ସାମରିକ ଯାନ…

ପ୍ୟାରିସ,୧୫।୫ : ରୁଷିଆ ସହିତ ପ୍ରବଳ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପ୍ୟାରିସ ଯାତ୍ରା କରିଥିଲେ। ଏଠାରେ ସେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିଥିଲେ। ଏହି ସମୟରେ, ଫ୍ରାନ୍ସ ସୋମବାର ୟୁକ୍ରେନ ସେନାକୁ ଦଶହଜାର ହାଲୁକା...

ଲିଙ୍ଗଗତ ଅସମାନତା ଯୋଗୁ ସଙ୍କୁଚିତ ହେଉଛି ମହିଳାଙ୍କ ମସ୍ତିଷ୍କ

ଲଣ୍ଡନ, ୧୫ା୫: ଅନେକ ଦେଶରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ବେଶି ପ୍ରାଧାନ୍ୟ ଦିଆଯାଏ। ଘରେ ହେଉ ଅବା ବାହାରେ, ପାଠ ପଢ଼ାଠାରୁ ଆରମ୍ଭ କରି ଚାକିରି କରିବା କ୍ଷେତ୍ରରେ ପୁରୁଷଙ୍କୁ ସବୁଥିରେ ଅଗ୍ରାଧିକାର ଦିଆଯାଏ। ଏହି ଲିଙ୍ଗଗତ ଅସମାନତା କେବଳ...

ଭୋକରେ ରହି ଯୀଶୁଙ୍କୁ ଭେଟିବା ପାଇଁ ଜୀବନ ଦେଇଥିଲେ ୨୦୧ ଲୋକ, ୬୦୦ ଏବେ ବି ନିଖୋଜ…

ନାଇରୋବି,୧୫।୫ : କେନିଆରେ ଲୋକମାନେ ଯୀଶୁଙ୍କୁ ଭେଟିବା ପାଇଁ ନିଜ ଜୀବନ ଦେଇଛନ୍ତି। ଜଣେ ସରକାରୀ ଅଧିକାରୀଙ୍କ କହିବାନୁସାରେ, ଶନିବାର ଶାଖୋଲା ଜଙ୍ଗଲରେ ଆଉ ୨୨ ଟି ମୃତଦେହ ମିଳିଥିଲା। ଏପର୍ଯ୍ୟନ୍ତ ୨୦୧ ଟି ମୃତଦେହ ମିଳିଛି। ୬୦୦ ଲୋକ...

ରୁଷିଆ-ଚାଇନାର ନୋ ଲିମିଟ୍‌ ଚୁକ୍ତି ପୃଥିବୀ ପାଇଁ ଆଣିବ ବିପଦ: ଜାପାନ…

ମସ୍କୋ/ବେଜିଂ,୧୪।୫ : ୟୁକ୍ରେନରେ ଚାଲିଥିବା ମହାଯୁଦ୍ଧ ସମୟରେ ରୁଷିଆ ଏବଂ ଚାଇନା ପରସ୍ପରର ଅତି ନିକଟତର ହୋଇଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ଯଥେଷ୍ଟ ବୃଦ୍ଧି ପାଇଛି। ଏହି କାରଣରୁ କେବଳ ୟୁରୋପ...

‘ମୋଚା’ର ତାଣ୍ଡବ ପାଣିରେ ବୁଡିଯିବ ବାଂଲାଦେଶର ଦ୍ୱୀପ

ଢାକା,୧୪।୫: ଲ୍ୟାଣ୍ଡଫଲ କରିଛି ଘୁର୍ଣ୍ଣିବାତ୍ୟା ‘ମୋଚା’। ଏବେ ଏହାର ପ୍ରକୋପ ବଢିବାରେ ଲାଗିଛି। ବାଂଲାଦେଶୀ ମିଡିଆର ସୂଚନା ଅନୁଯାୟୀ, ଆଗକୁ ଏହି ଘୂର୍ଣ୍ଣିଝଡ଼ ସେତିକି ଉଗ୍ର ହେବ ଯେଉଁଥିରେ ବାଂଲାଦେଶର ଏକ ଦ୍ୱୀପ ପାଣିରେ ବୁଡିଯିବ। ହେଲେ ଏହା ଅସ୍ଥାୟୀ...

‘ମୋ’ ଜୀବନ ପ୍ରତି ବିପଦ ଅଛି’

ଇସଲାମାବାଦ,୧୪ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନ୍‌ସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନ୍‌ ରବିବାର ଅପରାହ୍ନରେ ସାରା ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିବାକୁ ସମର୍ଥନମାନଙ୍କୁ ନିବେଦନ କରିଛନ୍ତି। ତାଙ୍କୁ ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ନାବ) ଗିରଫ କରିବାର କିଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri