ଅନ୍ତର୍ଜାତୀୟ

ବେଜିଂର ଚାଙ୍ଗଫେଙ୍ଗ ହସ୍ପିଟାଲରେ ଅଗ୍ନିକାଣ୍ଡ: ୨୧ ମୃତ…

ବେଜିଂ,୧୮।୪ : ଚାଇନାର ରାଜଧାନୀ ବେଜିଂର ଏକ ଡାକ୍ତରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ରୋଗୀ ବିଭାଗର ପୂର୍ବ ୱିଙ୍ଗରେ ଘଟିଛି। ଏଥିରେ ୨୧ ଜଣଙ୍କର ମୃତ୍ୟୁ ଘଟିଛିି। ସ୍ଥାନୀୟ ସମୟ ମଧ୍ୟାହ୍ନ...

୩୪ ଦେଶରେ ସମଲିଙ୍ଗୀ ବିବାହକୁ ମିଳିଛି ସ୍ବୀକୃତି…

ଓ୍ବାଶିଂଟନ,୧୮।୪ : ଭାରତରେ ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ବଡ ବେଞ୍ଚରେ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ବ୍ୟତୀତ ଅନ୍ୟ ସମସ୍ତ ଆବେଦନ ଉପରେ ଶୁଣାଣି ଜାରି ରହିଛି। ଯଦିଓ ସମଲିଙ୍ଗୀ ସମ୍ପର୍କ ଭାରତରେ ଆଉ ଅପରାଧ...

ଉତ୍ତର-ପଶ୍ଚିମ ପାକିସ୍ତାନରେ ଭୂସ୍ଖଳନ, ୨ ଆଫଗାନ ନାଗରିକ ମୃତ, ଫସି ରହିଛି ୨୦ରୁ ଅଧିକ ଟ୍ରକ

ଇସଲାମାବାଦ,୧୮।୪: ଉତ୍ତର-ପଶ୍ଚିମ ପାକିସ୍ତାନର ତୋରଖମ ସୀମାବର୍ତ୍ତି ସହର ନିକଟରେ ଭୂସ୍ଖଳନ ହୋଇଛି। ଏଥିରେ ଅତିକମରେ ୨ ଜଣ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଭୂସ୍ଖଳନରେ ୮ ଆହତ ହୋଇଛନ୍ତି। ଏହାସହ ୨୦ରୁ ଅଧିକ ଟ୍ରକ ଦବି...

ବଢିଲା ପୁଟିନଙ୍କ ସମସ୍ୟା

ଟୋକିଓ,୧୮।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଏହାକୁ ନେଇ ୭ ବୈଦେଶିକ ମନ୍ତ୍ରୀଙ୍କ ସମୁହ ୟୁକ୍ରେନ ସହ ଯୁଦ୍ଧକୁ ନେଇ ରୁଷିଆ ବିରୋଧରେ ପ୍ରତିବନ୍ଧକୁ ଆହୁରି କଡା କରିବାକୁ ସଂକଳ୍ପ ନେଇଛନ୍ତି। କୁହାଯାଉଛି...

ଫିଜିରେ ୬.୩ ତୀବ୍ରତାର ଭୂକମ୍ପ…

ସୁଭା,୧୮।୪: ଫିଜିରେ ଭୂକମ୍ପ ଝଟକା। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୬.୩ ରେକର୍ଡ ହୋଇଥିବା ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି। ଫିଜି ଦକ୍ଷିଣ ପ୍ରଶାନ୍ତର ଏକ ଦେଶ। ଭୂକମ୍ପର...

ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ଭଙ୍ଗାରୁଜା, ଏନଆଇଏ କରିବ ଯାଞ୍ଚ, ପାକ-ଖଲିସ୍ତାନ ଷଡଯନ୍ତ୍ରର କରିବ ଅନୁସନ୍ଧାନ

ଲଣ୍ଡନ/ନୂଆଦିଲ୍ଲୀ,୧୮।୪: ବ୍ରିଟେନର ରାଜଧାନୀ ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ହୋଇଥିବା ପ୍ରଦର୍ଶନ ମାମଲାର ଯାଞ୍ଚ ଏବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏନଆଇଏ କରିବ। ସୂଚନାଯୋଗ୍ୟ, ପ୍ରଦର୍ଶନ ମାମଲାରେ ପାକିସ୍ତାନ ଓ ଖଲିସ୍ତାନ ସମର୍ଥକ ଜଡିତ ଥିବା ଇନପୁଟ ମିଳିଛି।...

ଗୁରୁଦ୍ୱାରା ଗୁଳିକାଣ୍ଡ ମାମଲାରେ ୧୭ ଗିରଫ, ମେଶିନ ଗନ ଏକ ୪୭ ଜବତ

ଓ୍ବାଶିଂଟନ,୧୮।୪: ଆମେରିକାର କାଲିଫର୍ନିଆରେ ଥିବା ସୌକ୍ରାମେଂଟୋ ସ୍ଥିତ ଏକ ଗୁରୁଦ୍ୱାରରେ ଗତ ମାସରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ବଡ ଧରଣର ଚଢାଉ କରିଛି। କୁହାଯାଉଛି କି ଏହି ଘଟଣାକୁ ନେଇ ପ୍ରାୟ ୨୦ଟି ସ୍ଥାନରେ ଚଢାଉ କରାଯାଇଛି। ଏହାସହ...

ଆମେରିକାରେ ଚାଲୁଥିଲା ଚାଇନାର ସିକ୍ରେଟ ପୋଲିସ ଷ୍ଟେଶନ, ୨ ଜଣ ଗିରଫ

ଓ୍ବାଶିଂଟନ,୧୮।୪: ଆମେରିକାର ଅଧିକାରୀମାନେ ନ୍ୟୁୟର୍କ ସହରରେ ୨ ଜଣ ଚାଇନା ମୂଳବାସିନ୍ଦ ଆମେରିକା ନାଗରିକଙ୍କୁ ଗିରଫ କରିଛନ୍ତି। ଆମେରିକାରେ ସିକ୍ରେଟ ପୋଲିସ ଷ୍ଟେଶନ ମାଧ୍ୟମରେ ଏମାନେ ଆମେରିକାରେ ଥାଇ ଚାଇନାକୁ ଅନେକ ତଥ୍ୟ ଯୋଗଉଥିବା ଅଭିଯୋଗ ରହିଛି। ଆମେରିକାର ଜଷ୍ଟିଶ...

ତୃତୀୟ ଦିନରେ ସୁଦାନ ବିଦ୍ରୋହ: ୯୭ ନାଗରିକ ମୃତ

ଖାର୍ଟୋମ, ୧୮।୪: ସୁଦାନ ରାଜଧାନୀ ଖାର୍ଟୋମ୍‌ରେ ସେନା ଓ ଶକ୍ତିଶାଳୀ ବିଦ୍ରୋହୀ ସଙ୍ଗଠନ ମଧ୍ୟରେ ସଂଘର୍ଷ ସୋମବାର ତୃତୀୟ ଦିନରେ ପହଞ୍ଚିଛି। ଏଥିରେ ଅନୂ୍ୟନ ୯୭ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଲାଣି। ସେଣ୍ଟ୍ରାଲ ଖାର୍ଟୋମର ରାସ୍ତାରେ କୁଢ଼ କୁଢ଼ ମୃତଦେହ...

ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କଠାରୁ କିଙ୍ଗ୍‌ ଚାଲର୍‌ସ ଧନୀ

ଲଣ୍ଡନ,୧୮।୪: ବ୍ରିଟେନ୍‌ ରାଜା ଚାଲର୍‌ସ ତୃତୀୟ ୬୦୦ ମିଲିୟନ୍‌ ପାଉଣ୍ଡ (୭୪୫ ନିୟୁତ ଡଲାର) ସମ୍ପତ୍ତିର ମାଲିକ। ସଣ୍ଡେ ଟାଇମ୍ସ ପକ୍ଷରୁ ପ୍ରକାଶ ପାଇଥିବା ଧନୀ ତାଲିକା ଅନୁସାରେ ସ୍ବର୍ଗତ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସମ୍ପତ୍ତି ତୁଳନାରେ ଚାଲର୍‌ସଙ୍କ ସମ୍ପତ୍ତି...

ଦେଶଦ୍ରୋହ ମାମଲାରେ ପୁଟିନ୍‌ଙ୍କ ସମାଲୋଚକଙ୍କୁ ୨୫ ବର୍ଷ ଜେଲଦଣ୍ଡ

ମସ୍କୋ, ୧୭।୪: ମସ୍କୋର ଏକ କୋର୍ଟ ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ୍‌ଙ୍କ ସମାଲୋଚକ ଭ୍ଲାଡିମିର କାରା ମୁର୍ଜାଙ୍କୁ ଦେଶଦ୍ରୋହ ମାମଲାରେ ୨୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ନିନ୍ଦା କରିବା ସହ...

ଚାଇନା ସମରାଭ୍ୟାସ ଶେଷ ପରେ ଆମେରିକା ପଠାଇଲା ଯୁଦ୍ଧପୋତ…

ଓ୍ବାଶିଂଟନ,୧୭।୪ : ତାଇୱାନକୁ ନେଇ ଉତ୍ତେଜନା ବୃଦ୍ଧି ପାଉଛି। ଚାଇନାର ସମରାଭ୍ୟାସ ପରେ ବର୍ତ୍ତମାନ ଆମେରିକା ତାର ଯୁଦ୍ଧ ପୋତ ମିଲିୟସକୁ ତାଇୱାନ ଷ୍ଟ୍ରାଇଟକୁ ପଠାଇଛି। ଏଭଳି ପରିସ୍ଥିତିରେ ଚାଇନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri