ଅନ୍ତର୍ଜାତୀୟ

ସ୍କୁଲରେ ଗୁଳିମାଡ଼ କଲେ ନାବାଳକ, ୨ ଆହତ

ବେଲଗ୍ରେଡ୍‌,୩ା୫ : ସର୍ବିଆର ରାଜଧାନୀ ବେଲ୍‌ଗ୍ରେଡ୍‌ରେ ଗୁଳିମାଡ଼ ହୋଇଛି। ଏଠାକାର ଏକ ସ୍କୁଲରେ ଜଣେ ୧୪ ବର୍ଷର ନାବାଳକ ଛାତ୍ର ଏବଂ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଛନ୍ତି। କୁହାଯାଉଛି ଯେ, ଏହି ଗୁଳି ବିନିମୟରେ ଅତି କମ୍‌ରେ ଦୁଇ ଜଣ...

ରୁଓ୍ବାଣ୍ଡାରେ ପ୍ରବଳ ବର୍ଷା: ବନ୍ୟାରେ ୫୫ ମୃତ…

କିଗାଲି,୩।୫ : ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପଶ୍ଚିମ ରୁୱାଣ୍ଡାରେ ୫୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଅନେକ ଲୋକ ନିଜ ଘରେ ବନ୍ୟା ଜଳ ଘେରରେ ରହିଛନ୍ତି। ସରକାରୀ ବରିଷ୍ଠ ଅଧିକାରୀ ବୁଧବାର ଏ ସମ୍ପର୍କରେ...

ପାକିସ୍ତାନରେ ଗୋଟିଏ ଦିନରେ ନିର୍ବାଚନ ପାଇଁ ସହମତି…

ଇସଲାମାବାଦ,୩।୫ : ପାକିସ୍ତାନ ସରକାର ଏବଂ ବିରୋଧୀ ଦଳ ପିଟିଆଇ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି। ଏହା ଅନୁସାରେ ସମଗ୍ର ଦେଶରେ ଗୋଟିଏ ଦିନରେ ନିର୍ବାଚନ କରିବାକୁ ସହମତି ପ୍ରକାଶ ପାଇଛି। ତେବେ ନିର୍ବାଚନର ତାରିଖ ନେଇ ଏପର୍ଯ୍ୟନ୍ତ...

ଭାରତକୁ ଘରେ ପଶି ମାରିବାକୁ ଧମକ ଦେଲେ ପାକିସ୍ତାନି ସେନା ଅଧିକାରୀ

ଇସଲାମାବାଦ,୩।୫: ପାକିସ୍ତାନର ଆର୍ଥିକ ସ୍ଥିତି ବହୁ ପୂର୍ବରୁ ଖରାପ ରହିଛି। ଏଭଳି ସ୍ଥିତି ପରେ ବି ସେ ଭାରତ ସହ ଶତ୍ରୁତା ଛାଡି ପାରୁ ନାହିଁ। ପାକିସ୍ତାନୀ ସେନାର ମିଡିଆ ଓ୍ବିଙ୍ଗ ଇଣ୍ଟର ସର୍ଭିସ ପବ୍ଲିକ ରିଲେଶନ(ଆଇଏସପିଆର)ର ଡିଜି ମେଜର...

ପପୁଆ ନ୍ୟୁ ଗିନିରେ ୫.୬ ତୀବ୍ରତାର ଭୂକମ୍ପ

ପୋର୍ଟ ମୋରସବେ,୩।୫: ପପୁଆ ନ୍ୟୁ ଗିନିରେ ବୁଧବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫,୬ ମପାଯାଇଛି। ଭୂକମ୍ପ ପପୁଆ ନ୍ୟୁ ଗିନିର ଉତ୍ତର-ପଶ୍ଚିମରେ ଥିବା ଅଂବୁଂତିରେ ହୋଇଛି। ୟୁରୋପିୟାନ ମେଡିଟେରେନିୟନ ସିସ୍ମୋଲଜିକାଲ ସେଣ୍ଟରର ସୂଚନା...

ମଙ୍ଗଳରେ ରହିଛି ଭରପୁର ଜଳ: ଜୁରୋଙ୍ଗ ପଠାଇଲା ରିପୋର୍ଟ…

ବେଜିଂ,୩।୫ : ମଙ୍ଗଳ ଗ୍ରହରେ ଆଶା କରାଯାଉଥିବା ଠାରୁ ଅଧିକ ଜଳ ରହିଥିବାର ପ୍ରମାଣ ମିଳିଛି। ଜୁରୋଙ୍ଗ ନାମକ ଚାଇନା ମାର୍ସ ରୋଭର ଏହି ଦିଗରେ ନୂତନ ତଥ୍ୟ ସଂଗ୍ରହ କରିଛି। ସାଇନ୍ସ ଆଡଭାନ୍ସ୍‌ ପତ୍ରିକାରେ ଏହି ନୂତନ ଅଧ୍ୟୟନ...

ରୁଷିଆ ଉପରେ ବିମାନ ଆକ୍ରମଣ କଲା ୟୁକ୍ରେନ୍‌, ବିସ୍ଫୋରଣରେ ଦ୍ୱିତୀୟ ଦିନରେ ପୁଣିଥରେ ଓଲଟିଲା ଟ୍ରେନ

ମସ୍କୋ,୩।୫: ୟୁକ୍ରେନର ବାଖମୁତରେ ଲାଗି ରହିଥିବା ଲଢେଇ ମଧ୍ୟରେ, ୟୁକ୍ରେନ୍‌ ରୁଷିଆ ଉପରେ କଡା ଜବାବ ଦେଇଛି। ୟୁକ୍ରେନର ଆକ୍ରମଣ ଫଳରେ ରୁଷିଆର ସୀମାବର୍ତ୍ତି ଅଞ୍ଚଳରେ ଏକ ମାଲଗାଡି ଟ୍ରାକରୁ ଖସି ଓଲଟି ଯାଇଛି। ଏହି ଘଟଣା ରୁଷିଆର ପଶ୍ଚିମ...

ଆଇପିସିଏ ପ୍ରୋଟୋକଲ ପାଳନ କରୁନି ଭାରତ: ଆମେରିକା ରିପୋର୍ଟ…

ଓ୍ବାଶିଂଟନ,୩।୫ : ଆମେରିକାର ଏକ ରିପୋର୍ଟରେ ଦର୍ଶାଯାଇଛି ,ଅନ୍ତର୍ଜାତୀୟ ପିତାମାତା ଶିଶୁ ଅପହରଣ (ଆଇପିସିଏ) ପ୍ରୋଟୋକଲକୁ ଅନୁସରଣ କରୁ ନ ଥିବା ୧୪ ଟି ଦେଶ ମଧ୍ୟରେ ଭାରତ ରହିଛି। ୨୦୨୩ ପାଇଁ ଆଇପିସିଏ ଉପରେ ଆମେରିକାର ଗୃହ ବିଭାଗର...

ଭାରତୀୟ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତ କର

ଓ୍ବାଶିଂଟନ,୩ା୫ : ଭାରତରେ ଧର୍ମୀୟ ସ୍ବାଧୀନତାର ଗୁରୁତର ଉଲ୍ଲଂଘନ ହେଉଛି। ଏଥିପାଇଁ ଦାୟୀ ସରକାରୀ ଅଧିକାରୀ ଓ ସଂସ୍ଥାଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ ଆମେରିକାର ଫେଡେରାଲ କମିଶନ ଜୋ ବାଇଡେନ୍‌ ପ୍ରଶାସନକୁ ଆହ୍ବାନ ଦେଇଛି।...

ପୁତ୍ରଙ୍କୁ ଉତ୍ତରାଧିକାରୀ ଭାବେ ପଦବୀ ଦେବେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ…

ଫନୋମ ପେହ୍ନ,୨।୫ : କାମ୍ବୋଡିଆରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। କିନ୍ତୁ କ୍ଷମତାର କେନ୍ଦ୍ର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ଘରେ ରହିବ। ୪୦ ବର୍ଷ ଧରି ଦେଶରେ ଶାସନ କରୁଥିବା ହୁନ ସେନ ବର୍ତ୍ତମାନ ତାଙ୍କ ପଦକୁ ପୁତ୍ରଙ୍କୁ...

ନେପାଳରେ ହିମସ୍ଖଳନ: ୮ ଜଣ ବରଫ ତଳେ ରହିଥିବା ଆଶଙ୍କା…

କାଠମାଣ୍ଡୁ,୨।୫ : ନେପାଳର ଦାର୍ଚୁଲା ଜିଲାରେ ହିମସ୍ଖଳନ ଘଟିଛି। ଏହି ଘଟଣାରେ ୮ ଜଣ ବରଫ ତଳେ ରହିଥିବାର ଆଶଙ୍କା ରହିଛି। ପୋଲିସ କହିଛି, ସେମାନଙ୍କର ସନ୍ଧାନ ଜାରି ରହିଛି। ଘଟଣାସ୍ଥଳରେ ପୋଲିସ ସହିତ ସଶସ୍ତ୍ର ପୋଲିସ ଫୋର୍ସର ଟିମ...

ଖେବର ପଖତୁନଖ୍ବାରେ ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରେ ଟିଟିପି କମାଣ୍ଡର ବି ସାମିଲ

ପେଶାଓ୍ବର,୨।୫: ପାକିସ୍ତାନ ସୁରକ୍ଷାକର୍ମୀ ଦେଶର ଅଶାନ୍ତ ଅଞ୍ଚଳ ଖେବର ପଖତୁନଖ୍ବାରେ ଭିନ୍ନ ଭିନ୍ନ ଗୁଇନ୍ଦା ଆଧାରିତ ଅଭିଯାନରେ ଜଣେ କୁଖ୍ୟାତ ତହରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି) କମାଣ୍ଡର ଓ ଦୁଇ ଅନ୍ୟଙ୍କୁ ନିହତ କରିଛନ୍ତି। ଏହାସହ କିଛି ମହତ୍ୱପୂର୍ଣ୍ଣ ଗିରଫଦାରି ବି କରିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri