ଅନ୍ତର୍ଜାତୀୟ

ପାକିସ୍ତାନ ଉପରେ ଆମେରିକାର କଡ଼ା ନଜର…

ଓ୍ବାଶିଂଟନ,୩୦।୪ : କିଛି ଦିନ ପୂର୍ବେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ଅନେକ ଗୋପନୀୟ ଡକ୍ୟୁମେଣ୍ଟ ଇଣ୍ଟରନେଟରେ ଶେୟାର କରାଯାଇଥିଲା। ସୁପର ପାୱାରଙ୍କ ଘରର ଗୁପ୍ତ ତଥ୍ୟ ବାହାରେ ପଡ଼ିବାରୁ ସମଗ୍ର ବିଶ୍ୱରେ ଉତ୍ତେଜନା ଦେଖାଦେଇଥିଲା। ବର୍ତ୍ତମାନ ଏହି ଲିକ ହୋଇଥିବା...

ନ୍ୟୁଜିଲାଣ୍ଡରେ ମୋଦିଙ୍କ ‘ମନ୍‌ କି ବାତ୍‌’ ଶୁଣି ପୋଷ୍ଟରକୁ ଆଶୀର୍ବାଦ କଲେ ବୃଦ୍ଧା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ନ୍ୟୁୟର୍କ,୩୦ା୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ମନ୍‌ କି ବାତ୍‌’ର ୧୦୦ ତମ ଏପିସୋଡ୍‌ ପ୍ରଚାର କରିଛନ୍ତି। ଯାହା ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍‌ କି ବାତ’ଙ୍କ...

ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଟୁଇଟ କଲା ମା’କାଳୀଙ୍କ ଆପତ୍ତିଜନକ ଫଟୋ…

କିଭ୍‌,୩୦।୪ : ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଦେଇଥିବା ୟୁକ୍ରେନ ବର୍ତ୍ତମାନ ଏଭଳି କାର୍ଯ୍ୟ କରିଛି, ଯାହା ଦ୍ୱାରା ଭାରତୀୟଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ ଫଟୋ ଟୁଇଟ କରାଯାଇଛି ଯାହା ଭାରତୀୟମାନଙ୍କୁ ଆଘାତ ଦେଇଛି।...

ବିଶ୍ୱ ମହାଶକ୍ତିର ରଣନୀତି ନେଇ ହେବ ଐତିହାସିକ ବୈଠକ: ବାଇଡେନ, ମୋଦି ଦେବେ ଯୋଗ

ସିଡ୍‌ନୀ,୩୦ା୪: ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ ଜେମ୍ସ ମାର୍‌ପେ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ପ୍ରଶାନ୍ତ ଦ୍ୱୀପପୁଞ୍ଜର ନେତାମାନଙ୍କ ସହ ଯୋଗଦେବେ। ମାର୍‌ପେ ଏକ ବିବୃତ୍ତିରେ କହିଛନ୍ତି, ଏହା...

ଡ୍ରଗ୍ସ ଚୋରା ଚାଲାଣ, ଟଙ୍କା ହେରଫେର ମାମଲାରେ ମୂଳ ଭାରତୀୟ ଦୋଷୀ ସାବ୍ୟସ୍ତ, ମିଳିଲା ୯ ବର୍ଷର କରାଦଣ୍ଡ

ଲଣ୍ଡନ,୩୦।୪: ବ୍ରିଟେନର ଏକ କୋର୍ଟ ଡ୍ରଗ୍ସ ଚୋରା ଚାଲାଣ ଓ ମନି ଲଣ୍ଡରିଂ ମାମଲାରେ ଜଣେ ମୂଳ ଭାରତୀୟଙ୍କୁ ୮ ବର୍ଷ ୧୦ ମାସର ସଜା ଶୁଣାଇଛନ୍ତି। ୟୁକେର ରାଷ୍ଟ୍ରୀୟ ଅପରାଧ ଏଜେନ୍ସି(ଏନସିଏ) କହିଛି ତା’ର ଅଧିକାରୀମାନେ ପ୍ରମାଣ କରିଛନ୍ତି...

ପୁଟିନଙ୍କ ବିରୋଧରେ ହୋଇପାରେ ‘ସେନା ବିଦ୍ରୋହ’? ରୁଷିଆ କମାଣ୍ଡର ଦେଲେ ଚେତାବନୀ

ମସ୍କୋ,୩୦।୪: ରୁଷିଆର କମାଣ୍ଡର ଇଗୋର ଗିରକିନ ଚେତାବନୀ ଦେଇଛନ୍ତି କି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ‘ସେନା ବିଦ୍ରୋହ’ ହୋଇପାାର। ଆଉ ଏହି ବିଦ୍ରୋହ ଓ୍ବାଗନର ଗ୍ରୁପ କରିପାରନ୍ତି। ସୂଚନାଯୋଗ୍ୟ, ରୁଷିଆର ପ୍ରାଇଭେଟ ଆର୍ମି ଓ୍ବାଗନର ଗ୍ରୁପର ମୁଖ୍ୟ...

ଉତ୍ତେଜନାମୂଳକ କାର୍ଯ୍ୟ ବନ୍ଦ କରିବାକୁ ଚାଇନାକୁ କହିଲା ଆମେରିକା

ଓ୍ବାଶିଂଟନ,୩୦ା୪: ଦକ୍ଷିଣ ଚାଇନା ସାଗରରେ ଉତ୍ତେଜନାମୂଳକ ତଥା ଅସୁରକ୍ଷିତ ଆଚରଣ ବନ୍ଦ କରିବାକୁ ଆମେରିକା ଚାଇନାକୁ ଆହ୍ବାନ କରିଛି। ସ୍ବରାଷ୍ଟ୍ର ବିଭାଗ ଏକ ବିବୃତ୍ତିରେ କହିଛି ଯେ, ‘ଆମେ ଚାଇନାକୁ ଏହାର ଉତ୍ତେଜକ ତଥା ଅସୁରକ୍ଷିତ ଆଚରଣରୁ ନିବୃତ୍ତ ହେବାକୁ...

ପାକିସ୍ତାନରେ ମାତା-ପିତା କନ୍ୟା ସନ୍ତାନଙ୍କ କବରର ସୁରକ୍ଷା ପାଇଁ ଲଗାଉଛନ୍ତି ତାଲା, ମୃତଦେହକୁ କରାଯାଉଛି ବଳାତ୍କାର

ଇସଲାମାବାଦ,୨୯।୪: ପାକିସ୍ତାନରୁ ଏକ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି। ଏଠାକାର ଅନେକେ ମାତାପିତା ସେମାନଙ୍କ ମୃତ କନ୍ୟାଙ୍କ କବରରେ ତାଲା ଲଗାଇ ସେମାନଙ୍କୁ ବଳାତ୍କାରରୁ ବଞ୍ଚାଇ ରଖୁଛନ୍ତି। ଡେଲି ଟାଇମ୍ସର ରିପୋର୍ଟ ଅନୁଯାୟୀ, ଦେଶରେ ନେକ୍ରୋଫିଲିଆ ଅର୍ଥାତ୍‌ ମୃତ...

ଚାଇନା ସହିତ ସମ୍ପର୍କ ଖରାପ ହେବାର କାରଣ କହିଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୨୯ା୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଚାଇନା ସହ ଭାରତର ସମ୍ପର୍କ ବିଗିଡ଼ିବା ନେଇ ଏକ କଥା କହିଛନ୍ତି। ସେ କହିଛନ୍ତି, ଭାରତ ସମସ୍ତ ଦେଶ ସହ ସମ୍ପର୍କ ବଢ଼ାଇ ଚାଲିଥିବା ବେଳେ ଚାଇନା ସହ ସମ୍ପର୍କ ଏକ...

ଜାତିସଂଘରେ ହେବ ୧୦୦ ତମ ମନ କି ବାତର ସିଧା ପ୍ରସାରଣ…

ନୂଆଦିଲ୍ଲୀ/ନ୍ୟୁୟର୍କ,୨୯।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ଏପ୍ରିଲ ୩୦)ରେ ୧୦୦ ତମ ଥର ପାଇଁ ଦେଶବାସୀଙ୍କ ସହ ‘ମନ କି ବାତ’ କରିବେ। ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୦୦ ତମ ଏପିସୋଡ ଆସନ୍ତାକାଲି ମିଳିତ ଜାତିସଂଘ...

ଶୁକ୍ରାଣୁ ଦାନ କରୁଥିବା ୪୧ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ଲାଗିଲା ରୋକ, ୫୫୦-୬୦୦ ସନ୍ତାନଙ୍କର ହୋଇ ସାରିଛନ୍ତି ପିତା

ଆମଷ୍ଟରଡର୍ମ,୨୯।୪: ନେଦରଲ୍ୟାଣ୍ଡସ କୋର୍ଟ ଶୁକ୍ରାଣୁ ଦାନ କରୁଥିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ରୋକ ଲଗାଇଛନ୍ତି। ବ୍ୟକ୍ତି ଜଣଙ୍କ ଏବେ ପର୍ଯ୍ୟନ୍ତ ତାଙ୍କ ଶୁକ୍ରାଣୁରୁ ୪୦୦-୫୦୦ ଶିଶୁଙ୍କୁ ଜନ୍ମ ଦେଇ ସାରିଛନ୍ତି। ହେଗ ଜିଲା ନ୍ୟାୟାଳୟ ଅନୁଯାୟୀ, ବ୍ୟକ୍ତି...

ଜାତିସଂଘ ମୁଖ୍ୟାଳୟରେ ବି ଶୁଣିବାକୁ ମିଳିବ ମନ କି ବାତର ୧୦୦ତମ ଏପିସୋଡ, ବିଲ ଗେଟସ୍‌ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୨୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ଏପିସୋଡର ପ୍ରଚାର ଜାତିସଂଘର ମୁଖ୍ୟଳୟରେ ବି କରାଯିବ। ଏହି କାର୍ଯ୍ୟକ୍ରମର ୧୦୦ ତମ ଏପିସୋଡ ରବିବାର ୩୦ ଏପ୍ରିଲରେ ପ୍ରଚାରିତ ହେବ । ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri