ଅନ୍ତର୍ଜାତୀୟ

ନିଜ ସହରକୁ ଉଡ଼ାଇଲା ରୁଷିଆ: ପଡ଼ିଲା ୫୦୦ କେ.ଜି. ଓଜନର ବୋମା

ମସ୍କୋ,୨୧ା୪: ଦୀର୍ଘ ୧୪ ମାସ ଧରି ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବା ରୁଷିଆ ଭୁଲ୍‌ବଶତଃ ନିଜ ସହର ବେଲଗୋରୋଡ୍‌କୁ ଟାର୍ଗେଟ କରିଛି। ରୁଷିଆର ଏକ ଏସ୍‌ୟୁ-୩୪ ଯୁଦ୍ଧବିମାନ ଶୁକ୍ରବାର ଆକସ୍ମିକ ଭାବେ ଏହି ସୀମାନ୍ତ ସହରରେ ବୋମା ନିକ୍ଷେପ...

ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ନେପାଳବାସୀ, ପ୍ରଶ୍ନ ଘେରରେ ସରକାର

କାଠମାଣ୍ଡୁ,୨୧।୪: ନେପାଳରେ ଦରଦାମ ବୃଦ୍ଧିକୁ କାବୁକୁ ଆଣିବାରେ ନେପାଳ ସରକାର ବିଫଳ ହୋଇଛନ୍ତି। ଗତକିଛିଦିନ ହେବ ଆସିଥିବା ସଂଖ୍ୟା ଏହା ସ୍ପଷ୍ଟ କରିଛି। ଏବେ ଏହାକୁ ନେଇ ଅର୍ଥଶାସ୍ତ୍ରୀ ଏବେ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ଉଠାଯାଇଥିବା ପଦକ୍ଷେପକୁ ନେଇ ପ୍ରଶ୍ନ...

ଇସ୍ତଫା ଦେଲେ ବ୍ରିଟେନର ଉପ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୧।୪: ବ୍ରିଟେନର ଉପ ପ୍ରଧାନମନ୍ତ୍ରୀ ଡୋମିନିକ ରାବ ଶୁକ୍ରବାର ଦିନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ସମସ୍ତଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗରେ ତାଙ୍କ ଉପରେ ତଦନ୍ତ ଚାଲିଛି। ଏହିି ପରିସ୍ଥିତିରେ ଡୋମିନିକ ଏକ ଚିଠି ଲେଖି ପ୍ରଧାନମନ୍ତ୍ରୀ...

‘ଏକ ଫଳପ୍ରଦ ଯାତ୍ରାକୁ ନେଇ ଆଗକୁ ବଢ଼ିବି’

ଗୁୟାନା,୨୧ା୪: ତିନି ଦିନିଆ ଗସ୍ତରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଶୁକ୍ରବାର ଗୁୟାନାରେ ପହଞ୍ଚିଛନ୍ତି। ଗୁୟାନାର ରାଜଧାନୀ ଜର୍ଜଟାଉନରେ ପହଞ୍ଚିବା ପରେ ଜୟଶଙ୍କରଙ୍କୁ ଗୁୟାନାର ବୈଦେଶିକ ମନ୍ତ୍ରୀ ହଗ୍‌ ଟଡ୍‌ ସ୍ବାଗତ କରିଥିଲେ। ଆଜିଠାରୁ ଏସ୍‌ ଜୟଶଙ୍କର...

ପୁଣି ଥରେ ତାଇଓ୍ବାନକୁ ଚେତାବନୀ ଦେଲା ଚାଇନା

ବେଜିଂ,୨୧ା୪: ଚାଇନାର ବୈଦେଶିକ ମନ୍ତ୍ରୀ ଶୁକ୍ରବାର ପୁଣି ଥରେ ତାଇଓ୍ବାନକୁ ଧମକ ଦେଇଛନ୍ତି। ସେ କହିଛନ୍ତି, ବେଜିଂର ଦାବିକୁ ବିରୋଧ କରୁଥିବା ବ୍ୟକ୍ତି ନିଜ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି। ବୈଦେଶିକ ମନ୍ତ୍ରୀ କିନ୍‌ ଗ୍ୟାଙ୍ଗ ବିଶ୍ୱ ଅର୍ଥନୀତିରେ ଚାଇନାର...

ଆସନ୍ତା ସପ୍ତାହରେ ନିର୍ବାଚନ ଅଭିଯାନ ଘୋଷଣା କରିପାରନ୍ତି ଜୋ ବାଇଡେନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ଟିମ ଆସନ୍ତା ସପ୍ତାହରେ ପୁଣିଥରେ ତାଙ୍କ ନିର୍ବାଚନ ଅଭିଯାନ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛନ୍ତି। ‘ଦ ଓ୍ବାଶିଂଟନ ପୋଷ୍ଟ’ର ଖବର ଅନୁଯାୟୀ ରାଷ୍ଟ୍ରପତିଙ୍କ ସହଯୋଗୀ ଅଫିସିୟାଲି ତାଙ୍କ ଅଭିଯାନର ଆରମ୍ଭ...

ଭାରତୀୟ ରେସ୍ତୋରାଁରେ ଫୋନ କରି ଗ୍ରାହକଙ୍କ ସହ କଥା ହେଲେ, ସେମାନଙ୍କ ପାଇଁ ଟେବୁଲ ବି ବୁକିଂ କଲେ ପ୍ରିନ୍ସ ଓ୍ବିଲିୟମ୍ସ

ବର୍ମିଂହାମ,୨୧।୪: ବ୍ରିଟେନର ପ୍ରିନ୍ସ ଓ୍ବିଲିୟମ୍ସ ଗୁରୁବାର ରାଜକୀୟ ଯାତ୍ରା ସମୟରେ ସେ ଜଣେ ଅଜଣା ଗ୍ରାହକଙ୍କ ସହ ଫୋନରେ କଥା ହୋଇଛନ୍ତି। ଭାକୟା ବର୍ମିହାମର ଏକ ଭାରତୀୟ ରେସ୍ତୋରାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ସେ ଜଣେ ଅଜଣା...

ୟୁକ୍ରେନ୍‌ରେ ନାଟୋ ମୁଖ୍ୟ

କିଭ୍‌,୨୧ା୪: ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ମହାସଚିବ ଜେନ୍ସ ଷ୍ଟୋଲ୍‌ଟେନ୍‌ବର୍ଗ ଗୁରୁବାର ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଗସ୍ତ କରି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି। ୨୦୨୨ ଫେବୃୟାରୀ ୨୪ରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ଏହା ହେଉଛି ନାଟୋ...

ପ୍ରଥମଥର ପାଇଁ ୟୁକ୍ରେନରେ ପହଞ୍ଚିଲେ ନାଟୋ ମୁଖ୍ୟ

କିଭ୍‌,୨୦ା୪: ରୁଷିଆ ଆକ୍ରମଣ ପରେ ନାଟୋ ସେକ୍ରେଟାରୀ ଜେନେରାଲ ଜେନ୍ସ ଷ୍ଟୋଲଟେନ୍‌ବର୍ଗ ପ୍ରଥମ ଥର ପାଇଁ ୟୁକ୍ରେନରେ ପହଞ୍ଚିଛନ୍ତି। ଗୁରୁବାର ଏନେଇ ନାଟୋର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନାମ ଗୋପନ ରଖି ଏହି ଅଧିକାରୀ ଜଣକ କହିଛନ୍ତି, ନାଟୋ...

ଆମେରିକା ଓ୍ବାରେଣ୍ଟରେ ଲଣ୍ଡନରୁ ଭାରତୀୟ ନାଗରିକ ଗିରଫ

ଲଣ୍ଡନ,୨୦ା୪: ଆମେରିକାର ପ୍ରତ୍ୟର୍ପଣ ଓ୍ବାରେଣ୍ଟରେ ବ୍ରିଟେନ ପୋଲିସ ଲଣ୍ଡନରୁ ଜଣେ ଭାରତୀୟ ନାଗରିକଙ୍କୁ ଗିରଫ କରିଛି। ଭାରତୀୟ ମୂଳ ସୁନ୍ଦର ନାଗରାଜନଙ୍କ ଉପରେ ଆତଙ୍କବାଦୀ ସଂଗଠନ ହିଜିବୁଲ୍‌କୁ ଅର୍ଥ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି। ମଦୁରାଇରେ ଜନ୍ମିତ ନାଗରାଜନ(୬୫) ଆସନ୍ତା...

ରୁଷିଆ-ୟୁକ୍ରେନ ଯୁଦ୍ଧ: କିଭ୍‌ ଆକାଶରେ ରହସ୍ୟମୟ ଆଲୋକ…

କିଭ୍‌,୨୦।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। କିଭର ଲୋକମାନେ ସର୍ବଦା ଆକ୍ରମଣର ଭୟରେ ରହୁଛନ୍ତି। ଏଭଳି ପରିସ୍ଥିତିରେ ବୁଧବାର କିଭ୍‌ ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଯାଇଥିଲା। ଏହାପରେ ସହରରେ ସୁରକ୍ଷା ସାଇରନ୍‌...

କାଲିଫର୍ନିଆ ଗୁରୁଦ୍ୱାରରେ ଗୁଳିକାଣ୍ଡ, ୧୭ ଶିଖ ଗିରଫ, ୨ ଅପରାଧି ଭାରତରେ ଓ୍ବାଣ୍ଟେଡ

ଓ୍ବାଶିଂଟନ,୨୦।୪: କାଲିଫର୍ନିଆର ସୌକରାମେଣ୍ଟୋ ସ୍ଥିତ ଗୁରୁଦ୍ୱାର ସମେତ ୧୧ ସ୍ଥାନରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ କିଛି ଏଜେନ୍ସି ଦ୍ୱାରା କରାଯାଇଥିବା ଯାଞ୍ଚ ପରେ ୧୭ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅପରାଧିମାନେ ହେଲେ ଶିଖ। ଏମାନଙ୍କ ମଧ୍ୟରୁ ୨...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri