ଅନ୍ତର୍ଜାତୀୟ

ପୃଥିବୀରେ ହେବାକୁ ଯାଉଛି ଭୟଙ୍କର ଭୂକମ୍ପ! ପ୍ରଶାନ୍ତ ମହାସାଗରର ତଳ ଭାଗରେ ଲିକ, ବୈଜ୍ଞାନିକଙ୍କ ଚେତାବନୀ…

ଓ୍ବାଶିଂଟନ,୧୫।୪ : ପ୍ରଶାନ୍ତ ମହାସାଗରରେ ଫଲ୍ଟ ଲାଇନ୍ସ ନାମକ ଅଞ୍ଚଳରେ ଏକ ଲିକ ହୋଇଛି। ଏହା ପୃଥିବୀରେ ଏକ ବଡ଼ ଭୂକମ୍ପର ସଙ୍କେତ ଦେଇଛି। ବୈଜ୍ଞାନିକମାନେ କହିଛନ୍ତି ପ୍ରଶାନ୍ତ ମହାସାଗରରେ ଥିବା ଏହି ଲିକ ଦିନେ ବଡ଼ ଭୂକମ୍ପ ସୃଷ୍ଟି...

ଚାଇନା ବ୍ୟକ୍ତି ଜିତିଲେ ଭିନ୍ନ ଲକି ଡ୍ର, ମିଳିଲା ୧ ବର୍ଷର ପେଡ ଲିଭ

ବେଜିଂ,୧୫।୪: ଆଜିକାଲି କାମ ବୋଝ ବେଳକୁ ବେଳ ବଢିବାରେ ଲାଗିଛି। ସେଥିପାଇଁ ମାନସିକ ଓ ଶାରୀରିକ ସ୍ତରରେ ଛୁଟି ନେବା ଜରୁରୀ। ନିକଟରେ ଚାଇନାର ଶେନଜେନରେ ଏକ କମ୍ପାନୀ ତା’ର କର୍ମଚାରୀଙ୍କ ପାଇଁ ବିଶେଷ ଧରଣର ଲକି ଡ୍ର ସ୍କିମ...

ସ୍ପେସ ଷ୍ଟେଶନରେ ଚାଷ କରାଯାଇଥିବା ଟମାଟୋ ପୃଥିବୀ ମୁହାଁ…

ଫ୍ଳୋରିଡା,୧୫।୪ : ଆମେରିକାର ସ୍ପେସ ଏଜେନ୍ସି ନାସା ଘୋଷଣା କରିଛି, ମହାକାଶରେ ଥିବା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ- ଆଇଏସଏସରେ ଚାଷ ହୋଇଥିବା ଟମାଟୋ ଏପ୍ରିଲ ୧୫ ରେ ସ୍ପେସ ଏକ୍ସର ଏକ କାର୍ଗୋ ମହାକାଶଯାନ ସିଆରଏସ-୨୭ ମାଧ୍ୟମରେ ପୃଥିବୀକୁ ଫେରିବ।...

ଜାପାନ ପ୍ରଧାନମନ୍ତ୍ରୀ କିଶିଦାଙ୍କ ଉପରେ ଆକ୍ରମଣ: ମୋଦି କଲେ ନିନ୍ଦା…

ଟୋକିଓ,୧୫।୪ : ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପରେ ଆକ୍ରମଣ କରାଯାଇଛି। ପଶ୍ଚିମ ଜାପାନର ବନ୍ଦର ପରିଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ପହଞ୍ଚିବା ପରେ ଏହି ଆକ୍ରମଣ ହୋଇଥିଲା। କୁହାଯାଉଛି ଯେ ଯେତେବେଳେ ସେ ୱାକାୟାମାରେ ଯାତ୍ରା କରୁଥିଲେ,...

ପୁଣି ବଢ଼ିବ ପେଟ୍ରୋଲ ଦର

ଇସଲାମାବାଦ,୧୫ା୪: ପାକିସ୍ତାନରେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ଲୋକଙ୍କ ଉପରେ ଭାର ବଢ଼ିବାକୁ ଯାଉଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାର ଆସନ୍ତା ଦୁଇ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୧୦-୧୪ଟଙ୍କା ବୃଦ୍ଧି କରିବାକୁ ଯାଉଛନ୍ତି।...

ସୁଡାନରେ ଗୃହଯୁଦ୍ଧ: ଭାରତୀୟ ଦୂତାବାସ ଜାରି କଲା ଆଡଭାଇଜରୀ…

ଖାର୍ତୁମ,୧୫।୪ : ପାରାମିଲିଟାରୀ ଫୋର୍ସ ଏବଂ ଦେଶର ସେନା ମଧ୍ୟରେ କିଛି ଦିନ ଧରି ତିକ୍ତତା ପରେ ସୁଦାନର ରାଜଧାନୀ ଖାର୍ତୁମରେ ବନ୍ଧୁକ ଫୁଟିବା ଓ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ସହରର ମଧ୍ୟଭାଗରେ ଥିବା ସେନା...

ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀଙ୍କ ଭଣଜା ଗିରଫ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫ା୪: ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ଥିବା ପୋଲିସ କର୍ମଚାରୀ ଏକ ଡ୍ରଗ୍ସ ରାକେଟକୁ ଧରିବାରେ ସଫଳ ହୋଇଛି। ଏଥିରେ ବଲତେଜ ସିଂ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯିଏକି ସତଓ୍ବନ୍ତ ସିଂଙ୍କ ଭଣଜା। ଯିଏକି ସାଥୀ ଅଙ୍ଗରକ୍ଷୀ ବେଆନ୍ତ ସିଂଙ୍କ...

ଏଆଇର ଅପବ୍ୟବହାର ରୋକିବା ଜରୁରୀ: ଜାତିସଂଘରେ କହିଲା ଭାରତ…

ଜେନେଭା,୧୫।୪ : ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନ ମିଳିତ ଜାତିସଂଘ ମୁଖ୍ୟାଳୟ କମ୍ପ୍ଲେକ୍ସରେ ଏକ ସମ୍ମିଳନୀ ଆୟୋଜନ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ଟେକ୍ନୋଲୋଜିର ବିଶେଷ କରି କୃତ୍ରିମ ବୁଦ୍ଧିମତା (ଏଆଇ) ର ଭୂମିକା ଉପରେ...

ଇଦ୍‌-ଉଲ୍‌-ଫିତର ପରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବେ ଇମ୍ରାନ

ଇସଲାମାବାଦ,୧୫ା୪: ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ ଇଦ୍‌-ଉଲ୍‌-ଫିତର ପରେ ଦେଶରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ପିଟିଆଇ କର୍ମୀ ଏବଂ ସମର୍ଥକଙ୍କୁ ସମ୍ବୋଧିତ କରି କହିଛନ୍ତି, ଇଦ୍‌-ଉଲ-ଫିତର...

କ୍ଷେପଣାସ୍ତ୍ର ପରୀକ୍ଷା କଲା ଚାଇନା

ବେଜିଂ,୧୫ା୪: ଚାଇନା ଏକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଚାଇନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଅପରେଶନ କରାଯାଇଥିଲା ଏବଂ ଏହାର ଉଦ୍ଦେଶ୍ୟ ହାସଲ କରାଯାଇଥିଲା। ଏହି ପରୀକ୍ଷା ବିଷୟରେ ମନ୍ତ୍ରଣାଳୟ ଅଧିକ ସୂଚନା...

ଶାନ୍ତି ପ୍ରାର୍ଥନାରେ ଗୁଟେରସଙ୍କ ସହ ସାମିଲ ହେଲେ ଅନେକ ଧର୍ମର ନେତା

ଜେନେଭା,୧୫।୪: ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିୟୋ ଗୁଟେରସ ଯୁଦ୍ଧ ଓ ରାଜନୈତିକ ଧ୍ରୁବିକରଣ ଦ୍ୱାରା ବିଚ୍ଛିନ୍ନ ହୋଇଥିବା ବିଶ୍ୱ ପାଇଁ ଏକତାର ଆହ୍ବାନ କରିଛନ୍ତି। ମିଳିତ ଜାତିସଂଘ କହିଛି ଯେ ହିନ୍ଦୁ ଧର୍ମ ଓ ଶିଖ ଧର୍ମ ସହିତ ଅନେକ...

ପୁଅର ଅନ୍ତିମ ସଂସ୍କା କରିଥିବା ପାଦ୍ରିଙ୍କୁ ଭେଟି କାନ୍ଦି ପକାଇଲେ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି

ଓ୍ବାଶିଂଟନ,୧୫।୪: ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆୟାରଲ୍ୟାଣ୍ଡ ଗସ୍ତରେ ଅଛନ୍ତି। ଏହି ସମୟରେ ତାଙ୍କର ସାକ୍ଷାତ୍‌ ହୋଇଛି ଜଣେ ପାଦ୍ରିଙ୍କ ସହ, ଯେ କି ତାଙ୍କ ପୁଅର ଅନ୍ତିମ ସଂସ୍କାର କରାଇଥିଲେ। ତାଙ୍କୁ ଭେଟିବା ପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri