ଅନ୍ତର୍ଜାତୀୟ

୨୦୦ ବିଲିୟନ ଡଲାର ସମ୍ପତ୍ତିର ଅଧିକାରୀ ବର୍ନାର୍ଡ

ଓ୍ବାଶିଂଟନ୍‌, ୬।୪: ଲୁଇସ୍‌ ଭିଟୋନ (ଏଲ୍‌ଭିଏମ୍‌ଏଚ୍‌) ଅଧ୍ୟକ୍ଷ ତଥା ସିଇଓ ବର୍ନାର୍ଡ ଅର୍ନଲ୍ଟ ଏବେ ୨୦୦ ବିଲିୟନ୍‌ ଡଲାର ସମ୍ପତ୍ତିର ମାଲିକ। ନିକଟରେ ଫୋର୍ବସ୍‌ ପକ୍ଷରୁ ପ୍ରକାଶ ପାଇଥିବା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାର ଶୀର୍ଷରେ ଥିବା ବର୍ନାର୍ଡଙ୍କ...

ଯୌନ ସଂଭୋଗ ଏକ ସୁନ୍ଦର ଅନୁଭବ: ପୋପ୍‌

ରୋମ୍‌, ୭।୪: ଈଶ୍ୱରପ୍ରଦତ୍ତ ଜିନିଷଗୁଡ଼ିକ ମଧ୍ୟରୁ ଯୌନ ସଂଭୋଗ ସବୁଠାରୁ ସୁନ୍ଦର ଅନୁଭବ ବୋଲି ବୁଧବାର ପ୍ରକାଶିତ ଡକ୍ୟୁମେଣ୍ଟାରିରେ ପୋପ୍‌ ଫ୍ରାନ୍ସିସ୍‌ ଉଲ୍ଲେଖ କରିଛନ୍ତି। ଗତବର୍ଷ ଡିଜ୍‌ନୀ ପ୍ଲସ୍‌ ପ୍ରଡକ୍ସନ୍‌ ପକ୍ଷରୁ ‘ଦ ପୋପ୍‌ ଆନ୍‌ସରର୍ସ’ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରାଯାଇଥିଲା।...

ବିମାନ ଦୁର୍ଘଟଣା: ୨ ମହିଳାଙ୍କ ସମେତ ୪ ମୃତ

ଓ୍ବାଶିଂଟନ,୭ା୪: ଫ୍ଲୋରିଡାର ଗଲ୍ଫ କୋଷ୍ଟ ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଦୁଇ ମହିଳା ଥିଲେ। ବର୍ତ୍ତମାନ ପୋଲିସ ସମସ୍ତ...

ହିକିକୋମୋରି: ଏକାନ୍ତବାସରେ ୧୫ ଲକ୍ଷ

ଟୋକିଓ, ୭।୪: ମହାମାରୀ କରୋନା ସଂକ୍ରମଣ ରୋକିବା ସକାଶେ ବିଭିନ୍ନ ଦେଶ ସଙ୍ଗରୋଧ ବା ଆଇସୋଲେଶନ୍‌ ନିୟମ ଅବଲମ୍ବନ କରିଥିଲେ। ପାଖାପାଖି ୨ ବର୍ଷ ପରେ ଯେତେବେଳେ କୋଭିଡ୍‌-୧୯ ସଂକ୍ରମଣ ନିୟନ୍ତ୍ରଣକୁ ଆସିଲା, ସେ ସମୟରେ ଲୋକେ ଆଇସୋଲେଶନ୍‌ରେ ନ...

କାଲିଫର୍ନିଆରେ ଭାରତୀୟ-ଆମେରିକୀୟଙ୍କ ରାଲି

ଓ୍ବାଶିଂଟନ, ୭ା୪(ପି.ଟି.): ଜାତିଭିତ୍ତିକ ପକ୍ଷପାତକୁ ସ୍ପଷ୍ଟ ଭାବେ ନିଷେଧ ଲାଗି ଆମେରିକାର କାଲିଫର୍ନିଆ ଷ୍ଟେଟ୍‌ ସିନେଟରେ ଡେମୋକ୍ରାଟିକ୍‌ ସଦସ୍ୟ ଆଣିଥିବା ବିଲ୍‌କୁ ବିରୋଧ କରି ଶତାଧିକ ଭାରତୀୟ-ଆମେରିକୀୟ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସିନେଟକୁ ନିର୍ବାଚିତ ପ୍ରଥମ ମୁସଲମାନ...

ଚାଇନା ସ୍ବାର୍ଥରେ, ମାକ୍‌ରଁ ନିରାଶ

ବେଜିଂ/ପ୍ୟାରିସ୍‌/ଓ୍ବାଶିଂଟନ୍‌,୭ା୪: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଗୁରୁବାର ୟୁକ୍ରେନ୍‌ ଶାନ୍ତି ଆଲୋଚନା ପାଇଁ ଆହ୍ବାନ ଦେଇଛନ୍ତି। ବେଜିଂ ଗସ୍ତରେ ଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ସହ ଆଲୋଚନା ପରେ ସେ ଏହି ଶାନ୍ତି ପ୍ରସ୍ତାବ ଦେଇଛନ୍ତି। ଏହି ଅବସରରେ...

ରୁଷିଆର ଉତ୍ତର କାକେଶସରେ ଫୁଟିଲା ଗୁଳି, ୩ ପୋଲିସ ମୃତ, ୮ ଆହତ

ଉତ୍ତର କାକେଶସ,୬।୪: ରୁଷିଆର ଉତ୍ତର କାକେଶସରେ ଗୁଳି ଫୁଟିଥିବା ଖବର ଆସିଛି। ରୁଷିଆ ସମାଚାର ଏଜେନ୍ସି ଗୁରୁବାର କହିଛି କି ରୁଷିଆର ଉତ୍ତର କାକଶେସ ଗଣରାଜ୍ୟ ଇଙ୍ଗୁଶେତିଆରେ ଗୁଳି ଫୁଟିଥିବା ଖବର ଆସିଛି। ଏହି ଘଟଣାରେ ୩ ପୋଲିସକର୍ମୀଙ୍କ ମୃତ୍ୟୁ...

୧୧୦୦୦ ଫୁଟରେ ଉଡୁଥିଲା ବିମାନ, କକ୍‌ପିଟରେ ସାପ ଦେଖି ଜରୁରୀ ଅବତରଣ କରାଇଲେ ପାଇଲଟ

ପ୍ରିଟୋରିଆ,୬ା୪: ଦକ୍ଷିଣ ଆଫ୍ରିକାର ପାଇଲଟଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପାଇଲଟ ରୁଡୋଲ୍ଫ ଏରସ୍ମସ୍‌ଙ୍କ ପାଇଁ ଏହା ଏକ ନିତିଦିନିଆ ବିମାନ ଥିଲା। ଯେପର୍ଯ୍ୟନ୍ତ ସେ ଅନୁଭବ କଲେ ଯେ, ବିମାନଟି ଆଉ ଜଣେ ଯାତ୍ରୀଙ୍କୁ ନେଇ ଯାଉଛି।...

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ ଜିନପିଙ୍ଗ

ବେଜିଂ,୬।୪: ଚାଇନାର ରାଜଧାନି ବେଜିଂରେ ଗୁରୁବାର ଫ୍ରାନ୍ସ ରାଷ୍ଟ୍ରପତି ଇମ୍ୟାନୁଏଲ ମ୍ୟାକ୍ରୋନଙ୍କୁ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଔପଚାରିକ ସାକ୍ଷାତ୍‌ କରିଛନ୍ତି। ଏହି ସୂଚନା ଏଏଫପି ପକ୍ଷରୁ ଦିଆଯାଇଛି। ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ...

ପାକିସ୍ତାନୀ ସେନା-ଆତଙ୍କବାଦୀ ମୁହାଁମୁହିଁ: ୮ ଆତଙ୍କବାଦୀ ନିହତ …

ଇସଲାମବାଦ,୬।୪ : ଖାଇବର ପସ୍ତୁନଖ୍ବା ପ୍ରଦେଶରେ ଆତଙ୍କବାଦୀ ଲୁଚି ରହିଥିବା ଅଞ୍ଚଳରେ ରାତାରାତି ପାକିସ୍ତାନୀ ସେନା ଦ୍ୱାରା ହୋଇଥିବା ଆକ୍ରମଣରେ ଆଠ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ଜଣେ ସୈନିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେନାର ଗଣମାଧ୍ୟମ ଆଇଏସପିଆର...

ମାଗଣା ରାଶନ ବଣ୍ଟାରେ ହେରଫେର ନେଇ ପାକିସ୍ତାନ ଲୋକେ କଲେ ଅଭିଯୋଗ…

ଇସଲାମାବାଦ,୬।୪ : ମାଗଣା ରାଶନ ବଣ୍ଟନ କରୁଥିବାବେଳେ ପାକିସ୍ତାନର ମନସେହରା ଗାଁର ଲୋକମାନେ ପ୍ରଶାସନ ନିକଟରେ ଏଥିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀ କହିଛନ୍ତି,ସରକାର ଅଭାବୀ ପରିବାରକୁ ମାଗଣାରେ ଅଟା ବଣ୍ଟନ କରନ୍ତି। କିନ୍ତୁ କିଛି ଲୋକ...

ଜାତିସଂଘ ପରିସଂଖ୍ୟାନ ଆୟୋଗକୁ ଭାରତ ନିର୍ବାଚିତ…

ଜେନେଭା,୬।୪ : ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବଡ଼ ସଫଳତା ମିଳିଛି। ଚାରି ବର୍ଷ ପାଇଁ ମିଳିତ ଜାତିସଂଘର ପରିସଂଖ୍ୟାନ ଆୟୋଗକୁ ଭାରତ ନିର୍ବାଚିତ ହୋଇଛି। ଚାଇନା ସମେତ ଅନ୍ୟ ଦେଶକୁ ପଛରେ ପକାଇ ଭାରତ ଏହି ସଫଳତା ହାସଲ କରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri