ଅନ୍ତର୍ଜାତୀୟ

ଦକ୍ଷିଣ ତିବ୍ବତ୍‌ରେ ଭୂକମ୍ପ

ଶିଜାଙ୍ଗ୍‌,୩ା୪: ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି (ଏନ୍‌ସିଏସ୍‌) ଅନୁଯାୟୀ, ସୋମବାର ସକାଳେ ଦକ୍ଷିଣ ତିବ୍ଦତର ଶିଜାଙ୍ଗ୍‌ ଅଞ୍ଚଳରେ ୪.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି...

ଜନସଂଖ୍ୟା ସନ୍ତୁଳନ ପାଇଁ ସପ୍ତାହେ ଛୁଟି

ବେଜିଂ,୩।୪: ୨ ବର୍ଷ ହେଲା ଚାଇନାରେ ଜନ୍ମହାର କମିବାରେ ଲାଗିଛି। ଫଳରେ ଦେଶର ଜନସଂଖ୍ୟା ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ଜନସଂଖ୍ୟାରେ ସନ୍ତୁଳନ ଆଣିବା ଲାଗି ଚାଇନାର ୯ଟି କଲେଜ ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି। କଲେଜରେ...

ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୩

କାବୁଲ,୨।୪: ଆଫଗାନିସ୍ତାନରେ ରବିବାର ପୁଣି ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା କୁହାଯାଉଛି। ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜି କହିଛି, ଭୂକମ୍ପର ଝଟକା ଆଫଗାନିସ୍ତାନର ଫୌଜାବାଦରେ ଅଧିକ ରହିଛି। ଏହି ଭୂକମ୍ପରେ ଏବେ...

ଭାରତ ସହିତ ଶକ୍ତି ଚୁକ୍ତି ସ୍ବାକ୍ଷର କରିବାକୁ ଚାହୁଁଛି ନେପାଳ

କାଠମାଣ୍ଡୁ,୨ା୪: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ ନେପାଳ ଭାରତ ସହିତ ୨୫ ବର୍ଷ ପାଇଁ ବିଜୁଳି ଶକ୍ତି ଚୁକ୍ତି ସ୍ବାକ୍ଷର କରିବାକୁ ଯୋଜନା କରିଛନ୍ତି। ଯଦିଓ ନେପାଳ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ସରକାରୀ...

ଓକାଲୋହୋମାର ବାର୍‌ରେ ଗୁଳିକାଣ୍ଡ: ୩ ମୃତ…

ଓ୍ବାଶିଂଟନ,୨।୪ : ଆମେରିକାରେ ଗୁଳିକାଣ୍ଡ ଘଟଣା କମିବାର ନା ଧରୁନି। ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଶନିବାର ରାତିରେ ଓକାଲୋହୋମାରେ ଆଉ ଏକ ଗୁଳକାଣ୍ଡ ଘଟିଛି। ଅଭିଯୁକ୍ତମାନେ ୬ ଜଣଙ୍କୁ ଟାର୍ଗେଟ କରି ଆଖିକୁଜା ଗୁଳି...

ଆମେରିକାରେ ଘୂର୍ଣ୍ଣିବଳୟର ତାଣ୍ଡବ, ୬ଲକ୍ଷରୁ ଅଧିକ ଘରେ ନାହିଁ ବିଜୁଳି

ଓ୍ବାଶିଂଟନ,୨।୪: ଆମେରିକାରେ ପୁଣିଥରେ ଘୂର୍ଣ୍ଣିବଳୟ ତାଣ୍ଡବ ରଚିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏଠାରେ ଦକ୍ଷିଣ-ମଧ୍ୟ ଓ ପୂର୍ବ ଆମେରିକାରେ ଶୁକ୍ରବାର ଓ ଶନିବାର ଆସିଥିବା ଘୂର୍ଣ୍ଣିବଳୟରେ ମୃତକଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଏଥିରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା...

ଇରାନ ସୀମାରେ ପାକିସ୍ତାନ ସେନାଙ୍କ ଉପରେ ଆତଙ୍କବାଦୀ ଆକମ୍ରଣ, ୪ ଯବାନ ମୃତ

ଇସଲାମାବାଦ,୨।୪: ପାକିସ୍ତାନର ବଲୁଚିସ୍ତାନରେ ସେନା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଇରାନ ସୀମା ନିକଟରେ ଏକ ଚରମପନ୍ଥୀ ସଙ୍ଗଠନ ଦ୍ୱାରା ଏହି ଆକ୍ରମଣ କରାଯାଇଛି। ଏଥିରେ ୪ ପାକିସ୍ତାନୀ ସେନାଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ କେତେଜଣ ଆହତ ହୋଇଛନ୍ତି।...

୨୦୨୪ ନିର୍ବାଚନ ପାଇଁ ବଡ଼ ଘୋଷଣା କରିପାରନ୍ତି ବାଇଡେନ

ଓ୍ବାଶିଂଟନ,୨ା୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ନିର୍ବାଚନରେ ଭାଗ ନେବେ ବୋଲି ଘୋଷଣା କରିଛନ୍ତି। ତଥାପି ଏନେଇ ଆଉ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। କିଏ ଏହାକୁ ପରିଚାଳନା କରିବ? ଏହା...

ହଟ ଏୟାର ବେଲୁନରେ ନିଆଁ: ପର୍ଯ୍ୟଟକମାନେ ଆକାଶରୁ ଡେଇଁଲେ, ସୋସିଆଲ ମିଡିଆରେ ଭାଇରାଲ…

ମେକ୍ସିକୋ ସିଟି,୨।୪ : ସୋସିଆଲ ମିଡିଆରେ ମେକ୍ସିକୋର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହଟ ଏୟାର ବେଲୁନ ଆକାଶରେ ଉଡୁଛି ଏବଂ ହଠାତ ଏଥିରେ ନିଆଁ ଲାଗି ଯାଉଛି। ଏହି ସମୟରେ କିଛି ଲୋକେ...

ଝଡ଼ ପ୍ରଭାବିତ ସହରର ନାଁ ଭୁଲିଗଲେ ରାଷ୍ଟ୍ରପତି

ଓ୍ବାଶିଂଟନ,୨ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମିସିସିପିର ‘ରୋଲିଂ ଫର୍କ ସହରକୁ ଯିବାବେଳେ ଏକ ବଡ଼ ଭୁଲ୍‌ କରିଛନ୍ତି। ଯେତେବେଳେ ସେ ଝଡ଼ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସମ୍ବୋଧିତ କରୁଥିଲେ, ସେ ବାରମ୍ବାର ‘ରୋଲିଂ ଫର୍କକୁ’ ‘ରୋଲିଂ ଷ୍ଟୋନ୍‌’ ବୋଲି...

ଶ୍ରୀଲଙ୍କା ଆଣିବ ନୂଆ ଆତଙ୍କବାଦ ବିରୋଧୀ ବିଲ୍‌…

କଲମ୍ବୋ,୨।୪ : ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କା ଏହାର ବିବାଦୀୟ ଆତଙ୍କବାଦ ବିରୋଧୀ ଆଇନ (ପିଟିଏ) ୧୯୭୯ ରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଦୀନେଶ ଗୁନାୱାର୍ଡେନା ଏ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ସେ...

ଏସିଆନ ଦେଶରେ ବୃଦ୍ଧି ପାଉଛି ଭାରତର ପ୍ରଭାବ: ଚିନ୍ତାରେ ଚାଇନା…

ସିଙ୍ଗାପୁର,୨।୪ : ବର୍ତ୍ତମାନ ଏସିଆନ ଦେଶମାନଙ୍କ ମଧ୍ୟରେ ଭାରତର ପ୍ରଭାବ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସିଙ୍ଗାପୁରର ୟୁସୁଫ ଇଶାକ ଇନଷ୍ଟିଚ୍ୟୁଟର ଏକ ସର୍ଭେ ଏଜେନ୍ସି ଆଇଏସଇଏସଏ ନିକଟରେ ଏସିଆନ ଦେଶଗୁଡିକରେ ଏକ ସର୍ଭେ କରିଥିଲା। ଏଥିରେ ଚାଇନା ବଦଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri