ଅନ୍ତର୍ଜାତୀୟ

ଚିଲିରେ ମଣିଷଠାରେ ବାର୍ଡ ଫ୍ଲୁର ପ୍ରଥମ ମାମଲା ଚିହ୍ନଟ: କୁକୁଡା ରପ୍ତାନୀ ବନ୍ଦ…

ସାଣ୍ଟିଆଗୋ,୩୦।୩ : ଚିଲିରେ ମନୁଷଠାରେ ବାର୍ଡ ଫ୍ଲୁର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଯାହା ପରେ ଦେଶରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଜଣେ ୫୩ ବର୍ଷ ବୟସ୍କ ବ୍ୟକ୍ତି ବାର୍ଡ ଫ୍ଲୁରେ...

ପାକିସ୍ତାନର ପୋଲିସ ଶିବିର ଉପରେ ଆକ୍ରମଣ, ଡିଏସପି ସମେତ ୩ ପୋଲିସ କର୍ମୀ ମୃତ

ଇସଲାମାବାଦ,୩୦ ।୩: ପାକିସ୍ତାନରୁ ସକାଳୁ ସକାଳୁ ଏକ ଲହୁ ଲୁହାଣର ଖବର ସାମ୍ନାକୁ ଆସିଛି । ସେଠାରେ ଥିବା ଲକି ମାରୱାତରେ ଥିବା ପୋଲିସ ପୋଷ୍ଟ ଉପରେ ଏକ ବଡ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ପୋଲିସ ଫୋର୍ସକୁ...

ମୁସରତ ହିଲାଲି ହେବେ ପେଶାଓ୍ବର ହାଇକୋର୍ଟର ପ୍ରଥମ ମହିଳା ଚିଫ୍‌ ଜଷ୍ଟିସ୍‌

ଇସ୍‌ଲାମାବାଦ, ୩୦।୩: ପାକିସ୍ତାନର ଜଷ୍ଟିସ୍‌ ମୁସରତ ହିଲାଲି ପେଶାଓ୍ବର ହାଇକୋର୍ଟର ପ୍ରଥମ ମହିଳା ଚିଫ୍‌ ଜଷ୍ଟିସ୍‌ ହେବେ। ମୁସରତି ଏପ୍ରିଲ୍‌ ୧ରେ ଏହି ଦାୟିତ୍ୱ ଗ୍ରହଣ କରିବେ। ହାଇକୋର୍ଟ ଚିଫ୍‌ ଜଷ୍ଟିସ୍‌ ଦାୟିତ୍ୱ ଗ୍ରହଣ କରିବାରେ ମୁସରତ ଦ୍ୱିତୀୟ ମହିଳା।...

ମାନବ ଜାତି ପାଇଁ ଘାତକ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’

ଓ୍ବାଶିଂଟନ୍‌, ୩୦।୩: ଶିକ୍ଷା ହେଉ ଅବା ଉଦ୍ୟୋଗ, ପ୍ରତିଟି କ୍ଷେତ୍ରରେ ଏବେ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଜଣେ ଅନ୍ୟ ଜଣଙ୍କଠାରୁ କିପରି ଆଗରେ ରହିବ ସେ ନେଇ ତର୍କ ଓ ତର୍ଜମା ଲାଗି ରହିଛି। ବିଜ୍ଞାନ ଗବେଷଣାରେ ମଧ୍ୟ ସମାନ...

ଟୁଇଟରର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଣ୍ଟକୁ ଭାରତରେ କଲା ବ୍ଲକ

ନୂଆଦିଲ୍ଲୀ/ଇସଲାମାବାଦ,୩୦ ।୩: ଟୁଇଟର ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଣ୍ଟକୁ ଭାରତରେ ବ୍ଲକ କରି ଦେଇଛି । ଟୁଇଟରରେ ଜାରି କରାଯାଇଥିବା ନୋଟିସ ଅନୁଯାୟୀ ଆଇନଗତ କାରଣ ଯୋଗୁ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ...

ସେନା ଶିବିର ଉପରେ ଇଏଲଏନ ଆକ୍ରମଣରେ ୯ ସେନାଙ୍କ ମୃତ୍ୟୁ, ନିନ୍ଦା କଲେ କଲମ୍ବିଆ ରାଷ୍ଟ୍ରପତି

ବୋଗୋଟା,୩୦ ।୩: ପୂର୍ବୋତ୍ତର କଲମ୍ବିଆରେ ଏକସେନା ଶିବର ଉପରେ ନ୍ୟାଶନାଲ ଲିବରେଶନ ଆର୍ମି(ଇଏଲଏନ) ଗୁରିଲ୍ଲା ଭାବେ ପରିଚିତ କଲମ୍ବିଆର ବିଦ୍ରୋହୀ ସଂଗଠନ ଦ୍ୱାରା କରାଯାଇଥିବା ଆକ୍ରମଣରେ ୯ ସେନାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ କ୍ୟାଟେଟୁମ୍ବା ଅଞ୍ଚଳରେ ଜଣେ ନଗରପାଳିକା,...

ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ପୋପ ଫ୍ରାନସିସି

ଭାଟିକାନ ସିଟି,୩୦ ।୩: ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପୋପ ଫ୍ରାନସିସିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସିଏନଏନର ରିପୋର୍ଟ ଅନୁଯାୟୀ, ଭାଟିକାନର ପ୍ରବକ୍ତା ମାଟେଓ ବ୍ରୁନି ବୁଧବାର ଏକ ବୟାନରେ ଏହି ଘୋଷଣା କରିଛନ୍ତି । ସେ...

ହିଜାବ ନ ପିନ୍ଧିଲେ ୪୯ ଲକ୍ଷ ଟଙ୍କା ଜୋରିମନା

ତେହରାନ,୨୯।୩: ଇରାନରେ ମହିଳାଙ୍କ ପାଇଁ ନିୟମ ଆହୁରି କଠୋର ହୋଇଛି। ଇରାନ ସଂସଦ ମହିଳାମାନଙ୍କ ଡ୍ରେସ କୋଡକୁ ନେଇ ଏକ ନୂତନ ନିୟମ କରିଛି। ଏହି ନିୟମ ଅନୁଯାୟୀ, ଯଦି ମହିଳାମାନେ ହିଜାବ ପିନ୍ଧିବେ ନାହିଁ, ତେବେ ସେମାନଙ୍କୁ ୪୯...

ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଓ୍ବାରେଣ୍ଟ ଜାରି

ଇସଲାମାବାଦ,୨୯ା୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି। ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ ଦେଶର ଏକ କୋର୍ଟ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି। ମାଜିଷ୍ଟ୍ରେଟ୍‌ ମଲିକ ଅମାନ...

ଦକ୍ଷିଣ ଚାଇନା ସାଗରରେ ଆମେରିକା ଯୋଗୁ ଅଡୁଆରେ ଚାଇନା…

ଓ୍ବାଶିଂଟନ,୨୯।୩ : ଆମେରିକା ଦକ୍ଷିଣ ଚାଇନା ସାଗରରେ ନିଜର ଯୁଦ୍ଧ ଜାହାଜର କାର୍ଯ୍ୟକଳାପକୁ ବୃଦ୍ଧି କରିଛି। ଚାଇନା ଉପରେ ସର୍ବାଧିକ ଚାପ ପ୍ରୟୋଗ କରିବା ଏହାର ରଣନୀତିର ଏକ ଅଂଶ ଭାବେ ଏଭଳି କରାଯାଉଛି। ବେଜିଂ ଭିତ୍ତିକ ଥିଙ୍କ ଟ୍ୟାଙ୍କ...

ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ: ୯୦ ଲକ୍ଷ ଭୋକରେ…

କାବୁଲ,୨୯।୩ : ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଚ୍ପି) ର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ପ୍ରାୟ ୯୦ ଲକ୍ଷ ଲୋକ ଅର୍ଥନୈତିକ ଏବଂ ମାନବିକ ସଙ୍କଟ ମଧ୍ୟରେ ଭୋକ ଉପାସରେ ଅଛନ୍ତି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ...

ଇମ୍ରାନଙ୍କୁ ଠକ କହିଲେ ପ୍ରଧାନମନ୍ତ୍ରୀ

ଇସଲମାବାଦ,୨୯ା୩: ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନର ନ୍ୟାଶନାଲ ସଂସଦରେ କହିଛନ୍ତି ଯେ, ସରକାର ଏବଂ ତାଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନା କେବଳ ସମ୍ଭବ ହେବ ଯଦି ସେ ତାଙ୍କର ‘ଭୁଲ୍‌’କୁ ଗ୍ରହଣ କରନ୍ତି। ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri