ଅନ୍ତର୍ଜାତୀୟ

ସୁପ୍ରିମକୋର୍ଟ ଯିବ ଜନସନ ଆଣ୍ଡ ଜନସନ

ୱାଶିଂଟନ,୨୩ ।୩: ବେବି ପାଉଡରରୁ କ୍ୟାନସର ହେବା ଘଟଣାକୁ ନେଇ ୩୮ ହଜାର ମାମଲା ଓ ହଜାର କୋଟି ଡଲାରର ଜରିମାନା ରାଶିକୁ ନେଇ ଅଡୁଆରେ ପଡିଯାଇଥିବା ଆମେରିକାର ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ ଏଥିରୁ ଆଶ୍ୱସ୍ତି ପାଇବାକୁ...

ବ୍ରେକ୍‌ଅପ୍‌ ଅବସାଦ ଦୂର କରିବ ‘ଲଭ୍‌ ବେଟର’

ନ୍ୟୁଜିଲାଣ୍ଡ, ୨୩। ୩: ବର୍ତ୍ତମାନର ଯୁବପିଢ଼ିଙ୍କ କ୍ଷେତ୍ରରେ ବ୍ରେକ୍‌ଅପ୍‌ଜନିତ ଅବସାଦ ଅଧିକମାତ୍ରାରେ ବଢ଼ିଯାଇଛି। ପ୍ରେମରେ ପ୍ରତାରଣା ତଥା ପ୍ରେମୀ ଯୁଗଳଙ୍କ ମଧ୍ୟରେ ମତାନ୍ତର ହେବା ପରେ ଉଭୟେ ସମ୍ପର୍କ ଶେଷ କରିବାର ଯେଉଁ ନିଷ୍ପତ୍ତି ନିଅନ୍ତି, ତାହା ହେଉଛି ବ୍ରେକ୍‌ଅପ୍‌।...

କାଲିଫର୍ନିଆରେ ବନ୍ୟା: ଲକ୍ଷାଧିକ ପ୍ରଭାବିତ

ଲସ୍‌ଏଞ୍ଜେଲ୍ସ, ୨୩।୩: ଆମେରିକାର କାଲିଫର୍ନିଆରେ ଝଡ଼, ବର୍ଷା ଯୋଗୁ ବହୁ ଲୋକ ପ୍ରଭାବିତ ହୋଇଛନ୍ତି। ଲଗାଣ ବର୍ଷା ଫଳରେ ଟୁଲେ ନଦୀରେ ବନ୍ୟା ଆସିବାରୁ ୧୪,୦୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଉ ୪୭,୦୦୦ ଲୋକଙ୍କୁ ସ୍ଥାନ ଛାଡ଼ିବା...

ଏଡିନବର୍ଗ ଡକୟାର୍ଡରେ ଜାହାଜ ଓଲଟିବାରୁ ୨୫ ଆହତ

ଏଡିନବର୍ଗ(ସ୍କଟଲାଣ୍ଡ),୨୩ ।୩: ଯାତ୍ରୀରେ ପୂର୍ଣ୍ଣ ଥିବା ଏକ ଜାହାଜ ବୁଧବାର ସ୍କଟଲାଣ୍ଡର ଏକ ଡକୟାର୍ଡରେ ଆଂଶିକ ଭାବେ ଓଲଟି ଯାଇଛି । ଏହି ଘଟଣାରେ ୨ ଡଜନରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନାଦୋଲୁ ଏଜେନ୍ସି ଏହି ସୂଚନା...

ଆଉ ଜଣେ ପୁଟିନ୍‌ ସମାଲୋଚକଙ୍କ ମୃତ୍ୟୁ

ମସ୍କୋ,୨୩ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଆଉ ଜଣେ ସମାଲୋଚକଙ୍କ ମୃତ୍ୟୁ ଘଟିଛି। ୩୫ ବର୍ଷୀୟ କଣ୍ଠଶିଳ୍ପୀ ଡିମା ନୋଭା (ପ୍ରକୃତ ନାମ ଡିମିଟ୍ରି ସିର୍‌ଗୁନୋଭ୍‌) ଲୋକପ୍ରିୟ ଇଲେକ୍ଟ୍ରୋନିକ୍‌ ଗ୍ରୁପ୍‌ କ୍ରିମ୍‌ ସୋଡାର ପ୍ରତିଷ୍ଠାତା ଥିଲେ। ମାର୍ଚ୍ଚ ୧୯ରେ ସେ...

ଟ୍ରମ୍ପ୍‌ଙ୍କ ଜୀବନରେ ଷ୍ଟର୍ମି ଝଡ଼

ଓ୍ବାଶିଂଟନ,୨୩ା୩: ୨୦୨୪ରେ ହ୍ବାଇଟ୍‌ ହାଉସ୍‌କୁ ପୁଣି ପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜୀବନରେ ଉଠିଛି ଷ୍ଟର୍ମି ଝଡ଼। ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କ ସହ ରିପବ୍ଲିକାନ୍‌ ନେତା ଟ୍ରମ୍ପ୍‌ଙ୍କ ଯୌନ ସମ୍ପର୍କ...

ପଞ୍ଜାବ ପ୍ରାନ୍ତରେ ହେବାକୁ ଥିବା ନିର୍ବାଚନ ସ୍ଥଗିତ, ଅକ୍ଟୋବରରେ ହେବ ନୂଆ ତାରିଖର ଘୋଷଣା

ଲାହୋର,୨୩ ।୩: ପାକିସ୍ତାନ ନିର୍ବାଚନ କମିଶନ ବୁଧବାର ପଞ୍ଜାବ ପ୍ରାନ୍ତରେ ହେବାକୁ ଥିବା ନିର୍ବାଚନକୁ ସ୍ଥିଗିତ ରଖିଛନ୍ତି । ଏହା ପଛରେ ଦେଶର ଖରାପ ଆଇନ ବ୍ୟବସ୍ଥାର ଖରାପ ସ୍ଥିତିକୁ ଦାୟୀ କରାଯାଇଛି । ଏବେ ଅକ୍ଟୋବର ୮ରେ ନିର୍ବାଚନର...

ଆର୍ଜେଣ୍ଟିନା-ଚିଲିରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୫, ୬.୩

ବୁଇନସ ଏରିସ/ସାଣ୍ଟିଆଗୋ,୨୩ ।୩: ଆର୍ଜେଣ୍ଟିନାରେ ବୁଧବାର ଏକ ଭୂକମ୍ପ ଅନୁଭୂତ ହୋଇଛି । ୟୁଏସ ଜିଓଲଜିକାଲ ସର୍ଭେ(ୟୁଏସଜିଏସ) ଭୂକମ୍ପ ସମ୍ପର୍କରେ ସୂଚନା ଦେଇଛି । ୟୁଏସ ଜିଓଲଜିକାଲ ସର୍ଭେ ଆର୍ଜେଣ୍ଟିନାର ସ୍ୟାନ ଆଣ୍ଟୋନିୟୋ ଡି ଲସ କୋବରେସର ଉତ୍ତର-ଉତ୍ତର ପଶ୍ଚିମରୁ...

ଭାରତୀୟ ହାଇ କମିଶନ ବାହାରେ ପ୍ରଦର୍ଶନ କଲେ ଖଲିସ୍ତାନୀ ସମର୍ଥକ

ଲଣ୍ଡନ,୨୨।୩: ଲଣ୍ଡନରେ ଖଲିସ୍ତାନୀ ସମର୍ଥକମାନେ ବୁଧବାର ପୁଣି ଭାରତୀୟ ହାଇ କମିଶନ ବାହାରେ ପ୍ରଦର୍ଶନ କରିଛନ୍ତି। ପରିସ୍ଥିତିକୁ ଅନୁଧ୍ୟାନ କରି ହାଇ କମିଶନଙ୍କ ସୁରକ୍ଷା ବୃଦ୍ଧି କରାଯିବା ସହ ବ୍ୟାରିକେଡ ଲଗାଯାଇଛି। ଏହି ବ୍ୟାରିକେଡ ସମ୍ମୁଖରେ ଠିଆ ହୋଇ ହାତରେ...

ଟିକ୍‌ଟକ୍‌ ବ୍ୟାନ୍‌ କରିବ ଆମେରିକା

ଓ୍ବାଶିଂଟନ,୨୨ା୩: ଚାଇନାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟିକ୍‌ଟକ୍‌କୁ ଆମେରିକା ବ୍ୟାନ୍‌ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଆପ୍‌ ଯୋଗୁ ବଢୁଥିବା ଅନ୍ତର୍ଜାତୀୟ ସୁରକ୍ଷାକୁ ନେଇ ଆମେରିକା ବହୁ ଚିନ୍ତିତ। ତେବେ ବିଶେଷଜ୍ଞମାନେ କୁହନ୍ତି, ଏହି ଆପ୍‌କୁ ନିଷିଦ୍ଧ କରିବା...

ଜେଲେନସ୍କିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଳୋଚନା କଲେ ଜାପାନ ପ୍ରଧାନମନ୍ତ୍ରୀ

କିଭ୍‌,୨୨।୩: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୟୁକ୍ରେନ ଗସ୍ତ ଯାଇ କିଭ୍‌ରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ଉଭୟ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଦୁଇ ନେତାଙ୍କ ଆଲୋଚନା ପରେ ମିଳିତ...

ଚେତାବନୀ ସତ୍ତ୍ୱେ ସୁଧୁରୁନି ଉତ୍ତର କୋରିଆ

ସିଓଲ,୨୨ା୩: ବୁଧବାର ଉତ୍ତର କୋରିଆ ଏହାର ପୂର୍ବ ଉପକୂଳରୁ ଅନେକ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ଦକ୍ଷିଣ କୋରିଆ ସେନା ସୂଚନା ଦେଇଛନ୍ତି। ଚେତାବନୀ ସତ୍ତ୍ୱେ ଉତ୍ତର କୋରିଆ କ୍ରମାଗତ ଭାବରେ କ୍ଷେପଣାସ୍ତ୍ର ପରୀକ୍ଷା ଜାରି ରଖିଛି। ଦକ୍ଷିଣ କୋରିଆ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri