ଅନ୍ତର୍ଜାତୀୟ

ପାକିସ୍ତାନ ସରକାରଙ୍କ ଦୃଢ଼ ପଦକ୍ଷେପ: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ୩୦୦ ଡଲାରରୁ ଅଧିକ ମୂଲ୍ୟର ଉପହାର ଗ୍ରହଣ କରିବା ମନା…

ଇସଲାମାବାଦ,୧୪।୩ : ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟ ସଦସ୍ୟଙ୍କ ସମେତ ନିର୍ବାଚିତ ଅଧିକାରୀଙ୍କୁ ୩୦୦ ଡଲାରରୁ ଅଧିକ ମୂଲ୍ୟର ତୋସାଖାନା ଉପହାର ପ୍ରଦାନ ଉପରେ ପାକିସ୍ତାନର କେନ୍ଦ୍ର ସରକାର ବାରଣ କରିଛନ୍ତି। ବିଚାରପତି ତଥା ସାଧାରଣ ନାଗରିକ ତଥା ସାମରିକ...

ହଂକଂର ଗୃହ ସମସ୍ୟା: ଚାଇନାର ଉଦ୍ଦେଶ୍ୟ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ…

ବେଜିଂ,୧୪।୩ :  ଦାମୀ ଆକାଶ ଛୁଆଁ କୋଠାଥିବା ହଂକଂରେ ଏବେ ଗୃହ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ହଂକଂର ସାଧାରଣ ଘର ମଧ୍ୟ ଲକ୍ଷ ଲକ୍ଷ ଡଲାରରେ ବିକ୍ରି ହେଉଛି। ଏପରିକି ପାର୍କିଂ ସ୍ଥାନଗୁଡ଼ିକର ମୂଲ୍ୟ ଦଶ ଲକ୍ଷ ଟଙ୍କା...

ବାସ୍ତବିକତାକୁ ବିଚାର ନ କରି ୟୁକ୍ରେନରେ ଏକ ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ ନୁହେଁ: ରୁଷିଆ…

ମସ୍କୋ,୧୪।୩ : ମଙ୍ଗଳବାର ଦିନ କ୍ରେମଲିନ କହିଛି ଯେ ପରିସ୍ଥିତିର ନୂତନ ବାସ୍ତବତାକୁ ବିଚାର ନ କରି ୟୁକ୍ରେନରେ ଏକ ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ ନୁହେଁ। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ଶତ୍ରୁତା ବନ୍ଦ କରିବା ଉପରେ...

ଇମ୍ରାନଙ୍କୁ ଗିରଫ କରିବାକୁ ଆସିଥିବା ପୋଲିସ ସହ ସମର୍ଥକ ମୁହାଁମୁହିଁ

ଇସ୍‌ଲାମାବାଦ୍‌,୧୪।୩: ପାକିସ୍ତାନ ରାଜୀନତିରେ ବତ୍ତର୍ମାନ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଇମ୍ରାନଙ୍କୁ ଗିରଫ କରିବା ପାଇଁ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଛି। କିନ୍ତୁ ତାଙ୍କ ସମର୍ଥକମାନେ ଏକ ବିରାଟ ଜନସମାଗମ କରି ହଙ୍ଗାମା କରିଛନ୍ତି।...

ଶ୍ରୀଲଙ୍କାରେ ଚକ-ଅଖ ବନ୍ଦ: ଶ୍ରମିକ ସଂଠନର ଧର୍ମଘଟ…

କଲମ୍ବୋ,୧୪।୩ : ଶ୍ରୀଲଙ୍କାରେ ସରକାରଙ୍କ ବିରୋଧର ଏକ ନୂଆ ଜନ ଆନ୍ଦୋଳନ ଆରମ୍ଭ ହୋଇଛି। ମଙ୍ଗଳବାର ମଧ୍ୟରାତ୍ରିରୁ ସମଗ୍ର ଦେଶରେ ଚକ-ଅଖ ବନ୍ଦ କରିବାକୁ ଟ୍ରେଡ ୟୁନିଅନ ଘୋଷଣା କରିଛି। ଏହି ୟୁନିଅନର ଆହ୍ବାନରେ ବିଦ୍ୟୁତଏବଂ ଶକ୍ତି, ଡାକ୍ତରୀ, ବ୍ୟାଙ୍କିଙ୍ଗ...

ଇମ୍ରାନଙ୍କୁ କୋର୍ଟରେ ଆଶ୍ୱସ୍ତି, ଜାମିନବିହୀନ ଓ୍ବାରେଣ୍ଟ ଉପରେ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ରୋକ…

ଇସଲାମାବାଦ,୧୪।୩ : ମହିଳା ବିଚାରପତି ତଥା ଅନ୍ୟ ଅଧିକାରୀଙ୍କୁ ଧମକ ଦେବା ମାମଲାରେ ଅଡୁଆରେ ପଡିଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ଇମ୍ରାନ ଖାନଙ୍କ ବିରୋଧରେ ଜାରି...

ଅବସର ବୟସ ସୀମା ବୃଦ୍ଧି କରିବ ଚାଇନା, ୨୦୩୫ ବେଳକୁ ଦେଶରେ ୪୦ କୋଟି ଲୋକେ ହେବ ୬୦ ବର୍ଷ ବୟସ୍କ…

ବେଜିଂ,୧୪।୩ : ଦେଶର ଦ୍ରୁତ ବୃଦ୍ଧାବୃଦ୍ଧ ଜନସଂଖ୍ୟାକୁ ମୁକାବିଲା କରିବା ପାଇଁ ଚାଇନା ଅବସର ବୟସକୁ ଧୀରେ ଧୀରେ ଏବଂ ପର୍ଯ୍ୟାୟକ୍ରମେ ବୃଦ୍ଧି କରିବାକୁ ଯୋଜନା କରୁଛି। ସରକାରୀ ଗ୍ଲୋବାଲ ଟାଇମ୍ସ ମଙ୍ଗଳବାର ଦିନ ଚାଇନା ମାନବ ସମ୍ବଳ ମନ୍ତ୍ରଣାଳୟର...

ଆମେରିକାକୁ କିମ୍‌ଙ୍କ ଚେତାବନୀ, ମିଳିତ ସମରାଭ୍ୟାସ ମଧ୍ୟରେ ପରୀକ୍ଷା କଲେ କ୍ଷେପଣାସ୍ତ୍ର…

ପ୍ୟୋଙ୍ଗୟାଙ୍ଗ,୧୪।୩ : ମଙ୍ଗଳବାର ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ସିଓଲ ଏକ ବିବୃତ୍ତିରେ କହିଛି ଯେ ଆଜି ଆମେରିକା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ମିଳିତ ସାମରିକ ଅଭ୍ୟାସ ଆରମ୍ଭ ହେବା ପୂର୍ବରୁ ଉତ୍ତର କୋରିଆ...

ବିଦେଶୀଙ୍କ ପାଇଁ ସମସ୍ତ ବର୍ଗର ଭିଜା ଜାରି କରିବ ଚାଇନା…

ବେଜିଂ,୧୪।୩ : ବୁଧବାର ଠାରୁ ବିଦେଶୀମାନଙ୍କ ପାଇଁ ସମସ୍ତ ବର୍ଗର ଭିଜା ପୁଣି ପ୍ରଦାନ ଆରମ୍ଭ କରିବ ବୋଲି ଚାଇନା କହିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ତିନି ବର୍ଷ ପୂର୍ବେ ଲାଗୁ ହୋଇଥିବା ଏକ ପ୍ରତିବନ୍ଧକକୁ ଚାଇନା ଏବେ...

ଚାଇନାକୁ ତିନିପଟୁ ଘେରିବା ଯୋଜନା: ଆମେରିକା-ବ୍ରିଟେନ-ଅଷ୍ଟ୍ରେଲିଆ ବୁଡ଼ା ଜାହାଜ ଚୁକ୍ତି…

ଓ୍ବାଶିଂଟନ,୧୪।୩ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ଆକ୍ରମଣାତ୍ମକ ମନୋଭାବ ଦେଖି ଆମେରିକା ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯୋଜନା କରିଛି। ଚାଇନାକୁ ତିନିପଟୁ ଘେରି ରହିବାକୁ ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ଆଣବିକ ଚାଳିତ ବୁଡ଼ାଜାହାଜ ପାଇଁ ଏକ...

ବୌଦ୍ଧ ମଠରେ ଲୋକଙ୍କୁ ଧାଡ଼ିରେ ଠିଆ କରି ଗୁଳି କରିଛନ୍ତି ମ୍ୟାନମାର ସୈନ୍ୟବାହିନୀ: ୨୮ ମୃତ…

ନାପିଦ୍ୱ,୧୪।୩ : ମ୍ୟାନମାର ସେନା ଏକ ବୌଦ୍ଧ ମଠ ଉପରେ ଆକ୍ରମଣ କରି ୨୮ ଜଣଙ୍କୁ ହତ୍ୟା କରିଛି। ଶାନ ରାଜ୍ୟର ଏକ ଗାଁରେ ଏହି ଆକ୍ରମଣ କରାଯାଇଥିଲା। ଏକ ବିଦ୍ରୋହୀ ସଂଗଠନ କାରେନ୍ନି ନ୍ୟାଶନାଲିଷ୍ଟ ଡିଫେନ୍ସ ଫୋର୍ସ (କେଏନଡିଏଫ)...

ଜୋର୍ଡାନ ରାଜକୁମାରୀ ଇମାନ କଲେ ବିବାହ…

ଓମାନ,୧୪।୩ : ଜୋର୍ଡାନର ରାଜକୁମାରୀ ଇମାନ ଜାମେଲ ଆଲେକ୍ସଜାଣ୍ଡାର୍‌ ଥର୍ମୋଟିସ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଓମାନର ରାଜପ୍ରାସାଦରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ କେବଳ ମନୋନୀତ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ରାଜକୁମାରୀ ଇମାନ ନିଜର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri