ଅନ୍ତର୍ଜାତୀୟ

କ୍ୟାପିଟୋଲ ଆକ୍ରମଣ ଏକ ଲଜ୍ଜାଜନକ ଘଟଣା: ବାଇଡେନ…

ଓ୍ବାଶିଂଟନ,୯।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିକୁ ନିନ୍ଦା କରିଛନ୍ତି। ବାସ୍ତବରେ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଏକ ଦଳ ୬ ଜାନୁଆରୀ ୨୦୨୧ ରେ ସଂସଦ ଉପରେ ଆକ୍ରମଣ କରିଥିଲେ। ଅଭିଯୋଗ...

ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବା ଉଚିତ ନୁହେଁ: ଭାରତ…

ଜେନେଭା,୯।୩ : ଭାରତ ପୁଣି ଥରେ ପାକିସ୍ତାନକୁ ଟାର୍ଗେଟ କରିଛି। ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦରେ ଭାରତ କହିଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବନ୍ଦ କରିବା, ତାଲିମ ଦେବା, ଯୋଜନା କରିବା କିମ୍ବା ଆର୍ଥିକ ସହାୟତା ଦେବା ପାଇଁ ଆଫଗାନିସ୍ତାନକୁ...

ଭାରତ ଉପରେ ବଡ଼ ଆତଙ୍କବାଦୀ ଆକ୍ରମଣ କରିପାରେ ପାକିସ୍ତାନ: ଆମେରିକା ଗୋଇନ୍ଦା ରିପୋର୍ଟରେ ଦାବି

ଓ୍ବାଶିଂଟନ୍‌,୯।୩: ଭାରତ ଉପରେ ବଡ଼ ଆତଙ୍କବାଦୀ ଆକ୍ରମଣ କରିପାରେ ବୋଲି ଆମେରିକା ଗୋଇନ୍ଦା ରିପୋର୍ଟରେ ଦାବି କରାଯାଇଛି। ଆମେରିକା ଇଣ୍ଟେଲିଜେନ୍ସ କମ୍ୟୁନିଟିର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଛି। ଏଥିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ଚିନ୍ତା...

ନୋବେଲ ଶାନ୍ତି ପୁରସ୍କାର-୨୦୨୩ ଦୌଡ଼ରେ ଚାଇନାର ଉଇଗରଙ୍କ ସମସ୍ୟା ଉପସ୍ଥାପନ କରୁଥିବା ସଂସ୍ଥା…

ବେଜିଂ,୯।୩ : ୨୦୨୩ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଉଇଗର ମୁସଲମାନମାନଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ବିଶ୍ୱ ଉଇଗର୍‌ କଂଗ୍ରେସ ସାମିଲ ହୋଇଛି। ସଂସ୍ଥାର ନାମକୁ ତାଲକାରେ ସୂଚୀବଦ୍ଧ ପାଇଁ ମନୋନୀତ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜର୍ମାନୀ...

ପାକିସ୍ତାନରେ ଯୁବତୀ ଖେଳିଲେ ହୋଲି

ଇସଲାମାବାଦ,୯ା୩: ଭାରତରେ ଦୋଳପୂର୍ଣ୍ଣିମା ପରଦିନ ହୋଲି ଉତ୍ସବ ପାଳନ କରାଯାଏ। କିନ୍ତୁ କିଛି ସହରରେ ହୋଲି ଦୁଇ ଦିନ ପାଇଁ ପାଳନ କରାଯାଏ। ଆଜି ଅର୍ଥାତ୍‌ ମାର୍ଚ୍ଚ ୯ରେ ଅନେକ ସ୍ଥାନରେ ହୋଲି ପାଳନ କରାଯାଉଛି। ହୋଲି ଏପରି ଏକ...

୨୦୪୦ ସୁଦ୍ଧା ମହାସାଗରରେ ୩ ଗୁଣା ବୃଦ୍ଧି ପାଇବ ପ୍ଲାଷ୍ଟିକ ବର୍ଜ୍ୟ: ରିପୋର୍ଟ…

ଓ୍ବାଶିଂଟନ,୯।୩ : ଏକ ନୂତନ ଅଧ୍ୟୟନ ଅନୁଯାୟୀ ୧୭୧ ଟ୍ରିଲିୟନରୁ ଅଧିକ ପ୍ଲାଷ୍ଟିକ ବର୍ତ୍ତମାନ ବିଶ୍ୱର ବିଭିନ୍ନ ମହାସାଗରରେ ଭାସୁଛି ବୋଲି ଆକଳନ କରାଯାଇଛି। ଅନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଦଳ ୧୯୭୯ରୁ ୨୦୧୯ ମଧ୍ୟରେ ଆଟଲାଣ୍ଟିକ, ପ୍ରଶାନ୍ତ ମହାସାଗର, ଭାରତ...

ଇନଷ୍ଟାଗ୍ରାମ ଡାଉନ୍‌

ନ୍ୟୁୟର୍କ,୯।୩: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଗୁରୁବାର ସକାଳେ ଡାଉନ୍‌ ହୋଇଯାଇଛି। ପ୍ରାୟ ୪୬,୦୦୦ ଲୋକ ଇନଷ୍ଟାଗ୍ରାମ ଡାଉନ୍‌ ବୋଲି ଆଉଟେଜ୍‌ ଟ୍ରାକିଂ ୱେବସାଇଟ ଡାଉନ ଡିଟେକ୍ଟରରେ ଅଭିଯୋଗ କରିଛନ୍ତି। ପ୍ରାୟ ୫୦ ପ୍ରତିଶତ ଲୋକ କହିଛନ୍ତି, ଉଭୟ ଇନଷ୍ଟାଗ୍ରାମ...

ବିପଦ ଆସୁଛି ମାଡ଼ି, ୪୮,୫୦୦ ବର୍ଷ ପୁରୁଣା ଜୋମ୍ବି ଭାଇରସକୁ ଲ୍ୟାବରେ କରାଗଲା ଜୀବିତ…

ଓ୍ବାଶିଂଟନ,୯।୩ : ମୃତ୍ତିକା ସ୍ତର ତଳେ ଥିବା ବରଫ ଏବଂ ମାଟିକୁ ପର୍ମାଫ୍ରୋଷ୍ଟ କୁହାଯାଏ। ଆର୍କଟିକରେ ଉଷ୍ମ ତାପମାତ୍ରା ଅଞ୍ଚଳରେ ଥିବା ପର୍ମାଫ୍ରୋଷ୍ଟ ତରଳି ଯାଉଛି । ଏହା ତରଳିବା କାରଣରୁ, ହଜାର ହଜାର ବର୍ଷ ଧରି ଶୋଇରହିଥିବା ମାରାତ୍ମକ...

ୟୁକ୍ରେନ ଶକ୍ତି କେନ୍ଦ୍ର ଉପରେ ରୁଷିଆ ରକେଟ ମାଡ଼, ବିଦ୍ୟୁତ ଯୋଗାଣ ବ୍ୟାହତ…

କିଭ୍‌,୯।୩ : ଗୁରୁବାର ପୁନର୍ବାର ରୁଷିଆ ୟୁକ୍ରେନ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ରୁଷିଆ ରକେଟ ୟୁକ୍ରେନର ଶକ୍ତି ଯୋଗାଣ ଭିତ୍ତିଭୂମିକୁ ଟାର୍ଗେଟ କରିଛି। ଫଳରେ, ରାଜଧାନୀ କିଭ୍‌ ସମେତ ଦ୍ୱିତୀୟ ବୃହତ୍ତମ ସହର ଓଡେସାର ଖାର୍କିଭ, କୃଷ୍ଣସାଗର...

ଚାଇନା-ପାକିସ୍ତାନ ସହିତ ବଢ଼ିପାରେ ଭାରତର ତିକ୍ତତା: ଆମେରିକା…

ଓ୍ବାଶିଂଟନ,୯।୩ : ଆମେରିକାର ଗୁପ୍ତଚର ଏଜେନ୍ସି ସିନେଟରେ ସାଂସଦମାନଙ୍କୁ କହିଛନ୍ତି ଯେ ଏହା ଭୟ କରୁଛି ଯେ ଭାରତ-ପାକିସ୍ଥାନ ଏବଂ ଭାରତ-ଚୀନ ମଧ୍ୟରେ ତିକ୍ତତା ବଢ଼ିପାରେ। ସେମାନଙ୍କ ମଧ୍ୟରେ ବିବାଦ ହେବାର ସମ୍ଭାବନା ରହିଛି। ଏହା ମଧ୍ୟ କୁହାଯାଇଛି ଯେ...

ଚାଇନା ଆମେରିକା ପାଇଁ ବଡ଼ ବିପଦ: ଗୁପ୍ତଚର ଏଜେନ୍ସି ସୂଚନା…

ଓ୍ବାଶିଂଟନ,୯।୩ : ଆମେରିକାର ସଂସଦରେ ନ୍ୟାଶନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ଅବ୍ରିଲ ହେନ୍ସ ଚାଇନ ବିଷୟରେ ଏକ ବଡ଼ ପର୍ଦ୍ଦାଫାଶ କରିଛନ୍ତି। ଆମେରିକାର ସାଂସଦମାନଙ୍କୁ ସମ୍ବୋଧିତ କରି ଅବ୍ରିଲ ହେନ୍ସ କହିଛନ୍ତି ଯେ ବର୍ତ୍ତମାନ ଆମେରିକାର ଜାତୀୟ ସୁରକ୍ଷା ଏବଂ ନେତୃତ୍ୱ...

ଋଷି ସୁନକଙ୍କ ଅବୈଧ ପ୍ରବାସି ବିଲକୁ ବିରୋଧ

ଲଣ୍ଡନ,୯ ।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ନିକଟରେ ଘୋଷଣା କରିଥିଲେ କି ତାଙ୍କ ସରକାର ଖୁବଶୀଘ୍ର ଅବୈଧ ପ୍ରବାସି ବିଲ ଆଣିବେ, ଯାହାଦ୍ୱାରା ବ୍ରିଟେନରେ ପ୍ରବେଶ କରୁଥିବା ଅବୈଧ ପ୍ରବାସିଙ୍କ ଉପରେ ରୋକ ଲଗାଯାଇ ପାରିବ । ଏବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri