ଅନ୍ତର୍ଜାତୀୟ

ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବ ଚନ୍ଦ୍ର ଧୂଳି…

ଓ୍ବାଶିଂଟନ,୧୩।୨ : ବୈଜ୍ଞାନିକଙ୍କ ଅନୁଯାୟୀ, ଚନ୍ଦ୍ରରେ ଉଡ଼ୁଥିବା ଧୂଳି ପୃଥିବୀକୁ ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବାରେ ସହାୟକ ହୋଇପାରେ। ସେମାନେ କହିଛନ୍ତି ଯେ ଚନ୍ଦ୍ର ପୃଷ୍ଠର ଧୂଳି ମହାକାଶକୁ ବିସ୍ତାର କରି ଏହା ପୃଥିବୀକୁ ଆସୁଥିବା ସୌର ବିକିରଣ ପାଇଁ...

ଆଉ ଏକ ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କଲା ଆମେରିକା

ୱାଶିଂଟନ,୧୩ ।୨: ଆମେରିକା ଆକାଶରେ ଆଉ ଏକ ଫ୍ଲାଇଙ୍ଗ ଅବଜେକ୍ଟ ମିଳିଥିବା ସୂଚନା ରହିଛି । ରବିବାର ଆମେରିକା ଏହି ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କରିଦେଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଫ୍ଲାଇଙ୍ଗ ଅବଜେକ୍ଟ ଆମେରିକା-କାନାଡା ସୀମା ଉପରେ ଦେଖାଯାଇଥିଲା...

ପୁଣି ଛଟେଇ ହୋଇପାରନ୍ତି ମେଟା କର୍ମଚାରୀ

ୱାଶିଂଟନ,୧୩ ।୨: ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ଆଗକୁ ଆଉ କେତେଜଣ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି କୁହାଯାଉଛି । କମ୍ପାନୀ ଏହି ଉଦ୍ଦେଶ୍ୟରେ ରହିଛି କି ଚଳିତ ବର୍ଷ ସେ କମ୍ପାନୀରେ ରହିଥିବା କର୍ମଚାରୀଙ୍କୁ ନେଇ ବିଜନେସକୁ ଆଗକୁ...

ତାଲିବାନ ସ୍କୁଲରେ ଟ୍ରେନିଂ ନେଇଥିବା ପାଇଲଟଙ୍କ ଭିନ୍ନ ରୂପ

କାବୁଲ,୧୩ ।୨: ଯେବେଠାରୁ ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେଲାଣି ସେବେଠାରୁ ସେଠାରେ ସଲାମିକ ରଙ୍ଗଢଙ୍ଗର କଥା ଅଧିକ ହେଉଛି । ତାଲିବାନି ନେତା ଦେଶର ଇସଲାମିକ କାଇଦା କଟକଣାକୁ କଡାକଡି ଭାବେ ପାଳନ କରୁଥିବା ବେଳେ ଏବେ ଏହି...

ତୁର୍କୀରେ ପୁଣିଥରେ ଭୂକମ୍ପ, ଏଥର ରିକ୍ଟର ସ୍କେଲରେ ତୀବ୍ରତା ୪.୭

ଅଙ୍କାରା,୧୩ ।୨: ଭୂକମ୍ପର ଆଁରେ ଏକ ପ୍ରକାର ବିଲିନ ହୋଇଯାଇଥିବା ତୁର୍କୀ ଏବେ ପୁଣିଥରେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଛି ସତ । ହେଲେ ଭୂକମ୍ପ ଯେମିତି ତା’ର ପିଛା ଛାଡୁନାହିଁ । ପୁଣିଥରେ ଭୂକମ୍ପ ଥରାଇ ଦେଇଛି ତୁର୍କୀକୁ...

ମୁଁ ଆମେରିକା ବିରୋଧୀ ନୁହେଁ: ଇମ୍ରାନ

ଇସଲାମାବାଦ୍‌,୧୩।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକାକୁ ନେଇ ନିଜ ମତ ବଦଳାଇଛନ୍ତି। ତାଙ୍କର ଆମେରିକୀୟ ବିରୋଧୀ ଭାବମୂର୍ତ୍ତିର ବିପରୀତ ଭାବେ ଇମ୍ରାନ କହିଛନ୍ତି ଯେ, ଅନ୍ତର୍ଜାତୀୟ ସମ୍ପର୍କ ବ୍ୟକ୍ତିଗତ ଇଗୋ ଉପରେ ଆଧାରିତ ନୁହେଁ। ମୋ ବିଷୟରେ...

ତିବ୍ୱତରେ ବିକାଶ ନାଁରେ ସେନା ଢାଞ୍ଚାକୁ ବଢାଉଛି ଚାଇନା, ନୂଆ ରେଲୱେ ଲାଇନ, ବିମାନ ବନ୍ଦର ପ୍ରସ୍ତୁତ

ବେଜିଂ,୧୩ ।୨: କୁଟିଳତା ଓ ଚାଲକିରେ ସମସ୍ତଙ୍କୁ ପଛରେ ପକାଇ ଦେଉଥିବ ଚାଇନା ଏବେ ତିବ୍ୱତରେ ପଇନ୍ତରା ଆରମ୍ଭ କରିଦେଇଛି । ବିକାଶ ନାଁରେ ତିବ୍ୱତରେ ଦ୍ରୁତ ଗତିରେ ସେନା ଢାଞ୍ଚାକୁ ବଢାଇବାରେ ଲାଗିଛି ଚାଇନା । ଏହା ପୂର୍ବରୁ...

ତୁର୍କୀ, ସିରିଆ ଭୂକମ୍ପ ମୃତ୍ୟୁସଂଖ୍ୟା ୫୦,୦୦୦ ଟପିବା ଆଶଙ୍କା : ଜାତିସଂଘ

ନ୍ୟୁୟର୍କ,୧୨।୨: ତୁର୍କୀ ଓ ସିରିଆ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ଥମିବାର ନାଁ ନେଉନାହିଁ। ରବିବାର ମୃତ୍ୟୁ ସଂଖ୍ୟା ୩୩,୦୦୦ ଛୁଇଁଛି। ମୃତ୍ୟୁସଂଖ୍ୟା ୫୦ ହଜାର ଟପିବା ନେଇ ଜାତିସଂଘ ଆଶଙ୍କା ବ୍ୟକ୍ତ କରିଛି। ଭୂକମ୍ପ ମୃତ୍ୟୁସଂଖ୍ୟା ୫୦ ହଜାରରୁ ଯଥେଷ୍ଟ...

ବାଂଲାଦେଶର ଆଗାମୀ ରାଷ୍ଟ୍ରପତି ହେବେ ମହମ୍ମଦ ସହାବୁଦ୍ଦିନ ଚୁପ୍ପୁ

ଢାକା,୧୨।୨: ବାଂଲାଦେଶର ୨୨ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମହମ୍ମଦ ସହାବୁଦ୍ଦିନ ଚୁପ୍ପୁ। ପାର୍ଲାମେଣ୍ଟରେ ନିରଙ୍କୁଶ ସଂଖ୍ୟାଗରିଷ୍ଠ ଥିବା ଶାସକ ଦଳ ଆଓ୍ବାମି ଲିଗ୍‌ ଚୁପ୍ପୁଙ୍କୁ ଦେଶର ଏହି ସର୍ବୋଚ୍ଚ ପଦବୀ ଲାଗି ମନୋନୀତ କରିଛି। ସାଧାରଣ ସମ୍ପାଦକ ଓବୈଦୁଲ କ୍ୱାଦେରଙ୍କ...

ସିରିଆରେ ଆତଙ୍କବାଦୀ ଆକ୍ରମଣ, ୧୧ ମୃତ

ଦାମାସକସ୍‌,୧୨।୨: କେନ୍ଦ୍ରୀୟ ସିରିଆରେ ଆତଙ୍କବାଦୀ ଆକ୍ରମଣ। ଏଥିରେ ଅତି କମ୍‌ରେ ୧୧ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଆକ୍ରମଣ ପଛରେ ଆଇଏସ୍‌ଆଇଏସ୍‌ର ହାତ ଥିବା ସନ୍ଦେହ କରାଯାଉଛି। ସିରିଆର ଅବଜରଭେଟରୀ ଫର୍‌ ହ୍ୟୁମାନ ରାଇଟ୍ସ କହିଛି, ଆଇଏସ୍‌ଆଇଏସ୍‌...

ଭୂକମ୍ପର ୧୪୯ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ବ୍ୟକ୍ତି

ଆଙ୍କାରା,୧୨ା୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ବ୍ୟାପକ ଧ୍ୱଂସ ଘଟିଛି। ଭୂକମ୍ପ ପରେ ତୁର୍କୀ ଏବଂ ସିରିଆରେ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ଉଭୟ ଦେଶରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ସମୟରେ ଅନେକ ମୃତଦେହ ବାହାରକୁ ଅଣାଯାଉଛି। କିନ୍ତୁ...

ସିରିଆରେ ପହଞ୍ଚିଲା ‘ଅପରେଶନ ଦୋସ୍ତ’ର ୭ମ ବିମାନ

ଦାମସକସ,୧୨ା୨: ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ଯଥାସମ୍ଭବ ଉଦ୍ୟମ କରୁଛି। ଅସୁବିଧା ସମୟରେ ‘ଅପରେଶନ ଦୋସ୍ତ’ଷ୍ଟ ଅଭିଯାନ ଭାରତ ଦ୍ୱାରା ପରିଚାଳିତ ହେଉଛି। ଭାରତର ଏନ୍‌ଡିଆର୍‌ଏଫ୍‌ ଟିମ୍‌...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri