ବେଜିଂ,୨୩।୨: ଚାଇନାରେ କୋଭିଡ ମହାମାରୀ ଅଳ୍ପ ମାତ୍ରାରେ ନିୟନ୍ତ୍ରଣ ହୋଇଛି, ହେଲେ ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନାହିଁ। ଜାନୁୟାରୀ ୮ ତାରିଖରୁ କୋଭିଡର ଏକ ନୂଆ ଭାରିଆଣ୍ଟ ଏକ୍ସବିବି.୧.୫ ଚିହ୍ନଟ ହୋଇଛି। ଏହା ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ...
ଓ୍ବାଶିଂଟନ,୨୩ା୨: ଆମେରିକାର ଅନେକ ସ୍ଥାନରେ ପ୍ରବଳ ତୁଷାରପାତ ହୋଇଛି। ଏହି କାରଣରୁ ବିମାନ ଉଡ଼ାଣ ବାତିଲ ହୋଇଛି। ଏହା ବ୍ୟତୀତ ସଡ଼କ ପରିବହନ ମଧ୍ୟ ବ୍ୟାହତ ହୋଇଛି। ତୁଷାର ଝଡ଼ ଯୋଗୁ ଡ୍ରାଇଭରମାନେ କାର୍ରେ ଅଟକି ରହିଯାଇଛନ୍ତି। ହଜାର ହଜାର...
ଲଣ୍ଡନ,୨୩।୨ : ସମ୍ପ୍ରତି ବ୍ରିଟେନରେ ପନିପରିବା କିଣିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ଲୋକମାନେ ବଜାରକୁ ଯାଉଛନ୍ତି, କିନ୍ତୁ ସେମାନଙ୍କୁ କେବଳ ସୀମିତ ପନିପରିବାରେ ସନ୍ତୁଷ୍ଟ ହେବାକୁ ପଡୁଛି। ସୀମିତ ଅର୍ଥ ଗ୍ରାହକମାନେ କେବଳ ଏକ ନିର୍ଦ୍ଦିଷ୍ଟ ପରିମାଣରେ ପନିପରିବା କିଣିପାରୁଛନ୍ତି।...
Archives
Model This Week
ପିଲାଙ୍କ ଧରିତ୍ରୀ