ଅନ୍ତର୍ଜାତୀୟ

ଡୋନାଲ୍ଡ ଟ୍ରମ୍ପଙ୍କ ଟେନଶନ ବଢାଇଲେ କମଲା ହାରିସ!

ଓ୍ବାଶିଂଟନ,୨୫।୮: ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ନେଇ ୱାଶିଂଟନ ଠାରୁ ନ୍ୟୁୟର୍କ ଏବଂ କାଲିଫର୍ନିଆ ପର୍ଯ୍ୟନ୍ତ ରାଜନୀତି ସରଗରମ ହୋଇଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ, ଡେମୋକ୍ରାଟିକ ପାର୍ଟିର କମଲା ହାରିସ...

ଇସ୍ରାଏଲ ଉପରେ ୧୫୦ରୁ ଅଧିକ ରକେଟ୍‌ ମାଡ଼ କଲା ଲେବାନନ

ଜେରୁଜେଲମ୍‌,୨୫ା୮: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଯୁଦ୍ଧ ବୃଦ୍ଧି ପାଉଛି। ଇସ୍ରାଏଲ ଆକ୍ରମଣରେ କ୍ରୋଧିତ ଲେବାନନ ଉତ୍ତର ଇସ୍ରାଏଲ ଆଡ଼କୁ ଅତି କମ୍‌ରେ ୧୫୦ରୁ ଅଧିକ ରକେଟ୍‌ ମାଡ଼ କରିଛି। ତେବେ ଆଇରନ ଡୋମ ଉତ୍ତର ଇସ୍ରାଏଲରେ ଲେବାନନ ରକେଟ୍‌କୁ...

ୟୁକ୍ରେନରୁ ଫେରିବା ପରେ ମୋଦିଙ୍କୁ ନିମନ୍ତ୍ରଣ ପଠାଇଲା ପାକିସ୍ତାନ, ଶେହବାଜ କହିଲେ…

ଇସଲାମବାଦ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ପଠାଇଛି ନିମନ୍ତ୍ରଣ। କାଉନସିଲ ଅଫ ହେଡସ ଅଫ ସରକାରୀ (ସିଏଚଜି) ବୈଠକରେ ଯୋଗ ଦେବାକୁ ପାକିସ୍ତାନରେ ନିମନ୍ତ୍ରଣ କରିଛି। ଅକ୍ଟୋବର ୧୫ ଏବଂ ୧୬ରେ ଇସଲାମାବାଦରେ ଏହି ବୈଠକ ଅନୁଷ୍ଠିତ ହେବ ଏବଂ...

ବାଇକ୍‌ରେ ଖଞ୍ଜା ଯାଇଥିଲା ରିମୋଟ୍‌ ବୋମା: ବିସ୍ଫୋରଣ ହୋଇ ୨ ଶିଶୁ ସମେତ ୩ ମୃତ, ୧୬ ଗୁରୁତର

ଇସଲାମାବାଦ,୨୫ା୮: ପାକିସ୍ତାନର ବାଲୁଚିସ୍ତାନର ପିଶିନ ଜିଲାର ଏକ ଥାନା ନିକଟରେ ବିସ୍ଫୋରଣ ଘଟି ୨ ଶିଶୁ ସମେତ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୭ ଜଣ ପୋଲିସ କର୍ମଚାରୀ ରହିଥିବା...

ମେସେଜିଂ ଆପ୍‌ ଟେଲିଗ୍ରାମ୍‌ର ପ୍ରତିଷ୍ଠାତା ଗିରଫ

ପ୍ୟାରିସ୍‌,୨୫ା୮: ମେସେଜିଂ ଆପ୍‌ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ପାଭେଲ ଡୁରୋଭଙ୍କୁ ଗିରଫ କରିଛି ପୋଲିସ। ଫ୍ରାନ୍ସର ବର୍ଗେଟ ବିମାନ ବନ୍ଦରରେ ଡୁରୋଭଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ସେ ପ୍ରାଇଭେଟ ଜେଟ୍‌ରେ ଆଜରବାଇଜାନ ଯିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଥିଲା...

ନାସାର ବଡ଼ ଘୋଷଣା: ୨୦୨୫ରେ ପ୍ରତ୍ୟାବର୍ତ୍ତନ କରିବେ ସୁନୀତା

ଓ୍ବାଶିଂଟନ୍‌,୨୪ା୮: ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍‌ ଓ୍ବିଲମୋର ପ୍ରତ୍ୟାବର୍ତ୍ତନ ନେଇ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ଶନିବାର ଏକ ବଡ଼ ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଅର୍ଥାତ୍‌ ଫେବୃଆରୀ ୨୦୨୫ରେ ସୁନୀତା ଓ୍ବିଲିୟମ୍ସ...

ମୋଦିଙ୍କ ଗସ୍ତର ୨୪ଘଣ୍ଟା ମଧ୍ୟରେ ଆସିଲା ଖବର, ଋଷିଆ-ୟୁକ୍ରେନ ମଧ୍ୟରେ ବଡ଼ ବୁଝାମଣା

କିଭ୍‌/ମସ୍କୋ,୨୪।୮: ଋଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ ଖବର ସାମ୍ନାକୁ ଆସୁଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁକ୍ରେନ ଗସ୍ତର ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଦୁଇ ଦେଶ ଏକ ବଡ଼ ବୁଝାମଣା କରିଛନ୍ତି । ଏହି ଚୁକ୍ତି...

ଜେଲେନସ୍କିଙ୍କ କାନ୍ଧରେ ହାତ ରଖି ମୋଦି କରିଦେଲେ ବଡ଼ ଘୋଷଣା! କାବା ହୋଇଗଲା ଋଷିଆ-ଆମେରିକା

କିଭ୍‌,୨୪।୮: ୟୁକ୍ରେନ ଏବଂ ପୋଲାଣ୍ଡ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ସବୁଠାରୁ ବଡ଼ କଥା ହେଉଛି ଋଷିଆର ଦୁଇଟି ଶତ୍ରୁ ଦେଶକୁ ଏକକାଳୀନ ଗସ୍ତ କରି...

ପୁଟିନ ବି ମୋଦିଙ୍କ…, ପ୍ରଧାନମନ୍ତ୍ରୀଙ୍କ ‘ବେଷ୍ଟ ଫ୍ରେଣ୍ଡ’ ଉପରେ ବଡ ଦାବି କଲେ ଜେଲେନସ୍କି

କ୍ୱିଭ,୨୪।୮: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ, ଅଶୋଧିତ ତୈଳ କ୍ରୟ ମାଧ୍ୟମରେ ଭାରତ ରୁଷିଆର ଯୁଦ୍ଧ ଅର୍ଥନୀତି ବଜାୟ ରଖିବାରେ ସାହାଯ୍ୟ କରିଛି । ଏହା ସହିତ ସେ କ୍ୱିଭର ଶାନ୍ତି ପ୍ରୟାସର ସଫଳତା...

ଆମେରିକା ରାଷ୍ଟ୍ରପତି ରେସ୍‌ରୁ ଓହରିଲେ କେନେଡି, ଏବେ ଏହି ପ୍ରାର୍ଥୀଙ୍କୁ କରିବେ ସମର୍ଥନ

ଓ୍ବାଶିଂଟନ୍‌,୨୪।୮: ଆମେରିକାର ରାଷ୍ଟ୍ରପତି ରେସ୍‌ରୁ ରବର୍ଟ ଏଫ କେନେଡି ଜ୍ରୁ ଶୁକ୍ରବା ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ବର୍ତ୍ତମାନ ସେ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିବେ। କେନେଡି ନିର୍ବାଚନ କ୍ଷେତ୍ରରେ ରହି ଗଣତାନ୍ତ୍ରିକ ପ୍ରାର୍ଥୀ...

ପାକିସ୍ତାନକୁ ଭୁଲ୍‌ରେ ପଶିଗଲା ଭାରତୀୟ ସେନା ଡ୍ରୋନ୍‌

ନୂଆଦିଲ୍ଲୀ,୨୪ା୮: ଭାରତୀୟ ସେନାର ଏକ ପର୍ଯ୍ୟବେକ୍ଷଣ ଡ୍ରୋନ୍‌ ଭୁଲ୍‌ ବଶତଃ ଜମ୍ମୁ-କଶ୍ମୀରର ରାଜେରୀ ସେକ୍ଟରରୁ ଏଲ୍‌ଓସି ଅତିକ୍ରମ କରି ପାକିସ୍ତାନକୁ ପଶିଯାଇଥିଲା। ଅଗଷ୍ଟ ୨୩ ସକାଳ ୯ଟା ୩୦ରେ ଏହି ଘଟଣା ଘଟିଛି। ତେବେ ପାକିସ୍ତାନ ସେନା ଏହି ଡ୍ରୋନ୍‌ଟିକୁ...

ମୋଦିଙ୍କ ଆଗରେ ଏମିତି ପ୍ରସ୍ତାବ ରଖିଦେଲେ ଜେଲେନସ୍କି, ଯାହା କରିବା ସମ୍ଭବ ନୁହେଁ

କିଭ୍‌,୨୪।୮: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୁକ୍ରବାର ଦ୍ୱିତୀୟ ୟୁକ୍ରେନ ଶାନ୍ତି ସମ୍ମିଳନୀ ଆୟୋଜନ କରିବାକୁ ଭାରତକୁ ପ୍ରସ୍ତାବ ଦେଇଛନ୍ତି। ଜେଲେନସ୍କି କହିଛନ୍ତି, ସେ ତାଙ୍କ ଧାରଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ପହଞ୍ଚାଇଛନ୍ତି ଏବଂ ଭାରତରେ ଶାନ୍ତି ସମ୍ମିଳନୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri