ଅନ୍ତର୍ଜାତୀୟ

ଆଲାସ୍କା ଆକାଶ ମାର୍ଗରେ ସନ୍ଦିଗ୍ଧ ବସ୍ତୁକୁ ନଷ୍ଟ କଲା ଆମେରିକା ଫାଇଟର ଜେଟ, ବାଇଡେନ ଦେଇଥିଲେ ନିର୍ଦ୍ଦେଶ

ୱାଶିଂଟନ,୧୧ ।୨: ଆମେରିକା ଦ୍ୱାରା ଚାଇନା ଗୁଇନ୍ଦା ବେଲୁନକୁ ନଷ୍ଟ କରିବାର ମାମଲା ଶାନ୍ତ ହୋଇ ନ ଥିବା ବେଳେ ଆମେରିକା ଫାଇଟର ଜେଟ ଆଲାସ୍କା ଆକାଶ ମାର୍ଗରେ ବହୁ ଉଚ୍ଚରେ ଦେଖାଯାଇଥିବା ଏକ ସନ୍ଦିଗ୍ଧ ବସ୍ତୁକୁ ନଷ୍ଟ କରିଦେଇଥିବା...

ତୁର୍କୀ-ସିରିଆରେ ପରିସ୍ଥିତି ଜଟିଳ, ଭୂକମ୍ପ ମୃତ୍ୟୁ ସଂଖ୍ୟା ୨୪,୬୮୦ରୁ ଅଧିକ ଆହତଙ୍କ ସଂଖ୍ୟା ୮୫ ହଜାରରୁ ଉର୍ଦ୍ଧ୍ୱ

ଅଙ୍କାରା/ଦାମସକସ,୧୧ ।୨: ତୁର୍କୀ ଓ ସିରିଆରେ ଫେବୃୟାରୀ ୬ରେ ଆସିଥିବା ବିନାଶକାରୀ ଭୂକମ୍ପର ଯନ୍ତ୍ରଣା ବେଳକୁ ବେଳ ବଢିବାରେ ଲାଗିଛି । ପ୍ରତି ମୁହୂର୍ତ୍ତରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭଙ୍ଗା କୋଠାତଳେ କେଉଁଠି ଜୀବନ ସାହାଯ୍ୟ ଅପେକ୍ଷାରେ...

ତୁର୍କୀରେ ମୃତ୍ୟୁକୁ ଜିତୁଛି ଜୀବନ, ‘ଅପରେଶନ ଦୋସ୍ତ’କୁ ନେଇ ମୋଦି କହିଲେ ପ୍ରତି ମୁହୂର୍ତ୍ତରେ ଆମେ ତୁମ ସହ ଅଛୁ

ଅଙ୍କାରା/ନୂଆଦିଲ୍ଲୀ,୧୧ ।୨: ତୁର୍କୀ ଓ ସିରିଆରେ ଆସିଥିବା ଭୟଙ୍କର ଭୂକମ୍ପକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ । ତୁର୍କୀରେ ଏବେ ଶେଷ ହୋଇଆସୁଥିବା ନିଶ୍ୱାସ ପାଇଁ ପ୍ରତିଟି ମୁହୂର୍ତ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏଠାରେ ପ୍ରତି ମୁହୂର୍ତ୍ତରେ ଚାଲିଛି...

ଘଣ୍ଟାଏ ଭିତରେ ୟୁକ୍ରେନ୍ ଉପରେ ୧୭ ମିଶାଇଲ ମାଡ କଲା ରୁଷିଆ

ମସ୍କୋ,୧୧ ।୨: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଛି । ହେଲେ ଏହି ଯୁଦ୍ଧ ଏବେବି ପ୍ରଥମ ଦିନ ଭଳି ଲାଗି ରହିଛି । ଶୁକ୍ରବାର ରୁଷିଆ ୧ ଘଣ୍ଟା ଭିତରେ ୟୁକ୍ରେନ୍...

୫୦ ଭାରତୀୟ ଛାତ୍ର ଆଧୁନିକ ଗୋଲାମିର ଶିକାର

ଲଣ୍ଡନ,୧୧ ।୨: ବ୍ରିଟେନରେ ୫୦ରୁ ଅଧିକ ଭାରତୀୟ ଛାତ୍ର ଆଧୁନିକ ଗୋଲାମିର ଶିକାର ହେବା ଆଶଙ୍କା କରାଯାଉଛି । ମୂଳଭାବେ କେରଳରେ ରହୁଥିବା ୫ ଜଣଙ୍କ ଉପରେ ଏହି ଛାତ୍ରମାନଙ୍କୁ ନର୍ଥ ୱେଲ୍ସର କେୟାର ହୋମ୍ସରେ କାମ କରାଉଥିବା ଅଭିଯୋଗ...

ଭୂକମ୍ପ ମୃତ୍ୟୁସଂଖ୍ୟା ୨୩ ହଜାର ପାର୍‌, ୧୦୮ ଘଣ୍ଟା ପରେ ଉଦ୍ଧାର ହେଲେ ୩ ଶିଶୁ ସମେତ ମହିଳା

ଆଙ୍କାରା,୧୧।୨: ଫେବୃଆରୀ ୬ ତାରିଖରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। ଶୁକ୍ରବାର ରାତିରେ ମୃତକଙ୍କ ସଂଖ୍ୟା ୨୩ହଜାର ଅତିକ୍ରମ କରିଥିବା ବେଳେ ଆହତଙ୍କ ସଂଖ୍ୟା...

ସାରା ବିଶ୍ୱରେ ଭାଇରାଲ ହେଉଛି, ତୁର୍କୀରୁ ଆସିଥିବା ଭାରତୀୟ ମହିଳା ଅଧିକାରୀଙ୍କ ଫଟୋ

ଅଙ୍କାରା,୧୦ ।୨: ତୁର୍କୀ ଓ ସିରିଆରେ ଭୁକମ୍ପ ପ୍ରଭାବିତଙ୍କ ଉଦ୍ଧାର କାର୍ଯ୍ୟରେ ବ୍ୟସ୍ତଥିବା ଜଣେ ଭାରତୀୟ ମହିଳା ସେନାଙ୍କର ଏକ ଫଟୋ ଏବେ ସାରା ବିଶ୍ୱରେ ଭାଇରାଲ ହୋଇଛି । ଏହି ଫଟୋଟି ତୁର୍କୀର ଇସ୍କେଂଡରୁନ ସହରରର ଆର୍ମି ଫିଲ୍ଡ...

ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନର ଯୁଦ୍ଧ ବିମାନ ଦେଖାଇଲା ରଣ କୌଶଳ

ଓ୍ବାଶିଂଟନ୍‌,୧୦।୨: ନେବାଦା ମରୁଭୂମିରେ ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ମିଳିତ ଭାବେ ଏୟାର ଡ୍ରିଲ କରି ଚୀନକୁ ଏକ ଦୃଢ ବାର୍ତ୍ତା ଦେଇଛନ୍ତି। ଏହି ଡ୍ରିଲରେ ୩ ଦେଶର ଯୁଦ୍ଧ ବିମାନ ଆକାଶ ଗର୍ଜନ କରି ନିଜ ରଣ କୌଶଳ...

ତୁର୍କୀକୁ ସାହାର୍ଯ୍ୟର ହାତ ବଢାଇଲା ତାଇୱାନ, ନିଜ ଦରମା ଟଙ୍କା ଦାନ କରିବେ ରାଷ୍ଟ୍ରପତି-ଉପରାଷ୍ଟ୍ରପତି

ଆଙ୍କାରା,୧୦।୨: ଫେବୃଆରୀ ୬ରେ ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ଯୋଗୁ ୨୧ ହଜାରରୁ ଅଧିକ ଲୋକଙ୍କର ଜୀବନ ଯାଇଛି। ଏଭଳି ବିପର୍ଯ୍ୟୟରେ ତୁର୍କୀକୁ ସାହାଯ୍ୟ କରିବାକୁ ଅନେକ ଦେଶ ସାହାର୍ଯ୍ୟର ହାତ ବଢାଇଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଉଦ୍ଧାରକାରୀ...

୭୨ ଘଣ୍ଟା ପରେ କୋଠାତଳୁ ଜୀବିତ ଉଦ୍ଧାର ହେଲେ ମହିଳା

ଆଙ୍କାରା,୧୦ା୨: :ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା  ୨୧,୦୦୦ ଟପିଛି। ପ୍ରବଳ ଥଣ୍ଡା ଯୋଗୁ ହଜାର ହଜାର ବିଲ୍ଡିଂର ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।  ଏହା ମଧ୍ୟରେ ଆନ୍ତାକ୍ୟାର ପୂର୍ବର ଡିଆରବାକିରେ ଉଦ୍ଧାରକାରୀମାନେ  ଭୁଶୁଡ଼ି ପଡ଼ିଥିବା...

କୋଠାରେ ଲାଗିଲା ନିଆଁ: ଚାଲିଗଲା ୧୨ ଜୀବନ

ମସ୍କୋ,୧୦।୨: ଦକ୍ଷିଣ-ମଧ୍ୟ ରୁଷିଆର ନୋଭୋସିବିରସ୍କ ସହରର ଏକ ଆବାସିକ କୋଠା ଉପରେ ଏକ ଗ୍ୟାସ ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ବର୍ଷର ଶିଶୁ ସମେତ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାଦେଶିକ ଗୃହ ବିଭାଗ ଏହି ସୂଚନା ଦେଇଛି। ରାଜ୍ୟପାଳ...

ଭୂକମ୍ପ ମୃତ୍ୟୁସଂଖ୍ୟା ୨୧୦୦୦ ଟପିଲାଣି

ଆଙ୍କାରା,୧୦ା୨: ତୁର୍କୀ ଏବଂ ସିରିଆରେ ସୋମବାର ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୂଚନାନୁସାରେ, ଏପର୍ଯ୍ୟନ୍ତ ୨୧,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ତୁର୍କୀରେ ପ୍ରାୟ ୧୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିସହ ସିରିଆରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri