ଅନ୍ତର୍ଜାତୀୟ

ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରଶିଦ ଗିରଫ: ସରକାରଙ୍କୁ ଇମ୍ରାନ ଦେଲେ ଧମକ…

ଇସଲାମାବାଦ,୨।୨ : ଇସଲାମାବାଦ ପୋଲିସ ଦ୍ୱାରା ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରଶିଦଙ୍କୁ ଗିରଫ କରାଯାଇଛି। ଗୁରବାର ମୁରି ମୋଟରୱେରୁ ତାଙ୍କୁ ଗିରଫ କରାଯାଇଛି। ଶେଖ ରଶିଦଙ୍କ ସହ ତାଙ୍କ ପୁତୁରା ଶେଖ ରଶିଦ ରଫିକଙ୍କୁ ମଧ୍ୟ ଗିରଫ କରାଯାଇଛି।...

୨୪ ଫେବୃୟାରୀ ସୁଦ୍ଧା ରୁଷିଆ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି: ୟୁକ୍ରେନ୍‌…

କିଭ୍‌/ମସ୍କୋ,୨।୨ : ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲକେସି ରେଜନିକୋଭ ଦାବି କରିଛନ୍ତି ଯେ ରୁଷିଆ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି। ରେଜନିକୋଭ କହିଛନ୍ତି ଯେ ଏହି ଆକ୍ରମଣ ଫେବୃଆରୀ ୨୪ କିମ୍ବା ଏହାର...

‘ନିଜ ଅଳିଆ ଅନ୍ୟ ଘରେ ନ ପକାଉ ପାକିସ୍ତାନ’, ପେଶାୱର ଆକ୍ରମଣ ପରେ ପ୍ରତିକ୍ରିୟା ରଖିଲା ତାଲିବାନ

କାବୁଲ,୨ ।୨: ପେଶାୱରର ପୋଲିସ ଲାଇନରେ ଥିବା ମସଜିଦ ଉପରେ ହୋଇଥିବା ଆତ୍ମଘାତି ଆକ୍ରମଣ ସମ୍ପୂର୍ଣ୍ଣ ପାକିସ୍ତାନକୁ ଦୋହଲାଇ ଦେଇଛି । ଏହି ଆକ୍ରମଣରେ ଏବେ ପର୍ଯ୍ୟନ୍ତ ୧୦୧ ଜଣଙ୍କ ମୃତ୍ୟୁ ହେଲାଣି । ଏବେବି ୨୦୦ରୁ ଅଧିକ ଆହତଙ୍କର...

ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତଶାଳୀ କଲା ତାଇଓ୍ବାନ, ଚାଇନାର ବଢ଼ିଲା ଚିନ୍ତା…

ବେଜିଂ/ତାଇପେ,୨।୨ : ତାଇୱାନ ଚାଇନାକୁ କଡ଼ା ଜବାବ ଦେବାକୁ ଏହାର ନୌସେନାକୁ ସତର୍କ କରାଇ କ୍ଷେପଣାସ୍ତ୍ର ପ୍ରଣାଳୀକୁ ସକ୍ରିୟ କରିଛି। ଚାଇନାର ୩୪ ସାମରିକ ବିମାନ ଏବଂ ନଅଟି ଯୁଦ୍ଧ ଜାହାଜ ତାଇଓ୍ବାନର ଆକାଶ ମାର୍ଗ ସୀମାରେ ପ୍ରବେଶ କରିବା...

ଧଳା ହରିଣକୁ କରୋନା: ୮୦ ଭାରିଆଣ୍ଟ ଠାବ …

ଓ୍ବାଶିଂଟନ,୨।୨ : ଆମେରିକାରେ ଧଳା ହରିଣଠାରେ କରୋନା ମହମାରୀ ବ୍ୟାପିବା ନେଇ ଚିନ୍ତା ବଢ଼ିବାରେ ଲାଗିଛି। ହରିଣଙ୍କଠାରେ କରୋନା ଭୂତାଣୁ ମନୁଷ୍ୟ ତୁଳନାରେ ୮୦ ଥର ନିଜର ରୂପ ପରିବର୍ତ୍ତନ କରି ନୂଆ ନୂଆ ଭାରିଆଣ୍ଟ ସୃଷ୍ଟି କରିଛି। ବୈଜ୍ଞାନିକମାନେ...

ମୂଳ ଭାରତୀୟ ପ୍ରମିଳା ଜୟପାଳ ଆମେରିକାରେ ବଡ଼ ପଦବୀରେ…

ଓ୍ବାଶିଂଟନ,୨।୨ : ପୁଣିଥରେ ମୂଳ ଭାରତୀୟମାନେ ଆମେରିକାରେ ନିଜର ଆଧିପତ୍ୟ ଜାହିର କରିଛନ୍ତି। ଏଥର ଭାରତୀୟ ମୂଳ ପ୍ରମିଳା ଜୟପାଲଙ୍କୁ ଇମିଗ୍ରେଶନ ଉପରେ ଶକ୍ତିଶାଳୀ ହାଉସ ଜୁଡିସିଆରୀ କମିଟି ପ୍ୟାନେଲର ର଼୍ୟାଙ୍କିଙ୍ଗ ସଦସ୍ୟ ଭାବେ ନାମିତ କରାଯାଇଛି। ସେ ପ୍ରଥମ...

ସୁଏଜ୍‌ କେନାଲରେ ଜାହାଜ ଅଚଳ

କାଇରୋ,୨।୨ : ତରଳୀକୃତ ପ୍ରାକୃତିକ ବାଷ୍ପ (ଏଲ୍‌ଏନ୍‌ଜି) ପରିବହନ କରୁଥିବା ଏକ ଜାହାଜ ବୁଧବାର ସୁଏଜ୍‌ କେନାଲରେ ଅଚଳ ହୋଇଯାଇଛି। ତେବେ ଏଥିପାଇଁ ବିଶ୍ୱର ଦ୍ୱାର ଭାବେ ପରିଚିତ ସୁଏଜ୍‌ କେନାଲରେ ଜାହାଜ ଚଳାଚଳ ବାଧାପ୍ର୍ରାପ୍ତ ହୋଇନାହିଁ। ବାହାମାସ୍‌ର ଏହି...

ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ଜାରି କଲା ରିପୋର୍ଟ, ଶାହବାଜ-ଇମ୍ରାନ ସରକାର ଆରମ୍ଭରୁ ଅଧିକ ଭ୍ରଷ୍ଟ

ଇସଲାମାବାଦ,୨ ।୨: ଜର୍ମାନୀର ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ(ଟିଆଇ) ସଂସ୍ଥା ବାର୍ଷିକ ରିପୋର୍ଟ ଜାରି କରିଛି । ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ଇମ୍ରାନ ଖାଁଙ୍କ ଅନୁଗାମୀ ସରକାରଙ୍କ ଅନୁଯାୟୀ, ପାକିସ୍ତାନ ପୂର୍ବାପେକ୍ଷା ଅଧିକ ଭ୍ରଷ୍ଟ ବୋଲି କୁହାଯାଇଛି ।...

ରାଷ୍ଟ୍ରପତିଙ୍କ ଘରୁ ଖାଲି ହାତରେ ଫେରିଲା ଏଫବିଆଇ

ୱାଶିଂଟନ,୨ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରେ ଗୋପନୀୟ କାଗଜପତ୍ରକୁ ନେଇ ବୁଧବାର ସଂଘୀୟ ଯାଞ୍ଚ ବ୍ୟୁରୋ(ଏଫବିଆଇ) ବୁଧବାର ପୁଣିଥରେ ଯାଞ୍ଚ କରିଥିଲେ । ହେଲେ ଏଥର ଏଫବିଆଇକୁ ବାଇଡେନଙ୍କ ଘରୁ ଖାଲି ହାତରେ ଫେରିବାକୁ ପଡିଥିଲା ।...

ଆମେରିକାର ରାଷ୍ଟ୍ରପତିଙ୍କ ଘରେ ଏଫ୍‌ବିଆଇ ଟିମ୍‌

ଓ୍ବାଶିଂଟନ୍‌,୧।୨: ଆମେରିକାର ଗୁପ୍ତଚର ଏଜେନ୍ସି ଏଫ୍‌ବିଆଇ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବାସଭବନରେ ଯାଞ୍ଚ୍‌ ପାଇଁ ପହଞ୍ଚିଛି। ବୁଧବାର ଡେଲାୱେରର ରେହବୋଥ ବିଚରେ ଥିବା ବାଇଡେନଙ୍କ ବାସଭବନରେ ଏଫ୍‌ବିଆଇ ଟିମ୍‌ ଖୋଜାଖୋଜି କରିଛି। ଯାଞ୍ଚ୍‌ବେଳେ ବାଇଡେନ ସେଠାରେ ନ ଥିଲେ। ତଦନ୍ତରେ...

ପାକିସ୍ତାନ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଘୋଷଣା କଲା ଭାରତ

ନୂଆଦିଲ୍ଲୀ,୧।୨: ପାକିସ୍ତାନ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ ଜାତିସଂଘ ତାଲିକାଭୁକ୍ତ ଆତଙ୍କବାଦୀ ଭାବରେ ଘୋଷଣା କରିଛି ଭାରତ। ଅବଦୁଲ ରେହମାନ ମକ୍କି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଉପନେତା। ଅବଦୁଲ ରେହମାନ ମଧ୍ୟ ମକ୍କି ଆତଙ୍କବାଦୀ ହାଫିଜ ସଇଦଙ୍କ ଶଳା ଏବଂ...

ପାକିସ୍ତାନର ଅର୍ଥନୀତିର ଦୁର୍ବଳ ଚିତ୍ର ଉପସ୍ଥାପନ କଲା ଆଇଏମଏଫ୍‌

ଓ୍ବାଶିଂଟନ୍‌,୧।୨: ପଡୋଶୀ ଦେଶ ପାକିସ୍ତାନରେ ଅର୍ଥନୀତି ଦିନକୁ ଦିନ ଖରାପ ଆଡକୁ ଗତି କରୁଛି। ଏହାର ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ କୋଟି କୋଟି ଟଙ୍କା ଆବଶ୍ୟକ, କିନ୍ତୁ ଏତେ ବଡ଼ ଅର୍ଥନୈତିକ ପ୍ୟାକେଜ ପାଇବା କଷ୍ଟସାଧ୍ୟ। ପାକିସ୍ତାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri