ଅନ୍ତର୍ଜାତୀୟ

କ’ଣ ଭାରତରେ ଚାକିରି କରିପାରିବେ ପାକିସ୍ତାନୀ ନାଗରିକ? ସର୍ତ୍ତ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୯।୧: ଭାରତ ସମେତ ଅନେକ ଦେଶର ନାଗରିକ ଚାକିରି ପାଇଁ ଅନ୍ୟ ଦେଶକୁ ଯାଆନ୍ତି । ସେହିଭଳି ଅନ୍ୟ ଦେଶର ନାଗରିକମାନେ ମଧ୍ୟ ଚାକିରି ପାଇଁ ଭାରତକୁ ଆସନ୍ତି। କିନ୍ତୁ ପ୍ରଶ୍ନ ହେଉଛି ପଡୋଶୀ ଦେଶ ପାକିସ୍ତାନର ନାଗରିକମାନେ ଭାରତରେ...

ଟ୍ରମ୍ପଙ୍କ ଗୋଟିଏ ଆଦେଶରେ ଥରିଗଲା ପାକିସ୍ତାନ, ବନ୍ଦ ହେଲା ସବୁ ବାଟ, ଏବେ କ’ଣ କରିବେ ଶହବାଜ ସରକାର

ଓ୍ବାଶିଂଟନ୍‌,୨୯।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନକୁ ଦିଆଯାଉଥିବା ସାମୟିକ ସହାୟତାକୁ ବାତିଲ କରିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁଁ ଆମେରିକୀୟ ପାଣ୍ଠିରେ ଚାଲିଥିବା ଅନେକ ବିକାଶ ପ୍ରକଳ୍ପ ବନ୍ଦ ହୋଇଯିବ। ସୂଚନା ଅନୁଯାୟୀ, ଆମେରିକାର ବୈଦେଶିକ ବିଭାଗ...

ନାସ୍‌ଡାକ୍‌ ବଜାର ମୂଲ୍ୟ ୧ ଟ୍ରିଲିୟନ ଡଲାର ହ୍ରାସ

ଓ୍ବାଶିଂଟନ,୨୯।୧: ଚାଇନାର ଷ୍ଟାର୍ଟଅପ୍‌ କମ୍ପାନୀ ଡିପ୍‌ସିକ୍‌ ଏକ ଗେମ୍‌ ଚେଞ୍ଜିଙ୍ଗ୍‌ ଏଆଇ ମଡେଲ୍‌ ଉନ୍ମୋଚନ କରିଛି। କମ୍ପାନୀର ଏହି ସ୍ବଳ୍ପ ମୂଲ୍ୟ ଏବଂ ଉଚ୍ଚ ପ୍ରଦର୍ଶନକାରୀ ଟେକ୍‌ନୋଲୋଜି ଓ୍ବାଲ୍‌ଷ୍ଟ୍ରିଟ୍‌ରେ ଆତଙ୍କ ଖେଳାଇଛି। ମଙ୍ଗଳବାର ଗୋଟିଏ ଦିନରେ ଆମେରିକୀୟ ଷ୍ଟକ୍‌ ଏକ୍ସଚେଞ୍ଜ...

କାନାଡା ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ

ଓଟ୍ଟାଓ୍ବା,୨୯।୧: କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଲିବେରାଲ ପାର୍ଟି ନେତ୍ରୀ ରୁବି ଢାଲା ରହିଛନ୍ତି। ଭାରତ ସହ ସମ୍ପର୍କ ବଢ଼ାଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଜଣେ ବ୍ୟବସାୟୀ, ଚିକିତ୍ସକ ତଥା ୩ ଥର ପାର୍ଲାମେଣ୍ଟ ସଦସ୍ୟ...

ଚାଇନାର Deepseek AI ଲଞ୍ଚ ହେବା ପରେ ବିଶ୍ୱରେ ହଇଚଇ, ସମ୍ପତ୍ତିରେ ବିପୁଳ କ୍ଷତି ସହିଲେ ୫୦୦ କୋଟିପତି

ନୂଆଦିଲ୍ଲୀ,୨୮।୧: ଚାଇନିଜ ଷ୍ଟାର୍ଟଅପ ‘ଡିପ୍‌ସିକ୍‌’ ଆପ୍‌ ସାରା ବିଶ୍ୱକୁ ଚମକାଇ ଦେଇଛି। ଆପ୍‌ ଏହାର ନୂତନ ଏଆଇ ମଡେଲଗୁଡ଼ିକୁ ଲଞ୍ଚ କରିଛି, ଯାହା ଚାଟ୍‌ଜିପିଟି, ଓପନ୍‌ଏଆଇ ଏବଂ ମେଟା ଭଳି ପ୍ଲାଟଫର୍ମର ବିକଳ୍ପ ବୋଲି କୁହାଯାଉଛି। ବଜାରକୁ ଆସିବା ମାତ୍ରେ...

ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବାଇଡେନ୍‌! ଚାଞ୍ଚଲ୍ୟକର ଅଭିଯୋଗକୁ ନେଇ ଆମେରିକାରେ ହଇଚଇ…

ନୂଆଦିଲ୍ଲୀ,୨୮।୧:  କନ୍ଜଭେଟିଭ୍‌ ଆମେରିକୀୟ ବିଶେଷଜ୍ଞ ତଥା ପୂର୍ବତନ ଫକ୍ସ ନ୍ୟୁଜ ଆଙ୍କର୍‌ ଟକର କାର୍ଲସନ ବାଇଡେନ ପ୍ରଶାସନ ବିରୋଧରେ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି।  ବାଇଡେନ ପ୍ରଶାସନ ରୁଷିଆ ରାଷ୍ଟ୍ରପତି ଭ୍ଲାଡିିମିର ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି...

ଭାରତକୁ ବଡ଼ ଉପହାର ଦେଲେ ପୁଟିନ୍‌, ଟ୍ରମ୍ପ ଥରହର!

ନୂଆଦିଲ୍ଲୀ,୨୮।୧: ସମୁଦ୍ରରେ ଭାରତର ଶକ୍ତି ଆହୁରି ବୃଦ୍ଧି ପାଇବାକୁ ଯାଉଛି। ନୂତନତମ ଷ୍ଟେଲଥ ମିସାଇଲ ଫ୍ରିଗେଟ INS ତୁଷିଲ ଖୁବ ଶୀଘ୍ର ଭାରତରେ ପହଞ୍ଚିବାକୁ ଯାଉଛି। ଫେବୃଆରୀ ମଧ୍ୟଭାଗରେ INS ତୁଷିଲ ଦେଶର ପଶ୍ଚିମ ଉପକୂଳରେ ପହଞ୍ଚିବ ବୋଲି ଆଶା...

ଭାରତ ଫେରିବେ ୨୬/୧୧ ଆକ୍ରମଣର ଅଭିଯୁକ୍ତ ତହୱୁର ରାଣା, ଏହି ତାରିଖରେ NIA ଟିମ ଯିବ ଆମେରିକା

ନୂଆଦିଲ୍ଲୀ,୨୮।୧: ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି (NIA)ର ଏକ ଦଳ ଖୁବ ଶୀଘ୍ର ଆମେରିକା ଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଗୋଟିଏ ପଟେ, ଏନଆଇଏ ଆମେରିକା ଯାଉଥିବା ଅଧିକାରୀଙ୍କ...

ସଙ୍କଟରେ ୟୁନୁସ ସରକାର, ଛାତ୍ର ଦେଲେ ଅଲଟିମେଟମ

ଢାକା,୨୮।୧: ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଚାଲିଛି। ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ଶେଖ ହାସିନାଙ୍କ ଇସ୍ତଫା ପରେ ୟୁନୁସ କ୍ଷମତା ଗ୍ରହଣ କରିଥିଲେ। ତଥାପି, ବାଂଲାଦେଶର ପରିସ୍ଥିତି ଏପର୍ଯ୍ୟନ୍ତ ସୁଧୁରି ନାହିଁ। ବାଂଲାଦେଶର ଛାତ୍ରମାନେ ପୁଣି...

ଟିକଟକ୍‌କୁ କିଣିପାରେ ମାଇକ୍ରୋସଫ୍ଟ: ଟ୍ରମ୍ପ ଦେଲେ ସଙ୍କେତ

ଓ୍ବାଶିଂଟନ୍‌,୨୮।୧: ମାଇକ୍ରୋସଫ୍ଟ ଚାଇନା ଆପ ଟିକଟକ୍‌କୁ କିଣିପାରେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଟ୍ରମ୍ପ କହିଛନ୍ତି,ଉଭୟ ପକ୍ଷ ମଧ୍ୟରେ ବର୍ତ୍ତମାନ ଆଲୋଚନା ଚାଲିଛି। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ସେ ଚାହାଁନ୍ତି ଯେ ଅନ୍ୟ କମ୍ପାନୀଗୁଡ଼ିକ...

‘ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚାହୁଁଥିଲେ…’ ଟ୍ରମ୍ପ ଦେଲେ ଧମକ, ଭାରତ-ଚାଇନା ଛାନିଆ

ଓ୍ବାଶିଂଟନ୍‌,୨୮।୧: ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରଠାରୁ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ମଧ୍ୟ ତାଙ୍କର ଏପରି ବୟାନ ଜାରି ରହିଛି। ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ...

ବାଛି ବାଛି ପ୍ରତିଶୋଧ ନେଉଛନ୍ତି ଟ୍ରମ୍ପ! ୧୨ ଅଧିକାରୀ ନିଲମ୍ବିତ

ଓ୍ବାଶିଂଟନ,୨୮।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକ ଆସିବା ପରଠାରୁ ନିରନ୍ତର ଭାବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛନ୍ତି। ସେ WHO ରୁ ଆମେରିକାର ଓହରିଯିବା ଏବଂ ଆମେରିକା ସୀମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସମେତ ଅନେକ ବଡ଼...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image