ଅନ୍ତର୍ଜାତୀୟ

ଇରାନର ଇସଫାହାନ ସହରରେ ଡ୍ରୋନ୍ ଆକ୍ରମଣ, ଟାର୍ଗେଟରେ ମିଲିଟ୍ରି ସାଇଟ

ତେହେରାନ,୨୯ ।୧: ଇରାନର ସେଣ୍ଟ୍ରାଲ ସହର ଇସଫାହାନରେ ଡ୍ରୋନ୍ ଆକ୍ରମଣ କରାଯାଇଛି । ଏହି ସମୟରେ ଏକ ସାମରିକ କାରଖାନାରେ ଖୁବ ଜୋରରେ ଶବ୍ଦ ଶୁଣାଯାଇଥିଲା । ତେବେ ଏହା ଏକ ବିଫଳ ଡ୍ରୋନ ଆକ୍ରମଣ ବୋଲି ଇରାନର ପ୍ରତିରକ୍ଷା...

ତାଲିବାନ ସରକାରଙ୍କ ନୂଆ ନିର୍ଦ୍ଦେଶ, ଘରୋଇ ବିଶ୍ୱିଦ୍ୟାଳୟରେ ମହିଳାଙ୍କୁ ମିଳିବନି ପଞ୍ଜିକରଣ ଅନୁମତି

କାବୁଲ,୨୯ ।୧: ଆଫଗାନିସ୍ତାନର ତାଲିବାନ ସରକାର ଘରୋଇ ବିଶ୍ୱବିଦ୍ୟାଳୟରେ ମହିଳାମାନଙ୍କୁ ବୟସ୍କ ହେବା ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷାରେ ପଞ୍ଜିକରଣ ଅନୁମତି ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଆସୋସିଏଶନ ଅଫ ପ୍ରାଇଭେଟ ୟୁନିଭର୍ସିଟି କହିଛି,...

ଇମ୍ରାନଙ୍କ ସୁରକ୍ଷା ଫେରାଇ ନେଲେ ପାକିସ୍ତାନ ସରକାର

ଇସଲାମାବାଦ,୨୯ ।୧: ରାଜଧାନୀ ପୋଲିସ ପିଟିଆଇ ଅଧ୍ୟକ୍ଷ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଘର ବନି ଗାଲାରୁ ସୁରକ୍ଷା ଫେରାଇ ନେଇଛନ୍ତି ଓ କାର୍ଯ୍ୟବାହକ ପ୍ରାନ୍ତିୟ ସରକାର ତାଙ୍କ ସୁରକ୍ଷାରେ ନିୟୋଜିତ ଥିବା ସୁରକ୍ଷାର୍କମୀଙ୍କୁ ଫେରାଇ ନେଇଛନ୍ତି...

ପ୍ରବଳ ବର୍ଷାରେ ବେହାଲ ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହର, ୩ ମୃତ, ବିମାନ ବନ୍ଦରରେ ଫସିଲେ ଶହ ଶହ ଯାତ୍ରୀ

ୱେଲିଂଟନ,୨୯ ।୧: ନ୍ୟୁଜିଲାଣ୍ଡର ସବୁଠାରୁ ବଡ ସହର ଅକଲାଣ୍ଡ ସହରରେ ଲଗାତାର ମୁଷଳ ଧାରରେ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଥିରେ ଏବେ ପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା...

ଇରାନରେ ଭୂକମ୍ପ, ୭ ମୃତ, ୪୪୦ ଆହତ

ତେହେରାନ,୨୯ ।୧: ଉତ୍ତର ପଶ୍ଚିମ ଇରାନର ପଶ୍ଚିମ ଅଜରବୈଜାନ ଅଞ୍ଚଳର ଖୋୟେ ସହରରେ ଶନିବାର ରାତିରେ ବଡ ଧରଣର ଭୂକମ୍ପ ଅନୁଭୁତ ହୋଇଛି । ଏହାଦ୍ୱାରା ବହୁ ପରିମାଣରେ ଧନଜୀବନ ହାନୀ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ...

ଆତଙ୍କବାଦୀ ଅସନ୍ତୁଷ୍ଟ: ଆଫଗାନିସ୍ଥାନରେ ଚାଇନା ବିବେଶରେ ବାଧା…

କାବୁଲ,୨୮।୧ : ପୁଞ୍ଜି ନିବେଶ ନେଇ ଆଫଗାନିସ୍ତାନରେ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ସ୍ଥାନୀୟ ଆତଙ୍କବାଦୀ ସଂଗଠନ ଚାଇନାକୁ ଟାର୍ଗେଟ କରୁଥିବାରୁ ପୁଞ୍ଜି ନିବେଶ କରିବାରେ ବାଧା ସୃଷ୍ଟି ହୋଇଛି। ଚାଇନା କମ୍ପାନୀ ଶିନଜିଆଙ୍ଗ ସେଣ୍ଟ୍ରାଲ ଏସିଆ ପେଟ୍ରୋଲିୟମ ଆଣ୍ଡ...

ତ୍ରିଭୁବନ ବିମାନ ବନ୍ଦରରେ ଉଡ଼ାଣ ବନ୍ଦ…

କାଠମାଣ୍ଡୁ,୨୮।୧ : ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ବିମାନ ଉଡ଼ାଣ ହଠାତ ବନ୍ଦ ହୋଇଯାଇଛି। ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ ବିମାନବନ୍ଦର ବ୍ୟବସ୍ଥାରେ କିଛି ଖରାପ କାରଣରୁ ବିମାନ ଚଳାଚଳ ବନ୍ଦ ହୋଇଯାଇଛି। ତେବେ ବିମାନବନ୍ଦରରେ ଇମିଗ୍ରେଶନ ସର୍ଭରରେ...

ଅଫିସରେ ଅଧିକ ସମୟ କାମ କରିପାରିବେ ବିଦେଶୀ ଛାତ୍ରୀଛାତ୍ର !…

ଲଣ୍ଡନ,୨୮।୧ : ଭାରତୀୟଙ୍କ ସମେତ ଅନ୍ୟ ବିଦେଶୀ ଛାତ୍ରୀଛାତ୍ରମାନଙ୍କୁ ବ୍ରିଟେନରେ ଅଧିକ ସମୟ କାମ କରିବାକୁ ଅନୁମତି ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଦେଶର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଅଭାବକୁ ପୂରଣ କରିବା...

ଲଣ୍ଡନରେ ଭଡ଼ାରେ ରହିବା ହେଲା ମହଙ୍ଗା: ଘରଭଡ଼ା ମାସକୁ ଅଢ଼େଇରୁ ୩ ଲକ୍ଷ…

ଲଣ୍ଡନ,୨୮।୧ : ବ୍ରିଟେନର ରାଜଧାନୀ ଲଣ୍ଡନରେ ଭଡ଼ାରେ ରହିବା ବର୍ତ୍ତମାନ ଲୋକଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲଣ୍ଡନରେ ଗୋଟିଏ ଘରର ହାରାହାରି ଭଡା ମାସକୁ ଅଢ଼େଇରୁ ତିନି ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଆଗାମୀ ଦିନରେ...

ଆଇଏମଏଫରୁ ଋଣ ପାଇଁ ଆମେରିକାର ସହାୟତା ଲୋଡିଲା ପାକିସ୍ତାନ…

ଇସଲାମାବାଦ,୨୮।୧ : ବଢୁଥିବା ଅର୍ଥନୈତିକ ଅସୁବିଧା ମଧ୍ୟରେ ପାକିସ୍ତାନ ପୁଣି ଥରେ ଆମେରିକାର ସହାୟତା ଲୋଡିଛି। ତୁରନ୍ତ ପାକିସ୍ତାନକୁ ଋଣ ଦେବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) କୁ ମନାଇବା ପାଇଁ ସେ ଆମେରିକାର ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି।...

ଷଡ଼ଯନ୍ତ୍ର ନା ବାଧ୍ୟବାଧ୍ୟକତା: ରୁଷିଆ ଅସ୍ତ୍ରଶସ୍ତ୍ରର ବିିକଳ୍ପ ପାଇଁ ଭାରତର ସହାୟତା ଲୋଡୁଛିି ଆମେରିକା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୧ : ୟୁକ୍ରେନ ଉପରେ ଲଗାତାର ରୁଷିଆ ଆକ୍ରମଣରେ ଅସୁବିଧା ଭୋଗୁଥିବା ଆମେରିକା ଏବେ ଆଶା ସହିତ ଭାରତ ଆଡକୁ ଚାହିଁଛି। ଯଦିଓ ଏହି ଆଶାରେ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନର କିଛି ଷଡ଼ଯନ୍ତ୍ର ନା ବାଧ୍ୟବାଧ୍ୟକତ ଅଛି ତାହା...

ଏଲଏସି ପ୍ରସଙ୍ଗରେ ଏକତରଫା କାର୍ଯ୍ୟକୁ ଆମେରିକାର ବିରୋଧ…

ଓ୍ବାଶିଂଟନ,୨୮।୧ : ଭାରତ ଏବଂ ଚାଇନା ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ସାମ୍ନାକୁ ଆସିଛି। ଆମେରିକା କହିଛି ଯେ କୌଣସି ପ୍ରକାରର ଏକତରଫା କାର୍ଯ୍ୟ କିମ୍ବା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ ଉପରେ ଅନୁପ୍ରବେଶକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri