ଅନ୍ତର୍ଜାତୀୟ

କଫ ସିରପ ମୃତ୍ୟୁ ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ କଠୋର, ସବୁ ଦେଶଙ୍କ ପାଇଁ ସତର୍କ ସୂଚନା ଜାରି…

ଜେନେଭା,୨୪।୧ : ଅପମିଶ୍ରିତ ଔଷଧ ବିରୋଧରେ ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିବେଦନ କରିଛି। ସାମ୍ପ୍ରତିକ ସମୟରେ କଫ ସିରପ ଯୋଗୁଁ ଅନେକ ପିଲାଙ୍କର ମୃତ୍ୟୁ ଘଟିଛି। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏକ...

ବିବିସି ଡକ୍ୟୁମଣ୍ଟାରି ନେଇ ପାକିସ୍ତାନ ଖବରଦାତାଙ୍କ ପ୍ରଶ୍ନ, ଉତ୍ତର ଦେଇ ଚୁପ୍‌ କରାଇଲା ଆମେରିକା…

ଓ୍ବାଶିଂଟନ/ଇସଲାମାବାଦ,୨୪।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀ ରିଲିଜ ହେବା ପରଠାରୁ ବିବାଦ ଦେଖାଦେଇଛି। ବର୍ତ୍ତମାନ ଆମେରିକା ମଧ୍ୟ ଏହାର ପ୍ରତିକ୍ରିୟା ଦେଇଛି। ଜଣେ ପାକିସ୍ତାନୀ ଖବରଦାତା ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସଙ୍କୁ ଏହି...

ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବିଲାଓ୍ବଲଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ: ପାକିସ୍ତାନ ଗଣମାଧ୍ୟମର ଦାବି…

ଇସଲାମାବାଦ,୨୪।୧ : ପାକିସ୍ତାନର ଅର୍ଥନୈତିକ ସଙ୍କଟ ଜାରି ରହିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନିକଟରେ ଭାରତ ସହ ଆଲୋଚନା ପ୍ରସ୍ତାବ ଦେଇଥିଲେ। ତେବେ ଭାରତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ଏବେ ପାକିସ୍ତାନୀ ଗଣମାଧ୍ୟମରୁ ଏକ...

ତୁର୍କୀର ବିରୋଧ ସତ୍ତ୍ୱେ ଫିନଲାଣ୍ଡ,ସ୍ବିଡେନ ନାଟୋରେ ଯୋଗଦେବାକୁ ପ୍ରସ୍ତୁତ: ଆମେରିକା

ଓ୍ବାଶିଂଟନ୍‌,୨୪।୧: ଫିନଲାଣ୍ଡ ଏବଂ ସ୍ବିଡେନ ନାଟୋରେ ଯୋଗଦେବାକୁ ପ୍ରସ୍ତୁତ ବୋଲି ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତିରେ କହିଛି। ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ଏକ ପବିତ୍ର ଗନ୍ଥ ଜାଳିବା, ଯେଉଁଥିରେ ଅନେକ ଲୋକଙ୍କର ବିଶ୍ୱାସ ରହିଛି...

ପୁଣି ଆମେରିକାରେ ଗୁଳିକାଣ୍ଡ: ୭ ମୃତ

କାଲିଫର୍ନିଆ,୨୪।୧: ଆମେରିକାର କାଲିଫର୍ନିଆରେ ପୁଣି ଗୁଳିକାଣ୍ଡ ଘଟିଛି। ଦୁଇ ଦିନ ମଧ୍ୟରେ ଏଠାରେ ଗୁଳିକାଣ୍ଡର ଦୁଇଟି ପ୍ରମୁଖ ଘଟଣା ସାମ୍ନାକୁ ଆସିଛି। ସୋମବାର ରାତିରେ ହାଫ୍‌ ମୁନ ବେ ଅଞ୍ଚଳରେ ଗୁଳିକାଣ୍ଡ ଘଟି ସାତ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।...

ତୁର୍କୀରେ ନିର୍ବାଚନ ଘୋଷଣା କଲେ ଏର୍ଡୋଗାନ

ଇସ୍ତାନବୁଲ୍‌,୨୪।୧: ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତାୟିପ ଏର୍ଡୋଗାନ ଦେଶର ପରବର୍ତ୍ତୀ ପାର୍ଲାମେଣ୍ଟ ଓ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ମେ’ ୧୪ରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ବୁର୍ସା ପ୍ରଦେଶରେ ଶନିବାର ଏର୍ଡୋଗାନ ଏକ ଯୁବ ସମ୍ମିଳନୀରେ...

ହିନ୍ଦୁ ମହିଳାଙ୍କୁ ଗଣବଳାତ୍କାର

ଇସ୍‌ଲାମାବାଦ୍‌, ୨୪।୧: ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ ହିନ୍ଦୁ ମହିଳାଙ୍କୁ ପ୍ରଥମେ ଅପହରଣ ଓ ପରେ ଗଣବଳାତ୍କାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତାଜଣକ ଏ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପାକିସ୍ତାନ ଉପମାର୍କେଟ ଜିଲା...

‘କ୍ରିପ୍ଟୋ କୁଇନ୍‌’ଙ୍କ ପଛରେ ଏଫ୍‌ବିଆଇ

ଓ୍ବାଶିଂଟନ୍‌, ୨୪ା୧:କ୍ରିପ୍ଟୋ କୁଇନ୍‌ ଭାବେ ଦେଶ ବିଦେଶରେ ଜଣାଯାଉଥିବା ରୁଜା ଇଗ୍‌ନାଟୋଭାଙ୍କୁ ଧରିବା ଲାଗି ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ (ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌) ଆପ୍ରାଣଚେଷ୍ଟା ଚଳାଇଛି। ଏଫ୍‌ବିଆଇର ଟପ୍‌ ୧୦ ମୋଷ୍ଟ ଓ୍ବାଣ୍ଟେଡ୍‌ ଲିଷ୍ଟରେ ଥିବା ୪୨...

ନିଯୁକ୍ତି ହରାଇଲେଣି ୮୦ ହଜାର ଭାରତୀୟ

ଓ୍ବାଶିଂଟନ,୨୪।୧: ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ମାନ୍ଦାବସ୍ଥାର ଗରୁତର ପ୍ରଭାବ ଅନୁଭୂତ ହୋଇଛି। ଏଥିରୁ ମୁକୁଳିବା ପାଇଁ ବୃହତ୍‌ ଆଇଟି କମ୍ପାନୀଠାରୁ ଆରମ୍ଭ କରି ରିଟେଲ୍‌ ଏବଂ ଫାଇନାନ୍ସ ସେକ୍ଟର କମ୍ପାନୀଗୁଡ଼ିକ କିଛିଦିନ ହେଲା କର୍ମଚାରୀମାନଙ୍କୁ ଛଟେଇ କରିବାରେ ଲାଗିଛନ୍ତି। ଆମେରିକାରେ...

ଅତୁଲ ଗୁପ୍ତାଙ୍କୁ ମିଳିବନି ଆଫ୍ରିକା ପାସପୋର୍ଟ, ହାରିଲେ ଆଇନର ଲଢେଇ

ଜୋହାନସବର୍ଗ,୨୪ ।୧: ଦୁବଇରେ ସ୍ୱନିର୍ବାସନରେ ରହୁଥିବା ୩ ଗୁପ୍ତା ଭାଇଙ୍କ ମଧ୍ୟରୁ ଜଣେ ଅତୁଲ ଗୁପ୍ତାଙ୍କୁ ଦକ୍ଷିଣ ଆଫ୍ରିକାର ନୂଆ ପାସପୋର୍ଟ ମିଳିବ ନାହିଁ । ଏଥିପାଇଁ ଅତୁଲ ଗୁପ୍ତା ହାଇକୋର୍ଟରେ ଆଇନର ଲଢେଇରେ ହାରି ଯାଇଛନ୍ତି । ଅତୁଲ,...

ସ୍କୁଲରେ ଗୁଳିକାଣ୍ଡ: ୨ ଛାତ୍ର ମୃତ

ଓ୍ବାଶିଂଟନ୍‌,୨୪।୧: ପୁଣି ଆମେରିକାରେ ଗୁଳିକାଣ୍ଡ ଘଟଣା ଘଟିଛି। ଆଇଓଓ୍ବାର ଡେସ ମୋଇନ୍ସରେ ସ୍କୁଲରେ ଗୁଳି ବିନିମୟରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶିକ୍ଷକ ଆହତ ହୋଇଥିଲେ। ପଚରାଉଚରା ପାଇଁ ପୋଲିସ ଅନେକ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଆମେରିକାର...

ଇଣ୍ଡୋନେସିଆର ଟୋବେଲୋରେ ୫.୫ ତୀବ୍ରତାର ଭୂକମ୍ପ

ଜାକର୍ତ୍ତା,୨୪ ।୧: ପୁଣିଥରେ ଥରି ଉଠିଛି ଇଣ୍ଡୋନେସିଆ । ୟୁନାଇଟେଡ ଜିଓଲଜିକାଲ ସର୍ଭେ(ୟୁଏସଜିସି) କହିଛି ସୋମବାର ଇଣ୍ଡୋନେସିଆର ଟୋବେଲୋଠାରୁ ୧୬୨ କିଲୋମିଟର ଉତ୍ତର ପଶ୍ଚିମରେ ଏକ ଭୁକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୫...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri