‘ଭାରତକୁ ଚାଇନା ସହ ଯିବାକୁ ବାଧ୍ୟ କରାଯାଉଛି,’ ଟ୍ରମ୍ପଙ୍କ ଉପରେ ରାଗିଲେ ପୂର୍ବତନ NSA
ଓ୍ବାଶିଂଟନ,୩୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଟ୍ରମ୍ପଙ୍କ ନିଷ୍ପତ୍ତିକୁ ତାଙ୍କ ନିଜ ଦେଶରେ ବିରୋଧ କରାଯାଉଛି। ପୂର୍ବତନ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଜ୍ୟାକ ସୁଲିଭାନ କହିଛନ୍ତି ଯେ...
ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହୁଥି ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ
ଜେରୁଜେଲମ,୩୦।୮: ୟେମେନର ରାଜଧାନୀ ସାନାରେ ଇସ୍ରାଏଲୀ ବିମାନ ଆକ୍ରମଣରେ ହୁଥି ପ୍ରଶାସନର ପ୍ରଧାନମନ୍ତ୍ରୀ ଅହମଦ ଅଲ-ରହାୱିଙ୍କ ମୃତ୍ୟୁ ହୋଇଛି। ୟେମେନର ହୁଥି ବିଦ୍ରୋହୀମାନେ ଶନିବାର (ଅଗଷ୍ଟ ୩୦, ୨୦୨୫) ଆକ୍ରମଣରେ ପ୍ରଧାନମନ୍ତ୍ରୀ ଅହମଦ ଅଲ-ରହାୱିଙ୍କ ମୃତ୍ୟୁ ନିଶ୍ଚିତ କରିଛନ୍ତି। ଇରାନ-ସମର୍ଥିତ...
ଫୋନ୍ରେ ଟ୍ରମ୍ପ କହିଲେ ଏମିତି କଥା, ରାଗିଗଲେ ମୋଦି, ସେହିଦିନଠାରୁ ବଢ଼ିଛି ତିକ୍ତତା
ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦ା୮: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏବେ ବି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଠିକ୍ ହୋଇନାହିଁ। ଟ୍ରମ୍ପ ବାରମ୍ବାର କହିଛନ୍ତି,...
ଜେଲନସ୍କିଙ୍କ ସହ କଥା ହେଲେ ମୋଦି, ଜାଣନ୍ତୁ କ’ଣ ହେଲା ଚର୍ଚ୍ଚା
ନୂଆଦିଲ୍ଲୀ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଥିଲେ। ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନୀୟ ସମ୍ପ୍ରତି ଘଟିଥିବା ଘଟଣାବଳୀ ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ,...
ବିଧାୟକଙ୍କ ଦରମାକୁ ନେଇ ହଙ୍ଗାମା, ବିଧାନସଭାରେ ଲଗାଇଲେ ନିଆଁ, ୩ ମୃତ
ଜାକର୍ତ୍ତା,୩୦।୮: ଇଣ୍ଡୋନେସିଆରେ ଅଶାନ୍ତ ଜନତା ତିନୋଟି ପ୍ରଦେଶର ବିଧାନସଭା କୋଠାରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ପଶ୍ଚିମ ନୁସା ତେଙ୍ଗାରା, ପେକାଲୋଙ୍ଗାନ ଏବଂ ସିରେବନ ବିଧାନସଭା କୋଠାରେ ନିଆଁ ଲଗାଇ ଦିଆଯାଇଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି,...
ମୋଦିଙ୍କ ଚାଇନା ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ, ରହିଛି ସାରା ବିଶ୍ୱର ନଜର
ବେଜିଂ,୩୦।୮: ସାତ ବର୍ଷରୁ ଅଧିକ ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଚାଇନାରେ ପହଞ୍ଚିଛନ୍ତି। ସାରା ବିଶ୍ୱ ଏହି ଗସ୍ତ ଉପରେ ନଜର ରଖିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାକ୍ଷାତକୁ ସାରା ବିଶ୍ୱ...
୭ ବର୍ଷ ପରେ ଚାଇନା ମାଟିରେ ପାଦ ଦେଲେ ମୋଦି, ରେଡ କାର୍ପେଟରେ ଗ୍ରାଣ୍ଡ ଓ୍ବେଲକମ
ବେଜିଂ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର (୩୦ ଅଗଷ୍ଟ ୨୦୨୫) SCO ସମ୍ମିଳନୀରେ ଯୋଗଦେବା ପାଇଁ ଚାଇନା ପହଞ୍ଚିଛନ୍ତି। ଶିଖର ସମ୍ମିଳନୀ ବ୍ୟତୀତ ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ ପୃଥକ ଦ୍ୱିପାକ୍ଷିକ...
ଟ୍ରମ୍ପଙ୍କ ଟାରିଫକୁ ଆମେରିକା କୋର୍ଟ କହିଲା ବେଆଇନ, ଭାରତକୁ ମିଳିବ କି ଲାଭ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ଓ୍ବାଶିଂଟନ,୩୦।୮: ଭାରତ ପାଇଁ ଏକ ସମ୍ଭାବ୍ୟ ଆଶ୍ୱସ୍ତି ସ୍ବରୂପ, ଆମେରିକାର ଏକ ଫେଡେରାଲ ଆପିଲ କୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲଗାଯାଇଥିବା ଶୁଳ୍କକୁ ଅବୈଧ ଘୋଷଣା କରିଛି। କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଟ୍ରମ୍ପଙ୍କ...
ଅସିମ ମୁନିରଙ୍କୁ କିଏ ଆଉ କାହିଁକି ପିନ୍ଧାଇଲେ ଗେରୁଆ ଶାଲ? ଭାଇରାଲ ହେଉଛି ପାକିସ୍ତାନ ଫିଲ୍ଡ ମାର୍ଶଲଙ୍କ ଭିଡିଓ
ଇସଲାମାବାଦ,୩୦।୮: ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଶୁକ୍ରବାର (୨୯ ଅଗଷ୍ଟ ୨୦୨୫) ଦରବାର ସାହିବ କରତାରପୁର ଗସ୍ତ କରିଥିଲେ। ଏହି ଅଞ୍ଚଳ ବର୍ତ୍ତମାନ ଭୟଙ୍କର ବନ୍ୟାରେ ଫସି ରହିଛି। ମୁନିର ଏଠାରେ ପାକିସ୍ତାନୀ ଶିଖ ସମ୍ପ୍ରଦାୟର...
ଆମେରିକା ଭାରତର ଶତ୍ରୁ ନା ମିତ୍ର; ଗୁମର ଖୋଲିଦେଲେ ରାଜନାଥ ସିଂ
ଓ୍ବାଶିଂଟନ୍,୩୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ୫୦ ପ୍ରତିଶତ ଟାରିଫ୍ ବିଷୟରେ ସାରା ବିଶ୍ୱରେ ଆଲୋଚନା ହେଉଛି। ଟ୍ରମ୍ପଙ୍କ ଟାରିଫ୍ ଧମକ ମଧ୍ୟରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ଼ ବୟାନ...
ଜାପାନରେ ମୋଦିଙ୍କୁ ଏମିତି କହି ଡାକିଲେ ଲୋକେ: ଶୁଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୩୦।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସହ ଟୋକିଓରୁ ସେଣ୍ଡାଇ ବୁଲେଟ ଟ୍ରେନରେ ଯାତ୍ରା କରିଥିଲେ। ଉଭୟ ନେତା ସୋସିଆଲ ମିଡିଆରେ ସେମାନଙ୍କ ଯାତ୍ରାର ଫଟୋ ଶେୟାର କରିଥିଲେ। ଜାପାନ ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ...
ପୁଟିନଙ୍କୁ ଧୋକା ଦେଉଛନ୍ତି ମୋଦି! ସାରା ବିଶ୍ୱରେ ଚହଳ
ମସ୍କୋ,୩୦।୮:ଏହି ସମୟରେ ସମଗ୍ର ବିଶ୍ୱ ଟ୍ରମ୍ପ ଶୁଳ୍କ ଉପରେ ଆଲୋଚନା କରୁଛି। ଗୋଟିଏ ପଟେ, ଟ୍ରମ୍ପ ଭାରତ ଉପରେ ଅସନ୍ତୋଷର କାରଣ ଏହା ରୁଷରୁ ତେଲ କିଣୁଛି। ସେ ରୁଷ ତେଲ କିଣିବା ପାଇଁ ଭାରତ ଉପରେ 25 ପ୍ରତିଶତ...
Archives


