ଅନ୍ତର୍ଜାତୀୟ

ଚାଇନାଠାରୁ କରୋନା ତଥ୍ୟ ପୁଣି ମାଗିଲା ବିଶ୍ୱସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୩୧।୧୨ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। ଇତିମଧ୍ୟରେ ନୂଆ ବର୍ଷରୁ ଚାଇନା କରୋନା ସହ ଜଡିତ ତଥ୍ୟକୁ ମାସକୁ...

ରାତି ସାରା ୟୁକ୍ରେନ୍‌ରେ ଡ୍ରୋନ ଦ୍ୱାରା ଆକ୍ରମଣ କଲା ରୁଷିଆ…

କିଭ୍‌,୩୧।୧୨ : ରୁଷିଆ ୟୁକ୍ରେନ ଉପରେ ଏବେ ଆକ୍ରମଣ ଜୋରଦାର କରିଛି। ଏହି ସମୟ ମଧ୍ୟରେ ଏହା ସାମ୍ନାକୁ ଆସିଛି ଯେ ରୁଷିଆ ଶୁକ୍ରବାର ରାତି ସାରା ଇରାନର ଡ୍ରୋନ ସହାୟତାରେ ୟୁକ୍ରେନରେ ଆକ୍ରମଣ କରିଛି। ଏନେଇ ୟୁକ୍ରେନ କର୍ତ୍ତୃପକ୍ଷ...

ଜିନପିଙ୍ଗ ପୁଟିନଙ୍କୁ କଲେ ଆମନ୍ତ୍ରଣ…

ବେଜିଂ/ମସ୍କୋ,୩୧।୧୨ : ୟୁକ୍ରେନ ଯୁଦ୍ଧକୁ ନେଇ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ସାମ୍ନାକୁ ଆସିଥିବା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ଫୋନରେ କଥା ହୋଇଥିଲେ। ପୁଟିନ ଜିନପିଙ୍ଗଙ୍କୁ ରୁଷିଆ ପରିଦର୍ଶନ କରିବାକୁ ଆମନ୍ତ୍ରଣ କରି...

ପ୍ରସିଦ୍ଧ ଟିଭି ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ…

ଓ୍ବାଶିଂଟନ,୩୧।୧୨ : ଭେଟେରାନ ଆମେରିକୀୟ ଟେଲିଭିଜନ ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ ଘଟିଛି। ସେ ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବାରବରା ଆମେରିକୀୟ ଟେଲିଭିଜନରେ ପ୍ରମୁଖ ସାକ୍ଷାତକାରକାରୀ ଥିଲେ। ସୂଚନା ଅନୁଯାୟୀ, ପ୍ରସିଦ୍ଧ ମହିଳା ଟକ...

ଜାତିସଂଘରେ ଇସ୍ରାଏଲକୁ ପୁଣି ସମର୍ଥନ କଲା ଭାରତ…

ଜେନେଭା,୩୧।୧୨ : ଭାରତ ପୁଣି ଥରେ ଇସ୍ରାଏଲକୁ ସମର୍ଥନ କରିଛି। ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ଏକ ପ୍ରସ୍ତାବରେ ଭାରତ ଭୋଟ ଦାନରୁ ନିବୃତ୍ତ ହୋଇଛି। ଏଥିରେ ଇସ୍ରାଏଲର ପାଲେଷ୍ଟାଇନ ଅଞ୍ଚଳକୁ ଦୀର୍ଘ ଦିନ ଧରି ଦଖଲ କରିବା...

ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ବୀଭତ୍ସ ହତ୍ୟା

କରାଚି, ୩୧ା୧୨: ପାକିସ୍ତାନର ସିଦ୍ଧ ପ୍ରଦେଶରେ ୪୪ ବର୍ଷୀୟା ହିନ୍ଦୁ ମହିଳା ଦୟା ଭେଲଙ୍କୁ ବୀଭତ୍ସ ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପ୍ରଦେଶରେ ରହୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁ ସମ୍ପ୍ରଦାୟକଙ୍କ ପାଇଁ ଏହା ଚିନ୍ତାର...

ୟୁକ୍ରେନ୍‌ ଉପରେ ରୁଷିଆର ଘନ ଘନ ଆକ୍ରମଣ

କିଭ୍‌, ୩୧ା୧୨: ବର୍ଷ ଶେଷ ହେବାକୁ ବସିଥିବାବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଲାଗିପାରୁ ନାହିଁ। ଇତିମଧ୍ୟରେ ଯୁଦ୍ଧକୁ ୧୦ ମାସରୁ ଊର୍ଦ୍ଧ ଦିନ ବିତିଯାଇଛି। କିଛି ସପ୍ତାହର ବିରତି ପରେ ପୁଣି ଆଟାକିଂ ମୋଡ୍‌କୁ ଚାଲିଆସିଛି ରୁଷିଆ। ଗୁରୁବାର ରୁଷିଆ...

ଭାରତକୁ ପୁଟିନ୍‌ଙ୍କ ନୂଆବର୍ଷ ଶୁଭେଚ୍ଛା

ମସ୍କୋ, ୩୧ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କ୍ରେମ୍‌ଲିନର ବନ୍ଧୁ ରାଷ୍ଟ୍ର ଭାରତ ସମେତ ତୁର୍କୀ, ସିରିଆ, ଭେନେଜୁଏଲା ଏବଂ ଚାଇନାକୁ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ପୁଟିନ୍‌ ଆମେରିକା, ଫ୍ରାନ୍ସ ଏବଂ ଜର୍ମାନ୍‌କୁ ନ୍ୟୁ ଇୟର୍‌ ଶୁଭେଚ୍ଛା ଜଣାଇ...

କରୋନା ବିସ୍ଫୋରଣ ମଧ୍ୟରେ ବଦଳିଲେ ଚାଇନାର ବୈଦେଶିକ ମନ୍ତ୍ରୀ

ବେଜିଂ,୩୧ ।୧୨: ଚାଇନାକୁ ଫେରିଥିବା କରୋନା ସଂକ୍ରମଣକୁ ନେଇ ବିଶ୍ୱର ସମସ୍ତ ଦେଶ ଚିନ୍ତିତ ହୋଇ ପଡିଥିବା ବେଳେ ଚାଇନା ତା’ର ବୈଦେଶିକ ମନ୍ତ୍ରୀଙ୍କୁ ବଦଳାଇ ଦେଇଛି । ସି ଜିନପିଙ୍ଗ ସରକାରରେ ଏବେ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରଣାଳୟ ସମ୍ଭାଳିଥିବା...

ନୂଆବର୍ଷରେ ବିଶ୍ୱ ଜନସଂଖ୍ୟା ୭୯୦ କୋଟି ହେବ

ନ୍ୟୁୟର୍କ,୩୧ା୧୨: ନୂଆବର୍ଷ ୨୦୨୩ର ପ୍ରଥମ ଦିନରେ ବିଶ୍ୱ ଜନସଂଖ୍ୟା ୭୯୦ କୋଟିରେ ପହଞ୍ଚତ୍ବ ବୋଲି ଆମେରିକା ସେନ୍‌ସସ୍‌ ବ୍ୟୁରୋ ଆକଳନ କରିଛି। ୨୦୨୨ ଜାନୁୟାରୀ ୧ରୁ ଇତିମଧ୍ୟରେ ଲୋକ ସଂଖ୍ୟାରେ ୭.୩୭ କୋଟି ଯୋଡ଼ି ହୋଇଛି ଅର୍ଥାତ୍‌ ବର୍ଷକରେ ବିଶ୍ୱ...

ଉଇଗର ମୁସଲିମ ଧର୍ମ ପ୍ରଚାରକ ଉମର ହୁସୈନଙ୍କର ଚାଇନର ଶିନଜିୟାଂଗ ଜେଲରେ ମୃତ୍ୟୁ, କାଟୁଥିଲେ ୫ ବର୍ଷର ଜେଲଦଣ୍ଡ

ୱାଶିଂଟନ,୩୧ ।୧୨: ଚାଇନର ଶିନଜିୟାଂଗରେ ଥିବା ଏକ ଜେଲରେ ଦଣ୍ଡ ଭୋଗୁଥିବା ଉଇଗର ମୁସଲିମ ଧର୍ମ ପ୍ରଚାରକ ଉମର ହୁସୈନଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଫେବୃୟାରୀ ୨ରେ ଲିଭର କ୍ୟାନସର ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି...

ପିଲା ଛୋଟ ଥିବା ବେଳେ ଏକ ଦଶକ ପର୍ଯ୍ୟନ୍ତ ଓବାମାଙ୍କୁ ବରଦାସ୍ତ କରି ନ ଥିଲେ ମିଶେଲ

ୱାଶିଂଟନ,୩୦ ।୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହଧର୍ମିଣୀ ମିଶେଲ ଓବାମା ବଡ କଥା କହିଛନ୍ତି । ଆମେରିକାର ଏହି ପୂର୍ବତନ ଫାଷ୍ଟ ଲେଡି କହିଛନ୍ତି ଯେତେବେଳେ ତାଙ୍କ ପିଲାମାନେ ଛୋଟ ଥିଲେ ସେତେବେଳେ ସେ ତାଙ୍କ ସ୍ୱାମୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri