ଅନ୍ତର୍ଜାତୀୟ

୪୦ କୋଟି ଟୁଇଟର ୟୁଜର୍ସଙ୍କ ଡେଟା ଚୋରି

ଜେରୁଜେଲମ, ୨୭।୧୨: ଅନେକ କୋଟି ଲୋକ ମାଇକ୍ରୋବ୍ଲଗିଂ ଆପ୍‌ ଟୁଇଟରକୁ ବ୍ୟବହାର କରୁଛନ୍ତି। ତେବେ ଟୁଇଟର ୟୁଜର୍ସଙ୍କ ଡେଟା କେତେ ସୁରକ୍ଷିତ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଇସ୍ରାଏଲର ସାଇବର ଇଣ୍ଟେଲିଜେନ୍ସ କମ୍ପାନୀ ହଡସନ୍‌ ରକ ପକ୍ଷରୁ...

ତୁଷାରପାତରେ ୧୭ ମୃତ

ଟୋକିଓ,୨୭ା୧୨: ଜାପାନର ଅନେକ ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ୧୭ ଜଣଙ୍କ ମୃତ୍ୟୁ ଘଟିବା ସହ ୯୩ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ତୁଷାରପାତ ଯୋଗୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିବାରୁ ଶହା ଶହ ଲୋକ ଅନ୍ଧାରରେ ରହିଥିବା ବିପର୍ଯ୍ୟୟ...

୨୦୨୩ରେ ମାନ୍ଦାବସ୍ଥା ଆଶଙ୍କା

ଓ୍ବାଶିଂଟନ,୨୭ା୧୨:ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସୁଧହାର ବୃଦ୍ଧି କରାଯାଉଛି। ଏହି ଉଚ୍ଚ ସୁଧହାର ଯୋଗୁ ୨୦୨୩ରେ ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ମୁହଁାଇବ ବୋଲି ସେଣ୍ଟର ଫର୍‌ ଇକୋନୋମିକ୍ସ ଆଣ୍ଡ ବିଜ୍‌ନେସ ରିସର୍ଚ୍ଚ (ସିଇବିଆର୍‌)...

ହିମଝଡ଼ ନେଲାଣି ୪୮ ଜୀବନ

ନୁୟର୍କ,୨୭ା୧୨: ଆମେରିକାରେ ଭୟଙ୍କର ହିମଝଡ଼ରେ ୪୮ ଜଣଙ୍କ ଜୀବନ ଗଲାଣି। ହିମଝଡ଼ ଯୋଗୁ ଆମେରିକା ଏକ ଡିପ୍‌ ଫ୍ରିଜ୍‌ରେ ପରିଣତ ହୋଇଛି। ୪୮ଟି ରାଜ୍ୟରେ ତାପମାତ୍ରା ବିଯୁକ୍ତ ଡିଗ୍ରୀ ରହିଛି। ତୁଷାରରେ ଅନେକ ଘର ପୋତିହୋଇପଡ଼ିବା ସହ ପ୍ରାୟ ୧୭...

ଆମେରିକା ପରେ ଜାପାନ, ଅଷ୍ଟ୍ରିୟାରେ ଶୀତ ପ୍ରକୋପ, ବରଫ ଝଡ଼ରେ ୪୧ ଆମେରିକୀୟଙ୍କର ମୃତ୍ୟୁ

ନ୍ୟୁୟର୍କ/ଟୋକିଓ/ଫ୍ରାଙ୍କଫୋର୍ଟ.୨୭ ।୧୨: ବିଶ୍ୱର କିଛି ଅଂଶରେ ଶୀତ ପ୍ରକୋପ ବଢିବା ସହ ବରଫ ଝଡ଼ ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଆମେରିକାରେ ହୋଇଥିବା ଘୂର୍ଣ୍ଣିଝଡ଼ ‘ବମ’ ପ୍ରଭାବରେ ଏବେ ପର୍ଯ୍ୟନ୍ତ ୪୧ ଜଣଙ୍କ ମୃତ୍ୟୁ ହୋଇ...

ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ: ଚାଲିଗଲା ୧୨ ଜୀବନ

ଖାର୍ତୋମ,୨୭।୧୨: ଗତ କିଛି ଦିନ ହେବ ସୁଦାନର ଡାରଫୁର ଅଞ୍ଚଳରେ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଡାରଫୁରରେ ଥିବା ଶରଣାର୍ଥୀ ତଥା ବିସ୍ଥାପିତ ସହାୟତା ଗୋଷ୍ଠୀ ଜେନେରାଲ କୋର୍ଡିନେସନ ମୁଖପାତ୍ର ଆଡାମ ରିଗେଲ...

ଚାଇନାରେ ୨୩.୮ ନିୟୁତ ୬୦ରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଟିକା ନେଇନାହାନ୍ତି

ହଂକଂ,୨୬।୧୨: ଚାଇନାରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଥିବା ବେଳେ ୨୩.୮ ନିୟୁତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ   ବର୍ତ୍ତମାନ ସୁଦ୍ଧା ଟିକା ନେଇ ନ ଥିବା ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଏହାକୁ ନେଇ ଚିନ୍ତା ବଢ଼ିବାରେ...

ଉତ୍ତର କୋରିଆକୁ କଡ଼ା ଜବାବ ଦେଲା ଦକ୍ଷିଣ କୋରିଆ

ସିଓଲ,୨୬ା୧୨: ଦକ୍ଷିଣ କୋରିଆ ପୁଣି ଥରେ ଉତ୍ତର କୋରିଆ ଉପରେ ଡ୍ରୋନ୍‌ ଆକ୍ରମଣର ଅଭିଯୋଗ ଆଣିଛି। ଉତ୍ତର କୋରିଆ ଡ୍ରୋନ୍‌ ଦକ୍ଷିଣ କୋରିଆର ଆକାଶ ସୀମାକୁ ଉଲ୍ଲଂଘନ କରିବା ପରେ ଦକ୍ଷିଣ କୋରିଆ ଯୁଦ୍ଧ ବିମାନ ସହିତ ଏହାର ପ୍ରତିଶୋଧ...

ନେପାଳର ପ୍ରଧାନମନ୍ତ୍ରୀ ହେଲେ ମାଓବାଦୀ ନେତା ପ୍ରଚଣ୍ଡ

କାଠମାଣ୍ଡୁ,୨୬।୧୨: ମାଓବାଦୀ ନେତା ପୁଷ୍ପ କମଲ ଦହଲ ପ୍ରଚଣ୍ଡ ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ। ତାଙ୍କୁ ଦେଶର ୨୭୫ ଏମ୍‌ପିଙ୍କ ମଧ୍ୟରୁ ୧୬୫ଜଣଙ୍କ ସମର୍ଥନ ରହିଛି। ସରକାର ଗଠନ ପାଇଁ ପ୍ରଚଣ୍ଡଙ୍କ ଦଳ ସିପିଏନ୍‌-ଏମ୍‌ସି ପ୍ରଥମେ ଶେର ବାହାଦୂର ଦେଓବାଙ୍କ...

ଆମେରିକାରେ ବମ୍ବ ସାଇକ୍ଲୋନ୍‌: ରେକର୍ଡ ଭାଙ୍ଗିଲା ତାପମାତ୍ରା

ଓ୍ବାଶିଂଟନ,୨୬ା୧୨: ଆମେରିକାରେ ବମ୍ବ ସାଇକ୍ଲୋନ୍‌ ଯୋଗୁ ଦେଶରେ ଶୀତ ରେକର୍ଡ ଭାଙ୍ଗିଛି। ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀକୁ ଖସିବା ଫଳରେ ଲକ୍ଷାଧିକ ଆମେରିକୀୟଙ୍କ ଖ୍ରୀଷ୍ଟମାସ ପାଳନକୁ ଫିକା କରିଦେଇଛି। ଏପରିକି ବିମାନ ବାତିଲ ଯୋଗୁ ହଜାର ହଜାର ଯାତ୍ରୀ ଅଟକି...

ଟୁଇଟର ଉପରେ ବଡ଼ ଧରଣର ହ୍ୟାକିଂ: ୪୦ କୋଟି ଟୁଇଟର ୟୁଜରଙ୍କ ଡାଟା ଚୋରି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୬।୧୨ : ଟୁଇଟର ୟୁଜରଙ୍କ ଉପରେ ଏକ ବଡ ହ୍ୟାକିଂ ଆକ୍ରମଣ ହୋଇଛି। ଖବର ଅନୁଯାୟୀ, ଏହି ହ୍ୟାକିଂ ଆକ୍ରମଣରେ ସାରା ବିଶ୍ୱରେ ପ୍ରାୟ ୪୦ କୋଟି ୟୁଜରଙ୍କ ତଥ୍ୟ ଚୋରି ହୋଇଛି। ହ୍ୟାକରମାନେ ଏହି ତଥ୍ୟକୁ ଡାର୍କ ୱେବରେ...

ଗ୍ରୀସ୍‌-ସାଇପ୍ରସ୍‌କୁ ଏର୍ଦୋଗନଙ୍କ ଚେତାବନୀ…

ଆଙ୍କରା,୨୬।୧୨ : ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ ଏବଂ ତାଙ୍କ ମନ୍ତ୍ରୀମାନେ ନାଟୋ ସହଯୋଗୀ ଗ୍ରୀସ ଏବଂ ସାଇପ୍ରସ ରିପବ୍ଲିକ ବିରୋଧରେ ଆକ୍ରମଣାତ୍ମକ ବିବୃତ୍ତି ଦେଇଛନ୍ତି। ଏକ ଅଭିଭାଷଣରେ ତୁର୍କୀରେ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତ୍ପାଦନ ସମ୍ପର୍କରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri