ଅନ୍ତର୍ଜାତୀୟ

କରୋନା ସଙ୍କଟ ମଧ୍ୟରେ ନୂଆ ଯୁଦ୍ଧର ପଦଧ୍ୱନୀ…

ବେଜିଂ/ତାଇପେ,୨୬।୧୨ : ପୃଥିବୀର ବିଭିନ୍ନ ଦେଶରେ କରୋନା ସଙ୍କଟ ଜାରି ରହିଥିବାବେଳେ ପୁଣି ଏକ ନୂଆ ଯୁଦ୍ଧର ପଦଧ୍ୱନୀ ଶୁଣାଯିବା ଆରମ୍ଭ ହୋଇଛି। ଚାଇନାର ଆକ୍ରୋଶ ମୂଳକ ମନୋଭାବ ଯୋଗୁ ତାଇଓ୍ବାନ ସହିତ ବିବାଦ ବଢ଼ିବାରେ ଲାଗିଛି। ରବିବାର ଚାଇନା...

ଚାଇନାରେ ରକ୍ତ ପାଇଁ ହାହାକାର…

ବେଜିଂ,୨୬।୧୨ : ଚାଇନାରେ କରୋନା ଏକ ଭୟଙ୍କର ରୂପ ନେଇଛି । କୋଭିଡ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ମଧ୍ୟରେ ଦେଶର ଅନେକ ଅଞ୍ଚଳରେ ରକ୍ତର ଅଭାବ ଦେଖାଦେଇଛି। ଦେଶରେ ରକ୍ତ ପାଇଁ ହାହାକାର ସୃଷ୍ଟି ହୋଇଛି।...

ତୱାଂଗ ହିଂସା ପରେ ବି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ବୟାନ, ଭାରତ ସହ ମଜଭୁତ ସମ୍ପର୍କ ରଖିବାକୁ ପ୍ରସ୍ତୁତ

ବେଜିଂ,୨୬ ।୧୨: ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଚାଇନା ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିର ଓ ମଜଭୁତ ବିକାଶ ପାଇଁ ଭାରତ ସହ କାମ କରିବାକୁ ଚାଇନା ପ୍ରସ୍ତୁତ ରହିଛି । ଦୁଇ ଦେଶ ସେହି ସୀମାବର୍ତ୍ତି ଅଞ୍ଚଳରେ...

ଆମେରିକାରେ ତୁଷାର ଝଡ଼: ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି

ଓ୍ବାଶିଂଟନ,୨୬ା୧୨: ଆମେରିକାର ବିଭିନ୍ନ ଅଞ୍ଚଳରେ ତୁଷାର ଝଡ଼ ହେବାରୁ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ପ୍ରବଳ ଥଣ୍ଡାରେ ମୃତ୍ୟୁ ହେବା ସହ ତୁଷାରପାତ ଯୋଗୁ ସଡ଼କ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଇଛି। ଏପରିକି ବୁଫାଲୋ ବିମାନବନ୍ଦରରେ ୪୩...

ତାଇଓ୍ବାନ ସୀମାରେ ଚାଇନାର ୭୧ ଯୁଦ୍ଧ ବିମାନ

ତାଇପେ,୨୬ା୧୨: ଚାଇନା ତା’ର ବିରୋଧୀ ମନୋଭାବରୁ ଓହରିବାର ନାଁ ନେଉନି। ଭାରତ ପରେ ଏବେ ସେ ତାଇଓ୍ବାନ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ୭୧ଟି ଚାଇନାର ଯୁଦ୍ଧ...

ଚାଇନାରେ ବୁଷ୍ଟର ଡୋଜ ନେଇଥିବା ବ୍ୟକ୍ତି ବି ନୁହେଁ ସୁରକ୍ଷିତ, ଶୀଘ୍ର ନିଅନ୍ତୁ ଦ୍ୱିତୀୟ ବୁଷ୍ଟର ଡୋଜ

ବେଜିଂ,୨୬ ।୧୨: ଚାଇନାରେ ବେଳକୁ ବେଳ ବେକାବୁ ହେଲାଣି କରୋନା ସଂକ୍ରମଣ । ଏହି ସଂକ୍ରମଣରୁ କିପରି ମୁକ୍ତି ମିଳିବ ତାହାକୁ ନେଇ ସାଧାରଣ ଜନତାଙ୍କଠାରୁ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢି ଗଲାଣି । ଏଥିରୁ କିପରି ମୁକ୍ତି...

ଚାଇନାରେ କରୋନା ତାଣ୍ଡବ: ଦିନକୁ କୋଟିଏରୁ ଅଧିକ ଆକ୍ରାନ୍ତ ଚିହ୍ନଟ-ଦୈନିକ ମୃତ୍ୟୁ ସଂଖ୍ୟା ୩୦ ହଜାର ପାର…

ବେଜିଂ,୨୬।୧୨ : ଚାଇନାରେ ପ୍ରତିଦିନ ଏକ କୋଟିରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଥିବାବେଳେ ୩୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଆସନ୍ତା ୯୦ ଦିନ ମଧ୍ୟରେ ଚାଇନାରେ ପ୍ରାୟ ୯୦୦ ନିୟୁତ ଲୋକ ସଂକ୍ରମଣର...

୨୦୨୩ ନିର୍ବାଚନରେ ଇମ୍ରାନଙ୍କ ବିରୋଧରେ ଲଢ଼ିବେ ନଓ୍ବାଜ ଶରିଫ…

ଇସଲାମାବାଦ,୨୬।୧୨ : ଆସନ୍ତା ୨୦୨୩ ବର୍ଷରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଶେହବାଜ ଶରିଫ ସରକାରରେ ଗୃହମନ୍ତ୍ରୀ ରାଣା ସନାଉଲ୍ଲା ନୱାଜ ଶରିଫଙ୍କ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି ଯାହା ଉପରେ ପାକିସ୍ତାନର ରାଜନୈତିକ ବାତାବରଣ ଉଷ୍ଣତା...

୨୧୦୦ ବେଳକୁ ଲୋପ ପାଇଯିବେ ପେଙ୍ଗୁଇନ୍‌

ମେଲ୍‌ବୋର୍ନ,୨୬।୧୨: ଜଳବାୟୁ ପରିବର୍ତ୍ତନ ଯୋଗୁ ଆଣ୍ଟାର୍କଟିକା ମହାଦେଶର ପ୍ରାଣୀ ଜଗତ ବିପଦରେ ପଡ଼ିଛନ୍ତି। ଯଦି ଏହାର ପ୍ରତିକାର ଦିଗରେ କାର୍ଯ୍ୟ କରା ନ ଯାଏ ତେବେ ୨୧୦୦ ମସିହା ବେଳକୁ ଏଠାକାର ୯୭% ସ୍ଥଳଚର ପ୍ରାଣୀ ବିଲୁପ୍ତ ହୋଇଯିବେ। ଅନ୍ୟପକ୍ଷେ...

ୟୁକ୍ରେନ୍‌ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ: ପୁଟିନ୍‌

ମସ୍କୋ,୨୬ା୧୨: ୟୁକ୍ରେନ୍‌ ଯୁଦ୍ଧର ସମସ୍ତ ପକ୍ଷଙ୍କ ସହ ଆଲୋଚନା ପାଇଁ ରୁଷିଆ ପ୍ରସ୍ତୁତ। କିତୁ କିଭ୍‌ ଓ ଏହାର ପାଶ୍ଚାତ୍ୟ ସମର୍ଥନକାରୀମାନେ ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି ବୋଲି ରବିବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରକାଶ କରିଛନ୍ତି। ସେଣ୍ଟ୍ରାଲ...

ପୂର୍ବତନ ରାଷ୍ଟ୍ରପତିଙ୍କୁ ୧୧ ବର୍ଷ ଜେଲ୍‌

ମାଲେ,୨୬।୧୨: ମାଲଦ୍ୱୀପ କୋର୍ଟ ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନଙ୍କୁ ୧୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୟାମିନ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ଅଭିଯୋଗରେ କୋର୍ଟ ୟାମିନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ...

ବମ୍ବ ସାଇକ୍ଲୋନ୍‌ରେ ୧୮ ମୃତ

ଓ୍ବାଶିଂଟନ,୨୬ା୧୨: ଆମେରିକାରେ ବମ୍ବ ସାଇକ୍ଲୋନ୍‌ (ଶୀତଦିନିଆ ବାତ୍ୟା)ରେ ୧୮ ଜଣଙ୍କ ଜୀବନ ଗଲାଣି। ବମ୍ବ ସାଇକ୍ଲୋନ୍‌ ଯୋଗୁ ଦେଶରେ ଶୀତ ସବୁ ରେକର୍ଡ ଭାଙ୍ଗିଛି। ଅନେକ ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀକୁ ଖସିବା ଫଳରେ ଲକ୍ଷାଧିକ ଆମେରିକୀୟଙ୍କ ଖ୍ରୀଷ୍ଟମାସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri