ଅନ୍ତର୍ଜାତୀୟ

ଇସ୍ରାଏଲରେ ଭୋଟ ଗଣନା ଜାରି, ନେତନ୍ୟାହୁଙ୍କୁ ମିଳିପାରେ ସ୍ପଷ୍ଟ ବହୁମତ, ପୁଣିଥରେ ହୋଇପାରନ୍ତି ପ୍ରଧାନମନ୍ତ୍ରୀ

ଜେରୁଜେଲମ,୩ ।୧୧: ଇସ୍ରାଏଲର ସାଧାରଣ ନିର୍ବାଚନରେ ରାଜନୈତିକ ଦଳ ‘ଲିକୁଡ’କୁ ସ୍ପଷ୍ଟ ବହୁମତ ମିଳିବ ବୋଲି ଆଶା କରାଯାଉଛି । ଏବେ ପର୍ଯ୍ୟନ୍ତ ପ୍ରାୟ ୯୦ ପ୍ରତିଶତ ଭୋଟ ଗଣତି ସରିଛି ଓ ଏଥିରୁ ଅନୁମାନ କରାଯାଉଛି କି ବେନଜାମିନ...

୨୦ ବର୍ଷରେ ୧୭୬ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି କିମ୍‌…

ପ୍ୟୋଙ୍ଗୟାଙ୍ଗ,୩।୧୧ : ଚଳିତ ବର୍ଷ ଉତ୍ତର କୋରିଆ ଲଗାତାର କ୍ଷେପଣାସ୍ତ୍ର ପରୀକ୍ଷା କରୁଛି। କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ଆକ୍ସନ ମୋଡରେ ଅଛନ୍ତି। ସେ ଚଳିତ ବର୍ଷ ଜାନୁଆରୀରୁ...

ଜୈବିକ ଅସ୍ତ୍ରଶସ୍ତ୍ର ମାମଲାରେ ରୁଷିଆକୁ ସମର୍ଥନ କଲା ଚାଇନା…

ମସ୍କୋ/ବେଜିଂ,୩।୧୧ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ୟୁଏନଏସସିରେ ପାରିତ ହୋଇଥିବା ଅନ୍ୟ ଏକ ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଛି। ଜୈବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ନେଇ ୟୁକ୍ରେନ ଏକ ବଡ ଦାବି କରିଥିଲା। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ରୁଷିଆ...

ବିବାହ କଲେ ଦୁଇ ସୁନ୍ଦରୀ

ବୁଏନୋସ ଆଇରେସ,୩।୧୧: ମିସ ଆର୍ଜେଣ୍ଟିନା ମାରିଆନା ଭାରେଲା ଏବଂ ମିସ ପୁଏର୍ଟୋ ରିକୋ ଫାବିଓଲା ଭାଲେଣ୍ଟାଇନ ନିଜ ସମ୍ପର୍କକୁ ନେଇ ବଡ଼ ଖୁଲାସା କରିଛନ୍ତି। ଦୁହେଁ ଦଗତ ଦୁଇ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ। ଏବେ ସେମାନଙ୍କ ସମ୍ପର୍କକୁ...

ଚେତାବନୀ ଦେଲେ ବାଇଡେନ

ନ୍ୟୁୟର୍କ,୩।୧୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଶରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଥିବା ଏବଂ ରାଜନୈତିକ ହିଂସା ବିସ୍ତାର କରୁଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି। ହ୍ବାଇଟ ହାଉସରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି, ଆମେରିକାର...

ଲଦାଖରେ ଚାଇନାର କାର୍ଯ୍ୟକଳାପ ଉପରେ ଆମେରିକା ନଜର…

ଓ୍ବାଶିଂଟନ,୩।୧୧ : କେବଳ ଭାରତ ନୁହେଁ ଆମେରିକା ମଧ୍ୟ ଲଦାଖରେ ଚାଇନାର କାର୍ଯ୍ୟକଳାପ ଉପରେ ତୀକ୍ଷ୍‌ଣ ନଜର ରଖିଛି। ଆମେରିକାର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ  ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆଦିଲ୍ଲୀ ସହ ଘନିଷ୍ଠ ଭାବରେ କାର୍ଯ୍ୟ...

ଚାଇନା ଯୁଦ୍ଧପୋତରେ ଇନ୍ଧନ ଭର୍ତ୍ତି କଲା ଶ୍ରୀଲଙ୍କା, ଭାରତ ଅସନ୍ତୁଷ୍ଟ…

କଲମ୍ବୋ,୩।୧୧ : ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଚାଇନାର ଋଣ ଜାଲରେ ପଡ଼ିବା ପରେ ଏକ ଗୁରୁତର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଭାରତ ଶ୍ରୀଲଙ୍କାକୁ ସହାୟତା ଜାରି ରଖିଛି କିନ୍ତୁ ବେଜିଂ ପ୍ରତି କଲମ୍ବୋର ବିଶ୍ୱସ୍ତତା ହ୍ରାସ...

ମସ୍କଙ୍କ ନୂଆ ପ୍ଲାନ, ଟୁଇଟରରୁ ଛଟେଇ ହୋଇପାରନ୍ତି ୩୭୦୦ କର୍ମଚାରୀ!

ୱାଶିଂଟନ,୩ ।୧୧: ଟୁଇଟରର ନୂଆ ମାଲିକ ଏଲନ ମସ୍କ ଯେବେଠାରୁ ଏହି ସୋସିଆଲ ମିଡିଆ କମ୍ପାନୀର ମାଲିକ ହେଲେଣି ସେବେଠାରୁ ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ଏବେ ଏମିତି ଏକ ଖବର ଆସିଛି...

ବାଇଡେନଙ୍କ ନିର୍ଦ୍ଦେଶରେ ନର୍ଡ ଷ୍ଟ୍ରିମ୍‌ ଉପରେ ହୋଇଛି ଆକ୍ରମଣ: ରୁଷିଆର ଅଭିଯୋଗ…

ମସ୍କୋ,୩।୧୧ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଦାବି କରିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ ସେପ୍ଟେମ୍ବରରେ ବ୍ରିଟେନ ନର୍ଡ ଷ୍ଟ୍ରିମ ଗ୍ୟାସ ପାଇପଲାଇନ ଉପରେ ଆକ୍ରମଣ ହୋଇଥିଲା। ପେସ୍କୋଭ କହିଛନ୍ତି ଯେ...

ପ୍ରଶାନ୍ତ ମହାସାଗର ମୁହାଁ କିମ୍‌ଙ୍କ କ୍ଷେପଣାସ୍ତ୍ର…

ପ୍ୟୋଙ୍ଗୟାଙ୍ଗ,୩।୧୧ : ରୁଷିଏ ଏବଂ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବର୍ତ୍ତମାନ କୋରିଆ ପ୍ରାୟଦ୍ୱୀପରେ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଉତ୍ତର କୋରିଆର ଏକଛତ୍ରବାଦି ଶାସକ କିମ୍‌ ଜୋଙ୍ଗ ଉନ୍‌ ଜାପାନ ଉପର ଦେଇ ପ୍ରଶାନ୍ତ ମହାସାଗରରେ ଏକ କ୍ଷେପଣାସ୍ତ୍ର ନିକ୍ଷେପ...

ପାକିସ୍ତାନକୁ ଆର୍ଥିକ ସହାୟତା, ହାଇସ୍ପିଡ ଟ୍ରେନ୍ ଟେକନିକ ଯୋଗାଇ ଦେବ ଚାଇନା

ବେଜିଂ,୩ ।୧୧: ପାକସ୍ତାନ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ବେଜିଂ ଗସ୍ତରେ ଅଛନ୍ତି । ବୁଧବାର ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ୍ କରିଛନ୍ତି । ଏହି ସମୟରେ ଚାଇନା ପାକିସ୍ତାନକୁ ହାଇସ୍ପିଡ ଟ୍ରେନ୍ ଟେକନିକ ଓ ଆର୍ଥିକ...

ଜଳବାୟୁ ସଙ୍କଟକୁ ପ୍ରାଥମିକତା ଦିଆଯାଉନାହିଁ

ଲଣ୍ଡନ, ୩ା୧୧: ନଭେମ୍ବର ୬ରୁ ୧୮ ପର୍ଯ୍ୟନ୍ତ ଇଜିପ୍ଟରେ ଜାତିସଂଘ ଜଳବାୟୁ ସମ୍ମିଳନୀ କପ୍‌୨୭ ଅନୁଷ୍ଠିିତ ହେବ। ଉକ୍ତ ସମ୍ମିଳନୀ ପୂର୍ବରୁ ପ୍ରଖ୍ୟାତ ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗଙ୍କ ମନ୍ତବ୍ୟ ଏକ ଭିନ୍ନ ବାର୍ତ୍ତ ଦେଇଛି। ଗ୍ରେଟା ଉକ୍ତ ସମ୍ମିଳନୀରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri