ଅନ୍ତର୍ଜାତୀୟ

ରୁଷିଆ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ୧୩ ମୃତ

ମସ୍କୋ,୧୮।୧୦: ରୁଷିଆର ସୁପରସୋନିକ ଯୁଦ୍ଧ ବିମାନ ୟୁକ୍ରେନ ସୀମା ନିକଟ ଦକ୍ଷିଣ ରୁଷିଆର ୟେସ୍କ ସହରର ଏକ ଆବାସିକ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତିନି ପିଲାଙ୍କ ସମେତ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି...

କ୍ଷମା ମାଗିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୮।୧୦: ଆଜିକାଲି ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍‌ ସଙ୍କଟ ଦେଇ ଗତି କରୁଛନ୍ତି। ଟିକସ ହ୍ରାସ ନିଷ୍ପତ୍ତି ତାଙ୍କ ପାଇଁ କାଳ ହୋଇଛି। ତାଙ୍କ ଦଳର ସଦସ୍ୟମାନେ ତାଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଏସବୁ...

ଇସ୍ରାଏଲକୁ ଝଟକା, ପଶ୍ଚିମ ଜେରୁଜେଲମକୁ ରାଜଧାନୀ ମାନିବାକୁ ରାଜି ନୁହେଁ ଅଷ୍ଟ୍ରେଲିୟା

କାନବେରା,୮ ।୧୦: ଅଷ୍ଟ୍ରେଲିୟା ସରକାର ମଙ୍ଗଳବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଅଷ୍ଟ୍ରେଲିୟା ପଶ୍ଚିମ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ଭାବେ ମାନିବାକୁ ମନା କରି ଦେଇଛନ୍ତି ଓ ମାନ୍ୟତାକୁ ଫେରାଇ ନେଇଛନ୍ତି । ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ...

୧୫ ଲକ୍ଷରୁ ଅଧିକ ବନ୍ଦୀ, ୧୦୦ ଫୁଟରେ ଗାର୍ଡ: ପୁଣିଥରେ ଦେଖିବାକୁ ମିଳିଲା ଜିନପିଙ୍ଗଙ୍କ ଦବଦବା

ବେଜିଂ,୧୮ ।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆଉ ଏକ କାର୍ଯ୍ୟକାଳ ପାଇବାକୁ ସଫଳ ହୋଇଛନ୍ତି । ମାଓତ୍ସୁ ତୁଙ୍ଗଙ୍କ ପରେ ନିଜକୁ ଚାଇନାର ସବୁଠାରୁ ଶକ୍ତିଶାଳୀ ନେତା ଭାବେ ପ୍ରତିଷ୍ଠିତ କରିବାକୁ ଜିନପିଙ୍ଗ ସମସ୍ତ ପ୍ରସ୍ତୁତ କରି ସାରିଲେଣି...

କିଭ୍‌ରେ ଡ୍ରୋନ୍‌ ଆକ୍ରମଣ: ୬ ନିହତ

କିଭ୍‌, ୧୮ା୧୦: ମିଶାଇଲ ମାଡ଼ର କିଛି ଦିନ ପରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ରୁଷିଆ ସୋମବାର ଘନଘନ ଡ୍ରୋନ ଆକ୍ରମଣ କରିଛି। ଏହାସହ ପୂର୍ବ ୟୁକ୍ରେନ୍‌ର ସୁମି ଅଞ୍ଚଳରେ ମଧ୍ୟ ବିସ୍ଫୋରଣ ହୋଇଛି। ଆକ୍ରମଣରେ ରୁଷିଆ ଇରାନ୍‌ର କାମିକାଜେ...

ଅଣୁ ଅସ୍ତ୍ର: ନାଟୋ ବନାମ ରୁଷିଆ

ବ୍ରସେଲ୍ସ, ୧୮ା୧୦: ଫେଡେରେଶନ ଅଫ୍‌ ଆମେରିକାନ୍‌ ସାଇଣ୍ଟିଷ୍ଟ୍‌ ଅନୁସାରେ, ବିଶ୍ୱରେ ୯ ଦେଶ ନିକଟରେ ପ୍ରାୟ ୧୨,୭୦୦ ନ୍ୟୁକ୍ଲିୟର ଅସ୍ତ୍ର ରହିଛି। ସେଥିରୁ ୯୦% କେବଳ ଆମେରିକା ଏବଂ ରୁଷିଆ ନିକଟରେ ଅଛି। ରୁଷିଆ ପାଖରେ ଆଣବିକ ଅସ୍ତ୍ର ସଂଖ୍ୟା...

ନାଟୋର ସବୁଠୁ ବଡ଼ ଯୁଦ୍ଧାଭ୍ୟାସ

ବ୍ରସେଲ୍ସ, ୧୮ା୧୦: ୟୁକ୍ରେନ୍‌ ଯୁଦ୍ଧ ଭିତରେ ଆମେରିକା ନେତୃତ୍ୱାଧୀନ ସାମରିକ ମେଣ୍ଟ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସୋମବାର ସବୁଠାରୁ ବଡ଼ଧରଣର ଆଣବିକ ଡ୍ରିଲ୍‌ ‘ଷ୍ଟିଡ୍‌ଫାଷ୍ଟ ନୁନ୍‌’ ଆରମ୍ଭ କରିଛି। ୟୁରୋପ ଉପରେ ନ୍ୟୁକ୍ଲିୟର ଆକ୍ରମଣ ପାଇଁ ରୁଷିଆ...

ପିତା ରୁଷିଆ ସେନା, ପୁଅ ୟୁକ୍ରେନ୍ ସିପାହୀ, ଫାୟରିଂ କମିଲେ ପରସ୍ପରକୁ ପଠାନ୍ତି ଏମିତି ମେସେଜ

ମସ୍କୋ/କ୍ୱିଭ,୧୭ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ । ଏହି ଯୁଦ୍ଧ ଯେ କେବଳ ଦେଶର ଚିନ୍ତା ବଢାଇ ଥାଏ ତା’ନୁହେଁ ବେଳେ ବେଳେ ଏହି ଯୁଦ୍ଧର ନିଆଁରେ ରକ୍ତର ସମ୍ପର୍କ ବି ଜଳିଯାଇଥାଏ ।...

ନୂଆ ମୋଡ଼ରେ ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନ,ବୋଲସୋନାରୋ-ଲୁଲାଙ୍କ ମଧ୍ୟରେ ବିତର୍କ…

ବ୍ରାସିଲିଆ,୧୭।୧୦ : ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ନୂଆ ମୋଡ଼ରେ ପହଞ୍ଚିଛି। ନିର୍ବାଚନ ପ୍ରଚାର ଚାଲିଥିବାରୁ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କ ମଧ୍ୟ ତୀବ୍ର ହେବାରେ ଲାଗିଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ପ୍ରଥମ ବିତର୍କ ସମୟରେ ଉଭୟ ପ୍ରାର୍ଥୀ ପରସ୍ପର ବିରୋଧରେ...

କ୍ୱିଭ୍‌ରେ ଆତଙ୍କ: ଡ୍ରୋନ୍‌ ଦ୍ୱାରା ବୋମା ମାଡ଼…

କ୍ୱିଭ୍‌,୧୭।୧୦ : ରୁଷିା ପୁନର୍ବାର ୟୁକ୍ରେନର ରାଜଧାନୀ କ୍ୱିଭ୍‌ ଉପରେ ଏକ ବଡ଼ ଆକ୍ରମଣ କରିଛି। ଏହି ଆକ୍ରମଣ ଇରାନ ଦ୍ୱାରା ନିର୍ମିତ କାମିକାଜେ ଡ୍ରୋନ ଦ୍ୱାରା କରାଯାଇଛି। ଲଗାତାର ବୋମା ବିସ୍ଫୋରଣରେ କ୍ୱିଭ ସହର କମ୍ପିତ ହୋଇଥିଲା। କ୍ୱିଭ୍‌ରେ...

ନିଜ ସାଂସଦଙ୍କ ବିଶ୍ୱାସ ଜିଣିବାରେ ଟ୍ରସ ବିଫଳ, ଅବିଶ୍ୱାସ ପ୍ରସ୍ତାବ ପାଇଁ ପ୍ରସ୍ତୁତି…

ଲଣ୍ଡନ,୧୭।୧୦ : ବ୍ରିଟେନ ପୁଣି ଥରେ ଏକ ଗୁରୁତର ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ନିକଟରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ପଦବୀ ବିପଦରେ ଅଛି। ତାଙ୍କୁ ମଧ୍ୟ ଏହି ସପ୍ତାହରେ ଇସ୍ତଫା ଦେବାକୁ ପଡିପାରେ। ଡେଲି ମେଲ ଖବର...

ନାଇଜେରିଆରେ ବନ୍ୟା: ୧୩ ଲକ୍ଷରୁ ଅଧିକ ବେଘର…

ଅବୁଜା,୧୭।୧୦ : ପ୍ରବଳ ବନ୍ୟା ଯୋଗୁଁ ନାଇଜେରିଆ ଅନାହାର ଏବଂ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ବର୍ଷା ଯୋଗୁଁ ହୋଇଥିବା ବନ୍ୟାରେ ୬୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି। ଦେଶର ମାନବିକତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri